logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଏସ୍‌ଆଇଆର୍ ପୂର୍ବରୁ ଭୋଟର ବାଦ୍ ! ତାଲିକା ସଂଶୋଧନରେ କଟିଲେ ସାଢ଼େ ୭ ଲକ୍ଷ ସୁନ୍ଦରଗଡ଼ରୁ ସର୍ବାଧୂକ ବାଦ୍ ପଡ଼ିଛନ୍ତି ସୁନ୍ଦରଗଡ ୩୦-୦୩-୨୬. ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଛନ୍ତି ୭ ଲକ୍ଷ ୬୮ ହଜାର ୫୨୧ ଭୋଟର । ଭୋଟର ଜାଲିଆତିର ବଡ଼ ଖୁଲାସା କରିଛନ୍ତି ନିର୍ବାଚନ ଅଧିକାରୀ । ଏକାଧିକ ସ୍ଥାନରେ ଭୋଟ ପରିଚୟପତ୍ର ରଖିଥିଲେ ଏକ ଲକ୍ଷ ୫୫ ହଜାର ୩୧୮ ବ୍ୟକ୍ତି । ସଂଶୋଧନ ପ୍ରକ୍ରିୟାରେ ବାଦ୍ ଦିଆଯାଇ ଭୋଟର ଲିଷ୍ଟକୁ କରାଯାଇଛି ସ୍ୱଚ୍ଛ କରାଯାଇଛି । ଗତବର୍ଷ ୬ ତାରିଖରୁ ଚଳିତବର୍ଷ ମାର୍ଚ୍ଚ ୨୨ ତାରିଖ ମଧ୍ୟରେ ରାଜ୍ୟରେ ମୃତ୍ୟୁଜନିତ କାରଣରୁ ୨ ଲକ୍ଷ ୩ ହଜାର ୩୯୬ ଭୋଟର, ସ୍ଥାନାନ୍ତର ଯୋଗୁଁ ୪ ଲକ୍ଷ ୦୮ ହଜାର ୧୩୨ ଭୋଟରଏବଂ ଅନ୍ୟାନ୍ୟ କାରଣ ପାଇଁ ୨ ହଜାର ୬୪୬ ଭୋଟର ବାଦ୍ ପଡିଛନ୍ତି । ଏହି ସମୟ ମଧ୍ୟରେ ନୂତନ ଭାବେ ଭୋଟର ତାଲିକାରେ ସଂଯୋଗ କରିବା ପାଇଁ ମୋଟ ୫,୬୭,୦୩୪ ଜଣ ଆବେଦନ କରିଛନ୍ତି । ସର୍ବାଧୂକ ବାଦ୍ ପଡିଥିବା ଜିଲ୍ଲା ହେଉଛି ସୁନ୍ଦରଗଡ଼। ସୁନ୍ଦରଗଡ଼ ଜିଲ୍ଲାରେ ୧ ଲକ୍ଷ ୪୪ ହଜାର ୭୨୬, କଟକରେ ୭୪ ହଜାର ୮୮୧, ଗଞ୍ଜାମଜିଲ୍ଲାରେ ୪୭ ହଜାର ୯୮୯, ଅନୁଗୁଳରେ ୩୭ ହଜାର ୯୨୭, ପୁରୀ ଜିଲ୍ଲାରେ ୩୬ ହଜାର ୬୭୯ ଜଣ ବାଦ୍ ପଡ଼ିଛନ୍ତି । ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି

6 hrs ago
user_Rabindra Nayak
Rabindra Nayak
ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
6 hrs ago

ଏସ୍‌ଆଇଆର୍ ପୂର୍ବରୁ ଭୋଟର ବାଦ୍ ! ତାଲିକା ସଂଶୋଧନରେ କଟିଲେ ସାଢ଼େ ୭ ଲକ୍ଷ ସୁନ୍ଦରଗଡ଼ରୁ ସର୍ବାଧୂକ ବାଦ୍ ପଡ଼ିଛନ୍ତି ସୁନ୍ଦରଗଡ ୩୦-୦୩-୨୬. ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଛନ୍ତି ୭ ଲକ୍ଷ ୬୮ ହଜାର ୫୨୧ ଭୋଟର । ଭୋଟର ଜାଲିଆତିର ବଡ଼ ଖୁଲାସା କରିଛନ୍ତି ନିର୍ବାଚନ ଅଧିକାରୀ । ଏକାଧିକ ସ୍ଥାନରେ ଭୋଟ ପରିଚୟପତ୍ର ରଖିଥିଲେ ଏକ ଲକ୍ଷ ୫୫ ହଜାର ୩୧୮ ବ୍ୟକ୍ତି । ସଂଶୋଧନ ପ୍ରକ୍ରିୟାରେ ବାଦ୍ ଦିଆଯାଇ ଭୋଟର ଲିଷ୍ଟକୁ କରାଯାଇଛି ସ୍ୱଚ୍ଛ କରାଯାଇଛି । ଗତବର୍ଷ ୬ ତାରିଖରୁ ଚଳିତବର୍ଷ ମାର୍ଚ୍ଚ ୨୨ ତାରିଖ ମଧ୍ୟରେ ରାଜ୍ୟରେ ମୃତ୍ୟୁଜନିତ କାରଣରୁ ୨ ଲକ୍ଷ ୩ ହଜାର ୩୯୬ ଭୋଟର, ସ୍ଥାନାନ୍ତର ଯୋଗୁଁ ୪ ଲକ୍ଷ ୦୮ ହଜାର ୧୩୨ ଭୋଟରଏବଂ ଅନ୍ୟାନ୍ୟ କାରଣ ପାଇଁ ୨ ହଜାର ୬୪୬ ଭୋଟର ବାଦ୍ ପଡିଛନ୍ତି । ଏହି ସମୟ ମଧ୍ୟରେ ନୂତନ ଭାବେ ଭୋଟର ତାଲିକାରେ ସଂଯୋଗ କରିବା ପାଇଁ ମୋଟ ୫,୬୭,୦୩୪ ଜଣ ଆବେଦନ କରିଛନ୍ତି । ସର୍ବାଧୂକ ବାଦ୍ ପଡିଥିବା ଜିଲ୍ଲା ହେଉଛି ସୁନ୍ଦରଗଡ଼। ସୁନ୍ଦରଗଡ଼ ଜିଲ୍ଲାରେ ୧ ଲକ୍ଷ ୪୪ ହଜାର ୭୨୬, କଟକରେ ୭୪ ହଜାର ୮୮୧, ଗଞ୍ଜାମଜିଲ୍ଲାରେ ୪୭ ହଜାର ୯୮୯, ଅନୁଗୁଳରେ ୩୭ ହଜାର ୯୨୭, ପୁରୀ ଜିଲ୍ଲାରେ ୩୬ ହଜାର ୬୭୯ ଜଣ ବାଦ୍ ପଡ଼ିଛନ୍ତି । ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି

More news from ଓଡ଼ିଶା and nearby areas
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    20 hrs ago
  • ତାଳଚେର ବସ୍ ଷ୍ଟାଣ୍ଡ ସମ୍ମୁଖ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜନୈକ ଯୁବକ ପାଣିରେ ବୁଡି ଯାଇଥିବା ଖବର ପାଇ ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ସ୍ଥାନୀୟ ଲୋକଙ୍କ ଠାରୁ ଜଣାଯାଏ ଯେ, ଯୁବକ ଜଣକ କେନାଲ ଉପରେ ପ୍ୟାଣ୍ଟ ଓ ସାର୍ଟ ଖୋଲି ରଖି କେନାଲରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯାଇଥିବାର କେତେକ ଲୋକ ଦେଖିଥିଲେ l ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା l ଦାମକଳ ବାହିନୀ ସେଠାରେ ପହଂଚି କେନାଲ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି l ପାଣିରେ ବୁଡି ନିଖୋଜ ଥିବା ବ୍ୟକ୍ତିକୁ ଦମକଳ ବାହିନୀ ତରଫରୁ ଅପରାହ୍ନ ୨ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଖୋଜା କାର୍ଯ୍ୟ ଜାରି ରଖିଛନ୍ତି l
    1
    ତାଳଚେର ବସ୍ ଷ୍ଟାଣ୍ଡ ସମ୍ମୁଖ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜନୈକ ଯୁବକ ପାଣିରେ ବୁଡି ଯାଇଥିବା ଖବର ପାଇ ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ସ୍ଥାନୀୟ ଲୋକଙ୍କ ଠାରୁ ଜଣାଯାଏ ଯେ, ଯୁବକ ଜଣକ କେନାଲ ଉପରେ ପ୍ୟାଣ୍ଟ ଓ ସାର୍ଟ ଖୋଲି ରଖି କେନାଲରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯାଇଥିବାର କେତେକ ଲୋକ ଦେଖିଥିଲେ l ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା l ଦାମକଳ ବାହିନୀ ସେଠାରେ ପହଂଚି କେନାଲ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି l ପାଣିରେ ବୁଡି ନିଖୋଜ ଥିବା ବ୍ୟକ୍ତିକୁ ଦମକଳ ବାହିନୀ ତରଫରୁ ଅପରାହ୍ନ ୨ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଖୋଜା କାର୍ଯ୍ୟ ଜାରି ରଖିଛନ୍ତି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    21 hrs ago
  • sriya
    2
    sriya
    user_OTV
    OTV
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    15 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ବରଘାଟ ରେ ହେବ ଅଷ୍ଟ ପ୍ରହରୀ ନାମଯଜ୍ଞ। ଏଥିପାଇଁ ଏକ ଭବ୍ୟ କଳସ ଶୋଭାଯାତ୍ରା କରାଯାଇଛି। ଏଥିରେ ଗ୍ରାମର ଶତାଧିକ ମହିଳା ପୁରୁଷ ଯୋଗଦେଇ ଗ୍ରାମ୍ୟ ପୋଖରୀ ରୁ ଜଳ ପୂର୍ଣ୍ଣ କଳସ ଆଣି ନାମ ମଣ୍ଡପ ଓ ଯଜ୍ଞ ମଣ୍ଡପ ରେ ସ୍ଥାପନ କରାଯାଇଥିଲା।
    4
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ବରଘାଟ ରେ ହେବ ଅଷ୍ଟ ପ୍ରହରୀ ନାମଯଜ୍ଞ। ଏଥିପାଇଁ ଏକ ଭବ୍ୟ କଳସ ଶୋଭାଯାତ୍ରା କରାଯାଇଛି। ଏଥିରେ ଗ୍ରାମର ଶତାଧିକ ମହିଳା ପୁରୁଷ ଯୋଗଦେଇ ଗ୍ରାମ୍ୟ ପୋଖରୀ ରୁ ଜଳ ପୂର୍ଣ୍ଣ କଳସ ଆଣି ନାମ ମଣ୍ଡପ ଓ ଯଜ୍ଞ ମଣ୍ଡପ ରେ ସ୍ଥାପନ କରାଯାଇଥିଲା।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    8 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Biramaharajpur, Sonepur•
    13 hrs ago
  • ଘରଭିତରୁ ଉଦ୍ଧାର ହେଲା ଅହିରାଜ ଛଅ ଘଣ୍ଟା କଲା ନାକେଦମ 15ଫୁଟର ଅହିରାଜ ଉଦ୍ଧାର, ସ୍ନେକ ହେଲ୍ପ ଲାଇନ ର 5ଜଣିଆ ଟିମ ଛଘଣ୍ଟା ପରିଶ୍ରମ କରି ଘର ଭିତରୁ କଲେ ଉଦ୍ଧାର l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧୂଙ୍ଗିଆ ମୁଣ୍ଡାଗିଣ୍ଡୁରୀ ସାହି ଗ୍ରାମର ରତ୍ନାକର ବେହେରା ଙ୍କ ଘରୁ ପନ୍ଦର ଫୁଟ ଲମ୍ବାର ଅହିରାଜ ସାପ ଉଦ୍ଧାର l ଉଦ୍ଧାର ଅହିରାଜ କୁ ପୁରୁଣାକଟକ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଫରେଷ୍ଟର ଦିଗାମ୍ବର ପ୍ରଧାନ ଓ ସ୍ନେକ ହେଲ୍ଫ ଲାଇନ ପ୍ରାଣେଶ୍ଵର ସାହୁ, ମିଥୁନ ଭୋକ୍ତା, ଧନଞ୍ଜୟ ପାତ୍ର, ସଞ୍ଜୟ ଗୁରୁ, ଅର୍ଜୁନ ପାତ୍ର ସମେତ 5ଜଣିଆ ଟିମ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ କୁସଙ୍ଗ ରେଞ୍ଜଅଧିକାରୀ ସଂସାର ବର୍ଗିଆ, ସୀତଲପାଣି ଫରେଷ୍ଟ ର ସଞ୍ଜୟ ରାଉତ, ସୁନାଖଣିଆ ଫରେଷ୍ଟ ର ଅଜୟ ସ୍ୱାଇଁ ଙ୍କ ଉପସ୍ଥିତି ରେ ସୀତଲପାଣି ବିଟ ଡିମ୍ବିରିଆ ଅଞ୍ଚଳ ରେ ଛାଡିଥିବା ସୂଚନାମିଳିଛି l
    1
    ଘରଭିତରୁ ଉଦ୍ଧାର ହେଲା ଅହିରାଜ ଛଅ ଘଣ୍ଟା କଲା ନାକେଦମ 
15ଫୁଟର ଅହିରାଜ ଉଦ୍ଧାର, ସ୍ନେକ ହେଲ୍ପ ଲାଇନ ର 5ଜଣିଆ ଟିମ ଛଘଣ୍ଟା ପରିଶ୍ରମ କରି ଘର ଭିତରୁ କଲେ ଉଦ୍ଧାର l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧୂଙ୍ଗିଆ ମୁଣ୍ଡାଗିଣ୍ଡୁରୀ ସାହି ଗ୍ରାମର ରତ୍ନାକର ବେହେରା ଙ୍କ ଘରୁ ପନ୍ଦର ଫୁଟ ଲମ୍ବାର ଅହିରାଜ ସାପ ଉଦ୍ଧାର l ଉଦ୍ଧାର ଅହିରାଜ କୁ ପୁରୁଣାକଟକ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଫରେଷ୍ଟର ଦିଗାମ୍ବର ପ୍ରଧାନ ଓ ସ୍ନେକ ହେଲ୍ଫ ଲାଇନ ପ୍ରାଣେଶ୍ଵର ସାହୁ, ମିଥୁନ ଭୋକ୍ତା, ଧନଞ୍ଜୟ ପାତ୍ର, ସଞ୍ଜୟ ଗୁରୁ, ଅର୍ଜୁନ ପାତ୍ର ସମେତ 5ଜଣିଆ ଟିମ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ କୁସଙ୍ଗ ରେଞ୍ଜଅଧିକାରୀ ସଂସାର ବର୍ଗିଆ, ସୀତଲପାଣି ଫରେଷ୍ଟ ର ସଞ୍ଜୟ ରାଉତ, ସୁନାଖଣିଆ ଫରେଷ୍ଟ ର ଅଜୟ ସ୍ୱାଇଁ ଙ୍କ ଉପସ୍ଥିତି ରେ ସୀତଲପାଣି ବିଟ ଡିମ୍ବିରିଆ ଅଞ୍ଚଳ ରେ ଛାଡିଥିବା ସୂଚନାମିଳିଛି l
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    17 hrs ago
  • एक BJP सांसद द्वारा बीजू बाबू के बारे में कही गई अपमानजनक बातें सुनकर बीजेडी सुप्रीमो नवीन पटनायक ने कहा मुझे नहीं लगता कि उन्हें यह पता है कि जब बीजू बाबू #Odisha के मुख्यमंत्री थे, तब प्रधानमंत्री जवाहरलाल नेहरू ने उन्हें दिल्ली में अपने दफ़्तर के ठीक बगल में एक दफ़्तर दिया था, ताकि चीनी हमले के दौरान रणनीति बनाने और चीन से लड़ने में मदद मिल सके। उस समय मैं लगभग 13 साल का था, लेकिन मुझे याद है कि चीनी हमले को लेकर बीजू बाबू कितने गुस्से में थे और उसे रोकने के लिए उन्होंने कितना कुछ किया था। मुझे लगता है कि उस सांसद को किसी मानसिक रोग विशेषज्ञ की ज़रूरत है। #BijuBabu
    1
    एक BJP सांसद द्वारा बीजू बाबू के बारे में कही गई अपमानजनक बातें सुनकर बीजेडी सुप्रीमो नवीन पटनायक ने कहा मुझे नहीं लगता कि उन्हें यह पता है कि जब बीजू बाबू #Odisha के मुख्यमंत्री थे, तब प्रधानमंत्री जवाहरलाल नेहरू ने उन्हें दिल्ली में अपने दफ़्तर के ठीक बगल में एक दफ़्तर दिया था, ताकि चीनी हमले के दौरान रणनीति बनाने और चीन से लड़ने में मदद मिल सके। उस समय मैं लगभग 13 साल का था, लेकिन मुझे याद है कि चीनी हमले को लेकर बीजू बाबू कितने गुस्से में थे और उसे रोकने के लिए उन्होंने कितना कुछ किया था। मुझे लगता है कि उस सांसद को किसी मानसिक रोग विशेषज्ञ की ज़रूरत है। #BijuBabu
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    19 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ଅଡ଼ାଲ ଗ୍ରାମରେ ହେଉଥିବା ଶ୍ରୀରାମ ଲୀଳା ନାଟକ ପ୍ରତ୍ୟହ ସନ୍ଧ୍ୟାରେ ପରିବେଷଣ ହେଉଛି। ପ୍ରତି ୧୪ ବର୍ଷରେ ଥରେ ଅଡ଼ାଲ ଶ୍ରୀରାମଲୀଳା ବନବାସ ଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଏଠାକାର ରାମଲୀଳା ବନବାସ ଯାଇଛନ୍ତି। ଏହି କ୍ରମରେ ସୋମବାର ସକାଳୁ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ହୋଇ ପଡ଼ିଥିଲା। ମନ୍ଦିର ରେ ପୂଜାର୍ଚ୍ଚନା ପରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ପ୍ରତ୍ୟେକ ନିଜ ଘର ଆଗରେ ପ୍ରଭୁ ଶ୍ରୀରାମ ଙ୍କୁ ବନ୍ଦାପନା କରିଥିଲେ। ଘଣ୍ଟ,ଶଙ୍ଖ ,ହରିବୋଲ ,ହୁଳହୁଳି ସହିତ ସଙ୍କୀର୍ତ୍ତନ ସହିତ ଏକ ଆଧ୍ୟାତ୍ମିକ ପରିବେଶ ହୋଇ ପଡ଼ିଥିଲା। ସମସ୍ତ କଳାକାର ବେଶ ପୋଷାକ ହୋଇ ଥିଲେ। ଶ୍ରୀରାମ ଭୂମିକାରେ ଦିଲ୍ଲିପ ପଧାନ , ଲକ୍ଷ୍ମଣ - ମନୋରଞ୍ଜନ ପଧାନ, ସୀତା - ମନୋଜ ଦାସ ଓ ସୁମନ୍ତ୍ର ଙ୍କ ଭୂମିକାରେ ରାମ ପଧାନ ଅଭିନୟ କରିଥିଲେ। ଶ୍ରୀରାମ ଲୀଳା ଦଳ ସୋମବାର ଦଳ ବୌଦ୍ଧ ଜିଲ୍ଲାର ସାହାଜପାଲ ର ଯାଲୋଏ କୁ ବନବାସ ଯାଇଛନ୍ତି। ସେଠାରେ ଭାରତ ମିଳନ ପରିବେଷଣ ହୋଇଯାଇଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ଅଡ଼ାଲ ଗ୍ରାମରେ ହେଉଥିବା ଶ୍ରୀରାମ ଲୀଳା ନାଟକ ପ୍ରତ୍ୟହ ସନ୍ଧ୍ୟାରେ ପରିବେଷଣ ହେଉଛି। ପ୍ରତି ୧୪ ବର୍ଷରେ ଥରେ  ଅଡ଼ାଲ ଶ୍ରୀରାମଲୀଳା ବନବାସ ଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଏଠାକାର ରାମଲୀଳା ବନବାସ ଯାଇଛନ୍ତି। ଏହି କ୍ରମରେ ସୋମବାର ସକାଳୁ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ହୋଇ ପଡ଼ିଥିଲା। ମନ୍ଦିର ରେ ପୂଜାର୍ଚ୍ଚନା ପରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ପ୍ରତ୍ୟେକ ନିଜ ଘର ଆଗରେ ପ୍ରଭୁ ଶ୍ରୀରାମ ଙ୍କୁ ବନ୍ଦାପନା କରିଥିଲେ। ଘଣ୍ଟ,ଶଙ୍ଖ ,ହରିବୋଲ ,ହୁଳହୁଳି  ସହିତ ସଙ୍କୀର୍ତ୍ତନ ସହିତ ଏକ ଆଧ୍ୟାତ୍ମିକ ପରିବେଶ ହୋଇ ପଡ଼ିଥିଲା। ସମସ୍ତ କଳାକାର ବେଶ ପୋଷାକ ହୋଇ ଥିଲେ। ଶ୍ରୀରାମ ଭୂମିକାରେ ଦିଲ୍ଲିପ ପଧାନ , ଲକ୍ଷ୍ମଣ - ମନୋରଞ୍ଜନ ପଧାନ, ସୀତା - ମନୋଜ ଦାସ ଓ ସୁମନ୍ତ୍ର ଙ୍କ ଭୂମିକାରେ ରାମ ପଧାନ ଅଭିନୟ କରିଥିଲେ। ଶ୍ରୀରାମ ଲୀଳା ଦଳ ସୋମବାର ଦଳ ବୌଦ୍ଧ ଜିଲ୍ଲାର ସାହାଜପାଲ ର ଯାଲୋଏ କୁ ବନବାସ ଯାଇଛନ୍ତି। ସେଠାରେ ଭାରତ ମିଳନ ପରିବେଷଣ ହୋଇଯାଇଛି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    8 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Biramaharajpur, Sonepur•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.