logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଉଦଳା ଖଣ୍ଡିହୁଡି ମା ତାରିଣୀଙ୍କ ପବିତ୍ର ପୀଠରେ ଦେବ ଦେବ ମହାଦେବ ମହାକାଳେଶ୍ୱରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଆଜ୍ଞାମାଳ। ଉଦଳା ଖଣ୍ଡିହୁଡି ମା ତାରିଣୀଙ୍କ ପବିତ୍ର ପୀଠରେ ଦେବ ଦେବ ମହାଦେବ ମହାକାଳେଶ୍ୱରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଆଜ୍ଞାମାଳ। ଉଦଳାରେ ଆଜ୍ଞାମାଳ ପହଞ୍ଚିବା ପରେ ଭକ୍ତିମୟ ପରିବେଶରେ ଭବ୍ୟ ଶୋଭାଯାତ୍ରା ଆରମ୍ଭ ହୋଇଛି। ଢୋଲ, ଘଣ୍ଟ, ହରିନାମ ଓ ଜୟଘୋଷରେ ଗୁଞ୍ଜିଉଠିଛି ସମଗ୍ର ଅଞ୍ଚଳ। ଭକ୍ତମାନେ ଦୀପ, ଧୂପ ଓ ପୁଷ୍ପ ନେଇ ଭଗବାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ମହାଦେବଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହ ଦେଖାଦେଇଛି। ଶତାଧିକ ଭକ୍ତଙ୍କ ସମାଗମରେ ଉଦଳା ଭକ୍ତିର ମହୋତ୍ସବରେ ପରିଣତ ହୋଇଛି

2 hrs ago
user_Rajib Behera
Rajib Behera
ସାମ୍ବାଦିକ Mayurbhanj, Odisha•
2 hrs ago

ଉଦଳା ଖଣ୍ଡିହୁଡି ମା ତାରିଣୀଙ୍କ ପବିତ୍ର ପୀଠରେ ଦେବ ଦେବ ମହାଦେବ ମହାକାଳେଶ୍ୱରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଆଜ୍ଞାମାଳ। ଉଦଳା ଖଣ୍ଡିହୁଡି ମା ତାରିଣୀଙ୍କ ପବିତ୍ର ପୀଠରେ ଦେବ ଦେବ ମହାଦେବ ମହାକାଳେଶ୍ୱରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଆଜ୍ଞାମାଳ। ଉଦଳାରେ ଆଜ୍ଞାମାଳ ପହଞ୍ଚିବା ପରେ ଭକ୍ତିମୟ ପରିବେଶରେ ଭବ୍ୟ ଶୋଭାଯାତ୍ରା ଆରମ୍ଭ ହୋଇଛି। ଢୋଲ, ଘଣ୍ଟ, ହରିନାମ ଓ ଜୟଘୋଷରେ ଗୁଞ୍ଜିଉଠିଛି ସମଗ୍ର ଅଞ୍ଚଳ। ଭକ୍ତମାନେ ଦୀପ, ଧୂପ ଓ ପୁଷ୍ପ ନେଇ ଭଗବାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ମହାଦେବଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହ ଦେଖାଦେଇଛି। ଶତାଧିକ ଭକ୍ତଙ୍କ ସମାଗମରେ ଉଦଳା ଭକ୍ତିର ମହୋତ୍ସବରେ ପରିଣତ ହୋଇଛି

More news from Odisha and nearby areas
  • ଉଦଳା ଖଣ୍ଡିହୁଡି ମା ତାରିଣୀଙ୍କ ପବିତ୍ର ପୀଠରେ ଦେବ ଦେବ ମହାଦେବ ମହାକାଳେଶ୍ୱରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଆଜ୍ଞାମାଳ। ଉଦଳାରେ ଆଜ୍ଞାମାଳ ପହଞ୍ଚିବା ପରେ ଭକ୍ତିମୟ ପରିବେଶରେ ଭବ୍ୟ ଶୋଭାଯାତ୍ରା ଆରମ୍ଭ ହୋଇଛି। ଢୋଲ, ଘଣ୍ଟ, ହରିନାମ ଓ ଜୟଘୋଷରେ ଗୁଞ୍ଜିଉଠିଛି ସମଗ୍ର ଅଞ୍ଚଳ। ଭକ୍ତମାନେ ଦୀପ, ଧୂପ ଓ ପୁଷ୍ପ ନେଇ ଭଗବାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ମହାଦେବଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହ ଦେଖାଦେଇଛି। ଶତାଧିକ ଭକ୍ତଙ୍କ ସମାଗମରେ ଉଦଳା ଭକ୍ତିର ମହୋତ୍ସବରେ ପରିଣତ ହୋଇଛି
    1
    ଉଦଳା ଖଣ୍ଡିହୁଡି ମା ତାରିଣୀଙ୍କ ପବିତ୍ର ପୀଠରେ ଦେବ ଦେବ ମହାଦେବ ମହାକାଳେଶ୍ୱରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଆଜ୍ଞାମାଳ।
ଉଦଳାରେ ଆଜ୍ଞାମାଳ ପହଞ୍ଚିବା ପରେ ଭକ୍ତିମୟ ପରିବେଶରେ ଭବ୍ୟ ଶୋଭାଯାତ୍ରା ଆରମ୍ଭ ହୋଇଛି। ଢୋଲ, ଘଣ୍ଟ, ହରିନାମ ଓ ଜୟଘୋଷରେ ଗୁଞ୍ଜିଉଠିଛି ସମଗ୍ର ଅଞ୍ଚଳ। ଭକ୍ତମାନେ ଦୀପ, ଧୂପ ଓ ପୁଷ୍ପ ନେଇ ଭଗବାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି।
ମହାଦେବଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହ ଦେଖାଦେଇଛି। ଶତାଧିକ ଭକ୍ତଙ୍କ ସମାଗମରେ ଉଦଳା ଭକ୍ତିର ମହୋତ୍ସବରେ ପରିଣତ ହୋଇଛି
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    2 hrs ago
  • ବାରିପଦା ରେ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ 500 କଳସ ଯାତ୍ରା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ବୋହିଲେ ଘଟ।
    1
    ବାରିପଦା ରେ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ 500 କଳସ ଯାତ୍ରା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ବୋହିଲେ ଘଟ।
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    55 min ago
  • Post by Mayurbhanj Live
    1
    Post by Mayurbhanj Live
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • ଜୟ ନାରୟଣ ମାରିଦେଲେ ବାଣ ନବୀନ ଆଉ ପଣ୍ଡିଆନ ଙ୍କୁ ୧୦ ହଜାର କୋଟି ର ମାଲିକ କୁ #News #Jayanarayan #odianews #bhubaneswar #sambalpur #cuttack #khurdha#breaking
    1
    ଜୟ ନାରୟଣ ମାରିଦେଲେ ବାଣ ନବୀନ ଆଉ ପଣ୍ଡିଆନ ଙ୍କୁ ୧୦ ହଜାର କୋଟି ର ମାଲିକ କୁ 
#News #Jayanarayan #odianews #bhubaneswar #sambalpur #cuttack #khurdha#breaking
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • ବାରିପଦା ରେ ପୁଣି ମାତିଛି ଛୁଆଚୋରୀ ରାକେଟ । ସ୍ପଷ୍ଟ ଦିନ ଆଲୁଅ ରେ ପୁଣି ବଜାର ଭିଡ଼ ଭିତରୁ ଛୁଆ ଉଠାଇ ନଉଛି ଚୋର। ଏମିତି ଏକ ଛୁଆଚୋରୀ ର ସିସି ଟିଭି ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସୌଭାଗ୍ୟ ବଶତଃ ଜଣେ ୧୧ବର୍ଷ ର ଛୁଆ ଅପହରଣ ହେଉ ହେଉ କୌଣସି ମତେ ବର୍ତ୍ତି ଯାଇଛି। ଦେଖନ୍ତୁ ପୁରା ରିପୋର୍ଟ #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #update Date - 16.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    ବାରିପଦା ରେ ପୁଣି ମାତିଛି ଛୁଆଚୋରୀ ରାକେଟ । ସ୍ପଷ୍ଟ ଦିନ ଆଲୁଅ ରେ ପୁଣି ବଜାର ଭିଡ଼ ଭିତରୁ ଛୁଆ ଉଠାଇ ନଉଛି ଚୋର। ଏମିତି ଏକ  ଛୁଆଚୋରୀ ର ସିସି ଟିଭି ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସୌଭାଗ୍ୟ ବଶତଃ ଜଣେ ୧୧ବର୍ଷ ର ଛୁଆ ଅପହରଣ ହେଉ ହେଉ କୌଣସି ମତେ ବର୍ତ୍ତି ଯାଇଛି। ଦେଖନ୍ତୁ ପୁରା ରିପୋର୍ଟ
#news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #update
Date - 16.02.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • କରଞ୍ଜିଆ,୧୮/୨(ପାର୍ଥ ପ୍ରଶନ୍ନ ମିଶ୍ର): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗସ୍ତରେ ଆଜି ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା ଆସି ସ୍ଥାନୀୟ ବାଇପାସ୍ ଛକ ଠାରେ ପହଞ୍ଚିବା ପରେ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଭୁବନ ବିହାରି ସାହୁ,ରାଜ୍ୟ ସମ୍ପାଦକ ଲକ୍ଷ୍ମୀଧର ସିଂ,ନାରୀନେତ୍ରୀ ଜବାମଣି ଟୁଡୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପରେ ସେ ୱାର୍ଡ ନମ୍ୱର ୯ ଠାରେ ଏକ ନବନିର୍ମିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାପରେ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଥିଲେ।
    1
    କରଞ୍ଜିଆ,୧୮/୨(ପାର୍ଥ ପ୍ରଶନ୍ନ ମିଶ୍ର): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗସ୍ତରେ ଆଜି ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା ଆସି ସ୍ଥାନୀୟ ବାଇପାସ୍ ଛକ ଠାରେ ପହଞ୍ଚିବା ପରେ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଭୁବନ ବିହାରି ସାହୁ,ରାଜ୍ୟ ସମ୍ପାଦକ ଲକ୍ଷ୍ମୀଧର ସିଂ,ନାରୀନେତ୍ରୀ ଜବାମଣି ଟୁଡୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପରେ ସେ ୱାର୍ଡ ନମ୍ୱର ୯ ଠାରେ ଏକ ନବନିର୍ମିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାପରେ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଥିଲେ।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    1 hr ago
  • Post by Rajib Behera
    3
    Post by Rajib Behera
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.