logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାଣିରେ ବୁଡ଼ି ନାବାଲକ ମୃତ୍ୟୁ,ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ତାରିଖ।୧୦।୦୫।୨୦୨୬-କପ୍ତିପଦା ପୋଲିସ ଷ୍ଟେସନ ଧୁଡାସାହି ଗ୍ରାମ ର ସୁନାରାମ ହେମ୍ବ୍ରମ ୧୨ ବର୍ଷରୁ ଅଧିକ ବୟସ କାଳ ନଦୀ କୁ ୫ ଜଣ ବନ୍ଧୁ ସହ ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ସମ୍ପର୍କୀୟ ଖୋଜା ଖୋଜି କୋରି କାପ୍ତିପଦା ଡାକ୍ତରଖାନା ନେଇଯାଇଥିଲେ ସେଠି ଡାକ୍ତର ତlଙ୍କୁ ମୃତ୍ୟୁ ହୋଇ ଥିବା କହିଲେ .

4 hrs ago
user_Malay ranjan patra
Malay ranjan patra
କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
4 hrs ago
e08bd8df-b540-4de1-9b72-b64363e93262

ପାଣିରେ ବୁଡ଼ି ନାବାଲକ ମୃତ୍ୟୁ,ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ତାରିଖ।୧୦।୦୫।୨୦୨୬-କପ୍ତିପଦା ପୋଲିସ ଷ୍ଟେସନ ଧୁଡାସାହି ଗ୍ରାମ ର ସୁନାରାମ ହେମ୍ବ୍ରମ ୧୨ ବର୍ଷରୁ ଅଧିକ ବୟସ କାଳ ନଦୀ କୁ ୫ ଜଣ ବନ୍ଧୁ ସହ ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ସମ୍ପର୍କୀୟ ଖୋଜା ଖୋଜି କୋରି କାପ୍ତିପଦା ଡାକ୍ତରଖାନା ନେଇଯାଇଥିଲେ ସେଠି ଡାକ୍ତର ତlଙ୍କୁ ମୃତ୍ୟୁ ହୋଇ ଥିବା କହିଲେ .

More news from ଓଡ଼ିଶା and nearby areas
  • ପାଣିରେ ବୁଡ଼ି ନାବାଲକ ମୃତ୍ୟୁ,ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ତାରିଖ।୧୦।୦୫।୨୦୨୬-କପ୍ତିପଦା ପୋଲିସ ଷ୍ଟେସନ ଧୁଡାସାହି ଗ୍ରାମ ର ସୁନାରାମ ହେମ୍ବ୍ରମ ୧୨ ବର୍ଷରୁ ଅଧିକ ବୟସ କାଳ ନଦୀ କୁ ୫ ଜଣ ବନ୍ଧୁ ସହ ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ସମ୍ପର୍କୀୟ ଖୋଜା ଖୋଜି କୋରି କାପ୍ତିପଦା ଡାକ୍ତରଖାନା ନେଇଯାଇଥିଲେ ସେଠି ଡାକ୍ତର ତlଙ୍କୁ ମୃତ୍ୟୁ ହୋଇ ଥିବା କହିଲେ .
    2
    ପାଣିରେ ବୁଡ଼ି ନାବାଲକ ମୃତ୍ୟୁ,ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ
ତାରିଖ।୧୦।୦୫।୨୦୨୬-କପ୍ତିପଦା ପୋଲିସ ଷ୍ଟେସନ ଧୁଡାସାହି ଗ୍ରାମ ର ସୁନାରାମ ହେମ୍ବ୍ରମ ୧୨ ବର୍ଷରୁ ଅଧିକ ବୟସ କାଳ ନଦୀ କୁ ୫ ଜଣ ବନ୍ଧୁ ସହ ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ସମ୍ପର୍କୀୟ ଖୋଜା ଖୋଜି କୋରି
କାପ୍ତିପଦା ଡାକ୍ତରଖାନା ନେଇଯାଇଥିଲେ
ସେଠି ଡାକ୍ତର ତlଙ୍କୁ ମୃତ୍ୟୁ ହୋଇ ଥିବା କହିଲେ .
    user_Malay ranjan patra
    Malay ranjan patra
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ପାରିଶ୍ରମିକ ନପାଇ ତାରିଣୀ ଗଣନାଟ୍ୟ ର କଳାକାର ଓ କର୍ମଚାରୀ ଥାନା ରେ ଦେଲେ ଏତଲା।
    1
    ପାରିଶ୍ରମିକ ନପାଇ ତାରିଣୀ ଗଣନାଟ୍ୟ ର କଳାକାର ଓ କର୍ମଚାରୀ ଥାନା ରେ ଦେଲେ ଏତଲା।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    5 min ago
  • ବ୍ୟାଟେରୀ ଗାଡି ର କମାଲ
    1
    ବ୍ୟାଟେରୀ ଗାଡି ର କମାଲ
    user_DINA AUTO NEWS  6290245160
    DINA AUTO NEWS 6290245160
    ଓଉପଦା, ବାଲେଶ୍ୱର, ଓଡ଼ିଶା•
    4 hrs ago
  • ମାତୃତ୍ୱ ଦିବସରେ ଦେବଦୀପ ଫାଉଣ୍ଡେସନ ବାଲେଶ୍ୱରର ଉତ୍କଳ ବାଳାଶ୍ରମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି ଅବସରରେ ଶିଶୁମାନଙ୍କ ସହ ସମୟ ବିତାଇବା ସହ ସେମାନଙ୍କୁ ଖାଦ୍ୟ ଓ ଉପହାର ପ୍ରଦାନ କରାଯାଇଥିଲା। ଏହା ଶିଶୁଙ୍କ ମୁହଁରେ ହସ ଫୁଟାଇ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା।
    3
    ମାତୃତ୍ୱ ଦିବସରେ ଦେବଦୀପ ଫାଉଣ୍ଡେସନ ବାଲେଶ୍ୱରର ଉତ୍କଳ ବାଳାଶ୍ରମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି ଅବସରରେ ଶିଶୁମାନଙ୍କ ସହ ସମୟ ବିତାଇବା ସହ ସେମାନଙ୍କୁ ଖାଦ୍ୟ ଓ ଉପହାର ପ୍ରଦାନ କରାଯାଇଥିଲା। ଏହା ଶିଶୁଙ୍କ ମୁହଁରେ ହସ ଫୁଟାଇ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    20 hrs ago
  • #ଚେତିଲା_ପୋଲିସ_ସବୁ_ଥାନାରେ_ବ୍ରିଫିଂ_ପରେଡ୍' ସକାଳ ୯ଟା ପୂର୍ବରୁ ରାଜ୍ୟର ସବୁ ଥାନାରେ 'ବ୍ରିଫିଂ ପରେଡ୍'। ଆଜି ଆରମ୍ଭ ହେଲା 'ବ୍ରିଫିଂ ପରେଡ୍'। ବାଲିଅନ୍ତା ବର୍ବରତା ପରେ ଆଇନଶୃଙ୍ଖଳା ସ୍ଥିତି ଟାଇଟ୍ କରାଯାଇଛି। ଏଥିରେ ସଂପୃକ୍ତ ଥାନା ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ପ୍ରବଣ ଅଂଚଳ, ଅପରାଧୀଙ୍କ ଚାଲିଚଳନ ଏବଂ ଚାଲୁଥିବା ତଦନ୍ତ ସଂପର୍କରେ ସମୀକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି।
    1
    #ଚେତିଲା_ପୋଲିସ_ସବୁ_ଥାନାରେ_ବ୍ରିଫିଂ_ପରେଡ୍'
ସକାଳ ୯ଟା ପୂର୍ବରୁ ରାଜ୍ୟର ସବୁ ଥାନାରେ 'ବ୍ରିଫିଂ ପରେଡ୍'। ଆଜି ଆରମ୍ଭ ହେଲା 'ବ୍ରିଫିଂ ପରେଡ୍'। ବାଲିଅନ୍ତା ବର୍ବରତା ପରେ ଆଇନଶୃଙ୍ଖଳା ସ୍ଥିତି ଟାଇଟ୍ କରାଯାଇଛି। ଏଥିରେ ସଂପୃକ୍ତ ଥାନା ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ପ୍ରବଣ ଅଂଚଳ, ଅପରାଧୀଙ୍କ ଚାଲିଚଳନ ଏବଂ ଚାଲୁଥିବା ତଦନ୍ତ ସଂପର୍କରେ ସମୀକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    31 min ago
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ଭକ୍ତିରେ ମଗ୍ନ ହୋଇ ସମସ୍ତ ଦେଶବାସୀଙ୍କୁ ଭୂମିଷ୍ଠ ପ୍ରଣାମ କରିଛନ୍ତି। ଏହି ଅଭିନବ ପ୍ରଣାମ ତାଙ୍କର ଦେଶ ପ୍ରତି ଥିବା ଅନୁରାଗକୁ ପ୍ରତିଫଳିତ କରିଛି।
    1
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ଭକ୍ତିରେ ମଗ୍ନ ହୋଇ ସମସ୍ତ ଦେଶବାସୀଙ୍କୁ ଭୂମିଷ୍ଠ ପ୍ରଣାମ କରିଛନ୍ତି। ଏହି ଅଭିନବ ପ୍ରଣାମ ତାଙ୍କର ଦେଶ ପ୍ରତି ଥିବା ଅନୁରାଗକୁ ପ୍ରତିଫଳିତ କରିଛି।
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଛୋଟ ବଡ଼ ଖବର ଏବେ ଆପଣଙ୍କ ଆଙ୍ଗୁଠି ଟିପରେ ଉପଲବ୍ଧ। ଏକ ଛୋଟ ପ୍ରୟାସ ଜରିଆରେ, ଜିଲ୍ଲାର ପ୍ରତିଟି ଗାଁ ଏବଂ ସହରର ତାଜା ଖବର ପହଞ୍ଚାଇବା ଏହାର ଲକ୍ଷ୍ୟ। ଅଧିକ ସୂଚନା ପାଇଁ ୭୦୦୮୯୪୪୭୦୩ ନମ୍ବରରେ ଯୋଗାଯୋଗ କରିପାରିବେ।
    1
    ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଛୋଟ ବଡ଼ ଖବର ଏବେ ଆପଣଙ୍କ ଆଙ୍ଗୁଠି ଟିପରେ ଉପଲବ୍ଧ। ଏକ ଛୋଟ ପ୍ରୟାସ ଜରିଆରେ, ଜିଲ୍ଲାର ପ୍ରତିଟି ଗାଁ ଏବଂ ସହରର ତାଜା ଖବର ପହଞ୍ଚାଇବା ଏହାର ଲକ୍ଷ୍ୟ। ଅଧିକ ସୂଚନା ପାଇଁ ୭୦୦୮୯୪୪୭୦୩ ନମ୍ବରରେ ଯୋଗାଯୋଗ କରିପାରିବେ।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • ଟାଓ୍ବାର ଉପରେ ଚଢିଲେ ଯୁବକ ପ୍ରସାଶନ ନାକେଦମ, ୧୪ ଘଣ୍ଟା ପରେ ଉଦ୍ଧାର।
    1
    ଟାଓ୍ବାର ଉପରେ ଚଢିଲେ ଯୁବକ ପ୍ରସାଶନ ନାକେଦମ, ୧୪ ଘଣ୍ଟା ପରେ ଉଦ୍ଧାର।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.