ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ମୟୁରଭଞ୍ଜ ଗାନ୍ଧୀ ଶରତ ଚନ୍ଦ୍ର ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ମୟୁରଭଞ୍ଜ ଗାନ୍ଧୀ ଶରତ ଚନ୍ଦ୍ର ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ ବାରିପଦା ତା 11/5 ମୟୂରଭଞ୍ଜ ପ୍ରଜା ମଣ୍ଡଳ ଆନ୍ଦୋଳନର ମୁଖ୍ୟ ତଥା ଭାରତ ସ୍ୱାଧୀନତା ପରେ ସ୍ୱାଧୀନ ମୟୁରଭଞ୍ଜ ରାଜ୍ୟର ପ୍ରଧାନମନ୍ତ୍ରୀ ମୟୁରଭଞ୍ଜ ଗାନ୍ଧୀ ବୋଲାଉଥିବା ସ୍ବର୍ଗତ ଶରତ ଚନ୍ଦ୍ର ଦାସଙ୍କ ସ୍ମୃତିରକ୍ଷା ଉଦେଶ୍ୟରେ ତାଙ୍କର ମାର୍ବଲ ପ୍ରତିମୂର୍ତ୍ତି ସ୍ଥାପନା ସହ ତାଙ୍କ ଦ୍ୱାରା ନିର୍ମିତ ମୟୁରଭଞ୍ଜ ସ୍ଵରାଜ ଆଶ୍ରମର ପୁନଃରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କରାଯିବା ନିମନ୍ତେ ପାଣ୍ଠି ଯୋଗାଇ ଦେବାପାଇଁ ଆଜି ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ଏକ ପ୍ରତିନିଧି ଦଳ ମଞ୍ଚର ପ୍ରତିଷ୍ଠା ସଭାପତି ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଏକ ଦାବିପତ୍ର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମଝିଙ୍କୁ ପ୍ରଦାନ କରିଛନ୍ତି. ୧୯୪୮ ମସିହା ପରେ ଶରତ ଚନ୍ଦ୍ର ଦାସ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ରାଜ୍ୟ ବିଧାନ ପରିଷଦ ଗଠନ କରିଥିଲେ ଓ ପ୍ରଜା ମାନଙ୍କ ମତ ନେଇ ରାଜ୍ୟ ଶାସନ କରୁଥିଲେ. ୧୯୪୮ ମସିହା ଅକ୍ଟୋବର ମାସ ୧୭ ତାରିଖରେ ଏହି ଗଡ଼ଜାତ ରାଜ୍ୟ ଭାରତ ସରକାରଙ୍କ ମିଶ୍ରଣ ଚୁକ୍ତିପତ୍ର ସ୍ବାକ୍ଷର କରି ଭାରତ ସହିତ ମିଶ୍ରଣ ହୋଇ ଏହା କେନ୍ଦ୍ରାଞ୍ଚଳ ଭାବେ ଶାସିତ ହୋଇଥିଲା. ପର ପର୍ଯ୍ୟାୟରେ ଓଡିଶା ସହିତ ଏହା ଏକ ଜିଲ୍ଲା ଭାବରେ ମିଶିଯାଇଥିଲା. ତେଣୁ ଶ୍ରୀଯୁକ୍ତ ଶରତଚନ୍ଦ୍ର ଦାସ ପ୍ରଧାନମନ୍ତ୍ରୀ ରୂପେ ଶାସନ ଭାର ଗ୍ରହଣ କରି ରାଜ୍ୟକୁ ଚଳେଇ ଆସୁଥିଲେ. ୧୯୪୯ ମସିହା ଜାନୁଆରୀ ୧ ତାରିଖ ଦିନ ଓଡିଶା ସରକାରଙ୍କ ସହିତ ମୟୂରଭଞ୍ଜ ମିଶିଗଲା ଏବଂ ଏହା ଏକ ଜିଲ୍ଲା ଭାବରେ ପରିଚାଳିତ ହେଲା. ଏଣୁ ଏଭଳି ଜଣେ ସ୍ୱାଧୀନତା ସଂଗ୍ରାମୀ ଙ୍କର ସ୍ମୃତିକୁ ଉଦଜୀବିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି. ପ୍ରତିନିଧି ମଣ୍ଡଳୀରେ ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ଭାଗବତ ପଣ୍ଡା, ଆଇନଜୀବୀ ସତ୍ୟନାରାୟଣ ସାହୁ, ନନ୍ଦଲାଲ ସିଂହ, ପିତାମ୍ବର ମଲ୍ଲିକ, ଗୋଲୋକ ମହାନ୍ତି ପ୍ରମୁଖ ସାମିଲ ଥିଲେ.

- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ଭକ୍ତିରେ ମଗ୍ନ ହୋଇ ସମସ୍ତ ଦେଶବାସୀଙ୍କୁ ଭୂମିଷ୍ଠ ପ୍ରଣାମ କରିଛନ୍ତି। ଏହି ଅଭିନବ ପ୍ରଣାମ ତାଙ୍କର ଦେଶ ପ୍ରତି ଥିବା ଅନୁରାଗକୁ ପ୍ରତିଫଳିତ କରିଛି।1
- ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଛୋଟ ବଡ଼ ଖବର ଏବେ ଆପଣଙ୍କ ଆଙ୍ଗୁଠି ଟିପରେ ଉପଲବ୍ଧ। ଏକ ଛୋଟ ପ୍ରୟାସ ଜରିଆରେ, ଜିଲ୍ଲାର ପ୍ରତିଟି ଗାଁ ଏବଂ ସହରର ତାଜା ଖବର ପହଞ୍ଚାଇବା ଏହାର ଲକ୍ଷ୍ୟ। ଅଧିକ ସୂଚନା ପାଇଁ ୭୦୦୮୯୪୪୭୦୩ ନମ୍ବରରେ ଯୋଗାଯୋଗ କରିପାରିବେ।1
- ବାଲିଅନ୍ତା ଘଟଣା ପରେ ଓଡ଼ିଶାର ସବୁ ଥାନାରେ ଆଜିଠୁ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବା ଏବଂ ଅପରାଧିକ ଗତିବିଧି ସମୀକ୍ଷା କରିବା ଏହାର ମୁଖ୍ୟ ଲକ୍ଷ୍ୟ।1
- #ଟାଟାପାୱାର_କର୍ମଚାରୀ_ଙ୍କୁ_ପେଟରେ_ଲାତ #ସୁଯୋଗ_ଅପେକ୍ଷାରେ_ଥିଲା_ଟାଟାପାୱାର #ପେଟରେ_ଗୋଇଁଠା_ମାରିବାକୁ_କରୁଛି_ଚକ୍ରାନ୍ତ #ଚାକିରୀ_କରିଥିବା_କର୍ମଚାରୀଙ୍କୁ_ଛୋଟେଇ_ପାଇଁ_ନୋଟିସ #ଟାଟାପାୱାର_କର୍ମଚାରୀ_ଙ୍କୁ_ପେଟରେ_ଲାତ #ସୁଯୋଗ_ଅପେକ୍ଷାରେ_ଥିଲା_ଟାଟାପାୱାର #ପେଟରେ_ଗୋଇଁଠା_ମାରିବାକୁ_କରୁଛି_ଚକ୍ରାନ୍ତ #ଚାକିରୀ_କରିଥିବା_କର୍ମଚାରୀଙ୍କୁ_ଛୋଟେଇ_ପାଇଁ_ନୋଟିସ ବାଲେଶ୍ୱର ଜିଲ୍ଲା ବସ୍ତା ବିଦ୍ୟୁତ ବିଭାଜନ କାର୍ଯ୍ୟାଳୟ ସମ୍ମୁଖରେ ଟାଟାପାୱାର କର୍ମଚାରୀ ଙ୍କ ଧାରଣା।। #mahimatv #OdishaNews #NewsUpdate #Odisha #TPNODL #BalasoreDistrict CMO Odisha Goutambuddha Das #TopNotchServices1
- ଓକିଲ ଦୀପକ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଥାନା ଅଞ୍ଚଳରେ ଘଟିଥିବା ଏକ ସମ୍ବେଦନଶୀଳ ଘଟଣା ପାଇଁ ପୁଲିସକୁ ଦାୟୀ କରିଛନ୍ତି। ସେ ଗଞ୍ଜାମ ଏସପି ଓ ହିଞ୍ଜିଳି ଥାନା ଅଧିକାରୀଙ୍କୁ ଜିଲ୍ଲାରୁ ବଦଳି କରିବାକୁ ଦୃଢ଼ ଦାବି କରିଛନ୍ତି।1
- ବାଲେଶ୍ବରରେ ବିଜେପିର ମହିଳା ଆକ୍ରୋଶ, ସମାବେଶରେ ଫୁଟିଲା ନିଆଁ ବାଲେଶ୍ବର ଜିଲ୍ଲାରେ ବିଜେପି ପକ୍ଷରୁ ଏକ ବିରାଟ ମହିଳା ଆକ୍ରୋଶ ମହା ସମାବେଶ ଆୟୋଜିତ ହୋଇଛି। ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ସରକାରୀ ବ୍ୟବସ୍ଥା ବିରୋଧରେ ଏହି ପ୍ରତିବାଦ ।1
- Today Breaking News Headlines News1
- ସିମ୍ କାର୍ଡ କିଣିବା ପ୍ରକ୍ରିୟାରେ ସରକାର ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏହି ନୂଆ ନିୟମ ଲାଗୁ ହେବା ପରେ ମୋବାଇଲ୍ ପାଇଁ ସିମ୍ କିଣିବା ଆଉ ପୂର୍ବପରି ସହଜ ହେବ ନାହିଁ।1