logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

30/3/2026/ଡକ୍ଟର ଶୁରଜି ବର୍ଦ୍ଧନ ଶାରକ ଜନ୍ମଦିନ ପାଳନ କରୁଛନ୍ତି ପାଇଁ ସବୁ ପ୍ରକାର ସୁବିଧା ପାଇଁ ମୁଁ ସମସ୍ତ ପାଇଁ ସବୁ କିଛି ଦେବ ବୋଲି ଆଶା ଭରସା କରି ପାଇଁ

16 hrs ago
user_ଯିରିମିୟ ଗନ୍ତାୟତ 🙋🙋🙋
ଯିରିମିୟ ଗନ୍ତାୟତ 🙋🙋🙋
Grain Trader ଛେଣ୍ଡିପଦା, ଅନୁଗୁଳ, ଓଡ଼ିଶା•
16 hrs ago
c976b204-1dca-4aed-9e1c-2e598203f140

30/3/2026/ଡକ୍ଟର ଶୁରଜି ବର୍ଦ୍ଧନ ଶାରକ ଜନ୍ମଦିନ ପାଳନ କରୁଛନ୍ତି ପାଇଁ ସବୁ ପ୍ରକାର ସୁବିଧା ପାଇଁ ମୁଁ ସମସ୍ତ ପାଇଁ ସବୁ କିଛି ଦେବ ବୋଲି ଆଶା ଭରସା କରି ପାଇଁ

More news from ଓଡ଼ିଶା and nearby areas
  • Post by ଯିରିମିୟ ଗନ୍ତାୟତ 🙋🙋🙋
    2
    Post by ଯିରିମିୟ ଗନ୍ତାୟତ 🙋🙋🙋
    user_ଯିରିମିୟ ଗନ୍ତାୟତ 🙋🙋🙋
    ଯିରିମିୟ ଗନ୍ତାୟତ 🙋🙋🙋
    Grain Trader ଛେଣ୍ଡିପଦା, ଅନୁଗୁଳ, ଓଡ଼ିଶା•
    16 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    5 hrs ago
  • Post by Banaja SAHOO samay Live news repoter
    1
    Post by Banaja SAHOO samay Live news repoter
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    18 hrs ago
  • sriya
    2
    sriya
    user_OTV
    OTV
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    2 hrs ago
  • ତାଳଚେର ବସ୍ ଷ୍ଟାଣ୍ଡ ସମ୍ମୁଖ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜନୈକ ଯୁବକ ପାଣିରେ ବୁଡି ଯାଇଥିବା ଖବର ପାଇ ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ସ୍ଥାନୀୟ ଲୋକଙ୍କ ଠାରୁ ଜଣାଯାଏ ଯେ, ଯୁବକ ଜଣକ କେନାଲ ଉପରେ ପ୍ୟାଣ୍ଟ ଓ ସାର୍ଟ ଖୋଲି ରଖି କେନାଲରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯାଇଥିବାର କେତେକ ଲୋକ ଦେଖିଥିଲେ l ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା l ଦାମକଳ ବାହିନୀ ସେଠାରେ ପହଂଚି କେନାଲ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି l ପାଣିରେ ବୁଡି ନିଖୋଜ ଥିବା ବ୍ୟକ୍ତିକୁ ଦମକଳ ବାହିନୀ ତରଫରୁ ଅପରାହ୍ନ ୨ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଖୋଜା କାର୍ଯ୍ୟ ଜାରି ରଖିଛନ୍ତି l
    1
    ତାଳଚେର ବସ୍ ଷ୍ଟାଣ୍ଡ ସମ୍ମୁଖ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜନୈକ ଯୁବକ ପାଣିରେ ବୁଡି ଯାଇଥିବା ଖବର ପାଇ ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ସ୍ଥାନୀୟ ଲୋକଙ୍କ ଠାରୁ ଜଣାଯାଏ ଯେ, ଯୁବକ ଜଣକ କେନାଲ ଉପରେ ପ୍ୟାଣ୍ଟ ଓ ସାର୍ଟ ଖୋଲି ରଖି କେନାଲରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯାଇଥିବାର କେତେକ ଲୋକ ଦେଖିଥିଲେ l ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା l ଦାମକଳ ବାହିନୀ ସେଠାରେ ପହଂଚି କେନାଲ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି l ପାଣିରେ ବୁଡି ନିଖୋଜ ଥିବା ବ୍ୟକ୍ତିକୁ ଦମକଳ ବାହିନୀ ତରଫରୁ ଅପରାହ୍ନ ୨ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଖୋଜା କାର୍ଯ୍ୟ ଜାରି ରଖିଛନ୍ତି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    8 hrs ago
  • ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ । ଦେବଗଡ଼ ତା. ୩୦.୦୩.୨୦୨୬. ଆଜି ବାରକୋଟ ବ୍ଲକ ମଧ୍ୟପୂର୍ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୫୧ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୩୨ ଟି ବ୍ୟକ୍ତିଗତ ଏବଂ ୧୯ ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି । ୦.୦୪ ଘରବାରୀ ପଟ୍ଟା , ପାନୀୟ ଜଳ, ଷ୍ଟ୍ରିଟଲାଇଟ ,ସୁଭଦ୍ରା ଯୋଜନା ଓ ମେଗା ଲିଫ୍ଟ ଇରିଗେସନ ର ଉନ୍ନତି କରଣ ନିମନ୍ତେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ , ଏସିଏଫ୍ ଅରୁଣ ବେହେରା , ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର,ଗୋଷ୍ଠି ଉନ୍ନୟନ ଅଧିକାରୀ ବାରକୋଟ ସୂର୍ଯ୍ୟକାନ୍ତ ବରିହା ଓ ତହସିଲଦାର ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
    1
    ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।
ଦେବଗଡ଼ ତା. ୩୦.୦୩.୨୦୨୬.
ଆଜି ବାରକୋଟ ବ୍ଲକ ମଧ୍ୟପୂର୍ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୫୧ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୩୨ ଟି ବ୍ୟକ୍ତିଗତ ଏବଂ ୧୯ ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି । ୦.୦୪ ଘରବାରୀ ପଟ୍ଟା , ପାନୀୟ ଜଳ, ଷ୍ଟ୍ରିଟଲାଇଟ ,ସୁଭଦ୍ରା ଯୋଜନା ଓ ମେଗା ଲିଫ୍ଟ ଇରିଗେସନ ର ଉନ୍ନତି କରଣ ନିମନ୍ତେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ  l ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ , ଏସିଏଫ୍ ଅରୁଣ ବେହେରା ,  ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର,ଗୋଷ୍ଠି ଉନ୍ନୟନ ଅଧିକାରୀ ବାରକୋଟ ସୂର୍ଯ୍ୟକାନ୍ତ ବରିହା ଓ ତହସିଲଦାର ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    9 hrs ago
  • ଶ୍ରମ ବିଭାଗ ଦ୍ଵାରା ଶ୍ରମ କାର୍ଡ ଓ ସହାୟତା ରାଶି ବଣ୍ଟନ । ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଙ୍ଗାଳି ପ୍ରୋଜେକ୍ଟ ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଛନ୍ତି ଓଡ଼ିଶା ସରକାରଙ୍କର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ , ପାଳଲହଡା ନିର୍ବାଚନ ମଣ୍ଡଳୀ ବିଧାୟକ ଅଶୋକ କୁମାର ମହାନ୍ତି , ତାଳଚେର ଉପ ଜିଲ୍ଲାପାଳ , କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଶ୍ରମ କାର୍ଡ ଯୋଜନା ଦ୍ୱାରା ବିବାହ ପାଇଁ ଆର୍ଥିକ ସହାୟତା ଅର୍ଥ ରାଶି ୫୦ ହଜାର ଟଙ୍କା ଏବଂ ଅକାଳ ବିୟୋଗ ପାଇଁ ୩ ଲକ୍ଷ ୫ ହଜାର ଓ ୨ ଲକ୍ଷ ୫ ହଜାର ଟଙ୍କା ଲେଖାଏଁ ସହାୟତା ଅର୍ଥ ରାଶି ହିତାଧିକାରୀମାନଙ୍କୁ ବଣ୍ଟନ କରିବା ସହିତ ସରକାର ଯୋଗାଉଥିବା ସମସ୍ତ ଯୋଜନା ବିଷୟରେ ଅବଗତ କରାଇଲେ । ଶ୍ରମିକ ପଞ୍ଜୀକରଣ ପତ୍ର ଓ ସହାୟତା ପ୍ରଦାନ କରିବା ସହ ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ କାମ କରୁଛନ୍ତି ଏବଂ ଆମ ସରକାର ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରୁଛୁ । ଶ୍ରମିକ କାର୍ଡ ଥିବା ମୃତକ ପରିବାରକୁ ସହାୟତା , ବିଭାଘର ରାଶି ପ୍ରଦାନ କରାଯାଇଛି । Byte : ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ । ( ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ରାଷ୍ଟ୍ରମନ୍ତ୍ରୀ )
    1
    ଶ୍ରମ ବିଭାଗ ଦ୍ଵାରା ଶ୍ରମ କାର୍ଡ ଓ ସହାୟତା ରାଶି ବଣ୍ଟନ । ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ  ରେଙ୍ଗାଳି ପ୍ରୋଜେକ୍ଟ ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଛନ୍ତି ଓଡ଼ିଶା ସରକାରଙ୍କର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ , ପାଳଲହଡା ନିର୍ବାଚନ ମଣ୍ଡଳୀ ବିଧାୟକ ଅଶୋକ କୁମାର ମହାନ୍ତି , ତାଳଚେର ଉପ ଜିଲ୍ଲାପାଳ , କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଶ୍ରମ କାର୍ଡ ଯୋଜନା ଦ୍ୱାରା ବିବାହ ପାଇଁ ଆର୍ଥିକ ସହାୟତା ଅର୍ଥ ରାଶି ୫୦ ହଜାର ଟଙ୍କା ଏବଂ ଅକାଳ ବିୟୋଗ ପାଇଁ ୩ ଲକ୍ଷ ୫ ହଜାର ଓ ୨ ଲକ୍ଷ ୫ ହଜାର ଟଙ୍କା ଲେଖାଏଁ ସହାୟତା ଅର୍ଥ ରାଶି ହିତାଧିକାରୀମାନଙ୍କୁ ବଣ୍ଟନ କରିବା ସହିତ ସରକାର ଯୋଗାଉଥିବା ସମସ୍ତ ଯୋଜନା ବିଷୟରେ ଅବଗତ କରାଇଲେ । ଶ୍ରମିକ ପଞ୍ଜୀକରଣ ପତ୍ର ଓ ସହାୟତା ପ୍ରଦାନ କରିବା ସହ ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ କାମ କରୁଛନ୍ତି ଏବଂ ଆମ ସରକାର ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରୁଛୁ । ଶ୍ରମିକ କାର୍ଡ ଥିବା ମୃତକ ପରିବାରକୁ ସହାୟତା , ବିଭାଘର ରାଶି ପ୍ରଦାନ କରାଯାଇଛି ।
Byte : ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ । ( ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ରାଷ୍ଟ୍ରମନ୍ତ୍ରୀ )
    user_DEB REPOTER
    DEB REPOTER
    Credit reporting agency ପାଲଲହଡା, ଅନୁଗୁଳ, ଓଡ଼ିଶା•
    17 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.