Shuru
Apke Nagar Ki App…
ଘନ କୁହୁଡ଼ିରେ କାଳିଆ ସାଆନ୍ତ।
Manoj kumar baliyarsingh
ଘନ କୁହୁଡ଼ିରେ କାଳିଆ ସାଆନ୍ତ।
More news from ଓଡ଼ିଶା and nearby areas
- ଆଜି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଜିଲ୍ଲା ପ୍ରଦକ୍ଷଣ ଭବନଠାରେ ପାଣି ପଞ୍ଚାୟତ ପକ୍ଷ-୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ..!ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ଯେ, ରାଜ୍ୟସରକାରଙ୍କ ନିଷ୍ପତି କ୍ରମେ ଆସନ୍ତା ଜାନୁଆରୀ ୬ ତାରିଖ ଠାରୁ ଜାନୁଆରୀ ୨୦ ତାରିଖ ପ୍ରଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ-୨୦୨୬ ଡିଭିଜନ ଜିଲ୍ଲାସ୍ତରୀୟ ଭାବେ ପାଳନ କରାଯିବ । ପାଣି ପଞ୍ଚାୟତରେ ସୁଫଳ ଓ ଏହାର କାର୍ଯ୍ୟକାରିତା ନିମନ୍ତେ ଥିବା ଯୋଜନାଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଯେଉଁ ସଚେତନତାର ଆବଶ୍ୟକତା ରହିଛି ସେଥି ପାଇଁ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି, କୃଷି, ମସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ପ୍ରଦର୍ଶନୀ ମଣ୍ଡପମାନ ଖୋଲା ଯାଇ ସଚେତନ କରାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ1
- ଖାଉଟି କଲ୍ୟାଣ ତଥା ଯୋଗାଣ। ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ1
- BREAKING: ଜଳୁଛି ବ୍ରହ୍ମପୁର... ଧୋବା ବନ୍ଧ ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ, ୫ ଦୋକାନ ପାଉଁଶ।1
- चीन में नाली बनाने की रफ्तार ने पूरी दुनिया को चौंका दिया है। विशाल प्रीकास्ट कंक्रीट ब्लॉक्स, हाइड्रोलिक क्रेन और मॉड्यूलर तकनीक से सड़क के नीचे नालियां घंटों में तैयार हो जाती हैं। न देरी, न अव्यवस्था,बस सटीक योजना और तेज़ काम। यही वजह है कि चीन के शहर बाढ़ से सुरक्षित रहते हैं और विकास रुकता नहीं। #trending #viral #china #engineering #infrastructure #technology #civilengineering #reels1
- ସ୍ଲଗ -୫୨ ଗ୍ରାମ ଧଳା ଜହର ଜବତ, ୩ ଗିରଫ ଅଙ୍କର -ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ସହରର ବଲ୍ଲଭୀଘାଟ ନିକଟରୁ ଧଳା ଜହର ସହ ୩ ଜଣଙ୍କୁ କାବୁ କରାଯାଇଛି। ପେଟ୍ରୋଲିଂ ସମୟରେ ଯୁବକ ୩ ଜଣ ଦୌଡ଼ି ପଳାଉ ଥିବା ବେଳେ ଟିମ ଗୋଡ଼ାଇ ଧରିଥିଲେ। ପରେ ସେମାନଙ୍କ ପାଖରୁ ୫୨ ଗ୍ରାମ ଧଳା ଜହର ଜବତ କରାଯାଇଛି। ସେମାନେ ବ୍ୟବହାର କରୁଥିବା ବାଇକ ବି ଜବତ କରା ଯାଇଛି। ଧଳା ଜହରର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକା ରହିଛି। ଯାଜପୁର ସହର ରେ ଏପରି ଯୁବ ପିଢ଼ି ଧଳା ଜହର ମାୟା ରେ ପଡି ପଥଭ୍ରାଷ୍ଟ ହୋଉଛନ୍ତି। ଯୁବକମାନଙ୍କ ମଧ୍ୟରୁ ୨ ଜଣ ଟାଉନ ଥାନା ଅଂଚଳ ରୁ ହୋଇଥିବା ବେଳେ ଜଣେ ଭଦ୍ରକ ଅଞ୍ଚଳର।1
- ସୂର୍ଯ୍ୟମୁଖୀ ସ୍ବୟଂ ସହାୟକ ଗୋଷ୍ଠୀର ଧାନ ମଣ୍ଡିର ଶୁଭାରମ୍ଭ1
- ବୋଲେରୋ ଧକ୍କାରେ ନାବାଳକଙ୍କ ମୃତ୍ୟୁ, ବଡଦାଣ୍ଡରେ ଉତ୍ତେଜନା ପୁରୀ ବଳଗଣ୍ଡି ଛକ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏକ ବୋଲେରୋ ଗାଡି ଧକ୍କା ଦେବାରୁ ନାବାଳକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ବଡଦାଣ୍ଡ (ମେଡିକାଲ ଛକ) ଉପରେ ମୃତଦେହ ରଖି ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଟାୟାର ଜାଳି ଦୀର୍ଘ ସମୟ ଧରି ଯାତାୟାତ ବନ୍ଦ ହୋଇଥିଲା। ଦୁର୍ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଥିଲା। ଏହା ସହ ଉତ୍ତେଜିତ ଲୋକେ ଟ୍ରାଫିକ ଥାନାକୁ ଘେରାଉ କରି ଗାଡି ଭାଙ୍ଗିଦେଇଥିବା ଖବର ମିଳିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଖବର ପାଇଁ ସଂପୃକ୍ତ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।2
- ବାଇକ୍ ରେ ଧାନ ଅମଳ...ପୋଲସରା ଜକର ଗ୍ରାମରୁ ସାମ୍ନାକୁ ଆସିଲା ଚାଷୀଙ୍କ ନିଆରା ଜ୍ଞାନକୌଶଳ1
- ଜେଶିରା2