Shuru
Apke Nagar Ki App…
ସିନ୍ଧେକେଲା ମାଁ ଦୁଆରସେନି ମନ୍ଦିର ଚୋରି ଘଟଣା: ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାରେ ଆଦିବାସି
କଣ୍ଟାବାଞ୍ଜି ଖବର
ସିନ୍ଧେକେଲା ମାଁ ଦୁଆରସେନି ମନ୍ଦିର ଚୋରି ଘଟଣା: ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାରେ ଆଦିବାସି
More news from ଓଡ଼ିଶା and nearby areas
- ସିନ୍ଧେକେଲା ମାଁ ଦୁଆରସେନି ମନ୍ଦିର ଚୋରି ଘଟଣା: ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାରେ ଆଦିବାସି3
- 🇹🇯🌹💋🥺😄♥️🌹1
- ସରକାରୀ ଚାକିରୀ ନାଁ ରେ ଠକେଇ, ଦେଢ଼ କୋଟି ଟଙ୍କା ଠକେଇ ନେଇ ପାଞ୍ଚ ଅଭିଯୁକ୍ତ ଗିରଫ *ସରକାରୀ ଚାକିରି ନାଁରେ ଠକେଇ...* *- ବ୍ରହ୍ମପୁର: ସରକାରୀ ଚାକିରି ନାଁରେ ବଡ଼ ଠକେଇ* *- ୧.୫୦ କୋଟି ଟଙ୍କା ଠକେଇ ଅଭିଯୋଗରେ ୫ ଗିରଫ* *- ଦମ୍ପତିଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ବୈଦ୍ୟନାଥପୁର ପୋଲିସ* *- ସରକାରୀ ଚାକିରି ଦେବା ନାଁରେ ବେକାର ଯୁବକ-ଯୁବତୀଙ୍କୁ ଠକେଇ* *- ୯୮ ଲକ୍ଷ ଟଙ୍କା ନଗଦ ହସ୍ତାନ୍ତର ହୋଇଥିବା ଅଭିଯୋଗ* *- ପ୍ରାର୍ଥୀଙ୍କ ଅରିଜିନାଲ୍ ସାର୍ଟିଫିକେଟ୍ ରଖିଥିବା ଅଭିଯୋଗ* *- ନକଲି ନିଯୁକ୍ତିପତ୍ର, ଯୋଗଦାନ ପତ୍ର ଓ ରସିଦ ଜବତ* *- ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ*1
- ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ MISAAL ପ୍ରକଳ୍ପର ଶୁଭାରମ୍ଭ l ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l ବୌଦ୍ଧ, ତା.୨୫/୦୮: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ। ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l3
- ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଶିଶୁ ସୁରକ୍ଷା ସହାୟକ ଦେବାଶିଷ ଖଟୁଆ, ସେହି ଗ୍ରାମ ର ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ, ଆଶା, ଅଙ୍ଗନୱାଡି, ୱାର୍ଡ ସଭ୍ୟ, କିଶୋରୀ ବାଳିକା SHG ମା ଏବଂ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ବୈଠକରେ ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟକ ବନିତା ମନ୍ତ୍ରୀ ପରିଚାଳନା କରିଥିଲେ l ବୈଠକରେ ବାଲ୍ୟ ବିବାହକୁ କିପରି ରୋକାଯାଇପାରିବ, ବାଲ୍ୟ ବିବାହର କୁପରିଣାମ ଓ ଆଇନଗତ ଦଣ୍ଡବିଧାନ, ଶିଶୁଙ୍କ ଅଧିକାର, ଶିଶୁ ଚାଲାଣ ନିରୋଧ, ଶିଶୁ ଶ୍ରମିକ ସମସ୍ୟା, ଶିଶୁ ଯୌନ ନିର୍ଯାତନା ଓ ସମ୍ପର୍କିତ ଆଇନ, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଗଠନ, ଶିଶୁ ସୁରକ୍ଷା ପାଇଁ ଚାଇଲ୍ଡ ହେଲ୍ପଲାଇନ୍ ସେବା, ଶିଶୁମାନଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସହ ଗ୍ରାମବାସୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ କିପରି ସଂଯୋଗ ଲିଙ୍କେଜ୍ କରାଯିବ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଗ୍ରାମବାସୀ ମାନେ ଶିଶୁ ସୁରକ୍ଷା କ୍ଷେତ୍ରରେ ସମାଜର ସକ୍ରିୟ ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ବାଲ୍ୟ ବିବାହ, ଶିଶୁ ଶ୍ରମ, ଶିଶୁ ଚାଲାଣ ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସା ରୋକିବା ପାଇଁ ସମସ୍ତଙ୍କୁ ସଚେତନ ହୋଇ ଏକାଠି କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।2
- ବେହାଲ ହେଲାଣୀ କଣ୍ଟାମାଳ- ତରଭାର ବିଜୁ ସେତୁ ରାସ୍ତା । ଖାଲ ଖମାରେ ଭର୍ତ୍ତୀ ବର୍ଷାଜଳ । ସଂଧ୍ୟାରେ ରାସ୍ତାରେ ଯିବାକୁ ଭୟ କରୁଛନ୍ତି ବାଇକ ଚାଳକ । ଦିନରେ ଗୋଡ଼,ଧୋଇବା, ରାତିରେ ଶୌଚ ହେବା ପାଲଟିଛି କଣ୍ଟାମାଳ-ତରଭାର ବିଜୁ ସେତୁ ରାସ୍ତା । ଭିଡ଼ିଓଟିକୁ ଭଲରେ ଦେଖନ୍ତୁ ।ଏହେଉଛି କଣ୍ଟାମାଳ ତହସିଲ କାର୍ଯ୍ୟାଳୟର ସମ୍ମୁଖ ତରଭା କୁ ସଂଲଗ୍ନ ରାସ୍ତା । ବିଭାଗୀୟ ଅଧିକାରୀ ଚୁପ1
- ଶିଶୁ ଶ୍ରମିକ, ବାଲ୍ୟବିବାହ ଏବଂ ଶିଶୁ ଭିକ୍ଷା ବୃତ୍ତି ଓ ଶିଶୁ ସୁରକ୍ଷା ସମସ୍ୟାକୁ ରୋକିବା ପାଇଁ କାର୍ଯ୍ୟ ଯୋଜନା ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା ରିତେଶ କୁମାର ମୁଣ୍ଡ, ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ଭବାନପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରସାଶନ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ, ବାଲ୍ୟ ବିବାହ ଏବଂ ଶିଶୁ ଭିକ୍ଷାବୃତ୍ତି, ଶିଶୁ ଦେଶାନ୍ତର ଭଳି ଗୁରୁତର ଶିଶୁ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି,ସମ୍ମାନିତ ଅତିଥି ଭାବେ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି,ଡାକ୍ତର ନିହାରେନ୍ଦ୍ର ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କଳାହାଣ୍ଡି, ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ଅଧ୍ଯକ୍ଷା ଶିଶୁ ମଙ୍ଗଳ ସମିତି କଳାହାଣ୍ଡି, ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟ ଅନୁଷ୍ଠାନ ପ୍ରମୁଖ ମଞ୍ଚାସିନ ଥିଲେ। କର୍ମଶାଳାର ମୁଖ୍ୟ ତାଲିମଦାତା ଭାବରେ ଶ୍ରୀଘାସିରାମ ପଣ୍ଡା ପରାମର୍ଶ ଦାତା ୟୁନିସେଫ ଭୁବନେଶ୍ୱର, ଡକ୍ଟର ଅଜୟ କୁମାର ମିଶ୍ର, ଶିକ୍ଷାବିତ୍ ତଥା ପୁର୍ବତନ ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି କଳାହାଣ୍ଡି ଓ ଶ୍ରୀମତି ଲକ୍ଷ୍ମୀ ସିଂ ପୁର୍ବତନ ଶିଶୁ ସୁରକ୍ଷା ଅଧିକାରୀ ବଲାଙ୍ଗୀର ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଲ୍ୟ ବିବାହ ଏବଂ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ବ୍ୟାପକ ସଚେତନତା ଅଭିଯାନ ଚଲାଇବା,ଭିକ୍ଷାବୃତ୍ତି ଓ ଶ୍ରମରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷା, ମାଗଣା ହିତାଧିକାରୀ ଶିକ୍ଷା ଏବଂ ପୁନର୍ବାସ ଯୋଗାଇଦେବା, ଶିଶୁ ଅଧିକାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ଶିଶୁ ନିୟୋଜକ ମାନଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରିବା, ଶିଶୁ ଅଧିକାର ଓ ସରକାରୀ ବ୍ୟବସ୍ଥାକୁ ସୁଚାରୁ ରୁପେ କାର୍ଯ୍ଯ କରିବା, ୧୦୯୮କୁ ବ୍ଯବହାର କରିବା, ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ପୁଅ ଝିଅଙ୍କ ଶିକ୍ଷା ପାଇଁ ସରକାରୀ ଯୋଜନାର ସହାୟତା, ଅନେଶ୍ୱା କାର୍ଯ୍ଯକ୍ରମ,ପ୍ରେରଣା କେନ୍ଦ୍ରର କାର୍ଯ୍ୟକାରୀତା, ଶିଶୁ ସ୍ୱାସ୍ଥ୍ୟ,ଶିଶୁ ଶ୍ରମିକ କୁପ୍ରଥା ବିରୁଦ୍ଧରେ ଲଢ଼ିବା, ପୁଲିସର ଦାୟିତ୍ୱ ଓ ସରକାରୀ ବ୍ୟବସ୍ଥା, ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ ଙ୍କ ଭୂମିକା,ବାଲ୍ୟ ବିବାହ ମୁକ୍ତ ଭାରତ, ମାନବ ଚାଲାଣ ନିବାରଣ ଏବଂ ଓ ପ୍ରକ୍ରିୟା, ଶିଶୁ ମଙ୍ଗଳ ସମିତିର କାର୍ଯ୍ଯ ଓ ଶିଶୁ ସୁରକ୍ଷା ସମିତି କାର୍ଯ୍ୟ,୨୪ ଘଣ୍ଟିଆ ଜରୁରୀକାଳୀନ ଯତ୍ନ ଓ ଶିଶୁଙ୍କ ଆଇନ ଓ ନ୍ୟାୟ ସୁଯୋଗ ପାଇବା ଉପରେ ବିସ୍ତୃତ ଭାବରେ ସଚେତନା କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ସମିତି,ପୁଲିସ୍, ଶ୍ରମ ବିଭାଗ, ମହିଳା ଓ ଶିଶୁ ବିକାଶ,ଶିକ୍ଷା ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନଙ୍କ ମଧ୍ୟରେ ମିଳିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା କରାଯାଇଥିଲା। ତାପରେ ଉପସ୍ଥିତ ଅଂଶଗ୍ରହଣକାରି ପ୍ରଶ୍ନ ପଚାରି ସମସ୍ୟାର ସମାଧାନ ଚାହିଁଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମ, ପୋଲିସ, ମହିଳା ଓ ଶିଶୁ ବିକାଶ, ଶିଶୁ ମଙ୍ଗଳ ସମିତି, କିଶୋର ନ୍ୟାୟ ବୋର୍ଡ,ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ୍ୟ ଓ ପଞ୍ଚାୟତ ଶିଶୁ ସୁରକ୍ଷା ସମିତି ତଥା ଅନ୍ୟ ବିଭାଗୀୟ ଅଧିକାରୀ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କର୍ତ୍ତଵ୍ୟ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ।ଶେଷରେ ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟଙ୍କ ଧନ୍ଯବାଦ ଅର୍ପଣ ପରେ କର୍ମଶାଳା ସମାପ୍ତ ହୋଇଥିଲା dist repoter 8260514413 ଶିଶୁ ଶ୍ରମିକ, ବାଲ୍ୟବିବାହ ଏବଂ ଶିଶୁ ଭିକ୍ଷା ବୃତ୍ତି ଓ ଶିଶୁ ସୁରକ୍ଷା ସମସ୍ୟାକୁ ରୋକିବା ପାଇଁ କାର୍ଯ୍ୟ ଯୋଜନା ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା ରିତେଶ କୁମାର ମୁଣ୍ଡ, ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ଭବାନପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରସାଶନ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ, ବାଲ୍ୟ ବିବାହ ଏବଂ ଶିଶୁ ଭିକ୍ଷାବୃତ୍ତି, ଶିଶୁ ଦେଶାନ୍ତର ଭଳି ଗୁରୁତର ଶିଶୁ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି,ସମ୍ମାନିତ ଅତିଥି ଭାବେ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି,ଡାକ୍ତର ନିହାରେନ୍ଦ୍ର ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କଳାହାଣ୍ଡି, ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ଅଧ୍ଯକ୍ଷା ଶିଶୁ ମଙ୍ଗଳ ସମିତି କଳାହାଣ୍ଡି, ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟ ଅନୁଷ୍ଠାନ ପ୍ରମୁଖ ମଞ୍ଚାସିନ ଥିଲେ। କର୍ମଶାଳାର ମୁଖ୍ୟ ତାଲିମଦାତା ଭାବରେ ଶ୍ରୀଘାସିରାମ ପଣ୍ଡା ପରାମର୍ଶ ଦାତା ୟୁନିସେଫ ଭୁବନେଶ୍ୱର, ଡକ୍ଟର ଅଜୟ କୁମାର ମିଶ୍ର, ଶିକ୍ଷାବିତ୍ ତଥା ପୁର୍ବତନ ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି କଳାହାଣ୍ଡି ଓ ଶ୍ରୀମତି ଲକ୍ଷ୍ମୀ ସିଂ ପୁର୍ବତନ ଶିଶୁ ସୁରକ୍ଷା ଅଧିକାରୀ ବଲାଙ୍ଗୀର ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଲ୍ୟ ବିବାହ ଏବଂ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ବ୍ୟାପକ ସଚେତନତା ଅଭିଯାନ ଚଲାଇବା,ଭିକ୍ଷାବୃତ୍ତି ଓ ଶ୍ରମରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷା, ମାଗଣା ହିତାଧିକାରୀ ଶିକ୍ଷା ଏବଂ ପୁନର୍ବାସ ଯୋଗାଇଦେବା, ଶିଶୁ ଅଧିକାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ଶିଶୁ ନିୟୋଜକ ମାନଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରିବା, ଶିଶୁ ଅଧିକାର ଓ ସରକାରୀ ବ୍ୟବସ୍ଥାକୁ ସୁଚାରୁ ରୁପେ କାର୍ଯ୍ଯ କରିବା, ୧୦୯୮କୁ ବ୍ଯବହାର କରିବା, ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ପୁଅ ଝିଅଙ୍କ ଶିକ୍ଷା ପାଇଁ ସରକାରୀ ଯୋଜନାର ସହାୟତା, ଅନେଶ୍ୱା କାର୍ଯ୍ଯକ୍ରମ,ପ୍ରେରଣା କେନ୍ଦ୍ରର କାର୍ଯ୍ୟକାରୀତା, ଶିଶୁ ସ୍ୱାସ୍ଥ୍ୟ,ଶିଶୁ ଶ୍ରମିକ କୁପ୍ରଥା ବିରୁଦ୍ଧରେ ଲଢ଼ିବା, ପୁଲିସର ଦାୟିତ୍ୱ ଓ ସରକାରୀ ବ୍ୟବସ୍ଥା, ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ ଙ୍କ ଭୂମିକା,ବାଲ୍ୟ ବିବାହ ମୁକ୍ତ ଭାରତ, ମାନବ ଚାଲାଣ ନିବାରଣ ଏବଂ ଓ ପ୍ରକ୍ରିୟା, ଶିଶୁ ମଙ୍ଗଳ ସମିତିର କାର୍ଯ୍ଯ ଓ ଶିଶୁ ସୁରକ୍ଷା ସମିତି କାର୍ଯ୍ୟ,୨୪ ଘଣ୍ଟିଆ ଜରୁରୀକାଳୀନ ଯତ୍ନ ଓ ଶିଶୁଙ୍କ ଆଇନ ଓ ନ୍ୟାୟ ସୁଯୋଗ ପାଇବା ଉପରେ ବିସ୍ତୃତ ଭାବରେ ସଚେତନା କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ସମିତି,ପୁଲିସ୍, ଶ୍ରମ ବିଭାଗ, ମହିଳା ଓ ଶିଶୁ ବିକାଶ,ଶିକ୍ଷା ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନଙ୍କ ମଧ୍ୟରେ ମିଳିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା କରାଯାଇଥିଲା। ତାପରେ ଉପସ୍ଥିତ ଅଂଶଗ୍ରହଣକାରି ପ୍ରଶ୍ନ ପଚାରି ସମସ୍ୟାର ସମାଧାନ ଚାହିଁଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମ, ପୋଲିସ, ମହିଳା ଓ ଶିଶୁ ବିକାଶ, ଶିଶୁ ମଙ୍ଗଳ ସମିତି, କିଶୋର ନ୍ୟାୟ ବୋର୍ଡ,ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ୍ୟ ଓ ପଞ୍ଚାୟତ ଶିଶୁ ସୁରକ୍ଷା ସମିତି ତଥା ଅନ୍ୟ ବିଭାଗୀୟ ଅଧିକାରୀ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କର୍ତ୍ତଵ୍ୟ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ।ଶେଷରେ ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟଙ୍କ ଧନ୍ଯବାଦ ଅର୍ପଣ ପରେ କର୍ମଶାଳା ସମାପ୍ତ ହୋଇଥିଲା4
- କାଦୁଅ ରାସ୍ତାରେ ହନ୍ତସନ୍ତ କରଡସିଂହ କନ୍ଧସାହି ବାସିନ୍ଦା।,,,,,,, କାଦୁଅ ରାସ୍ତାରେ ହନ୍ତସନ୍ତ କରଡସିଂହ କନ୍ଧସାହି ବାସିନ୍ଦା। ତା୨୫/୦୮/୨୦୨୬,ମଙ୍ଗଳବାର/କଳାଙ୍ଗ, ଓଡ଼ାପଡ଼ା, ଢେଙ୍କାନାଳ, (ରିପୋର୍ଟ ବିଭୁ ପ୍ରସାଦ ଶତପଥୀ) ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ କଳାଙ୍ଗ ଗ୍ରାମପଞ୍ଚାୟତର କରଡସିଂହ କନ୍ଧସାହିର ରାସ୍ତା ଅବସ୍ଥା। ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅ ପାଲଟିଛି। ଉକ୍ତ ରାସ୍ତାଦେଇ ପ୍ରତ୍ୟେକ ଦିନ ଯିବାଆସିବା ଠାରୁ ଅତି ଆବଶ୍ୟକ ଦ୍ରବ୍ୟ ନେବା ଆଣିବା ପ୍ରସବ କଲେ ଡୋଳାରେ ବୋହିକି ନେବା ୧୦୮ ଆମ୍ବୁଲାନ୍ସ ସେହି ରାସ୍ତାଦେଇ କାଦୁଅରେ ନ ଆସିବା ପିଇବା ପାଣି ସମସ୍ୟା ହାତୀ ସାହିରେ ପଶି କ୍ଷୟକ୍ଷତି କରିବା ସାହି ବାସିନ୍ଦାମାନେ ଘୋର ସମସ୍ୟାଦେଇ ଗତି କରୁଛନ୍ତି। ଏହି କନ୍ଧସାହିରେ ପ୍ରାୟ ୬୦ ପରିବାର ବସବାସ କରୁଛନ୍ତି। ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ସାହି ରାସ୍ତାଟି ସମ୍ପୂର୍ଣ ଭାବେ କାଦୁଅ ସରସର ହୋଇ ରହିଛି। କନ୍ଧ ସାହିବାସିନ୍ଦା ଘରୁ ବାହାରକୁ ଚଳାଚଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ସାହି ରାସ୍ତାଟି ସମ୍ପୂର୍ଣ ଭାବେ କାଦୁଅ ସରସର ହୋଇ ରହିଛି। ତା ସହିତ ହାତୀ ଆକ୍ରମଣରରୁ ରକ୍ଷା ପାଇବା ପାଇଁ ସୋଲାର ତାରବାଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି କନ୍ଧସାହି ବାସିନ୍ଦାମାନେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆମ୍ଭ ମାନଙ୍କର ଅଭିଯୋଗକୁ କେହି ଶୁଣୁ ନାହାନ୍ତି ବୋଲି ସେମାନେ କହିଛନ୍ତି। ଏଣୁ ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ କନ୍ଧସାହି ବାସିନ୍ଦାମାନେ ନିବେଦନ କରିଛନ୍ତି।1