ମହୋତ୍ସବ ନାଁରେ ଘଡେଇ ବାପପୁଅ ଭଲ ଭଣ୍ଡେଇଲେ ଆଉ ଚାନ୍ଦୀ ମୁଣ୍ତରେ ବାଳ ଅଛି ଯେ ଖାଇବ ସୁନ୍ ପାମ୍ପୁଡୀ ଖଣି ଅଂଚଳରେ ପଇସା ଅଛିତ ଦେଖା କମାଲ କିଏ ମନା କରୁଛି. ବାଳ ବିକି ସୁନୁ ପାମ୍ପଡ଼ ଖାଇଲା ଭଳି ପରିସ୍ଥିତି ଏବେ ଘଡେଇ ବାପପୁଅଙ୍କର ଖଣି ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ. ଏହି ଚଣ୍ଡାଳଙ୍କୁ ଆଉ କେଉଁ ଖଣି ମାଲିକ କି କାରଖାନା ମାଲିକ ପଇସା କାହିଁକି ଓ କି ସ୍ୱାର୍ଥରେ ଦେବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୁଅ ଏବେ ଓଏମସି ଠାରେ ଲୋକ ଲଗେଇ ଯେଉଁ ଗେଣ୍ଠୁ ମାରିବା କାଳିଆପାଣିରେ ଦେଖା ଦେଇଛି ତାହା ସୌରୀକ ସମ୍ପ୍ରଦାୟ ପ୍ରତି ନିଶ୍ଚୟ ଘୋର ଅପମାନ କହିଲେ କିଛି ଭୁଲ ହେବ ନାହିଁ. ଆଉ ଯେଉଁ କେତୋଟି ଲୋକ ଏହି ବାପପୁଅଙ୍କ କଥାରେ ମାତି ଚାଲିଛନ୍ତି ସେଠାରେ ଗାଣ୍ଡି ହଲା ନାଚ ଦେଖିବା ପାଇଁ ସେଣେ ବାପପୁଅ ବୁଦ୍ଧିରେ ପଡି ଯେ ନିଜ ପେଟକୁ ନାତ ମାରୁଛନ୍ତି ଏଡାଇ ଗଲେ ହେବ ନାହିଁ. ସୁକିନ୍ଦା ଏବେ ବିନାଶକୁ ଏଡାଇ ବିକାଶ ରାସ୍ତା ଧରିବାକୁ ଗଲା ବେଳେ ଏଥିରୁ ବିଚ୍ୟୁତ ହୋଇ ଯିବାକୁ ଯେଉଁମାନେ ବିନାଶକାରୀଙ୍କ ପିଛା ନ ଛାଡିବାକୁ ଚାଁହୁ ନାହାନ୍ତି ଭଲ କିନ୍ତୁ ବାପପୁଅଙ୍କ ସୁନ ପାମ୍ପୁଡ଼ି ଖାଇବା ଅବସ୍ଥା ନ ହେଉ.

- ନିକଟରେ ଯାଜପୁର କଳିଙ୍ଗନଗର JCDL କ୍ୟାମ୍ପସ ରେ ହୋଇଥିବା ଜନଶୁଣାଣୀ ର ଏହି ଦୃଶ୍ୟ।1
- ସୁକିନ୍ଦା ଥାନା ଅଞ୍ଚଳର ଦୁଇଟି ଦୋକାନରୁ ଚୋରୀ1
- ୯ ତାରିଖରୁ ବନ୍ଦ ହେବ ସୁକିନ୍ଦା କ୍ରୋମାଇଟ ପରିବହନ ଟ୍ରକ l ଆନ୍ଦୋଳନକୁ ଓହ୍ଲାଇଲେ ଜିଲ୍ଲା ଟ୍ରକ ମାଲିକ ସଙ୍ଘ l1
- ଅଶୋକଝର ଆସିବା ପୂର୍ବରୁ ଥରେ ଦେଖି ନିଅ || ସୁକିନ୍ଦା || ଯାଜପୁର1
- ମହୋତ୍ସବ ନାଁରେ ଘଡେଇ ବାପପୁଅ ଭଲ ଭଣ୍ଡେଇଲେ ଆଉ ଚାନ୍ଦୀ ମୁଣ୍ତରେ ବାଳ ଅଛି ଯେ ଖାଇବ ସୁନ୍ ପାମ୍ପୁଡୀ ଖଣି ଅଂଚଳରେ ପଇସା ଅଛିତ ଦେଖା କମାଲ କିଏ ମନା କରୁଛି. ବାଳ ବିକି ସୁନୁ ପାମ୍ପଡ଼ ଖାଇଲା ଭଳି ପରିସ୍ଥିତି ଏବେ ଘଡେଇ ବାପପୁଅଙ୍କର ଖଣି ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ. ଏହି ଚଣ୍ଡାଳଙ୍କୁ ଆଉ କେଉଁ ଖଣି ମାଲିକ କି କାରଖାନା ମାଲିକ ପଇସା କାହିଁକି ଓ କି ସ୍ୱାର୍ଥରେ ଦେବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୁଅ ଏବେ ଓଏମସି ଠାରେ ଲୋକ ଲଗେଇ ଯେଉଁ ଗେଣ୍ଠୁ ମାରିବା କାଳିଆପାଣିରେ ଦେଖା ଦେଇଛି ତାହା ସୌରୀକ ସମ୍ପ୍ରଦାୟ ପ୍ରତି ନିଶ୍ଚୟ ଘୋର ଅପମାନ କହିଲେ କିଛି ଭୁଲ ହେବ ନାହିଁ. ଆଉ ଯେଉଁ କେତୋଟି ଲୋକ ଏହି ବାପପୁଅଙ୍କ କଥାରେ ମାତି ଚାଲିଛନ୍ତି ସେଠାରେ ଗାଣ୍ଡି ହଲା ନାଚ ଦେଖିବା ପାଇଁ ସେଣେ ବାପପୁଅ ବୁଦ୍ଧିରେ ପଡି ଯେ ନିଜ ପେଟକୁ ନାତ ମାରୁଛନ୍ତି ଏଡାଇ ଗଲେ ହେବ ନାହିଁ. ସୁକିନ୍ଦା ଏବେ ବିନାଶକୁ ଏଡାଇ ବିକାଶ ରାସ୍ତା ଧରିବାକୁ ଗଲା ବେଳେ ଏଥିରୁ ବିଚ୍ୟୁତ ହୋଇ ଯିବାକୁ ଯେଉଁମାନେ ବିନାଶକାରୀଙ୍କ ପିଛା ନ ଛାଡିବାକୁ ଚାଁହୁ ନାହାନ୍ତି ଭଲ କିନ୍ତୁ ବାପପୁଅଙ୍କ ସୁନ ପାମ୍ପୁଡ଼ି ଖାଇବା ଅବସ୍ଥା ନ ହେଉ.1
- ଯାଜପୁର ରୋଡ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ1