ବାପଛେଉଣ୍ଡ ଝିଅର ଦୃଢ଼ଇଛlଶକ୍ତି, କଠିଣ ପରିଶ୍ରମ ଓ ସୁ- ଚାରିତ୍ରିକ ଗୁଣ ଆଗରେ ଦାରିଦ୍ର୍ୟତାର କଷାଘାତ ମୁଣ୍ଡ ନୁଆଇଁ ଭାଗ୍ୟ ଆକାଶର ଘଟିଛି ନୂତନ ସୁର୍ଯୋଦୟ l ବାପଛେଉଣ୍ଡ ଝିଅର ଦୃଢ଼ଇଛlଶକ୍ତି, କଠିଣ ପରିଶ୍ରମ ଓ ସୁ- ଚାରିତ୍ରିକ ଗୁଣ ଆଗରେ ଦାରିଦ୍ର୍ୟତାର କଷାଘାତ ମୁଣ୍ଡ ନୁଆଇଁ ଭାଗ୍ୟ ଆକାଶର ଘଟିଛି ନୂତନ ସୁର୍ଯୋଦୟ l ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭାରୀରେ ଜନ୍ମିତ ବାପଛେଉଣ୍ଡା ଝିଅର ଦୃଢ଼ଇଛlଶକ୍ତି, କଠିଣ ପରିଶ୍ରମ ଓ ଚlରିତ୍ରିକ ସୁ - ଗୁଣ ଆଗରେ ଦାରିଦ୍ର୍ୟତାର କଷାଘାତ ମୁଣ୍ଡ ନୁଆଇଁ ଯଜ୍ଞସେନୀ ମହକୁରଙ୍କ ଭାଗ୍ୟ ଆକାଶର ଘଟିଛି ନୂତନ ସୁର୍ଯୋଦୟ l ପିତା - ଚନ୍ଦ୍ରଶେଖର ମହାକୁରଙ୍କ ମୃତ୍ୟ ପରେ ମାତା ନିରେନ୍ଦ୍ରୀ ମାହାକୁର ଲେବର କାମକରି ପାଠ ପଢ଼ାଇ ଥିଲେ l ସେ କୁମ୍ଭାରୀ ହାଇସ୍କୁଲରେ ୮୮.୩୩ ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ l ଏହା ପରେ ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟ କଦଳିପାଲି+୨ କଳାରେ ୭୮.୩୩ପ୍ରତିଶତ ମାର୍କ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ l ବର୍ତ୍ତମାନ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର।ରାଜନୀତି ବିଜ୍ଞାନରେ ଟପର ହୋଇଛନ୍ତି l ଝିଅର ସଫଳତାକୁ ନେଇ ଅସହାୟ ମା,ଆତ୍ମୀୟ ସ୍ୱ - ଜନ,ଗୁରୁମା ଓ ଗୁରୁବା ମାନଙ୍କ ମହଲରେ ଆନନ୍ଦ ଲହରୀ ଖେଳିଯାଇଛି l ସେ ପ୍ରଶ୍ନର ପ୍ରତ୍ୟୁତ୍ତରରେ ମଣିଷ ଗଢା କାରଖାନାର ବିନ୍ଧାଣୀ ହୋଇ ମଣିଷ ପରି ମଣିଷ ଗଢି ତୋଳିବୀ ବୋଲି କହିଛନ୍ତି l

- ବାପଛେଉଣ୍ଡ ଝିଅର ଦୃଢ଼ଇଛlଶକ୍ତି, କଠିଣ ପରିଶ୍ରମ ଓ ସୁ- ଚାରିତ୍ରିକ ଗୁଣ ଆଗରେ ଦାରିଦ୍ର୍ୟତାର କଷାଘାତ ମୁଣ୍ଡ ନୁଆଇଁ ଭାଗ୍ୟ ଆକାଶର ଘଟିଛି ନୂତନ ସୁର୍ଯୋଦୟ l ବାପଛେଉଣ୍ଡ ଝିଅର ଦୃଢ଼ଇଛlଶକ୍ତି, କଠିଣ ପରିଶ୍ରମ ଓ ସୁ- ଚାରିତ୍ରିକ ଗୁଣ ଆଗରେ ଦାରିଦ୍ର୍ୟତାର କଷାଘାତ ମୁଣ୍ଡ ନୁଆଇଁ ଭାଗ୍ୟ ଆକାଶର ଘଟିଛି ନୂତନ ସୁର୍ଯୋଦୟ l ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭାରୀରେ ଜନ୍ମିତ ବାପଛେଉଣ୍ଡା ଝିଅର ଦୃଢ଼ଇଛlଶକ୍ତି, କଠିଣ ପରିଶ୍ରମ ଓ ଚlରିତ୍ରିକ ସୁ - ଗୁଣ ଆଗରେ ଦାରିଦ୍ର୍ୟତାର କଷାଘାତ ମୁଣ୍ଡ ନୁଆଇଁ ଯଜ୍ଞସେନୀ ମହକୁରଙ୍କ ଭାଗ୍ୟ ଆକାଶର ଘଟିଛି ନୂତନ ସୁର୍ଯୋଦୟ l ପିତା - ଚନ୍ଦ୍ରଶେଖର ମହାକୁରଙ୍କ ମୃତ୍ୟ ପରେ ମାତା ନିରେନ୍ଦ୍ରୀ ମାହାକୁର ଲେବର କାମକରି ପାଠ ପଢ଼ାଇ ଥିଲେ l ସେ କୁମ୍ଭାରୀ ହାଇସ୍କୁଲରେ ୮୮.୩୩ ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ l ଏହା ପରେ ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟ କଦଳିପାଲି+୨ କଳାରେ ୭୮.୩୩ପ୍ରତିଶତ ମାର୍କ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ l ବର୍ତ୍ତମାନ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର।ରାଜନୀତି ବିଜ୍ଞାନରେ ଟପର ହୋଇଛନ୍ତି l ଝିଅର ସଫଳତାକୁ ନେଇ ଅସହାୟ ମା,ଆତ୍ମୀୟ ସ୍ୱ - ଜନ,ଗୁରୁମା ଓ ଗୁରୁବା ମାନଙ୍କ ମହଲରେ ଆନନ୍ଦ ଲହରୀ ଖେଳିଯାଇଛି l ସେ ପ୍ରଶ୍ନର ପ୍ରତ୍ୟୁତ୍ତରରେ ମଣିଷ ଗଢା କାରଖାନାର ବିନ୍ଧାଣୀ ହୋଇ ମଣିଷ ପରି ମଣିଷ ଗଢି ତୋଳିବୀ ବୋଲି କହିଛନ୍ତି l1
- ଓଡ଼ିଶା ସରକାର ଦୁର୍ନୀତି ଓ ଅନିୟମିତତାକୁ ଆଦୌ ପ୍ରଶ୍ରୟ ଦେବେନି ବୋଲି ଘୋଷଣା କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କାହାକୁ ବି ଛଡ଼ାଯିବ ନାହିଁ।1
- ଝାରସୁଗୁଡ଼ା ବଡ଼େଇ ମୁଣ୍ଡା କାଳୀ ମନ୍ଦିର ରାସ୍ତାରେ ନିଶାସକ୍ତ ଟେମ୍ପୋ ଡ୍ରାଇଭର ପ୍ରଥମେ ୨ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡ଼ିଛି। ଗାଡ଼ିର ଡ୍ରାଇଭର ଓ ହେଲ୍ପର ଅତ୍ୟଧିକ ମାତ୍ରାରେ ନିଶାସକ୍ତ ଥିବା ଦେଖିବାକୁ ମିଳିଛି।1
- ଗେସ ନେବା ପାଇଁ ଲମ୍ବା ଲାଇନରେ ଲୋକେ l ସୋନପୁର ସହର ପୁଷ୍ପଲତା ଗେସ ଏଜେନ୍ସିରୁ ଗେସ ନେବା ପାଇଁ ପ୍ରଚଣ୍ଡ ଖରାରେ ଲୋକେ ଲମ୍ବା ଲାଇନରେ ଥିବା ଦେଖିବାକୁ ମିଳିଥିଲା1
- ସୁବର୍ଣ୍ଣପୁର ଦାମୀ କାର ରେ ହେଉଥିଲା ଗଞ୍ଜେଇ ଚାଲାଣ ମାଡ଼ିବସିଲା ପୋଲିସ l ଗାଡ଼ି ଛାଡି ଫେରାର ଗଞ୍ଜେଇ ମାଫିଆ l ୨ କୁଇଣ୍ଟାଲ ୭୨ କେଜି ଗଞ୍ଜେଇ ସହ ଗାଡ଼ି ଜବତ l1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୧/୦୫/୨୦୨୬ ସୋମଵାର । ସଂଦ୍ଧ୍ଯା ୫ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- #ଆଶାକର୍ମୀ_ନିଯୁକ୍ତ_ଦାବିରେ_ଉପର_ଫବସି_ଗ୍ରାମବାସୀ #ସୁବର୍ଣ୍ଣପୁର_ଜ଼ିଲ୍ଲାପାଳଙ୍କ_ଦ୍ୱାରସ୍ତ.. #rishitv #appointment #sonepur #subarnapur #village #people #ashamarmi #demand #highlighted #viralpost ସୁବର୍ଣ୍ଣପୁର ଜ଼ିଲ୍ଲା ଫବସି ଗ୍ରାମବାସୀ ଆଶାକର୍ମୀ ନିଯୁକ୍ତି ଦାବିରେ ଜ଼ିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ.....ଯୁଗ୍ମ ଅଭିଯୋଗ ଶୁଣାଣୀ ରେ ଗ୍ରାମବାସୀ ଅଭିଯୋଗ କରିଥିଲେ ହେ ଏପର୍ଯ୍ୟନ୍ତ ତାଙ୍କୁ କିଛି ସୁଫଳ ମିଳିନି...1
- ଭୁବନେଶ୍ୱରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟରେ ଜଗନ୍ନାଥ ସଂସ୍କୃତି ପ୍ରସାର ପାଇଁ ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ କଥାମୃତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ମହାପ୍ରଭୁଙ୍କ ପ୍ରତି ସ୍ୱର୍ଗତ ମହାନ୍ତିଙ୍କ ଅନନ୍ୟ ଭକ୍ତିକୁ ଶ୍ରଦ୍ଧାଞ୍ଜଳି ଅଟେ।1