Shuru
Apke Nagar Ki App…
ଓଡାପଡା ମହୈସ୍ରବ ପାଇଁ ବୈଠକ ବୈଠକ ରେ ଢେଙ୍କାନାଳ ସାସଂଦ ସାମିଲ
Dipak Kumar Nayak
ଓଡାପଡା ମହୈସ୍ରବ ପାଇଁ ବୈଠକ ବୈଠକ ରେ ଢେଙ୍କାନାଳ ସାସଂଦ ସାମିଲ
- HEMANTA KUMAR BHARADAJHindol, Dhenkanalହିନ୍ଦୋଳ ସ୍ୱାଭିମାନ ଙ୍କୁ ବଞ୍ଚିବାକୁ ଦିୟ କାରଣ ଆମ ଲୋକ ନହିନଥିବା ଅସୁବିଧା ହେଉଛନ୍ତି, ହିନ୍ଦୋଳ ରେ କଣ ସୁନା ଖଣି ଅଛିକି, ଆଉ ସହସହ truk ଦିନ ରାତି ରେ ଡଷ୍ଟ ଆଣି ଜନ ବସ୍ତି ଅଂଚଳ ରେ ଢାଳି ଚାଲିଯାଉଛନ୍ତି ଖାଲି ବିଷାକ୍ତ ବାୟୁମଣ୍ଡ1 day ago
More news from ଓଡ଼ିଶା and nearby areas
- ଢେଙ୍କାନାଳ ମୁନିସିପାଲିଟି ର ଜବରଦଖଲ ଉଛେଦ କାଯ୍ୟକ୍ରମ ଆରମ୍ଭ, ଆଜି ପ୍ରଥମେ କଲେଜ ଠାରୁ ଆରମ୍ଭ1
- ମୁଣ୍ଡଳୀ ମହାନଦୀ ରୁ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର, ଆଠଗଡ଼ ଅଞ୍ଚଳ କରୁ ନଦୀରୁ ମିଳିଥଲା ଗୋଡ଼ରେ କଳା ମୋଜା ପିନ୍ଧିଥିଲେ କିନ୍ତୁ ଦେହର କପଡା ନଥିଲା ଯଦି କୌଣସି ବ୍ୟକ୍ତି ଜାଣନ୍ତି ତେବେ share କରନ୍ତୁ l2
- Post by User5115 Susanta Kumar Pattnaik1
- Post by ଟଙ୍କଧର .ମେହେର1
- ମାର୍ଶାଘାଇ ବ୍ଲକ ରାମିଆଗଞ୍ଜ ଗ୍ରାମରେ ଶ୍ରୀରାମ ମନ୍ଦିର ର ଦିତୀୟ ବାର୍ଷିକ ଯଜ୍ଞମହା ଉତ୍ସବ ରେ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ, ଡଯୋଦେଲେ ସ୍ଥାନୀୟ ଅଞ୍ଚଳ ରେ ଶତାଧିକ ମହିଳା..!1
- ରାଜ୍ୟ-ବ୍ୟାପି ପାଣି ପଞ୍ଚାୟତ ପକ୍ଷ-୨୦୨୬ ଜାନୁଆରୀ ୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଏକ ସଚେତନତା ରଥକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ଆଜି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଶୁଭ ଉଦଘାଟନ କରିଛନ୍ତି । ଉକ୍ତ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ, ପ୍ରମୁଖ ସେଚ ଅଞ୍ଚଳ ମାର୍ଗ ଦେଇ ପାଣି ପଞ୍ଚାୟତର ସଫଳତା ତଥା କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା ବାର୍ତ୍ତା ବଣ୍ଟନ କରିବ । "ପାଣି ପଞ୍ଚାୟତ-ଚାଷୀ ଓ ଚାଷର ହିତେ ସର୍ବଦା ଜାଗ୍ରତ" ସ୍ଲୋଗାନର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ବାଣ୍ଟିବ । ମହିଳାମାନଙ୍କର ପାଣି ପଞ୍ଚାୟତରେ ସଂପୃକ୍ତି ଓ ସମାନତାର ଅଧିକାର ବାର୍ତ୍ତା ମଧ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବ । ପାଣି ପଞ୍ଚାୟତମାନଙ୍କ ଦକ୍ଷତା ବିକାଶ, ନିରନ୍ତର ଜଳସେଚନ ଓ ଜଳବାୟୁ ସହନଶୀଳ କୃଷି ମାଧ୍ୟମରେ କୃଷକମାନେ ସଶକ୍ତି ହେବା ସହ ନିଜର ରୋଜଗାରକୁ ବୃଦ୍ଧି କରିପାରିବେ ବୋଲି ଜିଲ୍ଲାପାଳ ମତ ରଖିଥିଲେ । ପାଣି ପଞ୍ଚାୟତର ପ୍ରତ୍ୟେକ ସଦସ୍ୟଙ୍କ ଭାଗିଦାରୀ ଓ ସମନ୍ୱୟ ବିନା ପାଣି ପଞ୍ଚାୟତର ସଫଳ କାର୍ଯ୍ୟାନ୍ୱୟନ ସମ୍ଭବ ନୁହେଁ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସ୍ୱାଇଁ, ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ସମସ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।1
- ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ମାଙ୍କଡ଼ ଉପଦ୍ରଵ, ହନ୍ତସନ୍ତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ l ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲାର ପୁରୀ ସହର ବଡଦାଣ୍ଡରେ ଥିବା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କଥା l ଯେଉଁଠାରେ କୁକୁର ଠାରୁ ମାଙ୍କଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଉପଦ୍ରଵ ପ୍ରବଳ କିନ୍ତୁ ସୁରକ୍ଷା ବ୍ୟବସ୍ଥା ପୁରାଢ଼ିଲା l ସବୁଠାରୁ ଦୁଃଖର ବିଷୟ ହେଉଛି ସବୁଠାରୁ ଯନ୍ତ୍ରଣା ଦାୟକ ବିଭାଗ ଶଲ୍ୟ ଚିକିତ୍ସା ବିଭାଗ l ହଁ ଆଜ୍ଞା ଏହି ମୁଖ୍ୟ ଚିକିତ୍ସାଳୟ ର ଶଲ୍ୟ ଚିକିତ୍ସା ପୁରୁଷ ୱାର୍ଡର ଅବସ୍ଥା କହିଲେ ନସରେ l ଖାଣ୍ଟି ଓଡ଼ିଆ ଭାବରେ କହିବାକୁ ଗଲେ ଏହି ବିଭାଗ ର ସମସ୍ତ ଛୋଟା ଠାରୁ ଆରମ୍ଭ କରି ବିଭିନ୍ନ ଦୁର୍ଘଟଣା ରେ ପଡି ଚିକିତ୍ସିତ ହେବାକୁ ଭର୍ତି ହୋଇଥାନ୍ତି l କିନ୍ତୁ ଏହି ୱାର୍ଡ ମାନଙ୍କରେ ୱାର୍ଡ ଠାରୁ ଶୌଚାଳୟ ପର୍ଯ୍ୟନ୍ତ ମାଙ୍କଡ଼ ମାନଙ୍କ ପ୍ରାଦୁର୍ଭାବ ଏଭଳି ବଢିଛି ଯେ ରୋଗୀଠାରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି l ୱାର୍ଡ ଭିତରେ ପଶି ରୋଗୀ ମାନଙ୍କ ଖାଦ୍ୟ ଫିଙ୍ଗା ଫୋପଡ଼ା କରିବା ସହିତ ଶୌଚାଳୟ ଭିତରେ ଦିନରାତି ରହୁଥିବା ରୁ ରୋଗୀ ଏବଂ ରୋଗୀମାନଙ୍କ ସମ୍ପର୍କୀୟମାନେ ଝାଡା ପରିସ୍ରା ଯିବାପାଇଁ ଭୟଭୀତ ହେଉଛନ୍ତି l ତେଣୁ ଜିଲ୍ଲା ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟି ରଖି ତୁରନ୍ତ ମାଙ୍କଡ଼ମାନଙ୍କ ପ୍ରାଦୁର୍ଭାବକୁ ଦୂର କରିବାପାଇଁ ପଦକ୍ଷେପ ନେଇ ରୋଗୀମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ ସାଧାରଣ ରେ ଆଲୋଚନା ହେଉଛି l4
- ଢେଙ୍କାନାଳ ପୌରପାଳିକା ର ଜବରଦଖଲ ଉଚ୍ଛେଦ ପ୍ରକିୟା ଢେଙ୍କାନାଳ କଲୋଜ ଠାରୁ ଆରମ୍ଭ1