Shuru
Apke Nagar Ki App…
ମୁଣ୍ଡଳୀ ମହାନଦୀ ରୁ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର, ଆଠଗଡ଼ ଅଞ୍ଚଳ କରୁ ନଦୀରୁ ମିଳିଥଲା ଗୋଡ଼ରେ କଳା ମୋଜା ପିନ୍ଧିଥିଲେ କିନ୍ତୁ ଦେହର କପଡା ନଥିଲା ଯଦି କୌଣସି ବ୍ୟକ୍ତି ଜାଣନ୍ତି ତେବେ share କରନ୍ତୁ l
Narendra Kumar Das
ମୁଣ୍ଡଳୀ ମହାନଦୀ ରୁ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର, ଆଠଗଡ଼ ଅଞ୍ଚଳ କରୁ ନଦୀରୁ ମିଳିଥଲା ଗୋଡ଼ରେ କଳା ମୋଜା ପିନ୍ଧିଥିଲେ କିନ୍ତୁ ଦେହର କପଡା ନଥିଲା ଯଦି କୌଣସି ବ୍ୟକ୍ତି ଜାଣନ୍ତି ତେବେ share କରନ୍ତୁ l
More news from ଓଡ଼ିଶା and nearby areas
- ଯାଜପୁର ଧାମରା ରେଳ ପ୍ରକଳ୍ପ ବେସରକାରୀ ସଂସ୍ଥାକୁ ଦିଆନଯାଉ1
- Post by User5115 Susanta Kumar Pattnaik1
- ଇଟାମାଟିରେ ନୂତନ ବର୍ଷର ବନ୍ଧୁମିଳନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ ଇଟାମାଟି (ନୟାଗଡ଼): ନୟାଗଡ଼ ଜିଲ୍ଲା ଇଟାମାଟିଠାରେ ଆଜି ନୂତନ ବର୍ଷର ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେପି ନାରୀ ନେତ୍ରୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଯୋଗ ଦେଇ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ମଣ୍ଡଳ ସଭାପତିଙ୍କ ଅଭିଭାଷଣ: ଏହି ସଭାରେ ମଣ୍ଡଳ ସଭାପତି ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକତା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ସେ ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଦିଗରେ ଦଳ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ପୁରୀ ସାଂସଦଙ୍କ ଅନୁପସ୍ଥିତି: ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଯୋଗଦେବାର ସୂଚନା ରହିଥିଲା, ମାତ୍ର କାର୍ଯ୍ୟ ବ୍ୟସ୍ତତା କାରଣରୁ ସେ ଆସିପାରି ନଥିବା ସଭାରେ ସୂଚନା ଦିଆଯାଇଥିଲା। ସାଂସଦଙ୍କ ଅନୁପସ୍ଥିତି ସତ୍ତ୍ୱେ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଶେଷରେ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ବନ୍ଧୁମିଳନ ଉତ୍ସବଟି ସଫଳତାର ସହ ସମାପ୍ତ ହୋଇଥିଲା।4
- Post by ଟଙ୍କଧର .ମେହେର1
- घर में वज़न घटाने के लिए एक्सरसाइज कर रहे एक शख़्स का वीडियो सोशल मीडिया पर तेज़ी से वायरल हो रहा है। शुरुआत में वीडियो मज़ेदार लगता है, लेकिन अचानक फर्श टूटने से वह व्यक्ति नीचे वाली मंज़िल में गिर जाता है। यह हादसा देखते ही लोगों की हँसी चिंता में बदल गई। वीडियो फिटनेस के साथ-साथ घर की सुरक्षा को लेकर भी चेतावनी देता है। #WeightLossGoneWrong #ViralVideo #WorkoutFail #FitnessReality #ExerciseFail #ShockingVideo #TrendingReels #GymAtHome #RealityCheck1
- 53 ନମ୍ବର ଜାତୀୟ ରାଜପଥ ସିଳୁପୁର ଠାରେ ଅଣ୍ଡର ବାଇପାସ ନିର୍ମାଣ ଦାବିରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପକ୍ଷରୁ ପ୍ରେସ ମିଟି...!1
- ଢେଙ୍କାନାଳ, ଓଡାପଡା ବ୍ଲକ ଅନ୍ତର୍ଗତ ରିମ୍ଝିଝିମ୍ କାରଖାନା ରେ ଅଗ୍ନି କାଣ୍ଡ, ଖବର ପାଇ ହିନ୍ଦୋଳ ରୋଡ ଅଗ୍ନି ଶ୍ରମ, ଟାଟା କମ୍ପ୍ୟନୀ ର ସୁରକ୍ଷା ଦଳ, ରାସୋଳ, ଖଜୁରିଆ କଟା, ବାଆଁରପାଳ,ଅଗ୍ନି ଶ୍ରମ ବିଭାଗ ଆୟୁତ୍ତ କରିବାରେ ସଫଳ ହୋଇଛନ୍ତି, କୈଣସି ମୃତାହତ ସ୍କଚନା ନାହିଁ1