Shuru
Apke Nagar Ki App…
ଗଞ୍ଜାଇ କାରବାରେ ଜେଲ ଗଲେ ୱେଭ ସାମ୍ବାଦିକ ଗଞ୍ଜେଇ କାରବାର କରି ଜେଲ ଗଲେ ୱେଭ ସାମ୍ବାଦିକ ଶୁଣୁନ କାଣା କହୁଛନ ସୋନପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ
PABITRA BARIHA
ଗଞ୍ଜାଇ କାରବାରେ ଜେଲ ଗଲେ ୱେଭ ସାମ୍ବାଦିକ ଗଞ୍ଜେଇ କାରବାର କରି ଜେଲ ଗଲେ ୱେଭ ସାମ୍ବାଦିକ ଶୁଣୁନ କାଣା କହୁଛନ ସୋନପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ
More news from ଓଡ଼ିଶା and nearby areas
- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ହଂଗାମା ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସ୍କିଲ ଇନ ଓଡ଼ିଶାରେ ଚାଲିଛି ମହାଦୁର୍ନୀତି। କର୍ମଚାରୀଙ୍କ ଦ୍ଵାରା ଅସଦ୍ ବ୍ୟବହାର ଓ ନିମ୍ନ ମାନର ଖାଦ୍ୟ ଯୋଗାଣକୁ ନେଇ ଛାତ୍ରଛାତ୍ରୀ ଉତ୍କ୍ଷିପ୍ତ ହୋଇ ଖାଦ୍ୟ ବର୍ଜନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ରାତି ୧୦ ଟାରେ ଉକ୍ତ ଅନୁଷ୍ଠାନ ରେ ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ବୁଝାଇବା ସହିତ ଉକ୍ତ ସଂସ୍ଥାର ଅଧିକାରୀଙ୍କୁ ତାଗିଦ୍ କରିଥିଲେ।1
- ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଡ଼ ନୃପରାଜ ସାହୁ ରାତି ରେ ଛାତ୍ରମାନଙ୍କ ପାଖକୁ ପହଞ୍ଚି ଆଜି ପାଇଁ ସହଯୋଗ କରିବାପାଇଁ କହିଲେ ପୁରା ଭିଡ଼ିଓ ଟି ଦେଖନ୍ତୁ #rishitv #OdisaNews #Subarnapur #sonepurtown #SkillIndia #SkillOdisha1
- ଦ୍ବିତୟୀ ଦିନରେ କେନ୍ଦୁପତ୍ର କର୍ମଚାରୀଙ୍କ ଧାରଣା1
- ଗଞ୍ଜେଇ କାରବାର କରି ଜେଲ ଗଲେ ୱେଭ ସାମ୍ବାଦିକ ଶୁଣୁନ କାଣା କହୁଛନ ସୋନପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ1
- ଦୁଇ ବାଇକ ମୁହାଁମୁହିଁ ଧକ୍କା ଦୁଇ ଜଣ ଗୁରୁତର l ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ସିଆଲଜୁଳି ଛକ ଠାରେ ଦୁଇ ବାଇକ ମଧ୍ୟରେ ମୁଁହl ମୁହିଁ ଧକ୍କା l ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି l ଆହତ ମାନେହେଲେ ବାଉଶୁଣି ଫବସି ଗ୍ରାମର ଦୁଇ ଜଣ ଯୁବକ ବୋଲି ଜଣାପଡିଛି l ସୁଚନା ଥାଉକି ସିଆଲଜୁଳି ଛକ ଠାରେ ଦୁଇ ବାଇକ ମଧ୍ୟରେ ମୁଁହl ମୁହିଁ ଧକ୍କା ହୋଇଥିଲା l ଫଳରେ ଦୁଇ ବାଇକ ରେ ଥିବା ଚାରି ଜଣ ଛିଟିକି ପଡ଼ିଥିଲେ l ଘଟଣା ସ୍ଥଳରୁ ଦୁଇ ଜଣ ଙ୍କୁ ଉଦ୍ଧାର କରି ସଦର ଡାକ୍ତର ଖlନlକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆ ଯାଇଥିବା ଦେଖିବାକୁ ମିଳିଛି l1
- ସୁବର୍ଣ୍ଣପୁର ଜିଲ୍ଲାର ହିକୁଡି ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ ଓ ଆଉଜଣେ ଗୁରୁତର l ଗୁରୁତର ଜଣକୁ ସୋନପୁର ମୁଖ୍ୟ ଚିକିତ୍ସାଲୟ ରେ ଚିକିସ୍ତିତ l1
- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଡାକରା ରେ ସାରା ରାଜ୍ୟରେ ସମସ୍ତ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ଏହି କ୍ରମରେ ରେଢ଼ାଖୋଲ ଡିଭିଜନ ର ବହଳପଦର କେନ୍ଦୁପତ୍ର ରେଞ୍ଜ ର ଅମରପାଲି ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଗଣଧାରଣା ଶନିବାର ଦ୍ଵିତୀୟ ଦିବସ ରେ ପହଞ୍ଚିଛି। ଏହି ଗଣଧାରଣା ରେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି,ସାମୟିକ କର୍ମଚାରୀ ପ୍ରମୁଖ ସାମିଲ। ଗଣଧାରଣା ସହିତ ୧୭ ଦଫା ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ରେଞ୍ଜ ଅଧିକାରୀ ମାନସ ସାହୁ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। କେନ୍ଦୁପତ୍ର କେରି ବୃଦ୍ଧି, ସିଜିନାଲ କର୍ମଚାରୀଙ୍କ ମାସିକ ଦରମା ବୃଦ୍ଧି, ବନ୍ଧେଇ କର୍ମଚାରୀଙ୍କ ବଣ୍ଡଲ ଦର ବୃଦ୍ଧି, ବୋନସ ପରିମାଣ ବୃଦ୍ଧି, ବଜେଟରେ ସାମାଜିକ ନିରାପତ୍ତା ପାଇଁ ୨୦୦କୋଟି ଟଙ୍କାର ପ୍ରାବଧାନ, ଫଡି ଉଛେଦ ବନ୍ଦ, ଘରୋଇ କରଣ ବନ୍ଦ, କେଏଲଡିବିରେ ସଂଘର ପ୍ରତିନିଧୁଙ୍କୁ ମନୋନୀତ ଓ ସଂଶୋଧନ ପ୍ରଭୃତି ଦାବି ରହିଛି । ଆସନ୍ତା ୨୭ପୂର୍ବରୁ ଦାବୀ ପୂରଣ ନ ହେଲେ ସମୂହିକ ଭାବେ ରାଜରାସ୍ତା ଅବରୋଧ କରିବାକୁ ସଂଘ ଚେତାବନୀ ଦେଇଛି।4
- ମିଛ ପ୍ରତିଶ୍ରୁତି ଏବେ ସତ ପ୍ରମାଣିତ ହେଉଛି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ କୁଷ୍ଠାଶ୍ରମ ପରିଦର୍ଶନରେ ଯାଇ ଖୁବ୍ ପ୍ରଶଂସା ସାଉଁଟି ଥିଲେ। ଗଣମାଧ୍ୟମ ଗୁଡିକ ତାଙ୍କ ପ୍ରଶଂସାରେ ସତମୁଖ ହୋଇ ଉଠିଥିଲା। କୁଷ୍ଠାଶ୍ରମ ଅନ୍ତେବାସୀ ଜିଲ୍ଲାପାଳଙ୍କ କଥା ରଖିଥିଲେ। ହେଲେ ଲୋକପ୍ରିୟ ଜିଲ୍ଲାପାଳ କଥା ଦେଇ କଥା ରଖି ପାରିନାହାନ୍ତି।1