logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ଭକ୍ତିରେ ମଗ୍ନ ହୋଇ ସମସ୍ତ ଦେଶବାସୀଙ୍କୁ ଭୂମିଷ୍ଠ ପ୍ରଣାମ କରିଛନ୍ତି। ଏହି ଅଭିନବ ପ୍ରଣାମ ତାଙ୍କର ଦେଶ ପ୍ରତି ଥିବା ଅନୁରାଗକୁ ପ୍ରତିଫଳିତ କରିଛି।

18 hrs ago
user_Prime time press
Prime time press
Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
18 hrs ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ଭକ୍ତିରେ ମଗ୍ନ ହୋଇ ସମସ୍ତ ଦେଶବାସୀଙ୍କୁ ଭୂମିଷ୍ଠ ପ୍ରଣାମ କରିଛନ୍ତି। ଏହି ଅଭିନବ ପ୍ରଣାମ ତାଙ୍କର ଦେଶ ପ୍ରତି ଥିବା ଅନୁରାଗକୁ ପ୍ରତିଫଳିତ କରିଛି।

More news from ଓଡ଼ିଶା and nearby areas
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ଭକ୍ତିରେ ମଗ୍ନ ହୋଇ ସମସ୍ତ ଦେଶବାସୀଙ୍କୁ ଭୂମିଷ୍ଠ ପ୍ରଣାମ କରିଛନ୍ତି। ଏହି ଅଭିନବ ପ୍ରଣାମ ତାଙ୍କର ଦେଶ ପ୍ରତି ଥିବା ଅନୁରାଗକୁ ପ୍ରତିଫଳିତ କରିଛି।
    1
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ଭକ୍ତିରେ ମଗ୍ନ ହୋଇ ସମସ୍ତ ଦେଶବାସୀଙ୍କୁ ଭୂମିଷ୍ଠ ପ୍ରଣାମ କରିଛନ୍ତି। ଏହି ଅଭିନବ ପ୍ରଣାମ ତାଙ୍କର ଦେଶ ପ୍ରତି ଥିବା ଅନୁରାଗକୁ ପ୍ରତିଫଳିତ କରିଛି।
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଛୋଟ ବଡ଼ ଖବର ଏବେ ଆପଣଙ୍କ ଆଙ୍ଗୁଠି ଟିପରେ ଉପଲବ୍ଧ। ଏକ ଛୋଟ ପ୍ରୟାସ ଜରିଆରେ, ଜିଲ୍ଲାର ପ୍ରତିଟି ଗାଁ ଏବଂ ସହରର ତାଜା ଖବର ପହଞ୍ଚାଇବା ଏହାର ଲକ୍ଷ୍ୟ। ଅଧିକ ସୂଚନା ପାଇଁ ୭୦୦୮୯୪୪୭୦୩ ନମ୍ବରରେ ଯୋଗାଯୋଗ କରିପାରିବେ।
    1
    ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଛୋଟ ବଡ଼ ଖବର ଏବେ ଆପଣଙ୍କ ଆଙ୍ଗୁଠି ଟିପରେ ଉପଲବ୍ଧ। ଏକ ଛୋଟ ପ୍ରୟାସ ଜରିଆରେ, ଜିଲ୍ଲାର ପ୍ରତିଟି ଗାଁ ଏବଂ ସହରର ତାଜା ଖବର ପହଞ୍ଚାଇବା ଏହାର ଲକ୍ଷ୍ୟ। ଅଧିକ ସୂଚନା ପାଇଁ ୭୦୦୮୯୪୪୭୦୩ ନମ୍ବରରେ ଯୋଗାଯୋଗ କରିପାରିବେ।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • ବାଲିଅନ୍ତା ଘଟଣା ପରେ ଓଡ଼ିଶାର ସବୁ ଥାନାରେ ଆଜିଠୁ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବା ଏବଂ ଅପରାଧିକ ଗତିବିଧି ସମୀକ୍ଷା କରିବା ଏହାର ମୁଖ୍ୟ ଲକ୍ଷ୍ୟ।
    1
    ବାଲିଅନ୍ତା ଘଟଣା ପରେ ଓଡ଼ିଶାର ସବୁ ଥାନାରେ ଆଜିଠୁ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବା ଏବଂ ଅପରାଧିକ ଗତିବିଧି ସମୀକ୍ଷା କରିବା ଏହାର ମୁଖ୍ୟ ଲକ୍ଷ୍ୟ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ଓକିଲ ଦୀପକ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଥାନା ଅଞ୍ଚଳରେ ଘଟିଥିବା ଏକ ସମ୍ବେଦନଶୀଳ ଘଟଣା ପାଇଁ ପୁଲିସକୁ ଦାୟୀ କରିଛନ୍ତି। ସେ ଗଞ୍ଜାମ ଏସପି ଓ ହିଞ୍ଜିଳି ଥାନା ଅଧିକାରୀଙ୍କୁ ଜିଲ୍ଲାରୁ ବଦଳି କରିବାକୁ ଦୃଢ଼ ଦାବି କରିଛନ୍ତି।
    1
    ଓକିଲ ଦୀପକ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଥାନା ଅଞ୍ଚଳରେ ଘଟିଥିବା ଏକ ସମ୍ବେଦନଶୀଳ ଘଟଣା ପାଇଁ ପୁଲିସକୁ ଦାୟୀ କରିଛନ୍ତି। ସେ ଗଞ୍ଜାମ ଏସପି ଓ ହିଞ୍ଜିଳି ଥାନା ଅଧିକାରୀଙ୍କୁ ଜିଲ୍ଲାରୁ ବଦଳି କରିବାକୁ ଦୃଢ଼ ଦାବି କରିଛନ୍ତି।
    user_Sk Ajaruddin
    Sk Ajaruddin
    Local News Reporter Basta, Baleshwar•
    20 hrs ago
  • ୭୦ ଲକ୍ଷର ମୋବାଇଲ୍ ଚୋରି, ଓଡ଼ିଶାରେ ଚୋରଙ୍କ ନୂଆ ଫର୍ମୁଲା! ସୋନପୁର ଜିଲ୍ଲାର ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟ ଶିବା ମୋବାଇଲ୍ ଦୋକାନରୁ ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛପଟ କାନ୍ଥ ଫାଡି ଏହି ମହାଲୁଟ୍ କରିଛନ୍ତି, ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ୍ ଘଟଣାର ତଦନୁ ଆରମ୍ଭ କରିଛି।
    1
    ୭୦ ଲକ୍ଷର ମୋବାଇଲ୍ ଚୋରି, ଓଡ଼ିଶାରେ ଚୋରଙ୍କ ନୂଆ ଫର୍ମୁଲା! ସୋନପୁର ଜିଲ୍ଲାର ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟ ଶିବା ମୋବାଇଲ୍ ଦୋକାନରୁ ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛପଟ କାନ୍ଥ ଫାଡି ଏହି ମହାଲୁଟ୍ କରିଛନ୍ତି, ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ୍ ଘଟଣାର ତଦନୁ ଆରମ୍ଭ କରିଛି।
    user_Sanjaykumarbarik
    Sanjaykumarbarik
    Farmer ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    13 min ago
  • ବାଲିଅନ୍ନା ରେ Okinawa EV ବାଇକରେ ନିଆଁ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ରେ ଏକ Okinawa EV ବାଇକରେ ହଠାତ ନିଆଁ ଲାଗିଯାଇଛି । ସ୍ଥାନୀୟ ଲୋକ ଓ ଗୋପ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ । ଆପଣଙ୍କ ବାଇକ ସୁରକ୍ଷିତ ତ ?
    1
    ବାଲିଅନ୍ନା ରେ Okinawa EV ବାଇକରେ ନିଆଁ ।
ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ରେ ଏକ Okinawa EV ବାଇକରେ ହଠାତ ନିଆଁ ଲାଗିଯାଇଛି । ସ୍ଥାନୀୟ ଲୋକ ଓ ଗୋପ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ । ଆପଣଙ୍କ ବାଇକ ସୁରକ୍ଷିତ ତ ?
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
  • ମୟୂରଭଞ୍ଜର କପ୍ତିପଦା ଧୁଡାସାହି ଗାଁର ଜଣେ ୧୨ ବର୍ଷୀୟ ନାବାଳକ ୫ ଜଣ ସାଙ୍ଗଙ୍କ ସହ କଳା ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ କପ୍ତିପଦା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
    2
    ମୟୂରଭଞ୍ଜର କପ୍ତିପଦା ଧୁଡାସାହି ଗାଁର ଜଣେ ୧୨ ବର୍ଷୀୟ ନାବାଳକ ୫ ଜଣ ସାଙ୍ଗଙ୍କ ସହ କଳା ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ କପ୍ତିପଦା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
    user_Malay ranjan patra
    Malay ranjan patra
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ସିମ୍ କାର୍ଡ କିଣିବା ପ୍ରକ୍ରିୟାରେ ସରକାର ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏହି ନୂଆ ନିୟମ ଲାଗୁ ହେବା ପରେ ମୋବାଇଲ୍ ପାଇଁ ସିମ୍ କିଣିବା ଆଉ ପୂର୍ବପରି ସହଜ ହେବ ନାହିଁ।
    1
    ସିମ୍ କାର୍ଡ କିଣିବା ପ୍ରକ୍ରିୟାରେ ସରକାର ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏହି ନୂଆ ନିୟମ ଲାଗୁ ହେବା ପରେ ମୋବାଇଲ୍ ପାଇଁ ସିମ୍ କିଣିବା ଆଉ ପୂର୍ବପରି ସହଜ ହେବ ନାହିଁ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.