Shuru
Apke Nagar Ki App…
ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାନୀ ପ୍ରହସନ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.
BIKRAM SAHU
ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାନୀ ପ୍ରହସନ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.1
- sriya2
- Post by Ranjan hota1
- ତାଳଚେର ବସ୍ ଷ୍ଟାଣ୍ଡ ସମ୍ମୁଖ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜନୈକ ଯୁବକ ପାଣିରେ ବୁଡି ଯାଇଥିବା ଖବର ପାଇ ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ସ୍ଥାନୀୟ ଲୋକଙ୍କ ଠାରୁ ଜଣାଯାଏ ଯେ, ଯୁବକ ଜଣକ କେନାଲ ଉପରେ ପ୍ୟାଣ୍ଟ ଓ ସାର୍ଟ ଖୋଲି ରଖି କେନାଲରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯାଇଥିବାର କେତେକ ଲୋକ ଦେଖିଥିଲେ l ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା l ଦାମକଳ ବାହିନୀ ସେଠାରେ ପହଂଚି କେନାଲ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି l ପାଣିରେ ବୁଡି ନିଖୋଜ ଥିବା ବ୍ୟକ୍ତିକୁ ଦମକଳ ବାହିନୀ ତରଫରୁ ଅପରାହ୍ନ ୨ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଖୋଜା କାର୍ଯ୍ୟ ଜାରି ରଖିଛନ୍ତି l1
- ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଉତ୍ସାହି, ଉଦ୍ୟମି, ସଂସ୍କୃତି ପ୍ରେମୀ ଏବଂ ଦେଶ ପ୍ରେମୀ ଯୁବକ ମାନଙ୍କୁ ନେଇ ନୂଆକରି ଗଠନ ହୋଇଛି ରାଷ୍ଟ୍ରବାଦୀ ଯୁବଶକ୍ତି ପରିଷଦ। ଏ ଅବସରରେ ପରିଷଦର ଲୋଗୋ ଏବଂ ଟି ସାର୍ଟ ଉନ୍ମୋଚନ କରାଯାଇଥିଲା। ଏନେଇ ବ୍ଲକ ଅଧୀନ ବନମାଳୀପୁର ସ୍ଥିତ ବାବା ସୋମନାଥ ଦେବଙ୍କ ପୀଠରେ ନବଗଠିତ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଆୟୋଜିତ ସମ୍ମିଳନୀରେ ପରିଷଦର ସଭାପତି ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ଯେ, ଯୁବ ଶକ୍ତି ମାନଙ୍କୁ ଏକତା ସୂତ୍ରରେ ବାନ୍ଧିରଖି ସମାଜସେବା କ୍ଷେତ୍ରରେ ନିୟୋଜିତ କରିବା ସହ ସେମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସଂଗଠନର ମୂଳ ଲକ୍ଷ୍ୟ। ସେହିପରି ଆସନ୍ତା ଏପ୍ରିଲ ୧୧ ତାରିଖରେ ପରିଷଦ ପକ୍ଷରୁ ଏକ ବିଶାଳ ଅଧିବେଶନ ବନମାଳୀପୁର ସ୍ଥିତ ବାବା ସୋମନାଥ ଦେବଙ୍କ ପୀଠରେ ଆୟୋଜନ କରାଯିବା ନେଇ ସୂଚନା ଦିଆଯାଇଛି। ଏଥିରେ ବହୁ ସଂଖ୍ୟାରେ ଯୁବ ଶକ୍ତି ମାନେ ଯୋଡ଼ି ହୋଇ ସାମୂହିକ ହନୁମାନ ଚାଳିଶା ପଠନ କରିବା ସହ ସମାଜରୁ ନିଶା ବ୍ୟାଧିକୁ ଦୂର କରିବା ଏବଂ ସମସ୍ତ ହିନ୍ଦୁ ପର୍ବ ପର୍ବାଣୀରେ ବିନା ନିଶା ସେବନ କରି ଉତ୍ସବ ପାଳନ କରିବା ପାଇଁ ନିଶାମୁକ୍ତି ସଂକଳ୍ପ ଗ୍ରହଣ କରିବେ ବୋଲି ପରିଷଦର ସଭାପତି କହିଛନ୍ତି।1
- Post by Banaja SAHOO samay Live news repoter1
- Post by Dhenkanal News1
- Post by Ranjan hota1