Shuru
Apke Nagar Ki App…
ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ହରିପୁର ଠାରେ ସଚେତନତା ଶିବିର ଅନୁଷ୍ଠିତ
Ranjan Kumar Dash
ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ହରିପୁର ଠାରେ ସଚେତନତା ଶିବିର ଅନୁଷ୍ଠିତ
More news from ଓଡ଼ିଶା and nearby areas
- ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା 38 ଜଣ ସହକାରୀ ଉପ ବିଭାଗୀୟ ଅଧିକାରୀ1
- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କେଳାକଟାର ଭୀମପାହାଡ଼ କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ 34ତମ ଭୀମପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ 14-02-2026ଶନିବାର ଦିନ ଉଦଯାପିତ ହୋଇଯାଇଛି l ଫାଇନାଲ ଖେଳରେ ମହାବୀର ଇଲେଭେନ ଫୁଲବାଣୀ ଓ ଥ୍ରୀ ସି ଇଲେଭେନ କିଆକଟା ମଧ୍ୟରେ କଡା ମୁକାବିଲା ହୋଇଥିଲା l ଶେଷରେ ଥ୍ରୀ ସି ଇଲେଭେନ କିଆକଟା ମହାବୀର ଇଲେଭେନ ଫୁଲବାଣୀକୁ ପରାଜିତ କରି ଉଇନର୍ସ ଘୋଷିତ ହୋଇଥିଲା l ଏହି ଖେଳକୁ ଅଞ୍ଚଳର ଶହ ଶହ କ୍ରୀଡ଼ାପ୍ରେମୀ ଉପଭୋଗ କରିଥିଲେ l ଟୁର୍ଣ୍ଣାମେଣ୍ଟରେ ସୁଦୂର ଭୁବନେଶ୍ୱରର ସମାଜସେବୀ ସାଗର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜେତା ଥ୍ରୀ ସି ଇଲେଭେନ କିଆକଟା ଦଳକୁ ଚମ୍ପିୟାନ ଟ୍ରଫି ସହିତ ନଗଦ 20,000/-ଅର୍ଥରାଶି ଓ ମହାବୀର ଇଲେଭେନ ଫୁଲବାଣୀ ଦଳକୁ ରନର୍ସ ଅପ ଟ୍ରଫି ସହିତ ନଗଦ 15,000/-ଅର୍ଥରାଶି ପ୍ରଦାନ କରିଥିଲେ l ଖେଳରେ ଜିତିବା ହାରିବା କିଛି ବଡ଼କଥା ନୁହେଁ, ଆଜିର ଯୁବଗୋଷ୍ଠି ମଧ୍ୟରେ ଏହି ଖେଳ ବନ୍ଧୁତ୍ୱ ଓ ଭାଇଚାରା ସମ୍ପର୍କର ଏକ ବାର୍ତ୍ତା ବହନ କରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମଥୁରା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର କହଁର, ରାଧାନଗର ଗ୍ରାମପଞ୍ଚାୟତ ର ସରପଞ୍ଚ ଗଣେଶ୍ୱର ବେହେରା, ପୁରୁଣାକଟକ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାଶଙ୍କର ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ଵାଣିଗୋଚ୍ଛା ର ରବି ମହାରଣା, ଆଡେଣୀଗଡ ର ଶ୍ରୀପତି ଭୋଇ, ଦେବେନ୍ଦ୍ର ଭୋଇ, ସୁବ୍ରତ ପ୍ରଧାନ, ଶୁଭ୍ରାଂଶୁ ଶେଖର ରଥ, ଅଜିତ କହଁର ପ୍ରମୁଖ ଯୋଗଦେଇଥିଲେ l ଖେଳକୁ ରଜତ କୁମାର ପ୍ରଧାନ ଓ ପ୍ରକାଶ ପ୍ରଧାନ ସମ୍ପୂର୍ଣ୍ଣ ଭାବରେ ପରିଚାଳନା କରିଥିଲେ l1
- ଗତ ଦୁଇଦିନ ପରେ ସନ୍ଧ୍ୟା ମେଡିକାଲ ଭୁର୍ଣ ହତ୍ୟା କରୁଥିବା ନେଇ ଏବଂ ବିନା ଲାଇସେନ୍ସ ରେ ଚାଳିଥିବା ବେଆଇନ କାମ କୁ ଦେଖି ରେଡ ମାରିଥିଲେ ସ୍ୱାସ୍ଥ୍ୟ ଏବଂ ପ୍ରଶାସନ ବିଭାଗ କିନ୍ତୁ ସେହି ବ୍ୟକ୍ତି ଙ୍କୁ ଛାଡିଦେଇଥିଲେ ଆଜି ଆମ ଆଦମୀ ପାଟି ଜିଲ୍ଲାସଭାପତି ପୃଥ୍ଵୀରାଜ ଜଗଦଳା ତାଙ୍କୁ ସନ୍ଧ୍ୟା କି୍ଲିନିକ କୁ ବନ୍ଧ କରିବା ପାଇଁ ଜିଲ୍ଲାପାଳ ସହିତ କଥାହେବାରୁ ଆଜି କରିବାପାଇଁ କହିଛନ୍ତି ।1
- ସୋନପୁର ଜୁଲୁଣ୍ଡା ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଆଉ ଜଣେ ଆହତ l1
- ଧାନ ବିକ୍ରି କରି ଚାଷୀ ହତାଶ... ଚାଷୀ କଣ କହୁଛନ୍ତି ଟିକେ ଶୁଣନ୍ତୁ #rishitv #SonepurNews #Subarnapur #farmers #local #farmerlife #sonepur #CSO #subarnapurcollector #CMOOdisha1
- ବଡଭାଇଙ୍କ ସହ ସାମାନ୍ୟ ବଚସା ପରେ ଘରୁ ଚାଲିଯାଇଥିବା ସାନପୁଅ… ଆଉ ଫେରିନଥିଲେ1
- ବୀରମହାରାଜପୁର ମୁଖ୍ୟ ଛକରେ ସାନ୍ଧ୍ୟ ମେଡିକାଲ ଷ୍ଟୋର ଭିତରେ ଚାଲିଥିଲା ବେଆଇନ କ୍ଲିନିକ l ମାଡ଼ିବସିଲା ସ୍ୱାସ୍ଥ୍ୟ ବିଭାଗ l1
- ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ହରିପୁର ଠାରେ ସଚେତନତା ଶିବିର ଅନୁଷ୍ଠିତ1