logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରବଳ ଶୀତରେ ଥରୁଛନ୍ତି କଣିହାଁ ଓ ଆଖପାଖ ଅଞ୍ଚଳବାସୀ

12 hrs ago
user_Basant Kumar Nayak
Basant Kumar Nayak
କଣିହା, ଅନୁଗୁଳ, ଓଡ଼ିଶା•
12 hrs ago

ପ୍ରବଳ ଶୀତରେ ଥରୁଛନ୍ତି କଣିହାଁ ଓ ଆଖପାଖ ଅଞ୍ଚଳବାସୀ

More news from ଓଡ଼ିଶା and nearby areas
  • ରେଙ୍ଗାଳି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଖେଳକୁଦ ସମାରୋହରେ ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକଙ୍କ ବକ୍ତବ୍ୟ
    1
    ରେଙ୍ଗାଳି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଖେଳକୁଦ ସମାରୋହରେ ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକଙ୍କ ବକ୍ତବ୍ୟ
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    49 min ago
  • ବାଧକାମହେଉଛିଦେଖତୁ
    1
    ବାଧକାମହେଉଛିଦେଖତୁ
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    7 hrs ago
  • ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନର ଐତିହାସିକ ସ୍ମୃତି ବହନ କରୁଥିବା ବାଜି ରାଉତ ଛାତ୍ରାବାସ ବିପଦରେ ପଡ଼ିଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଛାତ୍ରାବାସକୁ ବଦନାମ କରିବା ସହ ଏହାର ସ୍ଥାବର–ଅସ୍ଥାବର ସମ୍ପତ୍ତି ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛନ୍ତି ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଛାତ୍ରାବାସର କାର୍ଯ୍ୟକର୍ତ୍ତାମାନେ। ସାମ୍ବାଦିକ ସମ୍ମିଳନୀରେ କୃଷ୍ଣା ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ, ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଅନୁଗୋଳରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବାଜି ରାଉତ ଛାତ୍ରାବାସ ପ୍ରତିଷ୍ଠା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ୧୯୯୬ ମସିହାରେ ମାଳତୀ ଚୌଧୁରୀ ଏକ ୱିଲ୍‌ ମାଧ୍ୟମରେ ନିଜ କ୍ରୟ ଜମିରୁ ୨.୨୩ ଏକର ଜମି ବାଜି ରାଉତ ଛାତ୍ରାବାସକୁ ଦାନ କରିଥିଲେ। ଟିକସ ଅଭାବରୁ ଦୀର୍ଘ ସମୟ ଧରି ଏହି ଜମି ଛାତ୍ରାବାସ ନାମରେ ପଞ୍ଜିକୃତ ହୋଇପାରିନଥିଲେ ମଧ୍ୟ, ଗତବର୍ଷ ଆଧିକାରିକ ଭାବେ ଛାତ୍ରାବାସ ନାମରେ ପଟ୍ଟା କରାଯାଇଛି। ତେବେ ଏହି ସମ୍ପତ୍ତି ଉପରେ ଅଧିକାର ଦାବି କରି କୃଷ୍ଣା ମହାନ୍ତିଙ୍କ ପୁଅ ଅମ୍ଳାନ ମହାନ୍ତି ଓ ତାଙ୍କ ପତ୍ନୀ ଅଦାଲତରେ ମାମଲା ଦାୟର କରିଥିବା ଅଭିଯୋଗ ହୋଇଛି। ଛାତ୍ରାବାସର ସ୍ୱାର୍ଥକୁ ଗୁରୁତ୍ୱ ଦେବାରୁ କୃଷ୍ଣା ମହାନ୍ତି ଶାରୀରିକ ନିର୍ଯାତନାର ସିକାର ହୋଇଥିବା ଓ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଯାଇଥିବା ମଧ୍ୟ ସେ କହିଛନ୍ତି। ଭୟଭୀତ ପରିସ୍ଥିତିରେ ବର୍ତ୍ତମାନ ସେ ଛାତ୍ରାବାସ ପରିସରରେ ଥିବା ନୁମା–ବାପୀ କୁଟୀରରେ ରହୁଛନ୍ତି, ଯାହା ପୂର୍ବରୁ ମ୍ୟୁଜିୟମ୍‌ ଭାବେ ବ୍ୟବହୃତ ହୋଇଆସୁଥିଲା। ସେହିପରି ଛାତ୍ରାବାସର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଏହି ପରିସ୍ଥିତିରେ ଛାତ୍ରାବାସ ଜମିର ଡି-ମାର୍କେସନ୍‌ କରି ପାଚେରି ନିର୍ମାଣ ପାଇଁ ପ୍ରଶାସନକୁ ଦାବି କରାଯାଇଛି। ମାମଲାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିବାବେଳେ, ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।
    6
    ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନର ଐତିହାସିକ ସ୍ମୃତି ବହନ କରୁଥିବା ବାଜି ରାଉତ ଛାତ୍ରାବାସ ବିପଦରେ ପଡ଼ିଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଛାତ୍ରାବାସକୁ ବଦନାମ କରିବା ସହ ଏହାର ସ୍ଥାବର–ଅସ୍ଥାବର ସମ୍ପତ୍ତି ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛନ୍ତି ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଛାତ୍ରାବାସର କାର୍ଯ୍ୟକର୍ତ୍ତାମାନେ।
ସାମ୍ବାଦିକ ସମ୍ମିଳନୀରେ କୃଷ୍ଣା ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ, ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଅନୁଗୋଳରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବାଜି ରାଉତ ଛାତ୍ରାବାସ ପ୍ରତିଷ୍ଠା କରିଥିଲେ।
ସେ ଅଭିଯୋଗ କରିଛନ୍ତି ଯେ, ୧୯୯୬ ମସିହାରେ ମାଳତୀ ଚୌଧୁରୀ ଏକ ୱିଲ୍‌ ମାଧ୍ୟମରେ ନିଜ କ୍ରୟ ଜମିରୁ ୨.୨୩ ଏକର ଜମି ବାଜି ରାଉତ ଛାତ୍ରାବାସକୁ ଦାନ କରିଥିଲେ। ଟିକସ ଅଭାବରୁ ଦୀର୍ଘ ସମୟ ଧରି ଏହି ଜମି ଛାତ୍ରାବାସ ନାମରେ ପଞ୍ଜିକୃତ ହୋଇପାରିନଥିଲେ ମଧ୍ୟ, ଗତବର୍ଷ ଆଧିକାରିକ ଭାବେ ଛାତ୍ରାବାସ ନାମରେ ପଟ୍ଟା କରାଯାଇଛି।
ତେବେ ଏହି ସମ୍ପତ୍ତି ଉପରେ ଅଧିକାର ଦାବି କରି କୃଷ୍ଣା ମହାନ୍ତିଙ୍କ ପୁଅ ଅମ୍ଳାନ ମହାନ୍ତି ଓ ତାଙ୍କ ପତ୍ନୀ ଅଦାଲତରେ ମାମଲା ଦାୟର କରିଥିବା ଅଭିଯୋଗ ହୋଇଛି। ଛାତ୍ରାବାସର ସ୍ୱାର୍ଥକୁ ଗୁରୁତ୍ୱ ଦେବାରୁ କୃଷ୍ଣା ମହାନ୍ତି ଶାରୀରିକ ନିର୍ଯାତନାର ସିକାର ହୋଇଥିବା ଓ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଯାଇଥିବା ମଧ୍ୟ ସେ କହିଛନ୍ତି।
ଭୟଭୀତ ପରିସ୍ଥିତିରେ ବର୍ତ୍ତମାନ ସେ ଛାତ୍ରାବାସ ପରିସରରେ ଥିବା ନୁମା–ବାପୀ କୁଟୀରରେ ରହୁଛନ୍ତି, ଯାହା ପୂର୍ବରୁ ମ୍ୟୁଜିୟମ୍‌ ଭାବେ ବ୍ୟବହୃତ ହୋଇଆସୁଥିଲା। ସେହିପରି ଛାତ୍ରାବାସର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି।
ଏହି ପରିସ୍ଥିତିରେ ଛାତ୍ରାବାସ ଜମିର ଡି-ମାର୍କେସନ୍‌ କରି ପାଚେରି ନିର୍ମାଣ ପାଇଁ ପ୍ରଶାସନକୁ ଦାବି କରାଯାଇଛି। ମାମଲାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିବାବେଳେ, ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।
    user_SARBESWAR SAHOO
    SARBESWAR SAHOO
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    12 hrs ago
  • ସବୁ ବେଳେ ଗୋଟେ ପୁଅ ଗୋଟେ ଝିଅକୁ କହିଥାଏ ତତେ ମୁଁ ରାଣୀ କରୀ ରଖିବି କିନ୍ତୁ ଗୋଟେ ଝିଅ ମୁଁ ହଁ ରୁ ଶୁଣି ଛନ୍ତୀ
    1
    ସବୁ ବେଳେ ଗୋଟେ ପୁଅ ଗୋଟେ ଝିଅକୁ କହିଥାଏ ତତେ ମୁଁ ରାଣୀ କରୀ ରଖିବି କିନ୍ତୁ ଗୋଟେ ଝିଅ ମୁଁ ହଁ ରୁ ଶୁଣି ଛନ୍ତୀ
    user_Gobinda
    Gobinda
    Actor Anugul, Odisha•
    20 hrs ago
  • Dhenkanal ଜିଲ୍ଲାର ମେରାମଣ୍ଡଳି ରେଲୱେ devlopment ପାଇ କୋଟି କୋଟି ଟଙ୍କା ଆସିଥିଲା।କିନ୍ତୁ ରେଲୱେ ବିଭାଗ ବିରିଷ୍ଟ ଅଧିକାରୀ ଓ କଟ୍ରାକ୍ଟର ମଧ୍ୟ ଚନ୍ଦ୍ରିକା ରେ ଏତେ ନିମ୍ନ ମାନର କାମ ଖାଇଗଲେ କୋଟି କୋଟି ଟଙ୍କା।ଆଜି ବର୍ଷେ ନ ପୁରୁଣୁ ଭାଙ୍ଗିଯାଇଛି ନାଲ।ଯେତେ ଅପରିଷ୍କା ର ପାଣି ରାସ୍ତା ଉପରେ ବହିଁ ଚାଲିଛି । ରାସ୍ତାରେ ଯିବା ପାଇଁ ଲୋକେ ହନ୍ତସନ୍ତ।
    4
    Dhenkanal ଜିଲ୍ଲାର ମେରାମଣ୍ଡଳି ରେଲୱେ devlopment ପାଇ କୋଟି କୋଟି ଟଙ୍କା ଆସିଥିଲା।କିନ୍ତୁ ରେଲୱେ ବିଭାଗ ବିରିଷ୍ଟ ଅଧିକାରୀ ଓ କଟ୍ରାକ୍ଟର ମଧ୍ୟ ଚନ୍ଦ୍ରିକା ରେ ଏତେ ନିମ୍ନ ମାନର କାମ ଖାଇଗଲେ କୋଟି କୋଟି ଟଙ୍କା।ଆଜି ବର୍ଷେ ନ ପୁରୁଣୁ ଭାଙ୍ଗିଯାଇଛି ନାଲ।ଯେତେ ଅପରିଷ୍କା ର ପାଣି ରାସ୍ତା ଉପରେ ବହିଁ ଚାଲିଛି । ରାସ୍ତାରେ ଯିବା
ପାଇଁ ଲୋକେ ହନ୍ତସନ୍ତ।
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber ମୋଟୁଙ୍ଗା, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ସାଥି ହୋଇ ଦୌଡିବାକ ପ୍ରକୃତିର ସଂରକ୍ଷଣ କରିବା TATA STEEL, Dhenkanal, Marathon 2026
    1
    ସାଥି ହୋଇ ଦୌଡିବାକ ପ୍ରକୃତିର ସଂରକ୍ଷଣ କରିବା
TATA STEEL, Dhenkanal, Marathon 2026
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • Slug - ଗଁଦିଆ ଘରେ ଯୋର ଜବରଦସ୍ତ ପଶି ମହିଳାଙ୍କୁ ଦୃବେବହାର କରି ଗାଡି ଟାଣି ନେଉଛନ୍ତି କାମାକ୍ଷା ନଗର ପୋଲିସ ଅଞ୍ଚର - ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଙ୍କର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳୁଛି l ଖଙ୍କର ଗ୍ରାମର ସୁଜିତ ରାଉତ ଏବଂ ମିନତୀ ରାଉତ ଙ୍କ ଘରେ ପଶି ଯୋର ଜବରଦସ୍ତ ତାଙ୍କ ଘରୁ ଗାଡି ନବା ପାଇଁ ପ୍ରୟାସ ଚାଲିଛିl କାମାକ୍ଷା ନଗର iic କାହିଁକି ଗାଡିଟି ଜଣକ ଘରେ ପଶି ଗାଡି ନେବା ପାଇଁ ଏତେ ତରତର ହେଉଛନ୍ତି l ଏଗ୍ରିମେଣ୍ଟ ରେ ଆଣିଥିବା ସୁଜିତ ରାଉତ ଘରେ ନଥିବା ସମୟ ରେ ତାଙ୍କ ଘରେ ପଶି ଗାଡି ଟାଣିକି ନେବା କେତେଦୂର ଠିକ ଅଛି ନା ଏଠି ମୋଟା ଙ୍କର ଟଙ୍କାର ଖେଳ ଖେଳାଯାଉଛି l ଏଠି ଉପରସ୍ତ ଅଧିକାରୀ କାହିଁକି ଏହା ଉପରେ କାର୍ଯ୍ୟନୁଷ୍ଠା ନେଉଛନ୍ତି
    1
    Slug - ଗଁଦିଆ ଘରେ ଯୋର ଜବରଦସ୍ତ ପଶି ମହିଳାଙ୍କୁ ଦୃବେବହାର କରି ଗାଡି ଟାଣି  ନେଉଛନ୍ତି କାମାକ୍ଷା ନଗର ପୋଲିସ 
ଅଞ୍ଚର - ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଙ୍କର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳୁଛି l ଖଙ୍କର ଗ୍ରାମର ସୁଜିତ ରାଉତ ଏବଂ ମିନତୀ ରାଉତ ଙ୍କ ଘରେ ପଶି ଯୋର ଜବରଦସ୍ତ ତାଙ୍କ ଘରୁ ଗାଡି ନବା ପାଇଁ ପ୍ରୟାସ ଚାଲିଛିl କାମାକ୍ଷା ନଗର iic କାହିଁକି ଗାଡିଟି ଜଣକ ଘରେ ପଶି ଗାଡି ନେବା ପାଇଁ ଏତେ ତରତର ହେଉଛନ୍ତି l ଏଗ୍ରିମେଣ୍ଟ ରେ ଆଣିଥିବା ସୁଜିତ ରାଉତ ଘରେ ନଥିବା ସମୟ ରେ ତାଙ୍କ ଘରେ ପଶି ଗାଡି ଟାଣିକି ନେବା କେତେଦୂର ଠିକ ଅଛି ନା ଏଠି ମୋଟା ଙ୍କର ଟଙ୍କାର ଖେଳ ଖେଳାଯାଉଛି l ଏଠି ଉପରସ୍ତ ଅଧିକାରୀ କାହିଁକି ଏହା ଉପରେ କାର୍ଯ୍ୟନୁଷ୍ଠା ନେଉଛନ୍ତି
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    4 hrs ago
  • ପ୍ରବଳ ଶୀତରେ ଥରୁଛନ୍ତି କଣିହାଁ ଓ ଆଖପାଖ ଅଞ୍ଚଳବାସୀ
    1
    ପ୍ରବଳ ଶୀତରେ ଥରୁଛନ୍ତି କଣିହାଁ ଓ ଆଖପାଖ ଅଞ୍ଚଳବାସୀ
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.