Shuru
Apke Nagar Ki App…
ଓମ୍ ସାଇ ରାମ୍
More news from Odisha and nearby areas
- ମାଲକାନଗିରି ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଧାନ ମଣ୍ଡି । ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି । ସର୍ବମୋଟ 47,700 ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ବେଳେ ୬୮ମଣ୍ଡି ମାଧ୍ୟମରେ ଏହି ଧାନ କ୍ରୟ କରାଯିବ । ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୬୬ ହଜାର କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗତ ବର୍ଷ ଜିଲ୍ଲାରୁ ପ୍ରାୟ ୧୪ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରହିଥିଲା ବେଳେ ଏହି ବର୍ଷ ମଧ୍ୟ ଉକ୍ତ ପରିମାଣ ରୁ ଉର୍ଦ୍ଧ୍ବ ଧାନ କ୍ରୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥି ସହ ଚାଷୀଙ୍କ ଧାନର କଟନୀ ଛଟନୀ ହେବ ନାହିଁ ବୋଲି ମାଲକାନଗିରି ଜିଲ୍ଲାପାଳ ନିଜ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି । ବିଗତ ଦିନରେ ହୋଇଥିବା ରାଖଲଗୁଡା ଓ ଏମ୍ଭି ୨୬ଗ୍ରାମ ଵିଵାଦ ଯୋଗୁ ଏହି ଧାନ ମଣ୍ଡିର ଶୁଭାରମ୍ଭ ହୋଇପାରି ନଥିବା ବେଳେ ଆଜିର ଧାନ ମଣ୍ଡି ଶୁଭାରମ୍ଭ କୁ ନେଇ ଚାଷୀମାନଙ୍କ ପକ୍ଷରୁ ଖୁସିବ୍ୟକ୍ତ କରିଥିବା ବେଳେ ଏହି ଧାନ ମଣ୍ଡିରେ ନିଜର ଧାନ ବିକ୍ରିକରି ବର୍ଷତମାମ ହୋଇଥିବା ପରିଶ୍ରମର ମୂଲ୍ୟ ପାଇବାକୁ ଆଶାବାନ୍ଧି ବସିଛନ୍ତି ଜିଲ୍ଲା ର ସମସ୍ତ ଧାନଚାଷୀ ।ଆଜିର ଏହି ଶୁଭ ଉଦ୍ଘାଟନ ସମୟରେ ବିଧାୟକ ପ୍ରତିନିଧି , ସାଂସଦ ପ୍ରତିନିଧି, ନିୟନ୍ତ୍ରଣ ବଜାର କମିଟି ସମ୍ପାଦନା ସମେତ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।1
- Post by AK14TV1
- Post by KOSAL TIMES1
- Dhanu jatra BARGARD 2025-261
- बिल्ली की शिकार करने की रफ्तार इंसान को हैरान कर देती है। वैज्ञानिकों के अनुसार, शिकार के दौरान बिल्ली का रिएक्शन टाइम सिर्फ़ 20 से 70 मिलीसेकंड होता है। तेज़ नज़र, संवेदनशील मूंछें और बिजली जैसी रिफ्लेक्स उसे पलक झपकने से पहले हमला करने की ताकत देती हैं। यही वजह है कि बिल्ली को प्रकृति का परफेक्ट हंटर माना जाता है। 😲👀 #cat #catreflexes #catreaction #cathunting #animalfacts #knowledge #viral #explore #nature1
- କେଉଁଟିପାଲି ଗୋଲ୍ଡେନ ହିଲ୍ ପବ୍ଲିକ ସ୍କୁଲରେ ଵାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।1
- ମାଲକାନଗିରି ପୁଲିସର ବଡ଼ ସଫଳତା। ମୁଖ୍ୟଧାରକୁ ଫେରିଲେ ୨୨ ନକ୍ସଲ।1
- Post by AK14TV1
- Post by KOSAL TIMES1