logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

1 day ago
user_ଟଙ୍କଧର .ମେହେର
ଟଙ୍କଧର .ମେହେର
Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
1 day ago

More news from ଓଡ଼ିଶା and nearby areas
  • ବରପାଳ ନିକଟରେ ହେଲପର ଉପରେ ମାଡ଼ିଗଲା ଟ୍ରକ ଘଟଣା ସ୍ଥଳରେ ମୃତ୍ୟୁ
    1
    ବରପାଳ ନିକଟରେ ହେଲପର ଉପରେ ମାଡ଼ିଗଲା ଟ୍ରକ ଘଟଣା ସ୍ଥଳରେ ମୃତ୍ୟୁ
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    10 hrs ago
  • ସରିଲା ପ୍ରସ୍ତୁତି,ବୌଦ୍ଧରେ ବେଶ୍ ଧୁମ୍ ଧାମ ରେ ପାଳନ ହେବ ସାଧାରଣତନ୍ତ୍ର ଦିବସ
    1
    ସରିଲା ପ୍ରସ୍ତୁତି,ବୌଦ୍ଧରେ ବେଶ୍ ଧୁମ୍ ଧାମ ରେ ପାଳନ ହେବ ସାଧାରଣତନ୍ତ୍ର ଦିବସ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    13 hrs ago
  • ଭୁବନେଶ୍ୱର ରେ ଆନ୍ଦୋଳନ ପ୍ରତିବାଦ ରାଜରାସ୍ତା ବିକ୍ଷୋଭ.. 🫵🫵
    1
    ଭୁବନେଶ୍ୱର ରେ ଆନ୍ଦୋଳନ ପ୍ରତିବାଦ 
ରାଜରାସ୍ତା ବିକ୍ଷୋଭ.. 🫵🫵
    user_SU-PRAVAT-NEWS
    SU-PRAVAT-NEWS
    Job Centre କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    13 hrs ago
  • #ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡିଆ ରେ ହେଉଥିବା ୨୯ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିଥିବା ଝାଡ଼ଖଣ୍ଡ ବିଦ୍ୟାସାଗର ( ମହିଳା) କ୍ରିକେଟ ଏକାଡେମି ର ଅଧିନାୟିକା ସୋନିଆ କୁମାରୀ ଙ୍କ ସହ ପୀତାମ୍ବର ସାହୁ ଙ୍କ ସ୍ଵତନ୍ତ୍ର ସାକ୍ଷାତକାର
    1
    #ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡିଆ ରେ ହେଉଥିବା ୨୯ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିଥିବା ଝାଡ଼ଖଣ୍ଡ ବିଦ୍ୟାସାଗର ( ମହିଳା) କ୍ରିକେଟ ଏକାଡେମି ର ଅଧିନାୟିକା ସୋନିଆ କୁମାରୀ ଙ୍କ ସହ ପୀତାମ୍ବର ସାହୁ ଙ୍କ ସ୍ଵତନ୍ତ୍ର ସାକ୍ଷାତକାର
    user_Pitambar Sahu
    Pitambar Sahu
    Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
    16 hrs ago
  • ଗୋମl ମା ଙ୍କ ଚମଡା 😥 ସପୋର୍ଟ suscribe
    1
    ଗୋମl ମା ଙ୍କ ଚମଡା 😥 ସପୋର୍ଟ suscribe
    user_Kanhu charan jena
    Kanhu charan jena
    Content Creator (YouTuber) Sarankul, Nayagarh•
    20 hrs ago
  • ଆଜି “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଉଦଘାଟିତ ହୋଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଥମେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ଜିଲ୍ଲାପା, ସୁବର୍ଣ୍ଣପୁର ଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ମଶାଲ ଆସି ଜିଲ୍ଲାର ରୟାଲ ପଡିଆରେ ପହଞ୍ଚିଥିଲା। ପରେ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଲୋକ ମହୋତ୍ସବ ସ୍ଥଳ ରାମେଶ୍ୱର ଷ୍ଟାଡିୟମଠାରେ ପହଞ୍ଚିଥିଲା। ଏହି ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ବୀରମହାରାଜପୁର ବିଧାୟକ ଇଂ ଶ୍ରୀ ରଘୁନାଥ ଜଗଦଲା, ଜିଲ୍ଲାପାଳ ସୁବର୍ଣ୍ଣପୁର ଡ଼. ନୃପରାଜ ସାହୁ, ଉପଜିଲ୍ଲାପାଳ ଶ୍ରୀମତୀ ସୌମ୍ୟ ରୁପା ରଥ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ ଏବଂ ଜିଲ୍ଲାର ମହିମା ଧର୍ମ ଅବଲମ୍ବନ କରିଥିବା ସାଧୁ-ସନ୍ଥମାନେ। ଶୋଭାଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଅନେକ ସାଂସ୍କୃତିକ ଏବଂ କୀର୍ତ୍ତନ ଦଳ ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ସହର ଆଜି ପ୍ରକମ୍ପିତ ହୋଇ ଉଠିଥିଲା। ଏହି ଶୋଭାଯାତ୍ରା ରୟାଲ ପଡିଆରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, ବସ ଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଛକ, ଥାନାପତି ପଡ଼ା, ସୁରେଶ୍ୱରୀ ମନ୍ଦିର ଦେଇ ରାମେଶ୍ୱର ଉତ୍ସବ ପଡିଆରେ ପହଞ୍ଚିଥିଲା। ଚଳିତ ବର୍ଷ ମହିମା ଧର୍ମକୁ ବିଷୟବସ୍ତୁ ଭାବେ ରଖାଯାଇଥିବାରୁ, ଅନେକ ସାଧୁ-ସନ୍ଥ ଏଥିରେ ଭାଗ ନେଇ ଭୀମଭୋଇଙ୍କ ଚିନ୍ତାଧାରାକୁ ଆହୁରି ପ୍ରଚାର-ପ୍ରସାର କରିବାରେ ସାହାଯ୍ୟ କରିଥିଲେ। ଦଣ୍ଡ ନୃତ୍ୟ, ମୟୁର ନାଚ, ଅଖଡ଼ା ବାବା, କୀର୍ତ୍ତନ ଦଳ ପ୍ରମୁଖ ଶୋଭାଯାତ୍ରାରେ ଭାଗ ନେଇଥିଲେ। ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହୋଇଥିଲେ କଳାହାଣ୍ଡିର କଟପ୍ପା।ଜିଲ୍ଲାପାଳ ନିଜେ ମହିମା ଧର୍ମାବଲମ୍ବୀମାନଙ୍କ ସହିତ ମଶାଲ ଧରି ଗାଡ଼ିରେ ସହର ପରିକ୍ରମା କରିଥିଲେ। ଘଣ୍ଟ ବାଦ୍ୟରେ ସହର ନାଚି ଉଠିଥିଲା।
    1
    ଆଜି “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଉଦଘାଟିତ ହୋଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ  ହୋଇଛି। ପ୍ରଥମେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ଜିଲ୍ଲାପା, ସୁବର୍ଣ୍ଣପୁର ଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ମଶାଲ ଆସି ଜିଲ୍ଲାର ରୟାଲ ପଡିଆରେ ପହଞ୍ଚିଥିଲା। ପରେ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଲୋକ ମହୋତ୍ସବ ସ୍ଥଳ ରାମେଶ୍ୱର ଷ୍ଟାଡିୟମଠାରେ ପହଞ୍ଚିଥିଲା। ଏହି ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ବୀରମହାରାଜପୁର ବିଧାୟକ ଇଂ ଶ୍ରୀ ରଘୁନାଥ ଜଗଦଲା, ଜିଲ୍ଲାପାଳ ସୁବର୍ଣ୍ଣପୁର ଡ଼. ନୃପରାଜ ସାହୁ, ଉପଜିଲ୍ଲାପାଳ ଶ୍ରୀମତୀ ସୌମ୍ୟ ରୁପା ରଥ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ ଏବଂ ଜିଲ୍ଲାର ମହିମା ଧର୍ମ ଅବଲମ୍ବନ କରିଥିବା ସାଧୁ-ସନ୍ଥମାନେ।
ଶୋଭାଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଅନେକ ସାଂସ୍କୃତିକ ଏବଂ କୀର୍ତ୍ତନ ଦଳ ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ସହର ଆଜି ପ୍ରକମ୍ପିତ ହୋଇ ଉଠିଥିଲା। ଏହି ଶୋଭାଯାତ୍ରା ରୟାଲ ପଡିଆରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, ବସ ଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଛକ, ଥାନାପତି ପଡ଼ା, ସୁରେଶ୍ୱରୀ ମନ୍ଦିର ଦେଇ ରାମେଶ୍ୱର ଉତ୍ସବ ପଡିଆରେ ପହଞ୍ଚିଥିଲା।
ଚଳିତ ବର୍ଷ ମହିମା ଧର୍ମକୁ ବିଷୟବସ୍ତୁ ଭାବେ ରଖାଯାଇଥିବାରୁ, ଅନେକ ସାଧୁ-ସନ୍ଥ ଏଥିରେ ଭାଗ ନେଇ ଭୀମଭୋଇଙ୍କ ଚିନ୍ତାଧାରାକୁ ଆହୁରି ପ୍ରଚାର-ପ୍ରସାର କରିବାରେ ସାହାଯ୍ୟ କରିଥିଲେ। ଦଣ୍ଡ ନୃତ୍ୟ, ମୟୁର ନାଚ, ଅଖଡ଼ା ବାବା, କୀର୍ତ୍ତନ ଦଳ ପ୍ରମୁଖ ଶୋଭାଯାତ୍ରାରେ ଭାଗ ନେଇଥିଲେ। ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହୋଇଥିଲେ କଳାହାଣ୍ଡିର କଟପ୍ପା।ଜିଲ୍ଲାପାଳ ନିଜେ ମହିମା ଧର୍ମାବଲମ୍ବୀମାନଙ୍କ ସହିତ ମଶାଲ ଧରି ଗାଡ଼ିରେ ସହର ପରିକ୍ରମା କରିଥିଲେ। ଘଣ୍ଟ ବାଦ୍ୟରେ ସହର ନାଚି ଉଠିଥିଲା।
    user_Premananda Naik
    Premananda Naik
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    21 hrs ago
  • ସରସରା ପୋଷ୍ଟ ଅଫିସରେ ଲକ୍ଷାଧିକ ଅର୍ଥ ହେରଫେର, 57ନ ଜାତୀୟ ରାଜପଥ ଅବରୋଧ କଲେ ଜମାକାରୀ
    1
    ସରସରା ପୋଷ୍ଟ ଅଫିସରେ ଲକ୍ଷାଧିକ ଅର୍ଥ ହେରଫେର, 57ନ ଜାତୀୟ ରାଜପଥ ଅବରୋଧ କଲେ ଜମାକାରୀ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    15 hrs ago
  • କଟକ ଖବର ହାଇକୋର୍ଟ ରେ ପହଁଚିଲେ ଖୋରନା ସାର ଓଡିଶା ହାଇକୋର୍ଟ ରେ
    1
    କଟକ ଖବର ହାଇକୋର୍ଟ ରେ ପହଁଚିଲେ ଖୋରନା ସାର 
ଓଡିଶା ହାଇକୋର୍ଟ ରେ
    user_SU-PRAVAT-NEWS
    SU-PRAVAT-NEWS
    Job Centre Cuttack (M.Corp.) P.S, Odisha•
    14 hrs ago
  • ବାମରା ନିକଟ ରାବଣଡିହି ବୃଦ୍ଧାଶ୍ରମରେ କୁଚିଣ୍ଡା ବିଜୁ ପାଠାଗାର ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିବା ଜଣାପଡିଛି। ବିଜୁ ପାଠାଗାର ଟ୍ରଷ୍ଟ ସଦସ୍ୟ ମାନେ ବୃଦ୍ଧାଶ୍ରମ କୁ ପହଞ୍ଚି ଅନ୍ତେବାସୀ ଙ୍କୁ ଜେକେଟ, ଟୋପି ଓ ମୁଜା ସମେତ ଅନ୍ୟାନ୍ୟ ଶୀତବସ୍ତ୍ର ବଣ୍ଟନ କରିଥିଲେ। ଏହି ସମୟର ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକ ଉପସ୍ଥିତ ରହି ଅନ୍ତେବାସୀଙ୍କ ଦୁଖସୁଖ ପଚାରି ବୁଝିବା ସହ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, ଓକିଲ ବରଦାନନ୍ଦ ଶର୍ମା, କେନାଢ଼ିପା ପୁର୍ବତନ ସରପଞ୍ଚ ଶାନ୍ତନୁ ନାଏକ ଓ ବରିଷ୍ଠ ଚାଷୀ ସୁଶିଲ ନାଏକ ଉପସ୍ଥିତ ରହି ଅସହାୟ ବୃଦ୍ଧବୃଦ୍ଧା ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ।
    1
    ବାମରା ନିକଟ ରାବଣଡିହି ବୃଦ୍ଧାଶ୍ରମରେ କୁଚିଣ୍ଡା ବିଜୁ ପାଠାଗାର ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିବା ଜଣାପଡିଛି।  ବିଜୁ ପାଠାଗାର ଟ୍ରଷ୍ଟ ସଦସ୍ୟ ମାନେ ବୃଦ୍ଧାଶ୍ରମ କୁ ପହଞ୍ଚି ଅନ୍ତେବାସୀ ଙ୍କୁ ଜେକେଟ, ଟୋପି ଓ ମୁଜା ସମେତ ଅନ୍ୟାନ୍ୟ ଶୀତବସ୍ତ୍ର ବଣ୍ଟନ କରିଥିଲେ। ଏହି ସମୟର ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକ ଉପସ୍ଥିତ ରହି ଅନ୍ତେବାସୀଙ୍କ ଦୁଖସୁଖ ପଚାରି ବୁଝିବା ସହ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, ଓକିଲ ବରଦାନନ୍ଦ ଶର୍ମା, କେନାଢ଼ିପା ପୁର୍ବତନ ସରପଞ୍ଚ ଶାନ୍ତନୁ ନାଏକ ଓ ବରିଷ୍ଠ ଚାଷୀ ସୁଶିଲ ନାଏକ ଉପସ୍ଥିତ ରହି ଅସହାୟ ବୃଦ୍ଧବୃଦ୍ଧା ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ।
    user_Tanaya Mahapatra
    Tanaya Mahapatra
    Journalist କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.