logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜାଲ ନୋଟ ଜବତ ... ଜଣେ ଅଟକ... ବରଗଡ ଟାଉନ ଥାନା ପୋଲିସ ଜାଲ ନୋଟ ଜବତ କରିଛି... ସାବଧାନ... ଦର୍ଶକ ବନ୍ଧୁ...ନକଲି ନୋଟ୍

1 hr ago
user_Bargarh TV
Bargarh TV
Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
1 hr ago

ଜାଲ ନୋଟ ଜବତ ... ଜଣେ ଅଟକ... ବରଗଡ ଟାଉନ ଥାନା ପୋଲିସ ଜାଲ ନୋଟ ଜବତ କରିଛି... ସାବଧାନ... ଦର୍ଶକ ବନ୍ଧୁ...ନକଲି ନୋଟ୍

More news from ଓଡ଼ିଶା and nearby areas
  • 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
    1
    🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
    user_SANDHYA BAG
    SANDHYA BAG
    ହୀରାକୁଦ, ସମ୍ବଲପୁର, ଓଡ଼ିଶା•
    5 hrs ago
  • 🪔 गोविंदपुर में श्री श्री लक्ष्मी पूजा कमेटी की बैठक गोविंदपुर में आगामी श्री श्री लक्ष्मी पूजा के आयोजन को लेकर पूजा कमेटी की महत्वपूर्ण बैठक आयोजित की गई। बैठक में इस वर्ष लक्ष्मी पूजा को भव्य और आकर्षक तरीके से आयोजित करने को लेकर विस्तार से चर्चा की गई। 🪔 गोविंदपुर में श्री श्री लक्ष्मी पूजा कमेटी की बैठक गोविंदपुर में आगामी श्री श्री लक्ष्मी पूजा के आयोजन को लेकर पूजा कमेटी की महत्वपूर्ण बैठक आयोजित की गई। बैठक में इस वर्ष लक्ष्मी पूजा को भव्य और आकर्षक तरीके से आयोजित करने को लेकर विस्तार से चर्चा की गई।
    1
    🪔 गोविंदपुर में श्री श्री लक्ष्मी पूजा कमेटी की बैठक
गोविंदपुर में आगामी श्री श्री लक्ष्मी पूजा के आयोजन को लेकर पूजा कमेटी की महत्वपूर्ण बैठक आयोजित की गई। बैठक में इस वर्ष लक्ष्मी पूजा को भव्य और आकर्षक तरीके से आयोजित करने को लेकर विस्तार से चर्चा की गई।
🪔 गोविंदपुर में श्री श्री लक्ष्मी पूजा कमेटी की बैठक
गोविंदपुर में आगामी श्री श्री लक्ष्मी पूजा के आयोजन को लेकर पूजा कमेटी की महत्वपूर्ण बैठक आयोजित की गई। बैठक में इस वर्ष लक्ष्मी पूजा को भव्य और आकर्षक तरीके से आयोजित करने को लेकर विस्तार से चर्चा की गई।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    6 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ ଙ୍କ ନେତୃତ୍ୱ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ ଙ୍କ ନେତୃତ୍ୱ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗତକାଲି ସୋନପୁର ବିଧାୟକ ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଝାରୀ ଙ୍କୁ ତରଭା ସହରର ନୂଆ ବଷ୍ଟାଣ୍ଡ ଠାରେ ଅତର୍କିତ ଭାବରେ ଅଣ୍ଡା ମାଡ଼ ହୋଇଥିଲା । ଏହି ଘଟଣା କୁ ନେଇ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ନିନ୍ଦା କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପରି ଏକ ଶାନ୍ତି ପ୍ରିୟ ଜିଲ୍ଲାରେ ବିଜେପି ସରକାର ଆସିବା ଦିନଠୁ ଏହିପରି ଘଟଣା ମାନ ବୃଦ୍ଧି ପାଇଛି।ଏହି ପରି ଭାବରେ ଜିଲ୍ଲାରେ ବିଗତ ଦିନରେ ମଧ୍ୟ ବିଜେଡି ଦଳର ନେତା ଓ କର୍ମୀ ମାନଙ୍କୁ ଆକ୍ରମଣ କରାଯାଉଛି , କିନ୍ତୁ ଜିଲ୍ଲା ପୋଲିସ ଚୁପ ରହିବା ସହିତ ଆକ୍ରମଣକାରି ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଛି । ଆଗାମୀ ଦିନରେ ଭୋଟ ମାଧ୍ୟମ ରେ ଲୋକେ ଏହାର ଜବାବ ଦେବେ ବୋଲି କହିଛନ୍ତି ନେତା ମାନେ ।
    4
    ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ ଙ୍କ ନେତୃତ୍ୱ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ ଙ୍କ ନେତୃତ୍ୱ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗତକାଲି ସୋନପୁର ବିଧାୟକ ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଝାରୀ ଙ୍କୁ ତରଭା ସହରର ନୂଆ ବଷ୍ଟାଣ୍ଡ ଠାରେ ଅତର୍କିତ ଭାବରେ ଅଣ୍ଡା ମାଡ଼ ହୋଇଥିଲା । ଏହି ଘଟଣା କୁ ନେଇ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ନିନ୍ଦା କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପରି ଏକ ଶାନ୍ତି ପ୍ରିୟ ଜିଲ୍ଲାରେ ବିଜେପି ସରକାର ଆସିବା ଦିନଠୁ ଏହିପରି ଘଟଣା ମାନ ବୃଦ୍ଧି ପାଇଛି।ଏହି ପରି ଭାବରେ ଜିଲ୍ଲାରେ ବିଗତ ଦିନରେ ମଧ୍ୟ ବିଜେଡି ଦଳର ନେତା ଓ କର୍ମୀ ମାନଙ୍କୁ ଆକ୍ରମଣ କରାଯାଉଛି , କିନ୍ତୁ ଜିଲ୍ଲା ପୋଲିସ ଚୁପ ରହିବା ସହିତ ଆକ୍ରମଣକାରି ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଛି । ଆଗାମୀ ଦିନରେ ଭୋଟ ମାଧ୍ୟମ ରେ ଲୋକେ ଏହାର ଜବାବ ଦେବେ ବୋଲି କହିଛନ୍ତି ନେତା ମାନେ ।
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    20 hrs ago
  • ରୋଗୀ ସେବା ପ୍ରଭାବିତ
    1
    ରୋଗୀ ସେବା ପ୍ରଭାବିତ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ପଞ୍ଚତତ୍ତ୍ୱ ସୁରକ୍ଷା ସହ ପ୍ଲାଷ୍ଟିକ ବର୍ଜନ ଓ ଚାରା ଉପହାର ପାଇଁ ଆହ୍ୱାନ ଦେଲା ଦୟା ସରାବନି ଯୋଗ ଟ୍ରଷ୍ଟ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମେଘନାଦଠାରେ "ଦୟା ସରାବନି ଯୋଗ ଟ୍ରଷ୍ଟ" ପକ୍ଷରୁ ପରିବେଶ ସୁରକ୍ଷା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହ ନିଜ ଘର, ବିଦ୍ୟାଳୟ ଓ ସମାଜରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଶିକ୍ଷକ ଟିକେଶ୍ୱର ପାଣ୍ଡିଆ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ। ପ୍ରକୃତି ଓ ମଣିଷର ସମ୍ପର୍କ ଅତ୍ୟନ୍ତ ନିବିଡ଼ ହୋଇଥିବାରୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ସେ ପଞ୍ଚତତ୍ତ୍ୱ—ମାଟି, ଜଳ, ବାୟୁ, ଅଗ୍ନି ଓ ଆକାଶର ସୁରକ୍ଷାକୁ ପରିବେଶ ସୁରକ୍ଷାର ମୂଳ ଆଧାର ଭାବେ ଉଲ୍ଲେଖ କରିଥିଲେ। ଏଥିସହ ମାଟିର ଉର୍ବରତା ରକ୍ଷା, ଜଳ ସଂରକ୍ଷଣ, ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ବର୍ଜନ କିମ୍ବା ହ୍ରାସ, ବୃକ୍ଷରୋପଣ ଓ ରୋପିତ ଚାରାର ନିୟମିତ ଯତ୍ନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏଥିସହ ଖାଦ୍ୟ ଅପଚୟ ରୋକିବା, ଆବଶ୍ୟକତା ଅନୁଯାୟୀ ଖାଦ୍ୟର ସୁବ୍ୟବହାର କରିବା, ଜୀବଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ସହ ପରିବେଶକୁ ସ୍ୱଚ୍ଛ ରଖିବା ଉପରେ ମଧ୍ୟ ଡ. ଦେହେରୀ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଘର, ବିଦ୍ୟାଳୟ ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ସହ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗି ଉପଯୁକ୍ତ ଭାବେ ପରିଚାଳନା କରିବାକୁ ସେ ଆହ୍ୱାନ ଦେଇଥିଲେ।ବିଶେଷକରି ବିବାହ, ବ୍ରତ ଓ ଜନ୍ମଦିନ ଭଳି ଶୁଭ ଅବସରରେ ଅନାବଶ୍ୟକ ଉପହାର ପରିବର୍ତ୍ତେ ଚାରା ଉପହାର ଦେବା ପାଇଁ ଡ. ଦେହେରୀ ଆହ୍ୱାନ ଦେଇଥିଲେ। ଏହା ମାଧ୍ୟମରେ ପରିବାର ଓ ସମାଜରେ ପରିବେଶ ପ୍ରତି ଦାୟିତ୍ୱବୋଧ ବୃଦ୍ଧି ପାଇବା ସହ ଏକ ସବୁଜ ପରମ୍ପରା ଗଢ଼ି ଉଠିପାରିବ ବୋଲି ସେ କହିଥିଲେ।ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଭଳି ଛୋଟ ଛୋଟ ପଦକ୍ଷେପ ନେଲେ ଏକ ସୁସ୍ଥ, ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ କରାଯାଇପାରିବ ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।ଶୁଭ ଅବସରରେ ଚାରା ଉପହାର ଦେବା, ପ୍ରକୃତିର ସୁରକ୍ଷା କରିବା ଓ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଢ଼ିବା—ଦୟା ସରାବନି ଯୋଗ ଟ୍ରଷ୍ଟର ସନ୍ଦେଶ ଥିଲା।
    1
    ପଞ୍ଚତତ୍ତ୍ୱ ସୁରକ୍ଷା ସହ ପ୍ଲାଷ୍ଟିକ ବର୍ଜନ ଓ ଚାରା ଉପହାର ପାଇଁ ଆହ୍ୱାନ ଦେଲା ଦୟା ସରାବନି ଯୋଗ ଟ୍ରଷ୍ଟ
ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମେଘନାଦଠାରେ "ଦୟା ସରାବନି ଯୋଗ ଟ୍ରଷ୍ଟ" ପକ୍ଷରୁ ପରିବେଶ ସୁରକ୍ଷା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହ ନିଜ ଘର, ବିଦ୍ୟାଳୟ ଓ ସମାଜରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଶିକ୍ଷକ ଟିକେଶ୍ୱର ପାଣ୍ଡିଆ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ। ପ୍ରକୃତି ଓ ମଣିଷର ସମ୍ପର୍କ ଅତ୍ୟନ୍ତ ନିବିଡ଼ ହୋଇଥିବାରୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ    ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ସେ ପଞ୍ଚତତ୍ତ୍ୱ—ମାଟି, ଜଳ, ବାୟୁ, ଅଗ୍ନି ଓ ଆକାଶର ସୁରକ୍ଷାକୁ ପରିବେଶ ସୁରକ୍ଷାର ମୂଳ ଆଧାର ଭାବେ ଉଲ୍ଲେଖ କରିଥିଲେ। ଏଥିସହ ମାଟିର ଉର୍ବରତା ରକ୍ଷା, ଜଳ ସଂରକ୍ଷଣ, ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ବର୍ଜନ କିମ୍ବା ହ୍ରାସ, ବୃକ୍ଷରୋପଣ ଓ ରୋପିତ ଚାରାର ନିୟମିତ ଯତ୍ନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏଥିସହ ଖାଦ୍ୟ ଅପଚୟ ରୋକିବା, ଆବଶ୍ୟକତା ଅନୁଯାୟୀ ଖାଦ୍ୟର ସୁବ୍ୟବହାର କରିବା, ଜୀବଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ସହ ପରିବେଶକୁ ସ୍ୱଚ୍ଛ ରଖିବା ଉପରେ ମଧ୍ୟ ଡ. ଦେହେରୀ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଘର, ବିଦ୍ୟାଳୟ ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ସହ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗି ଉପଯୁକ୍ତ ଭାବେ ପରିଚାଳନା କରିବାକୁ ସେ ଆହ୍ୱାନ ଦେଇଥିଲେ।ବିଶେଷକରି ବିବାହ, ବ୍ରତ ଓ ଜନ୍ମଦିନ ଭଳି ଶୁଭ ଅବସରରେ ଅନାବଶ୍ୟକ ଉପହାର ପରିବର୍ତ୍ତେ ଚାରା ଉପହାର ଦେବା ପାଇଁ ଡ. ଦେହେରୀ ଆହ୍ୱାନ ଦେଇଥିଲେ। ଏହା ମାଧ୍ୟମରେ ପରିବାର ଓ ସମାଜରେ ପରିବେଶ ପ୍ରତି ଦାୟିତ୍ୱବୋଧ ବୃଦ୍ଧି ପାଇବା ସହ ଏକ ସବୁଜ ପରମ୍ପରା ଗଢ଼ି ଉଠିପାରିବ ବୋଲି ସେ କହିଥିଲେ।ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଭଳି ଛୋଟ ଛୋଟ ପଦକ୍ଷେପ ନେଲେ ଏକ ସୁସ୍ଥ, ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ କରାଯାଇପାରିବ ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।ଶୁଭ ଅବସରରେ ଚାରା ଉପହାର ଦେବା, ପ୍ରକୃତିର ସୁରକ୍ଷା କରିବା ଓ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଢ଼ିବା—ଦୟା ସରାବନି ଯୋଗ ଟ୍ରଷ୍ଟର ସନ୍ଦେଶ ଥିଲା।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • #ନଶା_ମୁକ୍ତ_ଓଡିଶା_ପ୍ରଥମ_ଦିନ_ରେ_ସୁବର୍ଣ୍ଣପୁର #ପୋଲିସ_କୁ_ବଡ଼_ସଫଳତା l #rishitv #drugfreeodisha #subarnapur #highlight ଏହି ଚଢ଼ାଉ ସମୟରେ ସର୍ବମୋଟ ୫୪୦. ୪୭କେଜି ଗଂଜେଇ, ୦୨ଟି ଚାରୀ ଚକିଆ ଓ ୧ଟି ମୋଟର ସାଇକେଲ ଜବତ
    1
    #ନଶା_ମୁକ୍ତ_ଓଡିଶା_ପ୍ରଥମ_ଦିନ_ରେ_ସୁବର୍ଣ୍ଣପୁର
#ପୋଲିସ_କୁ_ବଡ଼_ସଫଳତା l     
#rishitv #drugfreeodisha #subarnapur #highlight
     ଏହି ଚଢ଼ାଉ ସମୟରେ ସର୍ବମୋଟ ୫୪୦. ୪୭କେଜି ଗଂଜେଇ, ୦୨ଟି ଚାରୀ ଚକିଆ ଓ ୧ଟି ମୋଟର ସାଇକେଲ ଜବତ
    user_Ranjan hota
    Ranjan hota
    Sonepur, Odisha•
    6 hrs ago
  • कुट्रुमाली–सिजिमाली क्षेत्र का दौरा किया पूर्व सांसद निरंजन बिशी ने कंटामाल और तालमपदर में आदिवासियों से की विस्तृत चर्चा कुट्रुमाली–सिजिमाली क्षेत्र का दौरा किया पूर्व सांसद निरंजन बिशी ने कंटामाल और तालमपदर में आदिवासियों से की विस्तृत चर्चा जल–जंगल–जमीन, आजीविका और सांस्कृतिक पहचान की सुरक्षा के लिए राज्यपाल से हस्तक्षेप की मांग रायगड़ा/कालाहांडी, 21 सितम्बर: पूर्व राज्यसभा सांसद निरंजन बिशी ने रविवार को कुट्रुमाली एवं सिजिमाली क्षेत्र सहित कंटामाल और तालमपदर गांवों का दौरा कर स्थानीय आदिवासी समुदाय, ग्रामसभा सदस्यों, पारंपरिक नेतृत्वकर्ताओं, आदिवासी कार्यकर्ताओं तथा विभिन्न सामाजिक संगठनों के प्रतिनिधियों से विस्तृत चर्चा की। इस अवसर पर श्री बिशी ने मां माटी माली सुरक्षा मंच के पदाधिकारियों, कार्यकर्ताओं एवं सदस्यों के साथ भी क्षेत्र की वर्तमान परिस्थितियों पर विचार-विमर्श किया। स्थानीय लोगों ने अपने क्षेत्र की जमीन, जंगल, जलस्रोत, पहाड़-पर्वत, डोंगर, नदी-नाले एवं झरनों, प्राकृतिक संसाधनों, पर्यावरण, आजीविका, संभावित विस्थापन एवं पुनर्वास के साथ-साथ पारंपरिक जीवन-पद्धति, संस्कृति और सामुदायिक पहचान से जुड़े मुद्दों पर अपनी चिंताएं, मांगें और आशंकाएं उनके समक्ष रखीं। श्री बिशी ने कहा कि आदिवासी क्षेत्रों तथा अनुसूचित जनजातियों के अधिकारों की रक्षा के लिए पंचायत (अनुसूचित क्षेत्रों तक विस्तार) अधिनियम—पेसा, अनुसूचित जनजाति एवं अन्य परंपरागत वन निवासी (वन अधिकारों की मान्यता) अधिनियम, संविधान की पांचवीं अनुसूची, ओडिशा अनुसूचित क्षेत्र भूमि हस्तांतरण संबंधी विनियम तथा अनुसूचित जाति एवं अनुसूचित जनजाति अत्याचार निवारण अधिनियम जैसी महत्वपूर्ण संवैधानिक एवं वैधानिक व्यवस्थाएं मौजूद हैं। उन्होंने उल्लेख किया कि अनुसूचित क्षेत्रों में आदिवासी भूमि की सुरक्षा के लिए ओडिशा अनुसूचित क्षेत्र अचल संपत्ति हस्तांतरण विनियम, 1956 का विनियम-2 विशेष संरक्षण प्रदान करता है। आदिवासी विकास के लिए समेकित आदिवासी विकास एजेंसी सहित विभिन्न प्रशासनिक संस्थागत व्यवस्थाएं भी बनाई गई हैं। श्री बिशी ने कहा कि रायगड़ा जिला अनुसूचित क्षेत्र के अंतर्गत आता है, जबकि कालाहांडी जिले के थुआमूल रामपुर एवं लांजीगढ़ ब्लॉक भी अधिसूचित अनुसूचित क्षेत्रों में शामिल हैं। उन्होंने कहा कि संविधान की पांचवीं अनुसूची में अनुसूचित क्षेत्रों के प्रशासन तथा आदिवासी समुदायों के हितों की सुरक्षा के लिए विशेष संवैधानिक व्यवस्था की गई है। इसके अंतर्गत अनुसूचित क्षेत्रों के प्रशासन के संबंध में राज्यपाल द्वारा राष्ट्रपति को प्रतिवेदन देने का प्रावधान है। इस दृष्टि से रायगड़ा जैसे अनुसूचित क्षेत्रों के प्रशासन और आदिवासी हितों की सुरक्षा में ओडिशा के राज्यपाल की महत्वपूर्ण संवैधानिक भूमिका है। श्री बिशी ने कहा कि इतने व्यापक संवैधानिक, कानूनी और प्रशासनिक सुरक्षा प्रावधानों के बावजूद यदि स्थानीय आदिवासी समुदाय अपनी जमीन, जंगल, जल, आजीविका, प्राकृतिक संसाधनों, संस्कृति और पारंपरिक अधिकारों को लेकर चिंता व्यक्त कर रहे हैं, तो इन आशंकाओं और मांगों का संबंधित प्रशासनिक एवं संवैधानिक प्राधिकारियों द्वारा गंभीरता से परीक्षण किया जाना चाहिए। उन्होंने महामहिम ओडिशा के राज्यपाल से आग्रह किया कि पांचवीं अनुसूची के संवैधानिक प्रावधानों के आलोक में इस पूरे मामले का समुचित परीक्षण किया जाए तथा रायगड़ा और कालाहांडी के संबंधित अनुसूचित क्षेत्रों में रहने वाले आदिवासी समुदायों के अधिकारों, आजीविका, पारंपरिक संसाधनों एवं सांस्कृतिक पहचान की सुरक्षा और संरक्षण के लिए आवश्यक संवैधानिक तथा प्रशासनिक कदम उठाने पर विचार किया जाए। इस दौरे में जिला आदिवासी कल्याण संघ, कालाहांडी के जिला अध्यक्ष एवं ओडिशा आदिवासी कल्याण महासंघ के उपाध्यक्ष परमानंद माझी, जिला आदिवासी कल्याण संघ, बलांगीर के संगठन सचिव थबिर पुझारी, मां माटी माली सुरक्षा मंच के सुबास सिंह माझी, लाई माझी, लक्ष्मण माझी सहित अनेक आदिवासी नेता, कार्यकर्ता, सामाजिक प्रतिनिधि तथा सैकड़ों स्थानीय लोग उपस्थित थे। श्री बिशी ने कहा, “जल–जंगल–जमीन केवल प्राकृतिक संसाधन नहीं हैं। ये आदिवासी समाज के जीवन, आजीविका, परंपरा, संस्कृति और पहचान से अभिन्न रूप से जुड़े हुए हैं। आदिवासियों की आवाज तथा उनके कानूनसम्मत अधिकारों को उनके जीवन और संसाधनों को प्रभावित करने वाले प्रत्येक निर्णय में उचित सम्मान और महत्व मिलना चाहिए।” उन्होंने कहा कि विकास की किसी भी प्रक्रिया में स्थानीय समुदायों की भागीदारी, ग्रामसभा की भूमिका, संवैधानिक अधिकारों तथा कानूनसम्मत प्रक्रियाओं का सम्मान सुनिश्चित किया जाना अत्यंत आवश्यक है।
    1
    कुट्रुमाली–सिजिमाली क्षेत्र का दौरा किया पूर्व सांसद निरंजन बिशी ने
कंटामाल और तालमपदर में आदिवासियों से की विस्तृत चर्चा
कुट्रुमाली–सिजिमाली क्षेत्र का दौरा किया पूर्व सांसद निरंजन बिशी ने
कंटामाल और तालमपदर में आदिवासियों से की विस्तृत चर्चा
जल–जंगल–जमीन, आजीविका और सांस्कृतिक पहचान की सुरक्षा के लिए राज्यपाल से हस्तक्षेप की मांग
रायगड़ा/कालाहांडी, 21 सितम्बर: पूर्व राज्यसभा सांसद निरंजन बिशी ने रविवार को कुट्रुमाली एवं सिजिमाली क्षेत्र सहित कंटामाल और तालमपदर गांवों का दौरा कर स्थानीय आदिवासी समुदाय, ग्रामसभा सदस्यों, पारंपरिक नेतृत्वकर्ताओं, आदिवासी कार्यकर्ताओं तथा विभिन्न सामाजिक संगठनों के प्रतिनिधियों से विस्तृत चर्चा की।
इस अवसर पर श्री बिशी ने मां माटी माली सुरक्षा मंच के पदाधिकारियों, कार्यकर्ताओं एवं सदस्यों के साथ भी क्षेत्र की वर्तमान परिस्थितियों पर विचार-विमर्श किया। स्थानीय लोगों ने अपने क्षेत्र की जमीन, जंगल, जलस्रोत, पहाड़-पर्वत, डोंगर, नदी-नाले एवं झरनों, प्राकृतिक संसाधनों, पर्यावरण, आजीविका, संभावित विस्थापन एवं पुनर्वास के साथ-साथ पारंपरिक जीवन-पद्धति, संस्कृति और सामुदायिक पहचान से जुड़े मुद्दों पर अपनी चिंताएं, मांगें और आशंकाएं उनके समक्ष रखीं।
श्री बिशी ने कहा कि आदिवासी क्षेत्रों तथा अनुसूचित जनजातियों के अधिकारों की रक्षा के लिए पंचायत (अनुसूचित क्षेत्रों तक विस्तार) अधिनियम—पेसा, अनुसूचित जनजाति एवं अन्य परंपरागत वन निवासी (वन अधिकारों की मान्यता) अधिनियम, संविधान की पांचवीं अनुसूची, ओडिशा अनुसूचित क्षेत्र भूमि हस्तांतरण संबंधी विनियम तथा अनुसूचित जाति एवं अनुसूचित जनजाति अत्याचार निवारण अधिनियम जैसी महत्वपूर्ण संवैधानिक एवं वैधानिक व्यवस्थाएं मौजूद हैं।
उन्होंने उल्लेख किया कि अनुसूचित क्षेत्रों में आदिवासी भूमि की सुरक्षा के लिए ओडिशा अनुसूचित क्षेत्र अचल संपत्ति हस्तांतरण विनियम, 1956 का विनियम-2 विशेष संरक्षण प्रदान करता है। आदिवासी विकास के लिए समेकित आदिवासी विकास एजेंसी सहित विभिन्न प्रशासनिक संस्थागत व्यवस्थाएं भी बनाई गई हैं।
श्री बिशी ने कहा कि रायगड़ा जिला अनुसूचित क्षेत्र के अंतर्गत आता है, जबकि कालाहांडी जिले के थुआमूल रामपुर एवं लांजीगढ़ ब्लॉक भी अधिसूचित अनुसूचित क्षेत्रों में शामिल हैं।
उन्होंने कहा कि संविधान की पांचवीं अनुसूची में अनुसूचित क्षेत्रों के प्रशासन तथा आदिवासी समुदायों के हितों की सुरक्षा के लिए विशेष संवैधानिक व्यवस्था की गई है। इसके अंतर्गत अनुसूचित क्षेत्रों के प्रशासन के संबंध में राज्यपाल द्वारा राष्ट्रपति को प्रतिवेदन देने का प्रावधान है। इस दृष्टि से रायगड़ा जैसे अनुसूचित क्षेत्रों के प्रशासन और आदिवासी हितों की सुरक्षा में ओडिशा के राज्यपाल की महत्वपूर्ण संवैधानिक भूमिका है।
श्री बिशी ने कहा कि इतने व्यापक संवैधानिक, कानूनी और प्रशासनिक सुरक्षा प्रावधानों के बावजूद यदि स्थानीय आदिवासी समुदाय अपनी जमीन, जंगल, जल, आजीविका, प्राकृतिक संसाधनों, संस्कृति और पारंपरिक अधिकारों को लेकर चिंता व्यक्त कर रहे हैं, तो इन आशंकाओं और मांगों का संबंधित प्रशासनिक एवं संवैधानिक प्राधिकारियों द्वारा गंभीरता से परीक्षण किया जाना चाहिए।
उन्होंने महामहिम ओडिशा के राज्यपाल से आग्रह किया कि पांचवीं अनुसूची के संवैधानिक प्रावधानों के आलोक में इस पूरे मामले का समुचित परीक्षण किया जाए तथा रायगड़ा और कालाहांडी के संबंधित अनुसूचित क्षेत्रों में रहने वाले आदिवासी समुदायों के अधिकारों, आजीविका, पारंपरिक संसाधनों एवं सांस्कृतिक पहचान की सुरक्षा और संरक्षण के लिए आवश्यक संवैधानिक तथा प्रशासनिक कदम उठाने पर विचार किया जाए।
इस दौरे में जिला आदिवासी कल्याण संघ, कालाहांडी के जिला अध्यक्ष एवं ओडिशा आदिवासी कल्याण महासंघ के उपाध्यक्ष परमानंद माझी, जिला आदिवासी कल्याण संघ, बलांगीर के संगठन सचिव थबिर पुझारी, मां माटी माली सुरक्षा मंच के सुबास सिंह माझी, लाई माझी, लक्ष्मण माझी सहित अनेक आदिवासी नेता, कार्यकर्ता, सामाजिक प्रतिनिधि तथा सैकड़ों स्थानीय लोग उपस्थित थे।
श्री बिशी ने कहा, “जल–जंगल–जमीन केवल प्राकृतिक संसाधन नहीं हैं। ये आदिवासी समाज के जीवन, आजीविका, परंपरा, संस्कृति और पहचान से अभिन्न रूप से जुड़े हुए हैं। आदिवासियों की आवाज तथा उनके कानूनसम्मत अधिकारों को उनके जीवन और संसाधनों को प्रभावित करने वाले प्रत्येक निर्णय में उचित सम्मान और महत्व मिलना चाहिए।”
उन्होंने कहा कि विकास की किसी भी प्रक्रिया में स्थानीय समुदायों की भागीदारी, ग्रामसभा की भूमिका, संवैधानिक अधिकारों तथा कानूनसम्मत प्रक्रियाओं का सम्मान सुनिश्चित किया जाना अत्यंत आवश्यक है।
    user_SANDHYA BAG
    SANDHYA BAG
    ହୀରାକୁଦ, ସମ୍ବଲପୁର, ଓଡ଼ିଶା•
    19 hrs ago
  • 🔱 ना तेज़ आवाज़, ना शोर… बस भक्ति, परंपरा और बप्पा के प्रति अटूट आस्था। 🙏 कोंकण में गणपति बप्पा को विदाई देने का यह अंदाज़ दिल छू लेने वाला है। ढोल-नगाड़ों और लाउडस्पीकर के शोर से दूर, श्रद्धा और पारंपरिक रीति-रिवाजों के साथ भक्तों ने बप्पा को भावपूर्ण विदाई दी। 🌺🙏 गणपति बप्पा मोरया! ❤️ अगले बरस तू जल्दी आ! 🙏✨ #GanpatiBappaMorya #GaneshVisarjan #Konkan #GanpatiVisarjan #Maharashtra #Tradition #Devotion #BappaMorya 🔱 ना तेज़ आवाज़, ना शोर… बस भक्ति, परंपरा और बप्पा के प्रति अटूट आस्था। 🙏 कोंकण में गणपति बप्पा को विदाई देने का यह अंदाज़ दिल छू लेने वाला है। ढोल-नगाड़ों और लाउडस्पीकर के शोर से दूर, श्रद्धा और पारंपरिक रीति-रिवाजों के साथ भक्तों ने बप्पा को भावपूर्ण विदाई दी। 🌺🙏 गणपति बप्पा मोरया! ❤️ अगले बरस तू जल्दी आ! 🙏✨ #GanpatiBappaMorya #GaneshVisarjan #Konkan #GanpatiVisarjan #Maharashtra #Tradition #Devotion #BappaMorya
    1
    🔱 ना तेज़ आवाज़, ना शोर… बस भक्ति, परंपरा और बप्पा के प्रति अटूट आस्था। 🙏

कोंकण में गणपति बप्पा को विदाई देने का यह अंदाज़ दिल छू लेने वाला है। ढोल-नगाड़ों और लाउडस्पीकर के शोर से दूर, श्रद्धा और पारंपरिक रीति-रिवाजों के साथ भक्तों ने बप्पा को भावपूर्ण विदाई दी। 🌺🙏

गणपति बप्पा मोरया! ❤️
अगले बरस तू जल्दी आ! 🙏✨

#GanpatiBappaMorya #GaneshVisarjan #Konkan #GanpatiVisarjan #Maharashtra #Tradition #Devotion #BappaMorya


🔱 ना तेज़ आवाज़, ना शोर… बस भक्ति, परंपरा और बप्पा के प्रति अटूट आस्था। 🙏
कोंकण में गणपति बप्पा को विदाई देने का यह अंदाज़ दिल छू लेने वाला है। ढोल-नगाड़ों और लाउडस्पीकर के शोर से दूर, श्रद्धा और पारंपरिक रीति-रिवाजों के साथ भक्तों ने बप्पा को भावपूर्ण विदाई दी। 🌺🙏
गणपति बप्पा मोरया! ❤️
अगले बरस तू जल्दी आ! 🙏✨
#GanpatiBappaMorya #GaneshVisarjan #Konkan #GanpatiVisarjan #Maharashtra #Tradition #Devotion #BappaMorya
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    19 hrs ago
  • ସୋନପୁର ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ଗାଡିକୁ ଅଣ୍ଡା ମାଡ । ତରଭା ଗସ୍ତ ବେଳେ ପ୍ରବେଶ ପଥରେ ଅଣ୍ଡା ମାଡ ହୋଇଥିବା ସୂଚନା ସୋନପୁର ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ଗାଡିକୁ ଅଣ୍ଡା ମାଡ । ତରଭା ଗସ୍ତ ବେଳେ ପ୍ରବେଶ ପଥରେ ଅଣ୍ଡା ମାଡ ହୋଇଥିବା ସୂଚନା । ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ଗାଡ଼ି କୁ ଆଜି ସନ୍ଧ୍ୟା ସମୟରେ ଅଣ୍ଡା ମାଡ ହୋଇଛି । ସେ ତାଙ୍କ ରାମପୁର ବାସ ଭବନରୁ କାରରେ ତରଭା କମସରା ଅଞ୍ଚଳକୁ କୌଣସି କାମରେ ଯିବା ସମୟରେ ତରଭା ନୂଆଁ ବସ୍ ଷ୍ଟାଣ୍ଡ ନିକଟରେ କିଛି ଯୁବକ ଅଣ୍ଡା ମାଡ କରିଛନ୍ତି । ତେବେ ଅଣ୍ଡା ତାଙ୍କ ଗାଡ଼ି ରେ ବାଜିଛି । ଅଣ୍ଡା ମାଡ ହେବାରୁ ଦ୍ରୁତ ଗତିରେ ଗାଡ଼ି ପଳାଇ ଯାଇଥିଲା। ତେବେ କେଉଁ କାରଣରୁ ଓ କିଏ ଅଣ୍ଡା ମାଡ କରିଛି ତାହା ସ୍ପଷ୍ଟ ଜଣା ପଡିନାହିଁ । ଏନେଇ ଥାନାରେ ମଧ୍ୟ କୌଣସି ରିପୋର୍ଟ ହୋଇ ନଥିବା ସୂଚନା ମିଳିଛି ।
    1
    ସୋନପୁର ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ଗାଡିକୁ ଅଣ୍ଡା ମାଡ । ତରଭା ଗସ୍ତ ବେଳେ ପ୍ରବେଶ ପଥରେ ଅଣ୍ଡା ମାଡ ହୋଇଥିବା ସୂଚନା 
ସୋନପୁର ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ଗାଡିକୁ ଅଣ୍ଡା ମାଡ । ତରଭା ଗସ୍ତ ବେଳେ ପ୍ରବେଶ ପଥରେ ଅଣ୍ଡା ମାଡ ହୋଇଥିବା ସୂଚନା । ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ଗାଡ଼ି କୁ ଆଜି ସନ୍ଧ୍ୟା ସମୟରେ ଅଣ୍ଡା ମାଡ ହୋଇଛି । ସେ ତାଙ୍କ ରାମପୁର ବାସ ଭବନରୁ କାରରେ ତରଭା କମସରା ଅଞ୍ଚଳକୁ କୌଣସି କାମରେ ଯିବା ସମୟରେ ତରଭା ନୂଆଁ ବସ୍ ଷ୍ଟାଣ୍ଡ ନିକଟରେ କିଛି ଯୁବକ ଅଣ୍ଡା ମାଡ କରିଛନ୍ତି । ତେବେ ଅଣ୍ଡା ତାଙ୍କ ଗାଡ଼ି ରେ ବାଜିଛି । ଅଣ୍ଡା ମାଡ ହେବାରୁ ଦ୍ରୁତ ଗତିରେ ଗାଡ଼ି ପଳାଇ ଯାଇଥିଲା। ତେବେ କେଉଁ କାରଣରୁ ଓ କିଏ ଅଣ୍ଡା ମାଡ କରିଛି ତାହା ସ୍ପଷ୍ଟ ଜଣା ପଡିନାହିଁ । ଏନେଇ ଥାନାରେ ମଧ୍ୟ କୌଣସି ରିପୋର୍ଟ ହୋଇ ନଥିବା ସୂଚନା ମିଳିଛି ।
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.