logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Jay Jagannath 🙏

1 day ago
user_Rajesh Samantaray
Rajesh Samantaray
Bank Sadar, Puri•
1 day ago

Jay Jagannath 🙏

More news from ଓଡ଼ିଶା and nearby areas
  • ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ମାଙ୍କଡ଼ ଉପଦ୍ରଵ, ହନ୍ତସନ୍ତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ l ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲାର ପୁରୀ ସହର ବଡଦାଣ୍ଡରେ ଥିବା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କଥା l ଯେଉଁଠାରେ କୁକୁର ଠାରୁ ମାଙ୍କଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଉପଦ୍ରଵ ପ୍ରବଳ କିନ୍ତୁ ସୁରକ୍ଷା ବ୍ୟବସ୍ଥା ପୁରାଢ଼ିଲା l ସବୁଠାରୁ ଦୁଃଖର ବିଷୟ ହେଉଛି ସବୁଠାରୁ ଯନ୍ତ୍ରଣା ଦାୟକ ବିଭାଗ ଶଲ୍ୟ ଚିକିତ୍ସା ବିଭାଗ l ହଁ ଆଜ୍ଞା ଏହି ମୁଖ୍ୟ ଚିକିତ୍ସାଳୟ ର ଶଲ୍ୟ ଚିକିତ୍ସା ପୁରୁଷ ୱାର୍ଡର ଅବସ୍ଥା କହିଲେ ନସରେ l ଖାଣ୍ଟି ଓଡ଼ିଆ ଭାବରେ କହିବାକୁ ଗଲେ ଏହି ବିଭାଗ ର ସମସ୍ତ ଛୋଟା ଠାରୁ ଆରମ୍ଭ କରି ବିଭିନ୍ନ ଦୁର୍ଘଟଣା ରେ ପଡି ଚିକିତ୍ସିତ ହେବାକୁ ଭର୍ତି ହୋଇଥାନ୍ତି l କିନ୍ତୁ ଏହି ୱାର୍ଡ ମାନଙ୍କରେ ୱାର୍ଡ ଠାରୁ ଶୌଚାଳୟ ପର୍ଯ୍ୟନ୍ତ ମାଙ୍କଡ଼ ମାନଙ୍କ ପ୍ରାଦୁର୍ଭାବ ଏଭଳି ବଢିଛି ଯେ ରୋଗୀଠାରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି l ୱାର୍ଡ ଭିତରେ ପଶି ରୋଗୀ ମାନଙ୍କ ଖାଦ୍ୟ ଫିଙ୍ଗା ଫୋପଡ଼ା କରିବା ସହିତ ଶୌଚାଳୟ ଭିତରେ ଦିନରାତି ରହୁଥିବା ରୁ ରୋଗୀ ଏବଂ ରୋଗୀମାନଙ୍କ ସମ୍ପର୍କୀୟମାନେ ଝାଡା ପରିସ୍ରା ଯିବାପାଇଁ ଭୟଭୀତ ହେଉଛନ୍ତି l ତେଣୁ ଜିଲ୍ଲା ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟି ରଖି ତୁରନ୍ତ ମାଙ୍କଡ଼ମାନଙ୍କ ପ୍ରାଦୁର୍ଭାବକୁ ଦୂର କରିବାପାଇଁ ପଦକ୍ଷେପ ନେଇ ରୋଗୀମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ ସାଧାରଣ ରେ ଆଲୋଚନା ହେଉଛି l
    4
    ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ମାଙ୍କଡ଼ ଉପଦ୍ରଵ, ହନ୍ତସନ୍ତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ l
ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲାର ପୁରୀ ସହର ବଡଦାଣ୍ଡରେ ଥିବା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କଥା l ଯେଉଁଠାରେ କୁକୁର ଠାରୁ ମାଙ୍କଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଉପଦ୍ରଵ ପ୍ରବଳ କିନ୍ତୁ ସୁରକ୍ଷା ବ୍ୟବସ୍ଥା ପୁରାଢ଼ିଲା l ସବୁଠାରୁ ଦୁଃଖର ବିଷୟ ହେଉଛି ସବୁଠାରୁ ଯନ୍ତ୍ରଣା ଦାୟକ ବିଭାଗ ଶଲ୍ୟ ଚିକିତ୍ସା ବିଭାଗ l ହଁ ଆଜ୍ଞା ଏହି ମୁଖ୍ୟ ଚିକିତ୍ସାଳୟ ର ଶଲ୍ୟ ଚିକିତ୍ସା ପୁରୁଷ ୱାର୍ଡର ଅବସ୍ଥା କହିଲେ ନସରେ l ଖାଣ୍ଟି ଓଡ଼ିଆ ଭାବରେ କହିବାକୁ ଗଲେ ଏହି ବିଭାଗ ର ସମସ୍ତ ଛୋଟା ଠାରୁ ଆରମ୍ଭ କରି ବିଭିନ୍ନ ଦୁର୍ଘଟଣା ରେ ପଡି ଚିକିତ୍ସିତ ହେବାକୁ ଭର୍ତି ହୋଇଥାନ୍ତି l କିନ୍ତୁ ଏହି ୱାର୍ଡ ମାନଙ୍କରେ ୱାର୍ଡ ଠାରୁ ଶୌଚାଳୟ ପର୍ଯ୍ୟନ୍ତ ମାଙ୍କଡ଼ ମାନଙ୍କ ପ୍ରାଦୁର୍ଭାବ ଏଭଳି ବଢିଛି ଯେ ରୋଗୀଠାରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି l ୱାର୍ଡ ଭିତରେ ପଶି ରୋଗୀ ମାନଙ୍କ ଖାଦ୍ୟ ଫିଙ୍ଗା ଫୋପଡ଼ା କରିବା ସହିତ ଶୌଚାଳୟ ଭିତରେ ଦିନରାତି ରହୁଥିବା ରୁ ରୋଗୀ ଏବଂ ରୋଗୀମାନଙ୍କ ସମ୍ପର୍କୀୟମାନେ ଝାଡା ପରିସ୍ରା ଯିବାପାଇଁ ଭୟଭୀତ ହେଉଛନ୍ତି l ତେଣୁ ଜିଲ୍ଲା ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟି ରଖି ତୁରନ୍ତ ମାଙ୍କଡ଼ମାନଙ୍କ ପ୍ରାଦୁର୍ଭାବକୁ ଦୂର କରିବାପାଇଁ ପଦକ୍ଷେପ ନେଇ ରୋଗୀମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ ସାଧାରଣ ରେ ଆଲୋଚନା ହେଉଛି l
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    4 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    20 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ମୁଣ୍ଡଳୀ ମହାନଦୀ ରୁ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର, ଆଠଗଡ଼ ଅଞ୍ଚଳ କରୁ ନଦୀରୁ ମିଳିଥଲା ଗୋଡ଼ରେ କଳା ମୋଜା ପିନ୍ଧିଥିଲେ କିନ୍ତୁ ଦେହର କପଡା ନଥିଲା ଯଦି କୌଣସି ବ୍ୟକ୍ତି ଜାଣନ୍ତି ତେବେ share କରନ୍ତୁ l
    2
    ମୁଣ୍ଡଳୀ ମହାନଦୀ ରୁ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର, ଆଠଗଡ଼ ଅଞ୍ଚଳ କରୁ ନଦୀରୁ ମିଳିଥଲା ଗୋଡ଼ରେ କଳା ମୋଜା ପିନ୍ଧିଥିଲେ କିନ୍ତୁ ଦେହର କପଡା ନଥିଲା ଯଦି କୌଣସି ବ୍ୟକ୍ତି ଜାଣନ୍ତି ତେବେ share କରନ୍ତୁ l
    user_Narendra Kumar Das
    Narendra Kumar Das
    Athagad, Cuttack•
    14 hrs ago
  • ମାର୍ଶାଘାଇ ବ୍ଲକ ରାମିଆଗଞ୍ଜ ଗ୍ରାମରେ ଶ୍ରୀରାମ ମନ୍ଦିର ର ଦିତୀୟ ବାର୍ଷିକ ଯଜ୍ଞମହା ଉତ୍ସବ ରେ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ, ଡଯୋଦେଲେ ସ୍ଥାନୀୟ ଅଞ୍ଚଳ ରେ ଶତାଧିକ ମହିଳା..!
    1
    ମାର୍ଶାଘାଇ ବ୍ଲକ ରାମିଆଗଞ୍ଜ ଗ୍ରାମରେ ଶ୍ରୀରାମ ମନ୍ଦିର ର ଦିତୀୟ ବାର୍ଷିକ ଯଜ୍ଞମହା  ଉତ୍ସବ ରେ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ, ଡଯୋଦେଲେ  ସ୍ଥାନୀୟ ଅଞ୍ଚଳ ରେ ଶତାଧିକ ମହିଳା..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    20 min ago
  • ଏଇଟା ଦୁର୍ଘଟଣା ନୁହଁ, ସମ୍ପୁର୍ଣ୍ଣ ହତ୍ୟା... ଛିଡ଼ା ଥିବା ଗାଡ଼ିକୁ ଜାଣିଶୁଣି ବଢାଇଛି ବସ୍ ଡ୍ରାଇଭର .. #odisha #mobus #cuttack
    1
    ଏଇଟା ଦୁର୍ଘଟଣା ନୁହଁ, ସମ୍ପୁର୍ଣ୍ଣ ହତ୍ୟା... 
ଛିଡ଼ା ଥିବା ଗାଡ଼ିକୁ ଜାଣିଶୁଣି ବଢାଇଛି ବସ୍ ଡ୍ରାଇଭର .. #odisha #mobus #cuttack
    user_Ganjam Khabar
    Ganjam Khabar
    Journalist Kodala, Ganjam•
    1 hr ago
  • Post by Chocolate boy Kumar
    1
    Post by Chocolate boy Kumar
    user_Chocolate boy Kumar
    Chocolate boy Kumar
    Kodala, Ganjam•
    3 hrs ago
  • ବାପାର ଛୁରା ମାଡ଼ରେ ପୁଅ ଆହତ ।ବାପା ଗୁରୁତର । ମଦ ପିଇ ପୁଅକୁ ଆକ୍ରମଣ କରି ବାପ ଗୁରୁତର l ଗୁରୁତର ହେଉଛନ୍ତି ପୁରୀ ଅଠରନଳା ଜଗନ୍ନାଥ ମଣ୍ଡଳ ।ଗୁରୁତରଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପୁଅ ଶିବୁ ମଣ୍ଡଳ ମଧ୍ୟ ଆହାତ ହୋଇଛି।ଅତ୍ୟଧିକ ମଦ୍ୟପାନ କରି ବାପା ଏଭଳି କାରନାମା କରିଥିବା ଅଭିଯୋଗ ହୋଇଛି।ଆଜି ଅପରାହ୍ନରେ ଅଟୋ ଚାଳକ ଜଗନ୍ନାଥ ମଣ୍ଡଳ ଅତ୍ୟଧିକ ମଦ୍ୟପାନ କରି ପୁଅକୁ ସଂଗ୍ରାମ କ୍ଲବ ନିକଟକୁ ଡାକିଥିଲେ।ପୁଅ ଆସି କଥାବାର୍ତ୍ତା ହେଉଥିବା ସମୟରେ ହଠାତ୍ ନିଶାସକ୍ତ ଅବସ୍ଥାରେ ଜଗନ୍ନାଥ ନିଜ ପାଖରେ ଥିବା ଚୁରି ଦ୍ବାରା ପୁଅକୁ ଅତର୍କିତ ଆକ୍ରମଣ କରିଥିଲେ। ତା ଛାତିରେ ଆଘାତ ଲାଗିଛି।ପୁଅ ଶିବୁ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ଚୁରୀଟି ନିଜ କାନ ପାଖରେ ଭୂଷି ହୋଇଯାଇଥିଲା।ଗୁରୁତର ଜଗନ୍ନାଥ ମଣ୍ଡଳଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଖବର ପାଇ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
    3
    ବାପାର ଛୁରା ମାଡ଼ରେ ପୁଅ ଆହତ ।ବାପା ଗୁରୁତର ।
ମଦ ପିଇ ପୁଅକୁ ଆକ୍ରମଣ କରି ବାପ ଗୁରୁତର l ଗୁରୁତର ହେଉଛନ୍ତି ପୁରୀ ଅଠରନଳା ଜଗନ୍ନାଥ ମଣ୍ଡଳ ।ଗୁରୁତରଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପୁଅ  ଶିବୁ ମଣ୍ଡଳ ମଧ୍ୟ ଆହାତ ହୋଇଛି।ଅତ୍ୟଧିକ ମଦ୍ୟପାନ କରି ବାପା ଏଭଳି କାରନାମା କରିଥିବା ଅଭିଯୋଗ ହୋଇଛି।ଆଜି ଅପରାହ୍ନରେ ଅଟୋ ଚାଳକ ଜଗନ୍ନାଥ ମଣ୍ଡଳ ଅତ୍ୟଧିକ ମଦ୍ୟପାନ କରି ପୁଅକୁ ସଂଗ୍ରାମ କ୍ଲବ ନିକଟକୁ ଡାକିଥିଲେ।ପୁଅ ଆସି କଥାବାର୍ତ୍ତା ହେଉଥିବା ସମୟରେ ହଠାତ୍ ନିଶାସକ୍ତ ଅବସ୍ଥାରେ ଜଗନ୍ନାଥ ନିଜ ପାଖରେ ଥିବା ଚୁରି ଦ୍ବାରା ପୁଅକୁ ଅତର୍କିତ ଆକ୍ରମଣ କରିଥିଲେ। ତା ଛାତିରେ ଆଘାତ ଲାଗିଛି।ପୁଅ ଶିବୁ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ଚୁରୀଟି ନିଜ କାନ ପାଖରେ ଭୂଷି ହୋଇଯାଇଥିଲା।ଗୁରୁତର ଜଗନ୍ନାଥ ମଣ୍ଡଳଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଖବର ପାଇ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.