Shuru
Apke Nagar Ki App…
ଜିଲ୍ଲା ଧାନ ସଂଗ୍ରହ କମିଟି ସଦସ୍ୟ ତଥା ବିଜେପି ଜିଲ୍ଲା କୃଷକ ମୋର୍ଚା ସଭାପତି ଙ୍କ ଧାନ ମଣ୍ଡି ପରିଦର୍ଶନ ଆଜି ଦିବା ୧୧ ଘଟିକା ସମୟ ରେ ସେ କରଞ୍ଜିଆ ବ୍ଲକ ତାଟ ସ୍ଥିତ ମଣ୍ଡି ପରିଦର୍ଶନ କରି ଧାନ ସଂଗ୍ରହ ସ୍ଥିତି ପରଖିଥିଲେ ଓ ଧାନ ସଂଗ୍ରହ ବାବଦରେ ଉପସ୍ଥିତ ଚାଷୀ ଓ ଲ୍ୟାମ୍ପସ କର୍ମଚାରୀ ଙ୍କ ସହିତ ଆଲୋଚନା କରିଥିଲେ
Jitendra raj

More news from Mayurbhanj and nearby areas
- ସିରିଜ ଦୁର୍ଘଟଣା ବୋଲେରୋ ଧକ୍କା ରେ ୩ ଗୁରୁତ୍ତର କରଞ୍ଜିଆ ସହର ରେ ସିରିଜ ଦୁର୍ଘଟଣା ରେ ୩ ଜଣ ବ୍ୟକ୍ତି ଗୁରୁତ୍ତର ହୋଇଥିବା ସୂଚନା ହସ୍ତଗତ ହୋଇଛି ମିଳିଥିବା ସୂଚନା ଅନୁଯାୟୀ ଯଶିପୁର ପଟୁ ଆସୁଥିବା ଏକ ବୋଲେରୋ ବାମନାଶାଳ ନିକଟରେ ଜଣେ ବାଟୋଇ ଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ କରଞ୍ଜିଆ ବଜାର ପଟକୁ ଆସୁଥିଲା ହିରୋ ଶୋ ରୁମ ନିକଟରେ କରଞ୍ଜିଆ ବଜାର ପଟୁ ଯଶିପୁର ପଟକୁ ଯାଉଥିବା ବାଇକ କୁ ଧକ୍କା ଦେବା ଫଳରେ ବାଇକ ରେ ଥିବା ୨ ଜଣ ଗୁରୁତ୍ତର ହୋଇଛନ୍ତି ଗୁରୁତ୍ତର ଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନା ରେ ଭର୍ତି କରାଯାଇଛି1
- https://youtu.be/-scg4nnd6l8?si=46wzD3Hvxcgo_1VP1
- help1
- ବାରିପଦା NEWS1
- VBGRAMG ଯୋଜନା କୁ ବିରୋଧ କରି ଆସିକା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।1
- ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ1
- MGNREGA ଯୋଜନାରୁ ମହାତ୍ମା ଗାନ୍ଧୀ ଙ୍କ ନାମ ପରିବର୍ତନ ଓ ଯୋଜନା ର ରୂପରେଖ କୁ ବିକୃତ କରିବା, କୁ ବିରୋଧ କରି ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣା,। ଓ ପ୍ରତିବାଦ।1
- ଜିଲ୍ଲା ଧାନ ସଂଗ୍ରହ କମିଟି ସଦସ୍ୟ ତଥା ବିଜେପି ଜିଲ୍ଲା କୃଷକ ମୋର୍ଚା ସଭାପତି ଙ୍କ ଧାନ ମଣ୍ଡି ପରିଦର୍ଶନ ଆଜି ଦିବା ୧୧ ଘଟିକା ସମୟ ରେ ସେ କରଞ୍ଜିଆ ବ୍ଲକ ତାଟ ସ୍ଥିତ ମଣ୍ଡି ପରିଦର୍ଶନ କରି ଧାନ ସଂଗ୍ରହ ସ୍ଥିତି ପରଖିଥିଲେ ଓ ଧାନ ସଂଗ୍ରହ ବାବଦରେ ଉପସ୍ଥିତ ଚାଷୀ ଓ ଲ୍ୟାମ୍ପସ କର୍ମଚାରୀ ଙ୍କ ସହିତ ଆଲୋଚନା କରିଥିଲେ1