logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ଲଗ -୫୨ ଗ୍ରାମ ଧଳା ଜହର ଜବତ, ୩ ଗିରଫ ଅଙ୍କର -ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ସହରର ବଲ୍ଲଭୀଘାଟ ନିକଟରୁ ଧଳା ଜହର ସହ ୩ ଜଣଙ୍କୁ କାବୁ କରାଯାଇଛି। ପେଟ୍ରୋଲିଂ ସମୟରେ ଯୁବକ ୩ ଜଣ ଦୌଡ଼ି ପଳାଉ ଥିବା ବେଳେ ଟିମ ଗୋଡ଼ାଇ ଧରିଥିଲେ। ପରେ ସେମାନଙ୍କ ପାଖରୁ ୫୨ ଗ୍ରାମ ଧଳା ଜହର ଜବତ କରାଯାଇଛି। ସେମାନେ ବ୍ୟବହାର କରୁଥିବା ବାଇକ ବି ଜବତ କରା ଯାଇଛି। ଧଳା ଜହରର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକା ରହିଛି। ଯାଜପୁର ସହର ରେ ଏପରି ଯୁବ ପିଢ଼ି ଧଳା ଜହର ମାୟା ରେ ପଡି ପଥଭ୍ରାଷ୍ଟ ହୋଉଛନ୍ତି। ଯୁବକମାନଙ୍କ ମଧ୍ୟରୁ ୨ ଜଣ ଟାଉନ ଥାନା ଅଂଚଳ ରୁ ହୋଇଥିବା ବେଳେ ଜଣେ ଭଦ୍ରକ ଅଞ୍ଚଳର।

2 days ago
user_Bibhudutta Prusty
Bibhudutta Prusty
Journalist ଯାଜପୁର, ଯାଜପୁର, ଓଡ଼ିଶା•
2 days ago

ସ୍ଲଗ -୫୨ ଗ୍ରାମ ଧଳା ଜହର ଜବତ, ୩ ଗିରଫ ଅଙ୍କର -ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ସହରର ବଲ୍ଲଭୀଘାଟ ନିକଟରୁ ଧଳା ଜହର ସହ ୩ ଜଣଙ୍କୁ କାବୁ କରାଯାଇଛି। ପେଟ୍ରୋଲିଂ ସମୟରେ ଯୁବକ ୩ ଜଣ ଦୌଡ଼ି ପଳାଉ ଥିବା ବେଳେ ଟିମ ଗୋଡ଼ାଇ ଧରିଥିଲେ। ପରେ ସେମାନଙ୍କ ପାଖରୁ ୫୨ ଗ୍ରାମ ଧଳା ଜହର ଜବତ କରାଯାଇଛି। ସେମାନେ ବ୍ୟବହାର କରୁଥିବା ବାଇକ ବି ଜବତ କରା ଯାଇଛି। ଧଳା ଜହରର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକା ରହିଛି। ଯାଜପୁର ସହର ରେ ଏପରି ଯୁବ ପିଢ଼ି ଧଳା ଜହର ମାୟା ରେ ପଡି ପଥଭ୍ରାଷ୍ଟ ହୋଉଛନ୍ତି। ଯୁବକମାନଙ୍କ ମଧ୍ୟରୁ ୨ ଜଣ ଟାଉନ ଥାନା ଅଂଚଳ ରୁ ହୋଇଥିବା ବେଳେ ଜଣେ ଭଦ୍ରକ ଅଞ୍ଚଳର।

More news from ଓଡ଼ିଶା and nearby areas
  • କେନ୍ଦ୍ରାପଡ଼ାରେ ରାମଚନ୍ଦ୍ରପୁର ଅଞ୍ଚଳ ର ଅକ୍ଷୟ ସାହୁ ବାଇକ ମାଲିକଙ୍କ ନାମରେ କଟକ ଜିଲ୍ଲାର ଗୋପାଳପୁର ଅଞ୍ଚଳରେ ଟ୍ରାଫିକ ନିୟମ ଭାଙ୍ଗିବା ଅଭିଯୋଗରେ ଜରିମାନା..! ଗୋଟିଏ ନମ୍ବର ରେ ଦୁଇଟା ଗାଡ଼ିଥିବା ନେଇ ଅଭିଯୋଗ ଆଣିଲେ ଫାଇନ କାଟିଥିବା ବେକ୍ତି
    1
    କେନ୍ଦ୍ରାପଡ଼ାରେ ରାମଚନ୍ଦ୍ରପୁର ଅଞ୍ଚଳ ର ଅକ୍ଷୟ ସାହୁ ବାଇକ ମାଲିକଙ୍କ ନାମରେ କଟକ ଜିଲ୍ଲାର ଗୋପାଳପୁର ଅଞ୍ଚଳରେ ଟ୍ରାଫିକ ନିୟମ ଭାଙ୍ଗିବା ଅଭିଯୋଗରେ ଜରିମାନା..!
ଗୋଟିଏ ନମ୍ବର ରେ ଦୁଇଟା ଗାଡ଼ିଥିବା ନେଇ ଅଭିଯୋଗ ଆଣିଲେ ଫାଇନ କାଟିଥିବା ବେକ୍ତି
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    21 hrs ago
  • ଦୁଇ ଦୁଇ ଜଣ ଯନ୍ତ୍ରୀ ଙ୍କ ଘରେ ଭିଜଲାନ୍ସ ର ଚଢ଼ାଉ
    1
    ଦୁଇ ଦୁଇ ଜଣ ଯନ୍ତ୍ରୀ ଙ୍କ ଘରେ ଭିଜଲାନ୍ସ ର ଚଢ଼ାଉ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    3 hrs ago
  • ଓଡାପଡା ମହୈସ୍ରବ ପାଇଁ ବୈଠକ ବୈଠକ ରେ ଢେଙ୍କାନାଳ ସାସଂଦ ସାମିଲ
    1
    ଓଡାପଡା  ମହୈସ୍ରବ ପାଇଁ ବୈଠକ
ବୈଠକ ରେ ଢେଙ୍କାନାଳ ସାସଂଦ ସାମିଲ
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ନିମିଧା ଅଞ୍ଚଳ ପଥର ଖଣି ବ୍ଲାଷ୍ଟ ରେ ଗଡୁଛି ମୂର୍ତ ଦେହ ଜିଲ୍ଲା ପ୍ରଶାସନ ତରଫରୁ ମୂର୍ତ ଦେହ ଉଦ୍ଧାର ଖଣି ବନ୍ଦ ନ ହେଲେ ଆଗାମୀ ଦିନରେ ହେବ ଆନ୍ଦୋଳନ #newsodiaodisha #public #newsupdate #dhenkanal #publicnews24x7 #odisha #facebookreelsviralviralシfypシ゚2025
    1
    ନିମିଧା ଅଞ୍ଚଳ ପଥର ଖଣି ବ୍ଲାଷ୍ଟ ରେ ଗଡୁଛି ମୂର୍ତ ଦେହ ଜିଲ୍ଲା ପ୍ରଶାସନ ତରଫରୁ ମୂର୍ତ ଦେହ ଉଦ୍ଧାର ଖଣି ବନ୍ଦ ନ ହେଲେ ଆଗାମୀ ଦିନରେ ହେବ ଆନ୍ଦୋଳନ 
#newsodiaodisha #public #newsupdate #dhenkanal #publicnews24x7 #odisha #facebookreelsviralviralシfypシ゚2025
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    13 hrs ago
  • Balasore: Aanchal Welfare Trust inaugurated in Balasore city to serve the poor and needy. ବାଲେଶ୍ବର: ଗରିବ ଦୁଃଖୀ ଙ୍କ ସେବା ଉଦ୍ଦେଶ୍ୟରେ ବାଲେଶ୍ଵର ସହରରେ ଆଂଚଲ ୱେଲଫେୟାର ଟ୍ରଷ୍ଟ ଉଦଘାଟିତ।
    1
    Balasore: Aanchal Welfare Trust inaugurated in Balasore city to serve the poor and needy.    
ବାଲେଶ୍ବର: ଗରିବ ଦୁଃଖୀ ଙ୍କ ସେବା ଉଦ୍ଦେଶ୍ୟରେ ବାଲେଶ୍ଵର ସହରରେ ଆଂଚଲ ୱେଲଫେୟାର ଟ୍ରଷ୍ଟ ଉଦଘାଟିତ।
    user_Odisha News Express
    Odisha News Express
    Journalist ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    25 min ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    5 hrs ago
  • ଢେଙ୍କାନାଳ ମହୋତ୍ସବ ର ଶୁଭ ଉଦ୍‌ଘାଟନୀ ଉତ୍ସବ
    4
    ଢେଙ୍କାନାଳ ମହୋତ୍ସବ ର ଶୁଭ ଉଦ୍‌ଘାଟନୀ   ଉତ୍ସବ
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.