logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମା'ମଙ୍ଗଳା-ମାଉଲି କ୍ରିକେଟ କପ୍ ଅଡାଲ କୁ ହରାଇ ତେଲିପାଲି ସେମିରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ର କଦଳୀପାଲି ଖେଳ ପଡିଆରେ ହେଉଥିବା ମା' ମଙ୍ଗଳା - ମାଉଲି କ୍ରିକେଟ କପ୍ ର ସୋମବାର ଥିଲା ଚତୁର୍ଥ ଦିବସ। ସୋମବାର ପ୍ରଥମ ମ୍ୟାଚ ଟି ତେଲିପାଲି ଓ କୃଷ୍ଣପାଲି ମଧ୍ୟରେ ହୋଇଥିଲା। ଏଥିରେ ତେଲିପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ଓଭର ରେ ୫ ଉଇକେଟ ହରାଇ ୮୩ରନ କରିଥିଲା। ଜବାବରେ କୃଷ୍ଣପାଳି ଦଳ ନିର୍ଦ୍ଧାରିତ ୮ଓଭର ୬ ଉଇକେଟ ହରାଇ ୪୦ ରନ କରି ପରାସ୍ତ ହୋଇଥିଲା । ଦ୍ଵିତୀୟ ମ୍ୟଚ ଟି ଅଡାଳ ଓ ବୁରୋଘାଟ ମଧ୍ୟରେ ହୋଇଥିଲା। ଏଥିରେ ଅଡାଳ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୧୨୪ରନ କରିଥିଲା। ଜବାବରେ ବୁ୍ରୋଘାଟ ଦଳ ୮ ଓଭର ରେ ୯ଉଇକେଟ ହରାଇ ୧୦୫ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା। ତୃତୀୟ ମ୍ୟାଚ ଟି ପ୍ରଥମ ମ୍ୟାଚ୍ ର ବିଜେତା ତେଲିପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ଅଡାଲ ମଧ୍ୟରେ ହୋଇଥିଲା। ଏଥିରେ ତେଲିପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ଓଭର ରେ ଗୋଟିଏ ଉଇକେଟ ହରାଇ ୧୦୦ରନ କରିଥିଲା। ଜବାବରେ ଅଡାଲ ଦଳ ୭ଓଭର ରେ ୯ ଉଇକେଟ ହରାଇ ୮୯ରନ ସଂଗ୍ରହ କରି ପରାସ୍ତ ହୋଇଥିଲା ଫଳରେ ତେଲିପାଲି ଦଳ ବିଜୟୀ ହୋଇ ଚତୁର୍ଥ ଦଳ ଭାବେ ସେମିଫାଇନାଲ ରେ ପ୍ରବେଶ କରିଛି। ଭକ୍ତରାମ ଆଡ଼ଜୁଆଳି ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ସ୍ବେଚ୍ଛାସେବୀ ପଵିତ୍ର କୁମାର ସାହୁ ଏବଂ ପିକୁଳ ଚନ୍ଦ୍ର ପଧାନ ଅତିଥି ଭାବେ ଯୋଗଦେଇ ତେଲିପାଲି ଦଳ ର କ୍ରିସ ସେଠି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ ଗୁଡିକରେ ଅମ୍ପାୟର ଭାବେ ଜିତେନ୍ଦ୍ର ସାହୁ ଓ ଜ୍ଞାନେନ୍ଦ୍ର ସାହୁ, ସ୍କୋରର ଭାବେ ପ୍ରକଶ ନାଗ ଏବଂ କ୍ଷେତ୍ରବାସି ଷାଣ୍ଢ ଧାରାବିବରଣି ପ୍ରଦାନ କରିଥିଲେ।

20 hrs ago
user_Pitambar Sahu
Pitambar Sahu
Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
20 hrs ago
6740d7e0-67a3-4ec3-9cd3-34e94d0a756a

ମା'ମଙ୍ଗଳା-ମାଉଲି କ୍ରିକେଟ କପ୍ ଅଡାଲ କୁ ହରାଇ ତେଲିପାଲି ସେମିରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ର କଦଳୀପାଲି ଖେଳ ପଡିଆରେ ହେଉଥିବା ମା' ମଙ୍ଗଳା - ମାଉଲି କ୍ରିକେଟ କପ୍ ର ସୋମବାର ଥିଲା ଚତୁର୍ଥ ଦିବସ। ସୋମବାର ପ୍ରଥମ ମ୍ୟାଚ ଟି ତେଲିପାଲି ଓ କୃଷ୍ଣପାଲି ମଧ୍ୟରେ ହୋଇଥିଲା। ଏଥିରେ ତେଲିପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ଓଭର ରେ ୫ ଉଇକେଟ ହରାଇ ୮୩ରନ କରିଥିଲା। ଜବାବରେ କୃଷ୍ଣପାଳି ଦଳ ନିର୍ଦ୍ଧାରିତ ୮ଓଭର ୬ ଉଇକେଟ ହରାଇ ୪୦ ରନ କରି ପରାସ୍ତ ହୋଇଥିଲା । ଦ୍ଵିତୀୟ ମ୍ୟଚ ଟି ଅଡାଳ ଓ ବୁରୋଘାଟ ମଧ୍ୟରେ ହୋଇଥିଲା। ଏଥିରେ ଅଡାଳ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୧୨୪ରନ କରିଥିଲା। ଜବାବରେ ବୁ୍ରୋଘାଟ ଦଳ ୮ ଓଭର ରେ ୯ଉଇକେଟ ହରାଇ ୧୦୫ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା। ତୃତୀୟ ମ୍ୟାଚ ଟି

09bcd9ff-f09c-4240-9030-c07718a385c1

ପ୍ରଥମ ମ୍ୟାଚ୍ ର ବିଜେତା ତେଲିପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ଅଡାଲ ମଧ୍ୟରେ ହୋଇଥିଲା। ଏଥିରେ ତେଲିପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ଓଭର ରେ ଗୋଟିଏ ଉଇକେଟ ହରାଇ ୧୦୦ରନ କରିଥିଲା। ଜବାବରେ ଅଡାଲ ଦଳ ୭ଓଭର ରେ ୯ ଉଇକେଟ ହରାଇ ୮୯ରନ ସଂଗ୍ରହ କରି ପରାସ୍ତ ହୋଇଥିଲା ଫଳରେ ତେଲିପାଲି ଦଳ ବିଜୟୀ ହୋଇ ଚତୁର୍ଥ ଦଳ ଭାବେ ସେମିଫାଇନାଲ ରେ ପ୍ରବେଶ କରିଛି। ଭକ୍ତରାମ ଆଡ଼ଜୁଆଳି ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ସ୍ବେଚ୍ଛାସେବୀ ପଵିତ୍ର କୁମାର ସାହୁ ଏବଂ ପିକୁଳ ଚନ୍ଦ୍ର ପଧାନ ଅତିଥି ଭାବେ ଯୋଗଦେଇ ତେଲିପାଲି ଦଳ ର କ୍ରିସ ସେଠି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ ଗୁଡିକରେ ଅମ୍ପାୟର ଭାବେ ଜିତେନ୍ଦ୍ର ସାହୁ ଓ ଜ୍ଞାନେନ୍ଦ୍ର ସାହୁ, ସ୍କୋରର ଭାବେ ପ୍ରକଶ ନାଗ ଏବଂ କ୍ଷେତ୍ରବାସି ଷାଣ୍ଢ ଧାରାବିବରଣି ପ୍ରଦାନ କରିଥିଲେ।

More news from ଓଡ଼ିଶା and nearby areas
  • ଗତ ଦୁଇଦିନ ପରେ ସନ୍ଧ୍ୟା ମେଡିକାଲ ଭୁର୍ଣ ହତ୍ୟା କରୁଥିବା ନେଇ ଏବଂ ବିନା ଲାଇସେନ୍ସ ରେ ଚାଳିଥିବା ବେଆଇନ କାମ କୁ ଦେଖି ରେଡ ମାରିଥିଲେ ସ୍ୱାସ୍ଥ୍ୟ ଏବଂ ପ୍ରଶାସନ ବିଭାଗ କିନ୍ତୁ ସେହି ବ୍ୟକ୍ତି ଙ୍କୁ ଛାଡିଦେଇଥିଲେ ଆଜି ଆମ ଆଦମୀ ପାଟି ଜିଲ୍ଲାସଭାପତି ପୃଥ୍ଵୀରାଜ ଜଗଦଳା ତାଙ୍କୁ ସନ୍ଧ୍ୟା କି୍ଲିନିକ କୁ ବନ୍ଧ କରିବା ପାଇଁ ଜିଲ୍ଲାପାଳ ସହିତ କଥାହେବାରୁ ଆଜି କରିବାପାଇଁ କହିଛନ୍ତି ।
    1
    ଗତ ଦୁଇଦିନ ପରେ ସନ୍ଧ୍ୟା ମେଡିକାଲ ଭୁର୍ଣ ହତ୍ୟା କରୁଥିବା ନେଇ ଏବଂ ବିନା ଲାଇସେନ୍ସ ରେ ଚାଳିଥିବା ବେଆଇନ କାମ କୁ ଦେଖି ରେଡ ମାରିଥିଲେ ସ୍ୱାସ୍ଥ୍ୟ ଏବଂ ପ୍ରଶାସନ ବିଭାଗ କିନ୍ତୁ ସେହି ବ୍ୟକ୍ତି ଙ୍କୁ ଛାଡିଦେଇଥିଲେ ଆଜି  ଆମ ଆଦମୀ ପାଟି ଜିଲ୍ଲାସଭାପତି ପୃଥ୍ଵୀରାଜ ଜଗଦଳା ତାଙ୍କୁ ସନ୍ଧ୍ୟା କି୍ଲିନିକ କୁ ବନ୍ଧ କରିବା ପାଇଁ ଜିଲ୍ଲାପାଳ ସହିତ କଥାହେବାରୁ ଆଜି କରିବାପାଇଁ କହିଛନ୍ତି ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    11 min ago
  • ସୋନପୁର ଜୁଲୁଣ୍ଡା ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଆଉ ଜଣେ ଆହତ l
    1
    ସୋନପୁର ଜୁଲୁଣ୍ଡା ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଆଉ ଜଣେ ଆହତ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ଧାନ ବିକ୍ରି କରି ଚାଷୀ ହତାଶ... ଚାଷୀ କଣ କହୁଛନ୍ତି ଟିକେ ଶୁଣନ୍ତୁ #rishitv #SonepurNews #Subarnapur #farmers #local #farmerlife #sonepur #CSO #subarnapurcollector #CMOOdisha
    1
    ଧାନ ବିକ୍ରି କରି ଚାଷୀ ହତାଶ... ଚାଷୀ କଣ କହୁଛନ୍ତି ଟିକେ ଶୁଣନ୍ତୁ 
#rishitv #SonepurNews #Subarnapur #farmers 
#local #farmerlife #sonepur #CSO #subarnapurcollector #CMOOdisha
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ବଡଭାଇଙ୍କ ସହ ସାମାନ୍ୟ ବଚସା ପରେ ଘରୁ ଚାଲିଯାଇଥିବା ସାନପୁଅ… ଆଉ ଫେରିନଥିଲେ
    1
    ବଡଭାଇଙ୍କ ସହ ସାମାନ୍ୟ ବଚସା ପରେ ଘରୁ ଚାଲିଯାଇଥିବା ସାନପୁଅ… ଆଉ ଫେରିନଥିଲେ
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ବୀରମହାରାଜପୁର ମୁଖ୍ୟ ଛକରେ ସାନ୍ଧ୍ୟ ମେଡିକାଲ ଷ୍ଟୋର ଭିତରେ ଚାଲିଥିଲା ବେଆଇନ କ୍ଲିନିକ l ମାଡ଼ିବସିଲା ସ୍ୱାସ୍ଥ୍ୟ ବିଭାଗ l
    1
    ବୀରମହାରାଜପୁର ମୁଖ୍ୟ ଛକରେ ସାନ୍ଧ୍ୟ ମେଡିକାଲ ଷ୍ଟୋର ଭିତରେ ଚାଲିଥିଲା ବେଆଇନ କ୍ଲିନିକ l ମାଡ଼ିବସିଲା ସ୍ୱାସ୍ଥ୍ୟ ବିଭାଗ l
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • ବୀରମହାରାଜପୁର ରେ ସନ୍ଧ୍ୟା ମେଡିକାଲରେ ଚାଲିଥିବା ବେଆଇନ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ ଡ଼. ନୃପରାଜ ସାହୁ
    1
    ବୀରମହାରାଜପୁର ରେ ସନ୍ଧ୍ୟା ମେଡିକାଲରେ ଚାଲିଥିବା ବେଆଇନ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ ଡ଼. ନୃପରାଜ ସାହୁ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ Sonapur, Sonepur•
    21 hrs ago
  • ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା 38 ଜଣ ସହକାରୀ ଉପ ବିଭାଗୀୟ ଅଧିକାରୀ
    1
    ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା 38 ଜଣ ସହକାରୀ ଉପ ବିଭାଗୀୟ ଅଧିକାରୀ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ସୋନପୁର ଜିଲ୍ଲାପାଳ ଙ୍କ ଅଫିସ ରେ ଦଳୀୟ ପତାକା ଉଡୁଛି l
    1
    ସୋନପୁର ଜିଲ୍ଲାପାଳ ଙ୍କ ଅଫିସ ରେ ଦଳୀୟ ପତାକା ଉଡୁଛି l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.