ମାଲକାନଗିରି ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଧାନ ମଣ୍ଡିଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଧାନ ମ ମାଲକାନଗିରି ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଧାନ ମଣ୍ଡି । ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି । ସର୍ବମୋଟ 47,700 ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ବେଳେ ୬୮ମଣ୍ଡି ମାଧ୍ୟମରେ ଏହି ଧାନ କ୍ରୟ କରାଯିବ । ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୬୬ ହଜାର କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗତ ବର୍ଷ ଜିଲ୍ଲାରୁ ପ୍ରାୟ ୧୪ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରହିଥିଲା ବେଳେ ଏହି ବର୍ଷ ମଧ୍ୟ ଉକ୍ତ ପରିମାଣ ରୁ ଉର୍ଦ୍ଧ୍ବ ଧାନ କ୍ରୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥି ସହ ଚାଷୀଙ୍କ ଧାନର କଟନୀ ଛଟନୀ ହେବ ନାହିଁ ବୋଲି ମାଲକାନଗିରି ଜିଲ୍ଲାପାଳ ନିଜ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି । ବିଗତ ଦିନରେ ହୋଇଥିବା ରାଖଲଗୁଡା ଓ ଏମ୍ଭି ୨୬ଗ୍ରାମ ଵିଵାଦ ଯୋଗୁ ଏହି ଧାନ ମଣ୍ଡିର ଶୁଭାରମ୍ଭ ହୋଇପାରି ନଥିବା ବେଳେ ଆଜିର ଧାନ ମଣ୍ଡି ଶୁଭାରମ୍ଭ କୁ ନେଇ ଚାଷୀମାନଙ୍କ ପକ୍ଷରୁ ଖୁସିବ୍ୟକ୍ତ କରିଥିବା ବେଳେ ଏହି ଧାନ ମଣ୍ଡିରେ ନିଜର ଧାନ ବିକ୍ରିକରି ବର୍ଷତମାମ ହୋଇଥିବା ପରିଶ୍ରମର ମୂଲ୍ୟ ପାଇବାକୁ ଆଶାବାନ୍ଧି ବସିଛନ୍ତି ଜିଲ୍ଲା ର ସମସ୍ତ ଧାନଚାଷୀ ।ଆଜିର ଏହି ଶୁଭ ଉଦ୍ଘାଟନ ସମୟରେ ବିଧାୟକ ପ୍ରତିନିଧି , ସାଂସଦ ପ୍ରତିନିଧି, ନିୟନ୍ତ୍ରଣ ବଜାର କମିଟି ସମ୍ପାଦନା ସମେତ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।

- ମାଲକାନଗିରି ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଧାନ ମଣ୍ଡି । ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି । ସର୍ବମୋଟ 47,700 ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ବେଳେ ୬୮ମଣ୍ଡି ମାଧ୍ୟମରେ ଏହି ଧାନ କ୍ରୟ କରାଯିବ । ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୬୬ ହଜାର କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗତ ବର୍ଷ ଜିଲ୍ଲାରୁ ପ୍ରାୟ ୧୪ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରହିଥିଲା ବେଳେ ଏହି ବର୍ଷ ମଧ୍ୟ ଉକ୍ତ ପରିମାଣ ରୁ ଉର୍ଦ୍ଧ୍ବ ଧାନ କ୍ରୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥି ସହ ଚାଷୀଙ୍କ ଧାନର କଟନୀ ଛଟନୀ ହେବ ନାହିଁ ବୋଲି ମାଲକାନଗିରି ଜିଲ୍ଲାପାଳ ନିଜ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି । ବିଗତ ଦିନରେ ହୋଇଥିବା ରାଖଲଗୁଡା ଓ ଏମ୍ଭି ୨୬ଗ୍ରାମ ଵିଵାଦ ଯୋଗୁ ଏହି ଧାନ ମଣ୍ଡିର ଶୁଭାରମ୍ଭ ହୋଇପାରି ନଥିବା ବେଳେ ଆଜିର ଧାନ ମଣ୍ଡି ଶୁଭାରମ୍ଭ କୁ ନେଇ ଚାଷୀମାନଙ୍କ ପକ୍ଷରୁ ଖୁସିବ୍ୟକ୍ତ କରିଥିବା ବେଳେ ଏହି ଧାନ ମଣ୍ଡିରେ ନିଜର ଧାନ ବିକ୍ରିକରି ବର୍ଷତମାମ ହୋଇଥିବା ପରିଶ୍ରମର ମୂଲ୍ୟ ପାଇବାକୁ ଆଶାବାନ୍ଧି ବସିଛନ୍ତି ଜିଲ୍ଲା ର ସମସ୍ତ ଧାନଚାଷୀ ।ଆଜିର ଏହି ଶୁଭ ଉଦ୍ଘାଟନ ସମୟରେ ବିଧାୟକ ପ୍ରତିନିଧି , ସାଂସଦ ପ୍ରତିନିଧି, ନିୟନ୍ତ୍ରଣ ବଜାର କମିଟି ସମ୍ପାଦନା ସମେତ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।1
- happy Christmas 🎁🎄 ଆସନ୍ତୁ ପ୍ରଭୁଙ୍କର ବାକ୍ୟ ଶୁଣିବା...1
- he jagannath1
- Post by Udanti Live Office1
- ଅଜଗର ସାପ ଉଦ୍ଧାର2
- एक दिल छू लेने वाला वीडियो सोशल मीडिया पर तेजी से वायरल हो रहा है, जिसमें एक नन्हा पिल्ला सेब नहीं काट पाता। यह देखकर उसकी माँ खुद सेब को छोटे-छोटे टुकड़ों में काट देती है, ताकि बच्चा आसानी से खा सके। माँ की यह ममता और बिना कहे किया गया प्यार लोगों का दिल जीत रहा है और हर किसी को अपनी माँ की याद दिला रहा है। #MothersLove #UnconditionalLove #DogMom #PuppyLove #PureLove #EmotionalVideo #ViralReels #AnimalLove #HeartTouching1
- #ଦାଖ୍ୟା ପ୍ରଜାପତି1
- ମାଲକାନଗିରି ପୁଲିସର ବଡ଼ ସଫଳତା। ମୁଖ୍ୟଧାରକୁ ଫେରିଲେ ୨୨ ନକ୍ସଲ।1