logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଳକାଟିର ୬୦ ଟି ମଣ୍ଡପରେ ଶ୍ରୀ ଗଜାନନଙ୍କ ଆବାହନ । ଚିତାକର୍ଷକ ତୋରଣ ସାଙ୍ଗକୁ ଭିନ୍ନ ଭିନ୍ନ ବେଶରେ ବିରାଜିଲେ ବିଘ୍ନବିନାଶକ। ବାଲିଅନ୍ତା,୧୬|୦୯(ଗୋବର୍ଦ୍ଧନ ଦାସ): ଧରାପୃଷ୍ଠରେ ବିରାଜମାନ କରିଛନ୍ତି ବିଘ୍ନ ବିନାଶକ ଶ୍ରୀ ଗଣେଶ । ଚିତାକର୍ଷକ ତୋରଣ ସାଙ୍ଗଙ୍କୁ ଭିନ୍ନ ଭିନ୍ନ ବେଶରେ ପୂଜା ପାଉଛନ୍ତି l ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛନ୍ତି ପୂଜା ମଣ୍ଡପ l ଏଥିପାଇଁ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ଆୟୋଜକ ମାନଙ୍କ ମଧ୍ୟରେ ରପତ୍ସାହ ଉଦ୍ଦିପନା ଦେଖାଦେଇଛି । ଆୟୋଜକ ମାନେ ପୂଜାମଣ୍ଡପ ଗୁଡିକୁ ସୁନ୍ଦର ସାଜସଜାରେ ସଜାଇବା ସହ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ପୂଜା ମଣ୍ଡପ । ବିଶେଷକରି ଭୂବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧିନସ୍ଥ ବ୍ୟସ୍ତବହୁଳ ଓ ବ୍ୟୟବହୁଳ ଅଞ୍ଚଳ ଭାବେ ପରିଚିତ ବାଳକାଟିରେ ଏହି ପୂଜା ଧୂମଧାମରେ ପାଳନ କରାଯାଇଛି। ବିଶେଷକରି ପ୍ରତିବର୍ଷ ଚର୍ଚ୍ଚାରେ ଥିବା ରଥିଜେମା ଅଶିଘର, ତିରିଶିଘର, ଚାରିମାଣିଆ ଓ ନୂଆସାହି ଏହି ୪ ସାହିରେ ନିଆରା ଢଙ୍ଗରେ ପାଳନ କରିଛନ୍ତି । ସମ୍ପୃକ୍ତ ଗ୍ରାମରେ ମୂର୍ତି ଗୁଡିକ ଗ୍ରାମର ଯୁବକ ମାନେ ନିର୍ମାଣ କରିଛନ୍ତି। ଯାହାକି କେଉଁ ଗ୍ରାମରେ ଦେଖାଯାଇନଥାଏ l ସେହିପରି ଏହି ଗ୍ରାମରେ ଆଖୁ ଝଲସିବା ଭଳି ସୁ-ଉଚ୍ଚ ତୋରଣ ଆଖପାଖ ଗ୍ରାମର ଦେଖେଣାହାରୀଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥାଏ । ସେହିପରି ପ୍ରତିବର୍ଷ ମୂର୍ତି ନିର୍ମାଣରେ ଚର୍ଚ୍ଚାରେ ଥିବା ଅଶିଘର ସାହିରେ ଚଳିତବର୍ଷ ନୀଳମାଧବ ବେଶରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଏହି ମୂର୍ତ୍ତିକୁ ଗ୍ରାମର ଯୁବ କାରିଗରୀ ମନୋଜ କୁମାର ସାହୁଙ୍କ ଦ୍ୱାରା ପ୍ରସ୍ତୁତ ସୁନ୍ଦର ମୂର୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣ ଦେଖେଣାହାରୀଙ୍କୁ ବେଶ ବିମୋହିତ କରିଛି। ଏକ ଗୁମ୍ଫାରେ ମହାପ୍ରଭୁ ଶ୍ରୀ ଗଣେଶ ନୀଳମାଧବ ରୂପରେ ପୂଜା ପାଉଥିବା ବେଳେ ତୋରଣଟି ବରୁଣେଇ ପାହାଡ଼ ସଦୃଶ୍ୟ ହୋଇଛି l ସେହିପରି ପୂରଣପ୍ରଧାନ ପଞ୍ଚାୟତ ବୋଧଖଣ୍ଡି ଗ୍ରାମର ମୁକ୍ତେଶ୍ଵର ଯୁବ ପରିଷଦ ପକ୍ଷରୁ ମଧ୍ୟ ଶ୍ରୀ ଗଜାନନଙ୍କ ପୂଜା ଧୂମଧାମରେ ପାଳନ କରାଯାଇଛି l ଏହାର ତୋରଣ ଶ୍ରୀ ମନ୍ଦିରର ସିଂହଦ୍ୱାର ସଦୃଶ୍ୟ ହୋଇଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗଜାନନ ବେଶରେ ପୂଜା ପାଉଛନ୍ତି ଶ୍ରୀ ଗଣେଶ l ସେହିପରି ତିରିଶିଘର ସାହି, ଚାରିମାଣିଆ ଓ ନୂଆସାହିରେ ମଧ୍ୟ ଭିନ୍ନ ରୂପରେ ଶ୍ରୀ ଗଜାନନ ପୂଜା ପାଇଥିବାବେଳେ ଅଠରଘରିଆସାହିରେ ରଙ୍ଗବେରଙ୍ଗର ତୋରଣ ବେଶ ଆକର୍ଷଣୀୟ ହୋଇଥିଲା । ସେହିପରି ଦୀର୍ଘ ୬୦ ବର୍ଷ ଧରି ମାହାଲସାହିରେ ବୁଢାଗଣେଶ ରୂପେ ପୂଜା ପାଉଛନ୍ତି ଶ୍ରୀ ଗଜାନନ । ନନ୍ଦଘର ଭୋଇ ସାହିରେ ପ୍ରତିବର୍ଷ ଭଳି ପୁରୀ ମୁଖ୍ୟକେନାଲର ଭରାଜଳରେ ଶ୍ରୀ ଗଣେଶ ପୂଜା କରାଯାଉଛି l ଏହା ସରଦେଇପୁର-ନିମାପଡା ରାସ୍ତାରେ ଯାଉଥିବା ଦେଖେଣାହାରିଙ୍କୁ ବେଶ ଆକର୍ଷିତ କରୁଛି l ଉତ୍ତରା ସ୍ଥିତ ଯୁନାଇଟେଡ଼ ବ୍ରଦର୍ସ କ୍ଲବ ପକ୍ଷରୁ ଭାର୍ଗବୀ ନଦୀ ପଠାରେ ଶ୍ରୀ ଗଜାନନଙ୍କ ପୂଜା ମହାଡମ୍ବରରେ ପାଳିତ ହୋଇଯାଇଛି l ସେହିପରି ନୂଆପାଟଣା, ନନ୍ଦିଘରସାହି, ପଣସପାଟଣା, ହନୁମନ୍ତ ପାଟଣା, ପ୍ରତାପଶାସନ, ବିପୋଟି ସାହି, ରଙ୍ଗଣୀସାହି, ତଳ ରଙ୍ଗଣୀସାହି, ଯାଗେଶ୍ଵରୀ କଲୋନୀ, ଜଗନ୍ନାଥ କଲୋନା, ମଲ୍ଲିକସାହି, ବସନ୍ତପେଡି, ପାଟରାବାଗ ଭୋଇସାହି, ବଡଭୋଇସାହି, ନାହାକସାହି, ବେତନାସିଆ ଆଦି ମୋଟ ୬୦ ଟି ମଣ୍ଡପ ରେ ପୂଜା ପାଉଛନ୍ତି ଶ୍ରୀ ଗଜାନନ । ସେହିପରି ଏହିସବୁ ପୂଜା ମଣ୍ଡପରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଶୁଦ୍ଧାଳୁ ଭକ୍ତଙ୍କ ଦର୍ଶନ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି । କିଛି ପୂଜାମଣ୍ଡପରେ ଆୟୋଜକ ମନେ ଦେଖେଣାହାରୀଙ୍କୁ ଭୋଗ ଦେଉଥୁବା ଦେଖାଯାଇଛି ।

2 hrs ago
user_ଗୋବର୍ଦ୍ଧନ ଦାସ
ଗୋବର୍ଦ୍ଧନ ଦାସ
ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
2 hrs ago
714246ce-2741-4b65-99a1-3e14914e48b2

ବାଳକାଟିର ୬୦ ଟି ମଣ୍ଡପରେ ଶ୍ରୀ ଗଜାନନଙ୍କ ଆବାହନ । ଚିତାକର୍ଷକ ତୋରଣ ସାଙ୍ଗକୁ ଭିନ୍ନ ଭିନ୍ନ ବେଶରେ ବିରାଜିଲେ ବିଘ୍ନବିନାଶକ। ବାଲିଅନ୍ତା,୧୬|୦୯(ଗୋବର୍ଦ୍ଧନ ଦାସ): ଧରାପୃଷ୍ଠରେ ବିରାଜମାନ କରିଛନ୍ତି ବିଘ୍ନ ବିନାଶକ ଶ୍ରୀ ଗଣେଶ । ଚିତାକର୍ଷକ ତୋରଣ ସାଙ୍ଗଙ୍କୁ ଭିନ୍ନ ଭିନ୍ନ ବେଶରେ ପୂଜା ପାଉଛନ୍ତି l ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛନ୍ତି ପୂଜା ମଣ୍ଡପ l ଏଥିପାଇଁ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ଆୟୋଜକ ମାନଙ୍କ ମଧ୍ୟରେ ରପତ୍ସାହ ଉଦ୍ଦିପନା ଦେଖାଦେଇଛି । ଆୟୋଜକ ମାନେ ପୂଜାମଣ୍ଡପ ଗୁଡିକୁ ସୁନ୍ଦର ସାଜସଜାରେ ସଜାଇବା ସହ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ପୂଜା ମଣ୍ଡପ । ବିଶେଷକରି ଭୂବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧିନସ୍ଥ ବ୍ୟସ୍ତବହୁଳ ଓ ବ୍ୟୟବହୁଳ ଅଞ୍ଚଳ ଭାବେ ପରିଚିତ ବାଳକାଟିରେ ଏହି ପୂଜା ଧୂମଧାମରେ ପାଳନ କରାଯାଇଛି। ବିଶେଷକରି ପ୍ରତିବର୍ଷ

9becbcc7-cfff-4d43-942f-47fcbac0ce35

ଚର୍ଚ୍ଚାରେ ଥିବା ରଥିଜେମା ଅଶିଘର, ତିରିଶିଘର, ଚାରିମାଣିଆ ଓ ନୂଆସାହି ଏହି ୪ ସାହିରେ ନିଆରା ଢଙ୍ଗରେ ପାଳନ କରିଛନ୍ତି । ସମ୍ପୃକ୍ତ ଗ୍ରାମରେ ମୂର୍ତି ଗୁଡିକ ଗ୍ରାମର ଯୁବକ ମାନେ ନିର୍ମାଣ କରିଛନ୍ତି। ଯାହାକି କେଉଁ ଗ୍ରାମରେ ଦେଖାଯାଇନଥାଏ l ସେହିପରି ଏହି ଗ୍ରାମରେ ଆଖୁ ଝଲସିବା ଭଳି ସୁ-ଉଚ୍ଚ ତୋରଣ ଆଖପାଖ ଗ୍ରାମର ଦେଖେଣାହାରୀଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥାଏ । ସେହିପରି ପ୍ରତିବର୍ଷ ମୂର୍ତି ନିର୍ମାଣରେ ଚର୍ଚ୍ଚାରେ ଥିବା ଅଶିଘର ସାହିରେ ଚଳିତବର୍ଷ ନୀଳମାଧବ ବେଶରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଏହି ମୂର୍ତ୍ତିକୁ ଗ୍ରାମର ଯୁବ କାରିଗରୀ ମନୋଜ କୁମାର ସାହୁଙ୍କ ଦ୍ୱାରା ପ୍ରସ୍ତୁତ ସୁନ୍ଦର ମୂର୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣ ଦେଖେଣାହାରୀଙ୍କୁ ବେଶ ବିମୋହିତ କରିଛି। ଏକ ଗୁମ୍ଫାରେ ମହାପ୍ରଭୁ ଶ୍ରୀ ଗଣେଶ ନୀଳମାଧବ ରୂପରେ ପୂଜା

814fbe1f-1a61-4984-af9d-6f6156909092

ପାଉଥିବା ବେଳେ ତୋରଣଟି ବରୁଣେଇ ପାହାଡ଼ ସଦୃଶ୍ୟ ହୋଇଛି l ସେହିପରି ପୂରଣପ୍ରଧାନ ପଞ୍ଚାୟତ ବୋଧଖଣ୍ଡି ଗ୍ରାମର ମୁକ୍ତେଶ୍ଵର ଯୁବ ପରିଷଦ ପକ୍ଷରୁ ମଧ୍ୟ ଶ୍ରୀ ଗଜାନନଙ୍କ ପୂଜା ଧୂମଧାମରେ ପାଳନ କରାଯାଇଛି l ଏହାର ତୋରଣ ଶ୍ରୀ ମନ୍ଦିରର ସିଂହଦ୍ୱାର ସଦୃଶ୍ୟ ହୋଇଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗଜାନନ ବେଶରେ ପୂଜା ପାଉଛନ୍ତି ଶ୍ରୀ ଗଣେଶ l ସେହିପରି ତିରିଶିଘର ସାହି, ଚାରିମାଣିଆ ଓ ନୂଆସାହିରେ ମଧ୍ୟ ଭିନ୍ନ ରୂପରେ ଶ୍ରୀ ଗଜାନନ ପୂଜା ପାଇଥିବାବେଳେ ଅଠରଘରିଆସାହିରେ ରଙ୍ଗବେରଙ୍ଗର ତୋରଣ ବେଶ ଆକର୍ଷଣୀୟ ହୋଇଥିଲା । ସେହିପରି ଦୀର୍ଘ ୬୦ ବର୍ଷ ଧରି ମାହାଲସାହିରେ ବୁଢାଗଣେଶ ରୂପେ ପୂଜା ପାଉଛନ୍ତି ଶ୍ରୀ ଗଜାନନ । ନନ୍ଦଘର ଭୋଇ ସାହିରେ ପ୍ରତିବର୍ଷ ଭଳି ପୁରୀ ମୁଖ୍ୟକେନାଲର ଭରାଜଳରେ ଶ୍ରୀ ଗଣେଶ ପୂଜା

8b461cf9-0154-4f04-b481-8b4118f72ba8

କରାଯାଉଛି l ଏହା ସରଦେଇପୁର-ନିମାପଡା ରାସ୍ତାରେ ଯାଉଥିବା ଦେଖେଣାହାରିଙ୍କୁ ବେଶ ଆକର୍ଷିତ କରୁଛି l ଉତ୍ତରା ସ୍ଥିତ ଯୁନାଇଟେଡ଼ ବ୍ରଦର୍ସ କ୍ଲବ ପକ୍ଷରୁ ଭାର୍ଗବୀ ନଦୀ ପଠାରେ ଶ୍ରୀ ଗଜାନନଙ୍କ ପୂଜା ମହାଡମ୍ବରରେ ପାଳିତ ହୋଇଯାଇଛି l ସେହିପରି ନୂଆପାଟଣା, ନନ୍ଦିଘରସାହି, ପଣସପାଟଣା, ହନୁମନ୍ତ ପାଟଣା, ପ୍ରତାପଶାସନ, ବିପୋଟି ସାହି, ରଙ୍ଗଣୀସାହି, ତଳ ରଙ୍ଗଣୀସାହି, ଯାଗେଶ୍ଵରୀ କଲୋନୀ, ଜଗନ୍ନାଥ କଲୋନା, ମଲ୍ଲିକସାହି, ବସନ୍ତପେଡି, ପାଟରାବାଗ ଭୋଇସାହି, ବଡଭୋଇସାହି, ନାହାକସାହି, ବେତନାସିଆ ଆଦି ମୋଟ ୬୦ ଟି ମଣ୍ଡପ ରେ ପୂଜା ପାଉଛନ୍ତି ଶ୍ରୀ ଗଜାନନ । ସେହିପରି ଏହିସବୁ ପୂଜା ମଣ୍ଡପରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଶୁଦ୍ଧାଳୁ ଭକ୍ତଙ୍କ ଦର୍ଶନ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି । କିଛି ପୂଜାମଣ୍ଡପରେ ଆୟୋଜକ ମନେ ଦେଖେଣାହାରୀଙ୍କୁ ଭୋଗ ଦେଉଥୁବା ଦେଖାଯାଇଛି ।

More news from ଓଡ଼ିଶା and nearby areas
  • ବେୟ ବହୁଳ ଅର୍ଥ ବିନିଯୋଜରେ ହଂସପାଳ ଠାରୁ ଅଭୟମୁଖୀ ଗୋପବ୍ରାଞ୍ଚ କେନାଲ ରାସ୍ତା ନିର୍ମାଣ ଏବେ ବିପର୍ଯୟ ଅବସ୍ଥାରେ
    1
    ବେୟ ବହୁଳ ଅର୍ଥ ବିନିଯୋଜରେ ହଂସପାଳ ଠାରୁ ଅଭୟମୁଖୀ ଗୋପବ୍ରାଞ୍ଚ କେନାଲ ରାସ୍ତା ନିର୍ମାଣ ଏବେ ବିପର୍ଯୟ ଅବସ୍ଥାରେ
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ସମ୍ମାନିତ ତାଳଦଣ୍ଡା ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସରିତା ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଛି। କ୍ୟାପଟେନ ସଞ୍ଜୀବ ମୁଦୁଲିଙ୍କ ମୁଖ୍ୟ ସଂଯୋଜନାରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। କବିତା ପାଠ, ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ସମ୍ପନ୍ନ ହୋଇଥିଲା।
    1
    ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ସମ୍ମାନିତ
ତାଳଦଣ୍ଡା ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସରିତା ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଛି। କ୍ୟାପଟେନ ସଞ୍ଜୀବ ମୁଦୁଲିଙ୍କ ମୁଖ୍ୟ ସଂଯୋଜନାରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। କବିତା ପାଠ, ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ସମ୍ପନ୍ନ ହୋଇଥିଲା।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
  • ଏହି ଲୋକ ଜଣକ ନୟାଗଡ଼ ଯିବା ପାଇଁ ଭୁବନେଶ୍ୱର ଷ୍ଟେସନରେ ଭୁଲବଶତ ରାଉରକେଲା ଇଣ୍ଟରସିଟି ଟ୍ରେନ୍‌ରେ ଚଢ଼ୀଗଲେ କିନ୍ତୁ ଦୁଃଖର ବିଷୟ ଏହି ଲୋକଜନଙ୍କ କଥା କହିପାରୁନାହାନ୍ତି କି ଶୁଣିପାରୁନାହାନ୍ତି । ତାଙ୍କୁ ଆମେ ନରାଜ ଷ୍ଟେସନ ଠାରେ ଓହ୍ଲାଇ ଦେଇ ଅମୃତସର ବିଷାଖାପାଟନା ଟ୍ରେନରେ ଯିବାକୁ କହିଥିଲୁ ଭୁବନେଶ୍ୱରକୁ । ଗଲେ କି ନାହିଁ ଭଗବାନଙ୍କୁ ଜଣା।ସେଥିପାଇଁ ଚିନ୍ତିତ ଭଗବାନ ତାଙ୍କୁ ଘରେ ପହଞ୍ଚାଇ ଦିଅନ୍ତୁ
    1
    ଏହି ଲୋକ ଜଣକ ନୟାଗଡ଼ ଯିବା ପାଇଁ ଭୁବନେଶ୍ୱର ଷ୍ଟେସନରେ ଭୁଲବଶତ ରାଉରକେଲା ଇଣ୍ଟରସିଟି ଟ୍ରେନ୍‌ରେ ଚଢ଼ୀଗଲେ କିନ୍ତୁ ଦୁଃଖର ବିଷୟ ଏହି ଲୋକଜନଙ୍କ କଥା କହିପାରୁନାହାନ୍ତି କି ଶୁଣିପାରୁନାହାନ୍ତି । ତାଙ୍କୁ ଆମେ ନରାଜ ଷ୍ଟେସନ ଠାରେ ଓହ୍ଲାଇ ଦେଇ ଅମୃତସର ବିଷାଖାପାଟନା ଟ୍ରେନରେ ଯିବାକୁ କହିଥିଲୁ ଭୁବନେଶ୍ୱରକୁ । ଗଲେ କି ନାହିଁ ଭଗବାନଙ୍କୁ ଜଣା।ସେଥିପାଇଁ ଚିନ୍ତିତ ଭଗବାନ ତାଙ୍କୁ ଘରେ ପହଞ୍ଚାଇ ଦିଅନ୍ତୁ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
  • ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବି ଦାସଜୀଙ୍କ ୬୫୦ତମ ଜୟନ୍ତୀ ବର୍ଷ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସମରସତା ସଂକଳ୍ପ ଅଭିଯାନ ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବି ଦାସଜୀଙ୍କ ୬୫୦ତମ ଜୟନ୍ତୀ ବର୍ଷ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସମରସତା ସଂକଳ୍ପ ଅଭିଯାନ #LatestNews #UpdateNews #apanankakhabara #Anugul #news #OdishaNews #odisha
    1
    ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବି ଦାସଜୀଙ୍କ ୬୫୦ତମ ଜୟନ୍ତୀ ବର୍ଷ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସମରସତା ସଂକଳ୍ପ ଅଭିଯାନ 
ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବି ଦାସଜୀଙ୍କ ୬୫୦ତମ ଜୟନ୍ତୀ ବର୍ଷ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସମରସତା ସଂକଳ୍ପ ଅଭିଯାନ #LatestNews #UpdateNews #apanankakhabara #Anugul #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    2 hrs ago
  • ନୂଆପଡା ଗଣେଷ ପୁଜା ପୁରା ନିଆରା ଆସନ୍ତୁ ଦେଖିବା କଟକ
    4
    ନୂଆପଡା ଗଣେଷ ପୁଜା ପୁରା ନିଆରା ଆସନ୍ତୁ ଦେଖିବା କଟକ
    user_Styles Alok Vlogs
    Styles Alok Vlogs
    Gobindpur, Cuttack•
    22 hrs ago
  • ଆଠଗଡ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଙ୍କୁ କୁମାରପୁର ପଞ୍ଚାୟତ ଦମ୍ପତିପୁର ବାସିନ୍ଦା କଣ କହିଲେ ଶୁଣନ୍ତୁ ଆଠଗଡ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଙ୍କୁ ଆଠଗଡ ବ୍ଲକ୍ ଅନ୍ତର୍ଗତ କୁମାରପୁର ପଞ୍ଚାୟତ କୁମାରପୁର ପଞ୍ଚାୟତ ଦମ୍ପତିପୁର ବାସିନ୍ଦା କଣ କହିଲେ ଶୁଣନ୍ତୁ,
    1
    ଆଠଗଡ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଙ୍କୁ କୁମାରପୁର ପଞ୍ଚାୟତ ଦମ୍ପତିପୁର ବାସିନ୍ଦା କଣ କହିଲେ ଶୁଣନ୍ତୁ
ଆଠଗଡ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଙ୍କୁ ଆଠଗଡ ବ୍ଲକ୍ ଅନ୍ତର୍ଗତ କୁମାରପୁର ପଞ୍ଚାୟତ କୁମାରପୁର ପଞ୍ଚାୟତ ଦମ୍ପତିପୁର ବାସିନ୍ଦା କଣ କହିଲେ ଶୁଣନ୍ତୁ,
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    6 hrs ago
  • ଚିକିତ୍ସା ଅବହେଳାରୁ ସତ୍ୟମ ହସ୍ପିଟାଲ ରେ ଚାପାଉତେଜନା କଟକ ଜଗତପୁର ଠାରେ ଥିବା ଏକ ଘରୋଇ ହସ୍ପିଟାଲ ରେ ରୋଗୀ ମୃତ୍ୟୁ କୁ ନେଇ ଉତେଜନା ସୃଷ୍ଟିହୋଇଛି
    1
    ଚିକିତ୍ସା ଅବହେଳାରୁ ସତ୍ୟମ ହସ୍ପିଟାଲ ରେ ଚାପାଉତେଜନା କଟକ ଜଗତପୁର ଠାରେ ଥିବା ଏକ ଘରୋଇ ହସ୍ପିଟାଲ ରେ ରୋଗୀ ମୃତ୍ୟୁ କୁ ନେଇ ଉତେଜନା ସୃଷ୍ଟିହୋଇଛି
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    18 hrs ago
  • ଶିବା ଲଷ୍ମୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜୟ ଦେବ କୃଷକସମ୍ମାନ ସଭା ଅନୁଷ୍ଠିତ ହୋଇଯାଇଛି
    1
    ଶିବା ଲଷ୍ମୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜୟ ଦେବ କୃଷକସମ୍ମାନ ସଭା ଅନୁଷ୍ଠିତ ହୋଇଯାଇଛି
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.