logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୀରମହାରାଜପୁର ମୁଖ୍ୟ ଛକରେ ସାନ୍ଧ୍ୟ ମେଡିକାଲ ଷ୍ଟୋର ଭିତରେ ଚାଲିଥିଲା ବେଆଇନ କ୍ଲିନିକ l ମାଡ଼ିବସିଲା ସ୍ୱାସ୍ଥ୍ୟ ବିଭାଗ l

18 hrs ago
user_OTV SONEPUR
OTV SONEPUR
ସୋନପୁର, ସୋନପୁର, ଓଡ଼ିଶା•
18 hrs ago

ବୀରମହାରାଜପୁର ମୁଖ୍ୟ ଛକରେ ସାନ୍ଧ୍ୟ ମେଡିକାଲ ଷ୍ଟୋର ଭିତରେ ଚାଲିଥିଲା ବେଆଇନ କ୍ଲିନିକ l ମାଡ଼ିବସିଲା ସ୍ୱାସ୍ଥ୍ୟ ବିଭାଗ l

More news from ଓଡ଼ିଶା and nearby areas
  • #ଶୀତଲା_ଦେବୀକଁର_ପୂଜା ସୋନପୁର ସହରେ ନିଆରା ଶୀତଲା ଦେବୀକଁର ପୂଜା... ବିଶ୍ବାସ୍ ରହିଛେ ପୂଜା କଲେ ଗରମନୁ ମିଲବା ମୁକ୍ତି...ଫଗୁନ୍ ମାସେ ମହାନଦୀନୁ ପାଏନ୍ ଆନି ମାଟି ମାଆକେ କରାହେସି ଶୀତଲ....କୁଷ୍ଟାପଡାର ଲୋକ ମାନେ କରିଆସୁଛନ୍ ପୂଜା.... #Sitaladevi #weather #sonepur #westernodisha #sambalpurinews #feedin #otv
    1
    #ଶୀତଲା_ଦେବୀକଁର_ପୂଜା
ସୋନପୁର ସହରେ ନିଆରା ଶୀତଲା ଦେବୀକଁର ପୂଜା... ବିଶ୍ବାସ୍ ରହିଛେ ପୂଜା କଲେ ଗରମନୁ ମିଲବା ମୁକ୍ତି...ଫଗୁନ୍ ମାସେ ମହାନଦୀନୁ ପାଏନ୍ ଆନି ମାଟି ମାଆକେ କରାହେସି ଶୀତଲ....କୁଷ୍ଟାପଡାର ଲୋକ ମାନେ କରିଆସୁଛନ୍ ପୂଜା....
#Sitaladevi #weather #sonepur #westernodisha #sambalpurinews #feedin #otv
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    19 hrs ago
  • #ଗଞ୍ଜେଇ_ଚାଲାଣ_ର_ନୂଆ_ନୂଆ_ପନ୍ଥା_ଖୋଜଛନ୍ତି_ଚାଲାଣକାରି #rishitv #ganjaseize #Subarnapur #police #sonepur #Local #news #SonepurNews ରିକୋଭରି କ୍ରେନ କୁ ମାଧ୍ୟମ କରି ଗଞ୍ଜେଇ ଚାଲାଣ କରିଥିଲେ ମାଡି ବସିଲା ସୋନପୁର ପୋଲିସ, ୨ ଜଣ ଗିରଫ
    1
    #ଗଞ୍ଜେଇ_ଚାଲାଣ_ର_ନୂଆ_ନୂଆ_ପନ୍ଥା_ଖୋଜଛନ୍ତି_ଚାଲାଣକାରି
#rishitv #ganjaseize #Subarnapur #police 
#sonepur #Local #news #SonepurNews 
ରିକୋଭରି କ୍ରେନ କୁ ମାଧ୍ୟମ କରି ଗଞ୍ଜେଇ ଚାଲାଣ କରିଥିଲେ
ମାଡି ବସିଲା ସୋନପୁର ପୋଲିସ, ୨ ଜଣ ଗିରଫ
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର କାର୍ଡପାଳ ଗ୍ରାମରରେ ଥିବା ଗୋଚର ଜମିକୁ କିଛି ଅସାଧୁ ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି। ଆଜି କାର୍ଡ଼ପାଳ ଗ୍ରାମବାସୀ ତହସିଲଦାର ଙ୍କୁ ଭେଟି ଦାବିପତ୍ର ଦେବା ସହ ଜବରଦଖଲ କାରିକୁ ଅତିଶୀଘ୍ର ସେଠାରୁ ହଟେଇବାକୁ ଦାବି କରିଥିଲେ
    1
    ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର କାର୍ଡପାଳ ଗ୍ରାମରରେ ଥିବା ଗୋଚର ଜମିକୁ କିଛି ଅସାଧୁ ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି। ଆଜି କାର୍ଡ଼ପାଳ ଗ୍ରାମବାସୀ ତହସିଲଦାର ଙ୍କୁ ଭେଟି ଦାବିପତ୍ର ଦେବା ସହ ଜବରଦଖଲ କାରିକୁ ଅତିଶୀଘ୍ର ସେଠାରୁ ହଟେଇବାକୁ ଦାବି କରିଥିଲେ
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    23 hrs ago
  • ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ -୨୬ ଉଦଘାଟିତ ସୁବର୍ଣ୍ଣପୁର: ୧୭ତମ ରାମଧୁନ କପ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ -୨୦୨୬ ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଦ୍ଵାରା ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଉଦଘାଟିତ ହୋଇଯାଇଛି। ରାମଧୁନ କ୍ଲବ ମଝିପଡା, ଜିଲ୍ଲା କ୍ରୀଡା ସଙ୍ଘ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିବାର ରହିଛି।
    1
    ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ -୨୬ ଉଦଘାଟିତ
ସୁବର୍ଣ୍ଣପୁର: ୧୭ତମ ରାମଧୁନ କପ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ -୨୦୨୬ ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଦ୍ଵାରା ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଉଦଘାଟିତ ହୋଇଯାଇଛି। ରାମଧୁନ କ୍ଲବ ମଝିପଡା, ଜିଲ୍ଲା କ୍ରୀଡା ସଙ୍ଘ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିବାର ରହିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 day ago
  • ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ହରିପୁର ଠାରେ ସଚେତନତା ଶିବିର ଅନୁଷ୍ଠିତ
    1
    ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ହରିପୁର ଠାରେ ସଚେତନତା ଶିବିର ଅନୁଷ୍ଠିତ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • तेज धमाका, आग की लपटें और चीखते लोग... सामने आया भुवनेश्वर धमाके का CCTV फुटेज भुवनेश्वर के सुंदरपदा में 27 जनवरी को हुए शक्तिशाली धमाके में चार लोग घायल हो गए थे, जिनकी हालत नाजुक बताई जा रही है. इस धमाके का सीसीटीवी फुटेज सामने आया है. ओडिशा की राजधानी भुवनेश्वर में पिछले महीने जबरदस्त धमाका हुआ था. पूरे इलाके को दहला देने वाले इन धमाकों में चार लोग गंभीर रूप से घायल हो गए थे. 27 जनवरी को सुंदरपदा के आजादनगर इलाके में हुए इन धमाकों का सीसीटीवी फुटेज अब सामने आया है. सामने आए सीसीटीवी फुटेज से इस बात का अंदाजा लगाया जा सकता है कि धमाके की तीव्रता कितनी रही होगी.
    1
    तेज धमाका, आग की लपटें और चीखते लोग... सामने आया भुवनेश्वर धमाके का CCTV फुटेज
भुवनेश्वर के सुंदरपदा में 27 जनवरी को हुए शक्तिशाली धमाके में चार लोग घायल हो गए थे, जिनकी हालत नाजुक बताई जा रही है. इस धमाके का सीसीटीवी फुटेज सामने आया है.
ओडिशा की राजधानी भुवनेश्वर में पिछले महीने जबरदस्त धमाका हुआ था. पूरे इलाके को दहला देने वाले इन धमाकों में चार लोग गंभीर रूप से घायल हो गए थे. 27 जनवरी को सुंदरपदा के आजादनगर इलाके में हुए इन धमाकों का सीसीटीवी फुटेज अब सामने आया है. सामने आए सीसीटीवी फुटेज से इस बात का अंदाजा लगाया जा सकता है कि धमाके की तीव्रता कितनी रही होगी.
    user_Rahul journalist
    Rahul journalist
    Gochhapada, Kandhamal•
    2 hrs ago
  • ସୋନପୁର ଡୁଙ୍ଗୁରିପାଲି ଜିଲ୍ଲା ବେଆଇନ ଗୋରୁ ଚାଲାଣ ବେଳେ ମାଡ଼ିବସିଲେ ବଜରଙ୍ଗଦଳ l
    1
    ସୋନପୁର ଡୁଙ୍ଗୁରିପାଲି ଜିଲ୍ଲା ବେଆଇନ ଗୋରୁ ଚାଲାଣ ବେଳେ ମାଡ଼ିବସିଲେ ବଜରଙ୍ଗଦଳ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ସିଲ ହେଲା ବେଆଇନ କ୍ଲିନିକ l ବର୍ଷ ବର୍ଷଧରି ବୀରମହାରାଜପୁର ମୁଖ୍ୟ ଛକରେ ଚଳେଇଥିଲେ ବେଆଇନ କ୍ଲିନିକ
    1
    ସିଲ ହେଲା ବେଆଇନ କ୍ଲିନିକ l ବର୍ଷ ବର୍ଷଧରି ବୀରମହାରାଜପୁର ମୁଖ୍ୟ ଛକରେ ଚଳେଇଥିଲେ ବେଆଇନ କ୍ଲିନିକ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    19 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ସଦର ଘୁଡାଘାଟ ପଡା ଠାରେ ମହାମାୟୀ ପୂଜା ଆରମ୍ଭ
    1
    ସୁବର୍ଣ୍ଣପୁର ଜିଲ୍ଲାର ସଦର ଘୁଡାଘାଟ ପଡା ଠାରେ ମହାମାୟୀ ପୂଜା ଆରମ୍ଭ
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    1 day ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.