logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଳଚେର ବସ୍ ଷ୍ଟାଣ୍ଡ ସମ୍ମୁଖ କେନାଲ ରେ ଜନୈକ ଯୁବକ ପାଣିରେ ବୁଡି ଯାଇଥିବା ଖବର ପାଇ ଦମକଳ ବିଭାଗ ପକ୍ଷରୁ ଖୋଜା ଚାଲିଛି ତାଳଚେର ବସ୍ ଷ୍ଟାଣ୍ଡ ସମ୍ମୁଖ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜନୈକ ଯୁବକ ପାଣିରେ ବୁଡି ଯାଇଥିବା ଖବର ପାଇ ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ସ୍ଥାନୀୟ ଲୋକଙ୍କ ଠାରୁ ଜଣାଯାଏ ଯେ, ଯୁବକ ଜଣକ କେନାଲ ଉପରେ ପ୍ୟାଣ୍ଟ ଓ ସାର୍ଟ ଖୋଲି ରଖି କେନାଲରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯାଇଥିବାର କେତେକ ଲୋକ ଦେଖିଥିଲେ l ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା l ଦାମକଳ ବାହିନୀ ସେଠାରେ ପହଂଚି କେନାଲ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି l ପାଣିରେ ବୁଡି ନିଖୋଜ ଥିବା ବ୍ୟକ୍ତିକୁ ଦମକଳ ବାହିନୀ ତରଫରୁ ଅପରାହ୍ନ ୨ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଖୋଜା କାର୍ଯ୍ୟ ଜାରି ରଖିଛନ୍ତି l

8 hrs ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
8 hrs ago

ତାଳଚେର ବସ୍ ଷ୍ଟାଣ୍ଡ ସମ୍ମୁଖ କେନାଲ ରେ ଜନୈକ ଯୁବକ ପାଣିରେ ବୁଡି ଯାଇଥିବା ଖବର ପାଇ ଦମକଳ ବିଭାଗ ପକ୍ଷରୁ ଖୋଜା ଚାଲିଛି ତାଳଚେର ବସ୍ ଷ୍ଟାଣ୍ଡ ସମ୍ମୁଖ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜନୈକ ଯୁବକ ପାଣିରେ ବୁଡି ଯାଇଥିବା ଖବର ପାଇ ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ସ୍ଥାନୀୟ ଲୋକଙ୍କ ଠାରୁ ଜଣାଯାଏ ଯେ, ଯୁବକ ଜଣକ କେନାଲ ଉପରେ ପ୍ୟାଣ୍ଟ ଓ ସାର୍ଟ ଖୋଲି ରଖି କେନାଲରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯାଇଥିବାର କେତେକ ଲୋକ ଦେଖିଥିଲେ l ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା l ଦାମକଳ ବାହିନୀ ସେଠାରେ ପହଂଚି କେନାଲ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି l ପାଣିରେ ବୁଡି ନିଖୋଜ ଥିବା ବ୍ୟକ୍ତିକୁ ଦମକଳ ବାହିନୀ ତରଫରୁ ଅପରାହ୍ନ ୨ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଖୋଜା କାର୍ଯ୍ୟ ଜାରି ରଖିଛନ୍ତି l

More news from Anugul and nearby areas
  • ତାଳଚେର ବସ୍ ଷ୍ଟାଣ୍ଡ ସମ୍ମୁଖ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜନୈକ ଯୁବକ ପାଣିରେ ବୁଡି ଯାଇଥିବା ଖବର ପାଇ ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ସ୍ଥାନୀୟ ଲୋକଙ୍କ ଠାରୁ ଜଣାଯାଏ ଯେ, ଯୁବକ ଜଣକ କେନାଲ ଉପରେ ପ୍ୟାଣ୍ଟ ଓ ସାର୍ଟ ଖୋଲି ରଖି କେନାଲରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯାଇଥିବାର କେତେକ ଲୋକ ଦେଖିଥିଲେ l ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା l ଦାମକଳ ବାହିନୀ ସେଠାରେ ପହଂଚି କେନାଲ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି l ପାଣିରେ ବୁଡି ନିଖୋଜ ଥିବା ବ୍ୟକ୍ତିକୁ ଦମକଳ ବାହିନୀ ତରଫରୁ ଅପରାହ୍ନ ୨ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଖୋଜା କାର୍ଯ୍ୟ ଜାରି ରଖିଛନ୍ତି l
    1
    ତାଳଚେର ବସ୍ ଷ୍ଟାଣ୍ଡ ସମ୍ମୁଖ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜନୈକ ଯୁବକ ପାଣିରେ ବୁଡି ଯାଇଥିବା ଖବର ପାଇ ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ସ୍ଥାନୀୟ ଲୋକଙ୍କ ଠାରୁ ଜଣାଯାଏ ଯେ, ଯୁବକ ଜଣକ କେନାଲ ଉପରେ ପ୍ୟାଣ୍ଟ ଓ ସାର୍ଟ ଖୋଲି ରଖି କେନାଲରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯାଇଥିବାର କେତେକ ଲୋକ ଦେଖିଥିଲେ l ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା l ଦାମକଳ ବାହିନୀ ସେଠାରେ ପହଂଚି କେନାଲ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି l ପାଣିରେ ବୁଡି ନିଖୋଜ ଥିବା ବ୍ୟକ୍ତିକୁ ଦମକଳ ବାହିନୀ ତରଫରୁ ଅପରାହ୍ନ ୨ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଖୋଜା କାର୍ଯ୍ୟ ଜାରି ରଖିଛନ୍ତି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    8 hrs ago
  • sriya
    2
    sriya
    user_OTV
    OTV
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    2 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    5 hrs ago
  • Post by Banaja SAHOO samay Live news repoter
    1
    Post by Banaja SAHOO samay Live news repoter
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    18 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • Post by ଯିରିମିୟ ଗନ୍ତାୟତ 🙋🙋🙋
    2
    Post by ଯିରିମିୟ ଗନ୍ତାୟତ 🙋🙋🙋
    user_ଯିରିମିୟ ଗନ୍ତାୟତ 🙋🙋🙋
    ଯିରିମିୟ ଗନ୍ତାୟତ 🙋🙋🙋
    Grain Trader ଛେଣ୍ଡିପଦା, ଅନୁଗୁଳ, ଓଡ଼ିଶା•
    17 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    3 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.