logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାମରା ନିକଟ ରାବଣଡିହି ବୃଦ୍ଧାଶ୍ରମରେ କୁଚିଣ୍ଡା ବିଜୁ ପାଠାଗାର ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିବା ଜଣାପଡିଛି। ବିଜୁ ପାଠାଗାର ଟ୍ରଷ୍ଟ ସଦସ୍ୟ ମାନେ ବୃଦ୍ଧାଶ୍ରମ କୁ ପହଞ୍ଚି ଅନ୍ତେବାସୀ ଙ୍କୁ ଜେକେଟ, ଟୋପି ଓ ମୁଜା ସମେତ ଅନ୍ୟାନ୍ୟ ଶୀତବସ୍ତ୍ର ବଣ୍ଟନ କରିଥିଲେ। ଏହି ସମୟର ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକ ଉପସ୍ଥିତ ରହି ଅନ୍ତେବାସୀଙ୍କ ଦୁଖସୁଖ ପଚାରି ବୁଝିବା ସହ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, ଓକିଲ ବରଦାନନ୍ଦ ଶର୍ମା, କେନାଢ଼ିପା ପୁର୍ବତନ ସରପଞ୍ଚ ଶାନ୍ତନୁ ନାଏକ ଓ ବରିଷ୍ଠ ଚାଷୀ ସୁଶିଲ ନାଏକ ଉପସ୍ଥିତ ରହି ଅସହାୟ ବୃଦ୍ଧବୃଦ୍ଧା ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ।

1 day ago
user_Tanaya Mahapatra
Tanaya Mahapatra
Journalist କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
1 day ago

ବାମରା ନିକଟ ରାବଣଡିହି ବୃଦ୍ଧାଶ୍ରମରେ କୁଚିଣ୍ଡା ବିଜୁ ପାଠାଗାର ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିବା ଜଣାପଡିଛି। ବିଜୁ ପାଠାଗାର ଟ୍ରଷ୍ଟ ସଦସ୍ୟ ମାନେ ବୃଦ୍ଧାଶ୍ରମ କୁ ପହଞ୍ଚି ଅନ୍ତେବାସୀ ଙ୍କୁ ଜେକେଟ, ଟୋପି ଓ ମୁଜା ସମେତ ଅନ୍ୟାନ୍ୟ ଶୀତବସ୍ତ୍ର ବଣ୍ଟନ କରିଥିଲେ। ଏହି ସମୟର ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକ ଉପସ୍ଥିତ ରହି ଅନ୍ତେବାସୀଙ୍କ ଦୁଖସୁଖ ପଚାରି ବୁଝିବା ସହ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, ଓକିଲ ବରଦାନନ୍ଦ ଶର୍ମା, କେନାଢ଼ିପା ପୁର୍ବତନ ସରପଞ୍ଚ ଶାନ୍ତନୁ ନାଏକ ଓ ବରିଷ୍ଠ ଚାଷୀ ସୁଶିଲ ନାଏକ ଉପସ୍ଥିତ ରହି ଅସହାୟ ବୃଦ୍ଧବୃଦ୍ଧା ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ।

More news from ଓଡ଼ିଶା and nearby areas
  • ସମଲେଶ୍ଵରୀ ଆଞ୍ଚଳିକ କୃଷକ ଏକତା ମଞ୍ଚ, କୁଚିଣ୍ଡା ପକ୍ଷରୁ ଉପଖଣ୍ଡର ମଣ୍ଡି ଗୁଡ଼ିକରେ ବିଭିନ୍ନ ସମସ୍ୟା ପଡ଼ିଥ‌ିବା ଚାଷିମାନଙ୍କ କଷ୍ଟୋର୍ପାଜିତ ଧାନକୁ ତୁରନ୍ତ କ୍ରୟ କରାଯାଉ ,କଟନି ଚଟନି ବନ୍ଦ, ଟୋକନ ମିଳି ନ ଥିବା ଚାଷୀଙ୍କୁ ତୁରନ୍ତ ଟୋକନ ପ୍ରଦାନ ଓ ଚାଷିମାନଙ୍କ ସମସ୍ତ ପଞ୍ଜିକୃତ ଚାଷ ଜମିର ବଳକା ଧାନକୁ ସରକାରଙ୍କ ଘୋଷିତ ବୋନସ୍‌ ଟ.୮୦୦/-ସହିତ ଧାନର ଏମ୍. ଏସ୍.ପି. ଟ. ୨୩୬୯/- ହିସାବରେ କ୍ୟୁଣ୍ଟାଲ ପ୍ରତି ସର୍ବ ମୋଟ୍ ଟ. ୩୧୬୯/ - ଦରରେ ସରକାର କିଣିବା ଦାବୀ ରେ ଶୋଭାଯାତ୍ରା । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସିମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ।
    1
    ସମଲେଶ୍ଵରୀ ଆଞ୍ଚଳିକ କୃଷକ ଏକତା ମଞ୍ଚ,  କୁଚିଣ୍ଡା ପକ୍ଷରୁ  ଉପଖଣ୍ଡର ମଣ୍ଡି ଗୁଡ଼ିକରେ ବିଭିନ୍ନ ସମସ୍ୟା ପଡ଼ିଥ‌ିବା ଚାଷିମାନଙ୍କ କଷ୍ଟୋର୍ପାଜିତ ଧାନକୁ ତୁରନ୍ତ କ୍ରୟ କରାଯାଉ ,କଟନି ଚଟନି ବନ୍ଦ, ଟୋକନ ମିଳି ନ ଥିବା ଚାଷୀଙ୍କୁ ତୁରନ୍ତ ଟୋକନ ପ୍ରଦାନ ଓ ଚାଷିମାନଙ୍କ ସମସ୍ତ ପଞ୍ଜିକୃତ ଚାଷ ଜମିର ବଳକା ଧାନକୁ ସରକାରଙ୍କ ଘୋଷିତ ବୋନସ୍‌ ଟ.୮୦୦/-ସହିତ ଧାନର ଏମ୍. ଏସ୍.ପି. ଟ. ୨୩୬୯/- ହିସାବରେ କ୍ୟୁଣ୍ଟାଲ ପ୍ରତି ସର୍ବ ମୋଟ୍ ଟ. ୩୧୬୯/ - ଦରରେ ସରକାର କିଣିବା ଦାବୀ ରେ ଶୋଭାଯାତ୍ରା । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସିମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ।
    user_Tanaya Mahapatra
    Tanaya Mahapatra
    Journalist କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    13 hrs ago
  • बामरा में बढ़ती ठंड से ठिठुरते नंदी बाबा । ठंड के प्रकोप से नहीं इंसान तो इंसान नहीं बच पाए नंदी बाबा । बामरा में बढ़ती ठंड के कारण सभी का हालत खराब । देखिए किस प्रकार नंदी बाबा ठंड से बचने के लिए आग के पास खड़े होकर गर्मी ले रहे हैं #p24newsexpress #bamrabastinews #winterseason #bamranewstoday
    1
    बामरा में बढ़ती ठंड से ठिठुरते नंदी बाबा । ठंड के प्रकोप से नहीं इंसान तो इंसान नहीं बच पाए नंदी बाबा । बामरा में बढ़ती ठंड के कारण सभी का हालत खराब । देखिए किस प्रकार नंदी बाबा ठंड से बचने के लिए आग के पास खड़े होकर गर्मी ले रहे हैं #p24newsexpress #bamrabastinews #winterseason #bamranewstoday
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    54 min ago
  • Post by Sandeep Barla
    1
    Post by Sandeep Barla
    user_Sandeep Barla
    Sandeep Barla
    Talasara, Sundargarh•
    2 hrs ago
  • लड़की को इंप्रेस करने के लिए कराया उसका एक्सिडेंट
    1
    लड़की को इंप्रेस करने के लिए कराया उसका एक्सिडेंट
    user_Badal
    Badal
    Bargarh, Odisha•
    1 hr ago
  • ପ୍ରବଳ ଶୀତରେ ଥରୁଛନ୍ତି କଣିହାଁ ଓ ଆଖପାଖ ଅଞ୍ଚଳବାସୀ
    1
    ପ୍ରବଳ ଶୀତରେ ଥରୁଛନ୍ତି କଣିହାଁ ଓ ଆଖପାଖ ଅଞ୍ଚଳବାସୀ
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    10 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହୋଇଥିବା ୨୯ ତମ ଅମରପାଲି କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଆଇଏସପିଏଲ ରେ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବୁର୍ଲ୍ଲା ର ଆୟୁଷ ଛେତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ପୀତାମ୍ବର ସାହୁ
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହୋଇଥିବା ୨୯ ତମ ଅମରପାଲି କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଆଇଏସପିଏଲ ରେ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବୁର୍ଲ୍ଲା ର ଆୟୁଷ ଛେତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ପୀତାମ୍ବର ସାହୁ
    user_Pitambar Sahu
    Pitambar Sahu
    Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
    19 hrs ago
  • ବାଧକାମହେଉଛିଦେଖତୁ
    1
    ବାଧକାମହେଉଛିଦେଖତୁ
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    5 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇ ଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ସ୍କୁଲ ପରିଚାଳନା କମିଟିର ସଭାପତି ଅଶୋକ କୁମାର ସାହୁ, ପୂର୍ବତନ ସରପଞ୍ଚ ଡମ୍ବରୁ ଧର ସାହୁ,ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇ ଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ସ୍କୁଲ ପରିଚାଳନା କମିଟିର ସଭାପତି ଅଶୋକ କୁମାର ସାହୁ, ପୂର୍ବତନ ସରପଞ୍ଚ ଡମ୍ବରୁ ଧର ସାହୁ,ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ।
    user_Pitambar Sahu
    Pitambar Sahu
    Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.