logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁଧାଂଶୁ ସ୍ମାରକୀ ୧୦ବାର୍ଷିକ ଡ୍ରାମା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ। Avo.ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଗଦିଆ ପଞ୍ଚାୟତ ଝିମାଣୀ ଗ୍ରାମରେ ଥିବା ମା ନିମନାୟକାଣୀ ଡ୍ରାମାଟିକ୍ କ୍ଲବ୍ ପକ୍ଷରୁ ସୁଧାଂଶୁ ସ୍ମାରକୀ ୧୦ମ ବାର୍ଷିକ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତାଟି ମା ନିମନୟାକଣୀ ଡ୍ରାମାଟିକ୍ କ୍ଲବର ସଭାପତି ସଚିତ୍ର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ତୃତୀୟ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ପାରାଦ୍ଵୀପ ଅଞ୍ଚଳର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ପ୍ରହଲ୍ଲାଦ ବେହେରା,ଫେତେପୁର ପଞ୍ଚାୟତର ଯୁବ ସରପଞ୍ଚ ସିଦ୍ଧାର୍ଥ ପ୍ରଧାନ,ଅନନ୍ତ ବିଶ୍ଵାଳ,ସମାଜସେବୀ ରଞ୍ଜନ କୁମାର ସ୍ବାଇଁ,ଗୋବିନ୍ଦ ଲେଙ୍କା,ସମିତି ସଭ୍ୟ ପବିତ୍ର ସେଠୀ,ଭିମସେନ୍ ପ୍ରଧାନ,ଜପହରି ସେଠୀ, ସନ୍ତୋଷ ରାଉତ, ଭୀମସେନ ପ୍ରଧାନ , ଗୋବିନ୍ଦ ଲେଙ୍କା, ପବିତ୍ର ରାଉତ, ଅଦେଇତ ରାଉତରାୟ ପ୍ରମୁଖ ଯୋଗଦେଇ ମଞ୍ଚରେ ପ୍ରଦୀପ ପ୍ରଜ୍ଜୋଳନ କରିବା ସହ ସୁଧାଂଶୁ ପରିଡ଼ାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ତାଙ୍କ ଫଟୋଚିତ୍ର ନିକଟରେ ନିରବ ପ୍ରାଥନା କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ମାତ୍ର ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତିରେ ଆରମ୍ଭ ହୋଇଥିବା ବେଳେ ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱର ଓମ୍ ସାଇ କଳା ପରିଷଦ ନାଟକ ମଞ୍ଚସ୍ଥ କରିଥିଲା କାନ୍ଦେ ନାଁ ଲୁହ ସରିଯିବ।ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗୀତାରେ ନିରାକାର ରାଉତ ଓ ରୋହିତ ରାଉତ ମଞ୍ଚ ପରିଚାଳନା କରିଥିଲେ।ଏବଂ ମଞ୍ଚସ୍ଥ ନାଟକଟି କ୍ଳବ ର ସମସ୍ତ ସଦସ୍ୟ, ସମସ୍ତ ଦର୍ଶକ ନାଟକ ଉପଭୋଗ କରିଥିଲେ

9 hrs ago
user_Bikram Mohapatra
Bikram Mohapatra
Artist ଏରସମା, ଜଗତସିଂହପୁର, ଓଡ଼ିଶା•
9 hrs ago

ସୁଧାଂଶୁ ସ୍ମାରକୀ ୧୦ବାର୍ଷିକ ଡ୍ରାମା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ। Avo.ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଗଦିଆ ପଞ୍ଚାୟତ ଝିମାଣୀ ଗ୍ରାମରେ ଥିବା ମା ନିମନାୟକାଣୀ ଡ୍ରାମାଟିକ୍ କ୍ଲବ୍ ପକ୍ଷରୁ ସୁଧାଂଶୁ ସ୍ମାରକୀ ୧୦ମ ବାର୍ଷିକ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତାଟି ମା ନିମନୟାକଣୀ ଡ୍ରାମାଟିକ୍ କ୍ଲବର ସଭାପତି

ସଚିତ୍ର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ତୃତୀୟ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ପାରାଦ୍ଵୀପ ଅଞ୍ଚଳର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ପ୍ରହଲ୍ଲାଦ ବେହେରା,ଫେତେପୁର ପଞ୍ଚାୟତର ଯୁବ ସରପଞ୍ଚ ସିଦ୍ଧାର୍ଥ ପ୍ରଧାନ,ଅନନ୍ତ ବିଶ୍ଵାଳ,ସମାଜସେବୀ ରଞ୍ଜନ କୁମାର ସ୍ବାଇଁ,ଗୋବିନ୍ଦ ଲେଙ୍କା,ସମିତି ସଭ୍ୟ ପବିତ୍ର ସେଠୀ,ଭିମସେନ୍ ପ୍ରଧାନ,ଜପହରି ସେଠୀ, ସନ୍ତୋଷ ରାଉତ, ଭୀମସେନ ପ୍ରଧାନ , ଗୋବିନ୍ଦ ଲେଙ୍କା,

ପବିତ୍ର ରାଉତ, ଅଦେଇତ ରାଉତରାୟ ପ୍ରମୁଖ ଯୋଗଦେଇ ମଞ୍ଚରେ ପ୍ରଦୀପ ପ୍ରଜ୍ଜୋଳନ କରିବା ସହ ସୁଧାଂଶୁ ପରିଡ଼ାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ତାଙ୍କ ଫଟୋଚିତ୍ର ନିକଟରେ ନିରବ ପ୍ରାଥନା କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ମାତ୍ର ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତିରେ ଆରମ୍ଭ ହୋଇଥିବା

ବେଳେ ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱର ଓମ୍ ସାଇ କଳା ପରିଷଦ ନାଟକ ମଞ୍ଚସ୍ଥ କରିଥିଲା କାନ୍ଦେ ନାଁ ଲୁହ ସରିଯିବ।ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗୀତାରେ ନିରାକାର ରାଉତ ଓ ରୋହିତ ରାଉତ ମଞ୍ଚ ପରିଚାଳନା କରିଥିଲେ।ଏବଂ ମଞ୍ଚସ୍ଥ ନାଟକଟି କ୍ଳବ ର ସମସ୍ତ ସଦସ୍ୟ, ସମସ୍ତ ଦର୍ଶକ ନାଟକ ଉପଭୋଗ କରିଥିଲେ

More news from ଓଡ଼ିଶା and nearby areas
  • Post by Bikram Mohapatra
    4
    Post by Bikram Mohapatra
    user_Bikram Mohapatra
    Bikram Mohapatra
    Artist ଏରସମା, ଜଗତସିଂହପୁର, ଓଡ଼ିଶା•
    9 hrs ago
  • ଜଗତସିଂହପୁର ୧୭/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ଆନନ୍ଦ ମଣ୍ଡପ ପରିସରରେ ଝଡର ଇଗଲ ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ବ୍ଲକ ଅଧକ୍ଷ ମନୋଜ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ବ୍ଲକ ବିଜେଡି ସଭାପତି ତଥା ଜ଼ିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତିରୋଧାନ ଦିବସରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ, ଜ଼ିଲ୍ଲା ବରିଷ୍ଠ ବିଜେଡି ଉପସଭାପତି ଅଶ୍ୱିନୀ ଦାସ, ଜ଼ିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି, ବ୍ଲକ ଉପାଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜ଼ିଲ୍ଲା ବିଜେଡି ମହିଳା ସଭାପତି ଲୋରା ମହାପାତ୍ର, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସମିତିସଭ୍ୟ ପ୍ରବୀର ରାୟ, ଜ଼ିଲ୍ଲାପରିଷଦ ସୁନୀଲ ବେହେରା ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ସାମ୍ବାଦିକ ଅମର ଜ୍ୟୋତି ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅତିଥି ମାନେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼. ରମାକାନ୍ତ ଭୋଇଙ୍କ ଉପରେ ବିଷାଦଗାର କରିଥିଲେ l ଏହି ତିରୋଧାନ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ତପନ କୁମାର ମହାନ୍ତି, ଗଗନ ଖଣ୍ଡୁଆଳ, ଗୋପାଳପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସୁବ୍ରତ ଦାଶ, ଚିତ୍ତରଞ୍ଜନ ରଥ, ରମେଶ ଚନ୍ଦ୍ର କୁଅଁର, ଅଭିରାମ ଦାସ, ବିରଞ୍ଚି ନାରାୟଣ ମଲ୍ଲିକ, ସାରଦା ଚରଣ ପୃଷ୍ଟି, ଅମୁଲ୍ୟ ମହାପାତ୍ର, ମୃଣ୍ମୟ ସ୍ୱାଇଁ, ବିଜୟ ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ, ଅଶୋକ ଦାସ, କନିମୁଳ ପଞ୍ଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ, ନିପ୍ରଭ ବେହେରା, ପ୍ରଶାନ୍ତ ମଲ୍ଲିକ, ବିଚିତ୍ର ସାହୁ, ସେକ୍ ସମସୁଦ୍ଦିନ, ସେକ୍ ସିକନ୍ଦର ବାଦସାହ, ଅରୂପ ନାରାୟଣ ଓଝା, ପଦ୍ମ ଚରଣ ବାରିକ, ସୁଶାନ୍ତ କୁମାର ପରିଡା, ଉମେlଶ ଚନ୍ଦ୍ର ବାରିକ, ବିଜୟାନନ୍ଦ ନାଥ, ସୁଦର୍ଶନ ପଣ୍ଡା, ଅକ୍ଷୟ ଦାସ, ହିମାଂଶୁ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟା ମମତା ଦାଶ, ସମିତି ସଭ୍ୟା ସୁଭଦ୍ରା ଦାସ, ରୋଜାଲିନି ସ୍ୱାଇଁଙ୍କ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ତଥା ବିଜୁ ପ୍ରେମୀ ଯୋଗଦେଇ ବିଜୁବାବୁଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି ତିରୋଧାନ ଦିବସ ପାଳନ ଅବସରରେ ତିର୍ତ୍ତୋଲ ବିଜୁ ଜନତା ଦଳର କେତକ ଛାମୁଆ ନେତା ଓ କର୍ମୀଙ୍କ ଅନୁପସ୍ଥିତ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ହୋଇଥିବା ଶୁଣିବାକୁ ମିଳିଥିଲା l
    4
    ଜଗତସିଂହପୁର ୧୭/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ଆନନ୍ଦ ମଣ୍ଡପ ପରିସରରେ ଝଡର ଇଗଲ ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ବ୍ଲକ ଅଧକ୍ଷ ମନୋଜ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ବ୍ଲକ ବିଜେଡି ସଭାପତି ତଥା ଜ଼ିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତିରୋଧାନ ଦିବସରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ, ଜ଼ିଲ୍ଲା ବରିଷ୍ଠ ବିଜେଡି ଉପସଭାପତି ଅଶ୍ୱିନୀ ଦାସ, ଜ଼ିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି, ବ୍ଲକ ଉପାଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜ଼ିଲ୍ଲା ବିଜେଡି ମହିଳା ସଭାପତି ଲୋରା ମହାପାତ୍ର, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସମିତିସଭ୍ୟ ପ୍ରବୀର ରାୟ, ଜ଼ିଲ୍ଲାପରିଷଦ ସୁନୀଲ ବେହେରା ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ସାମ୍ବାଦିକ ଅମର ଜ୍ୟୋତି ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅତିଥି ମାନେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼. ରମାକାନ୍ତ ଭୋଇଙ୍କ ଉପରେ ବିଷାଦଗାର କରିଥିଲେ l
ଏହି ତିରୋଧାନ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ତପନ କୁମାର ମହାନ୍ତି, ଗଗନ ଖଣ୍ଡୁଆଳ, ଗୋପାଳପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସୁବ୍ରତ ଦାଶ, ଚିତ୍ତରଞ୍ଜନ ରଥ, ରମେଶ ଚନ୍ଦ୍ର କୁଅଁର, ଅଭିରାମ ଦାସ,  ବିରଞ୍ଚି ନାରାୟଣ ମଲ୍ଲିକ, ସାରଦା ଚରଣ ପୃଷ୍ଟି, ଅମୁଲ୍ୟ ମହାପାତ୍ର, ମୃଣ୍ମୟ ସ୍ୱାଇଁ, ବିଜୟ ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ, ଅଶୋକ ଦାସ, କନିମୁଳ ପଞ୍ଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ, ନିପ୍ରଭ ବେହେରା, ପ୍ରଶାନ୍ତ ମଲ୍ଲିକ, ବିଚିତ୍ର ସାହୁ, ସେକ୍ ସମସୁଦ୍ଦିନ, ସେକ୍ ସିକନ୍ଦର ବାଦସାହ, ଅରୂପ ନାରାୟଣ ଓଝା, ପଦ୍ମ ଚରଣ ବାରିକ, ସୁଶାନ୍ତ କୁମାର ପରିଡା, ଉମେlଶ ଚନ୍ଦ୍ର ବାରିକ, ବିଜୟାନନ୍ଦ ନାଥ, ସୁଦର୍ଶନ ପଣ୍ଡା, ଅକ୍ଷୟ ଦାସ, ହିମାଂଶୁ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟା ମମତା ଦାଶ, ସମିତି ସଭ୍ୟା ସୁଭଦ୍ରା ଦାସ, ରୋଜାଲିନି ସ୍ୱାଇଁଙ୍କ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ତଥା ବିଜୁ ପ୍ରେମୀ ଯୋଗଦେଇ ବିଜୁବାବୁଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି ତିରୋଧାନ ଦିବସ ପାଳନ ଅବସରରେ ତିର୍ତ୍ତୋଲ ବିଜୁ ଜନତା ଦଳର କେତକ ଛାମୁଆ ନେତା ଓ କର୍ମୀଙ୍କ ଅନୁପସ୍ଥିତ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ହୋଇଥିବା ଶୁଣିବାକୁ ମିଳିଥିଲା l
    user_Ranjan Khuntia
    Ranjan Khuntia
    Jagatsinghapur, Odisha•
    23 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    5 hrs ago
  • Post by Sibanava Panda
    1
    Post by Sibanava Panda
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଯାଜପୁର, ବାଇକ ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ବରୁଆଁ ସ୍ଥିତ ମହେଶ୍ୱରପୁର ଗାଁର ୧୦୦ ରୁ ଉର୍ଦ୍ଧ୍ୱ ଯୁବକ ପଡୋଶୀ ଗାଁର ୩ ପରିବାରକୁ ଆଣି ଗାଁ ମଝିରେ ଇଲେକ୍ଟ୍ରିପୋଲରେ ବାନ୍ଧି ୧୨ ଘଣ୍ଟା ଧରି ପିଟି ଲହୁଲୁହାଣା କରିଥିଲେ। ଯାଜପୁର ସଦର ପୋଲିସ ଏହି ପରିବାରଙ୍କୁ ଉଦ୍ଧାର କରିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଛାଡିଦେଇ ୧୯ ବର୍ଷର ତିନିଜଣ ଯୁବକଙ୍କୁ ସଦର ଥାନାରେ ଅଟକ ରଖି ବିନା ଲିଖିତ ଅଭିଯୋଗରେ ୩ ଦିନ ଧରି ପିଟିଥିଲା। ଏହି ଘଟଣାରେ ପରିବାର ଲୋକ ଏବଂ ମୂଳନନିବାସୀ ଛାତ୍ର ଓ ଯୁବ ସମ୍ମୁଖ୍ୟ (MSYF)ର କର୍ମକର୍ତ୍ତା ମାନେ ଏସପି, କଲେକ୍ଟର, ଡିଜିପି, ଓଡିଶା ମାନବିକ ଅଧିକାର କମିଶନ, ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମାର୍ଚ୍ଚ ୩୧ ତାରିଖ ଦିନ ହଜାର ହଜାର ସଂଖ୍ୟାରେ ଲୋକ କଲେକ୍ଟର ଅଫିସ ଭିତରକୁ ଧସେଇ ପଶି ୪ ଘଣ୍ଟା କାଳ ଏକପ୍ରକାର କବ୍ଜା କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପୋଲିସ ନିଘୋଡ଼ ନିଦ୍ରାରେ ଶୋଇଲା ପରି ମନେହେଉଛି। ଆଇଜି ସେଣ୍ଟ୍ରାଲ କଲେକ୍ଟର ଅଫିସ ଘେରାଉ ଦିନ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ପୋଲିସର ହାତ ଖାଲି। ଅପରପକ୍ଷରେ ସଦର ଥାନା ଅଧିକାରୀଣି ଚିନ୍ମୟୀ ବେହେରାଙ୍କୁ ବଦଳି ନକରିବା ଫଳରେ ସେ ସାକ୍ଷୀମାନଙ୍କୁ ଧମକ ଚମକ ଦେବା ପିଡ଼ିତ ପରିବାର ଅଭିଯୋଗ କରିଛନ୍ତି । ଏସଡିପିଓ ପ୍ରଶାନ୍ତ ମାଝୀଙ୍କ ହାତରେ ତଦନ୍ତ ଭାର ଥିବା ସ୍ଥଳେ ପୋଲିସ ବିରୋଧରେ ଥାନା ହଜତରେ ୩ ଦିନ ରଖି ବାଡେଇବା ଘଟଣାର ଏଫଆଇଆର ରେଜିଷ୍ଟର୍ଡ଼ ହୋଇପାରି ନାହିଁ। ଅନ୍ୟପଟରେ ସୋମନାଥ ଓଝା ଏବଂ ତପନ ଓଝାଙ୍କୁ ପୋଲିସ ଗିରଫ କରିଥିଲେ ମଧ୍ୟ କୋହଳ ଦଫା ଲଗାଇବାରୁ ଏତେ ସାଙ୍ଘାତିକ ଘଟଣାରେ ସେମାନେ ମାତ୍ର ୫ ଦିନ ଭିତରେ ବେଲ ପାଇବା ସାଧାରଣରେ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି।ପୋଲିସ ଅପରାଧୀଙ୍କ ପାଖରେ ବିକ୍ରି ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।
    1
    ଯାଜପୁର, ବାଇକ ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ବରୁଆଁ ସ୍ଥିତ ମହେଶ୍ୱରପୁର ଗାଁର ୧୦୦ ରୁ ଉର୍ଦ୍ଧ୍ୱ ଯୁବକ ପଡୋଶୀ ଗାଁର ୩ ପରିବାରକୁ ଆଣି ଗାଁ ମଝିରେ ଇଲେକ୍ଟ୍ରିପୋଲରେ ବାନ୍ଧି ୧୨ ଘଣ୍ଟା ଧରି ପିଟି ଲହୁଲୁହାଣା କରିଥିଲେ।
ଯାଜପୁର ସଦର ପୋଲିସ ଏହି ପରିବାରଙ୍କୁ ଉଦ୍ଧାର କରିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଛାଡିଦେଇ ୧୯ ବର୍ଷର ତିନିଜଣ ଯୁବକଙ୍କୁ ସଦର ଥାନାରେ ଅଟକ ରଖି ବିନା ଲିଖିତ ଅଭିଯୋଗରେ ୩ ଦିନ ଧରି ପିଟିଥିଲା।
ଏହି ଘଟଣାରେ ପରିବାର ଲୋକ ଏବଂ ମୂଳନନିବାସୀ ଛାତ୍ର ଓ ଯୁବ ସମ୍ମୁଖ୍ୟ (MSYF)ର କର୍ମକର୍ତ୍ତା ମାନେ ଏସପି, କଲେକ୍ଟର, ଡିଜିପି, ଓଡିଶା ମାନବିକ ଅଧିକାର କମିଶନ, ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମାର୍ଚ୍ଚ ୩୧ ତାରିଖ ଦିନ ହଜାର ହଜାର ସଂଖ୍ୟାରେ ଲୋକ କଲେକ୍ଟର ଅଫିସ ଭିତରକୁ ଧସେଇ ପଶି ୪ ଘଣ୍ଟା କାଳ ଏକପ୍ରକାର କବ୍ଜା କରିଥିଲେ।
ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପୋଲିସ ନିଘୋଡ଼ ନିଦ୍ରାରେ ଶୋଇଲା ପରି ମନେହେଉଛି। ଆଇଜି ସେଣ୍ଟ୍ରାଲ କଲେକ୍ଟର ଅଫିସ ଘେରାଉ ଦିନ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ପୋଲିସର ହାତ ଖାଲି। ଅପରପକ୍ଷରେ ସଦର ଥାନା ଅଧିକାରୀଣି ଚିନ୍ମୟୀ ବେହେରାଙ୍କୁ ବଦଳି ନକରିବା ଫଳରେ ସେ ସାକ୍ଷୀମାନଙ୍କୁ ଧମକ ଚମକ ଦେବା ପିଡ଼ିତ ପରିବାର ଅଭିଯୋଗ କରିଛନ୍ତି । ଏସଡିପିଓ ପ୍ରଶାନ୍ତ ମାଝୀଙ୍କ ହାତରେ ତଦନ୍ତ ଭାର ଥିବା ସ୍ଥଳେ ପୋଲିସ ବିରୋଧରେ ଥାନା ହଜତରେ ୩ ଦିନ ରଖି ବାଡେଇବା ଘଟଣାର ଏଫଆଇଆର ରେଜିଷ୍ଟର୍ଡ଼ ହୋଇପାରି ନାହିଁ। 
ଅନ୍ୟପଟରେ ସୋମନାଥ ଓଝା ଏବଂ ତପନ ଓଝାଙ୍କୁ ପୋଲିସ ଗିରଫ କରିଥିଲେ ମଧ୍ୟ କୋହଳ ଦଫା ଲଗାଇବାରୁ ଏତେ ସାଙ୍ଘାତିକ ଘଟଣାରେ ସେମାନେ ମାତ୍ର ୫ ଦିନ ଭିତରେ ବେଲ ପାଇବା ସାଧାରଣରେ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି।ପୋଲିସ ଅପରାଧୀଙ୍କ ପାଖରେ ବିକ୍ରି ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।
    user_Janata News
    Janata News
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ଶୀର୍ଷକ: #୪୨ମୌଜା_ମୁଖ୍ୟ_ସେତୁରେ_ବାରମ୍ବାର_ଅନ୍ଧାର #ପ୍ରଶାସନ_କେବେ_ନେବ_ସ୍ଥାୟୀ_ପଦକ୍ଷେପ? କଟକ ସଦର ଅଞ୍ଚଳର ୪୨ମୌଜା ମୁଖ୍ୟ ସେତୁ ଅଞ୍ଚଳବାସୀଙ୍କ ପାଇଁ ଜୀବନରେଖା ସଦୃଶ। ଦିନକୁ ହଜାର ହଜାର ଲୋକ ଏହି ସେତୁ ଦ୍ୱାରା ଯାତାୟାତ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ, ପ୍ରତି ସପ୍ତାହରେ ବ୍ରିଜ ଲାଇଟ ଖରାପ ହେବାରୁ ସମଗ୍ର ସେତୁ ଅନ୍ଧାରରେ ଡୁବିଯାଉଛି। ଏହା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଗଭୀର ଆଶଙ୍କା ସୃଷ୍ଟି କରୁଛି। ଅନେକ ଥର ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଏହି ସମସ୍ୟା ବିଷୟରେ ଜଣାଇଥିଲେ ମଧ୍ୟ, କେବଳ ତତ୍କାଳିକ ମରାମତି ହେଉଛି, କିନ୍ତୁ ସ୍ଥାୟୀ ସମାଧାନ ମିଳୁନାହିଁ। ଏପରି ଅବସ୍ଥା ଦିନକୁ ଦିନ ଅସହ୍ୟ ହେଉଛି ଓ ଯାତାୟାତ ସମୟରେ ଦୁର୍ଘଟଣା ଆଶଙ୍କା ବଢ଼ି ଚାଲିଛି। ଏହି ପରିସ୍ଥିତିରେ ଆମେ ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ଜୋରଦାର ଭାବରେ ତାଗିଦ୍ କରୁଛୁ ଯେ— ସେତୁରେ ଉଚ୍ଚ ଗୁଣସ୍ତରର ସ୍ଥାୟୀ ଲାଇଟ ବ୍ୟବସ୍ଥା କରାଯାଉ ନିୟମିତ ମେଣ୍ଟେନାନ୍ସ ପାଇଁ ଦାୟୀ ଅଧିକାରୀ ନିଯୁକ୍ତ ହେଉ ଶୀଘ୍ର ସମୟ ମଧ୍ୟରେ ସମସ୍ୟାର ଦୀର୍ଘମିୟାଦୀ ସମାଧାନ କରାଯାଉ ସେତୁର ଆଲୋକ ବ୍ୟବସ୍ଥା କେବଳ ସୁବିଧା ନୁହେଁ, ଏହା ଲୋକମାନଙ୍କ ସୁରକ୍ଷା ସହ ଜଡିତ ଏକ ମୌଳିକ ଆବଶ୍ୟକତା। ତେଣୁ ପ୍ରଶାସନ ଏହାକୁ ଗୁରୁତ୍ୱର ସହିତ ନେଇ ତତ୍କାଳ ଓ ସ୍ଥାୟୀ ପଦକ୍ଷେପ ନେବାକୁ ସମସ୍ତ ୪୨ମୌଜା ବାସୀଙ୍କ ଦାବି।
    1
    ଶୀର୍ଷକ: #୪୨ମୌଜା_ମୁଖ୍ୟ_ସେତୁରେ_ବାରମ୍ବାର_ଅନ୍ଧାର  
#ପ୍ରଶାସନ_କେବେ_ନେବ_ସ୍ଥାୟୀ_ପଦକ୍ଷେପ?
କଟକ ସଦର ଅଞ୍ଚଳର ୪୨ମୌଜା ମୁଖ୍ୟ ସେତୁ ଅଞ୍ଚଳବାସୀଙ୍କ ପାଇଁ ଜୀବନରେଖା ସଦୃଶ। ଦିନକୁ ହଜାର ହଜାର ଲୋକ ଏହି ସେତୁ ଦ୍ୱାରା ଯାତାୟାତ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ, ପ୍ରତି ସପ୍ତାହରେ ବ୍ରିଜ ଲାଇଟ ଖରାପ ହେବାରୁ ସମଗ୍ର ସେତୁ ଅନ୍ଧାରରେ ଡୁବିଯାଉଛି। ଏହା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଗଭୀର ଆଶଙ୍କା ସୃଷ୍ଟି କରୁଛି।
ଅନେକ ଥର ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଏହି ସମସ୍ୟା ବିଷୟରେ ଜଣାଇଥିଲେ ମଧ୍ୟ, କେବଳ ତତ୍କାଳିକ ମରାମତି ହେଉଛି, କିନ୍ତୁ ସ୍ଥାୟୀ ସମାଧାନ ମିଳୁନାହିଁ। ଏପରି ଅବସ୍ଥା ଦିନକୁ ଦିନ ଅସହ୍ୟ ହେଉଛି ଓ ଯାତାୟାତ ସମୟରେ ଦୁର୍ଘଟଣା ଆଶଙ୍କା ବଢ଼ି ଚାଲିଛି।
ଏହି ପରିସ୍ଥିତିରେ ଆମେ ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ଜୋରଦାର ଭାବରେ ତାଗିଦ୍ କରୁଛୁ ଯେ—
ସେତୁରେ ଉଚ୍ଚ ଗୁଣସ୍ତରର ସ୍ଥାୟୀ ଲାଇଟ ବ୍ୟବସ୍ଥା କରାଯାଉ
ନିୟମିତ ମେଣ୍ଟେନାନ୍ସ ପାଇଁ ଦାୟୀ ଅଧିକାରୀ ନିଯୁକ୍ତ ହେଉ
ଶୀଘ୍ର ସମୟ ମଧ୍ୟରେ ସମସ୍ୟାର ଦୀର୍ଘମିୟାଦୀ ସମାଧାନ କରାଯାଉ
ସେତୁର ଆଲୋକ ବ୍ୟବସ୍ଥା କେବଳ ସୁବିଧା ନୁହେଁ, ଏହା ଲୋକମାନଙ୍କ ସୁରକ୍ଷା ସହ ଜଡିତ ଏକ ମୌଳିକ ଆବଶ୍ୟକତା। ତେଣୁ ପ୍ରଶାସନ ଏହାକୁ ଗୁରୁତ୍ୱର ସହିତ ନେଇ ତତ୍କାଳ ଓ ସ୍ଥାୟୀ ପଦକ୍ଷେପ ନେବାକୁ ସମସ୍ତ ୪୨ମୌଜା ବାସୀଙ୍କ  ଦାବି।
    user_Bishnu charandash
    Bishnu charandash
    କଟକ ସଦର, କଟକ, ଓଡ଼ିଶା•
    10 hrs ago
  • ଶ୍ରୀ ରାମ ଅଭିଷେକ, ନୂଆପାଟଣା ରାମଲୀଳା ସମିତି
    1
    ଶ୍ରୀ ରାମ ଅଭିଷେକ, ନୂଆପାଟଣା ରାମଲୀଳା ସମିତି
    user_DIBYA PATTANAIK REAL ESTATE BUSINESSES
    DIBYA PATTANAIK REAL ESTATE BUSINESSES
    ମଞ୍ଚେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଅସୁରେଶ୍ୱର ପଞ୍ଚାୟତ ର ଦୀକ୍ଷିତପଡା ଗ୍ରାମରେ ଥିବା କର୍ମବୀର ଗୌରୀଶଙ୍କର ସରକାରୀ ବିଦ୍ୟାଳୟରେ କିଛି ଏଭଳି ଦେଖିବାକୁ ମିଳିଛି ନା ଆସିଛନ୍ତି ପିଲାମାନେ ନା ଆସିଛନ୍ତି ସ୍କୁଲ ଶିକ୍ଷୟତ୍ରୀ ବନ୍ଦ ରହିଛି ସ୍କୁଲ
    1
    କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଅସୁରେଶ୍ୱର ପଞ୍ଚାୟତ ର ଦୀକ୍ଷିତପଡା ଗ୍ରାମରେ ଥିବା କର୍ମବୀର ଗୌରୀଶଙ୍କର ସରକାରୀ ବିଦ୍ୟାଳୟରେ କିଛି ଏଭଳି ଦେଖିବାକୁ ମିଳିଛି ନା ଆସିଛନ୍ତି ପିଲାମାନେ ନା ଆସିଛନ୍ତି ସ୍କୁଲ ଶିକ୍ଷୟତ୍ରୀ ବନ୍ଦ ରହିଛି ସ୍କୁଲ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.