logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ପ୍ରକୋପ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ବାତ୍ୟା ଭୟ ମଧ୍ୟରେ ଡରାଇଛି ଶ୍ରୀଲଙ୍କା ସ୍ଥିତ ଗଲ୍ଫ ଅଫ୍ ମନାରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଅନୁମାନ କରାଯାଉଛି ଏହା ଘନୀଭୂତ ହୋଇ ୧୧ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ଅବଶ୍ୟ ଏହା ଓଡ଼ିଶାକୁ କେତେ ମାତ୍ରାରେ ପ୍ରଭାବିତ କରିବ ତାହା ଏବେଠାରୁ ଆକଳନ କରାଯାଇପାରିବନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ୨୪ ଘଣ୍ଟା ପାଇଁ କାଳବୈଶାଖୀ ଆଲର୍ଟ ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ୍, ବାଲେଶ୍ବର ଓ ଭଦ୍ରକ ଜିଲ୍ଲା । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ବିଶେଷ ପ୍ରଭାବିତ ହୋଇପାରେ ବୋଲି ଆକଳନ କରାଯାଇଛି। ଏଥିସହିତ ପବନର ବେଗ ୪୦ - ୫୦ କିଲୋମିଟର ଯାଏ ରହିବ। ସେହିପରି ରାୟଗଡ଼ା, କୋରାପୁଟ୍, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରକୋପ ଅନୁଭୂତ ହେବ। ଏଭଳି କାଳବୈଶାଖୀର ପ୍ରଭାବ ଆସନ୍ତା ୧୫ ତାରିଖ ଯାଏ ରହିବ। ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର​​​​​​​ ସୋମବାରଠାରୁ କମିବ ଟ୍ରାପଲାଇନ ପ୍ରଭାବ ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ବଙ୍ଗୋପସାଗର ଭିତରେ ରହିଛି ଟ୍ରାପ୍ ଲାଇନ୍ । ଯାହାକି ଓଡ଼ିଶା ଦେଇ ଗତି କରୁଛି। କିନ୍ତୁ ସୋମବାରଠାରୁ ଏହାର ପ୍ରଭାବ କମିବ। ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ କମିବ। ତେବେ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁଥିବା ବେଳେ ୭୫ ପ୍ରତିଶତ ଜଳୀୟବାଷ୍ପ ରହୁଛି। ଓଡ଼ିଶାରେ କେତେକ ସ୍ଥାନରେ କାଳ ବୈଶାଖୀ ପ୍ରଭାବ ରହିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।

2 hrs ago
user_ODISHA NEWS
ODISHA NEWS
Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
2 hrs ago
e805e007-f74d-4d8d-94b4-67b87d0aae0f

More news from ଓଡ଼ିଶା and nearby areas
  • ସୋନପୁର ଜିଲ୍ଲାର ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟ ଶିବା ମୋବାଇଲ୍ ଦୋକାନରୁ ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛପଟ କାନ୍ଥ ଫାଡି ଏହି ମହାଲୁଟ୍ କରିଛନ୍ତି, ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
    1
    ସୋନପୁର ଜିଲ୍ଲାର ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟ ଶିବା ମୋବାଇଲ୍ ଦୋକାନରୁ ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛପଟ କାନ୍ଥ ଫାଡି ଏହି ମହାଲୁଟ୍ କରିଛନ୍ତି, ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • ସୁବର୍ଣ୍ଣପୁରରେ ପୋଲିସ ଏକ ଦାମୀ କାରରୁ ବେଆଇନ ଗଞ୍ଜେଇ ଚାଲାଣକୁ ଧରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ମାଫିଆ କାର ଛାଡ଼ି ଫେରାର ହୋଇଯାଇଛନ୍ତି।
    1
    ସୁବର୍ଣ୍ଣପୁରରେ ପୋଲିସ ଏକ ଦାମୀ କାରରୁ ବେଆଇନ ଗଞ୍ଜେଇ ଚାଲାଣକୁ ଧରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ମାଫିଆ କାର ଛାଡ଼ି ଫେରାର ହୋଇଯାଇଛନ୍ତି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter Sonapur, Sonepur•
    19 hrs ago
  • ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ୨ କ୍ୱିଣ୍ଟାଲ ୭୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ପୋଲିସ ପିଛା କରିବାରୁ ମାଫିଆମାନେ ଏକ କାର ଛାଡ଼ି ଫେରାର ହୋଇଯାଇଥିଲେ। ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା।
    4
    ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ୨ କ୍ୱିଣ୍ଟାଲ ୭୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ପୋଲିସ ପିଛା କରିବାରୁ ମାଫିଆମାନେ ଏକ କାର ଛାଡ଼ି ଫେରାର ହୋଇଯାଇଥିଲେ। ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    20 hrs ago
  • 💋💋💋💋💋💋💋💋💋💋
    1
    💋💋💋💋💋💋💋💋💋💋
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    2 hrs ago
  • muribhal bolak dangarpada g p Pani paib phatijae basundhar paib Dangarpada gp Pani shamsiya paib pahati jaihese basundhara pani
    1
    muribhal bolak dangarpada g p
Pani paib phatijae basundhar paib
Dangarpada gp Pani shamsiya 
paib pahati jaihese basundhara 
pani
    user_Nitya majhi
    Nitya majhi
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    15 min ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମସିଣାପାଲି ଗ୍ରାମର ଧର୍ମପରାୟଣ ମହିଳା ବିନୋଦିନୀ ରଥଙ୍କ ପରଲୋକ ହୋଇଛି। ତାଙ୍କ ଶେଷକୃତ୍ୟରେ ପରିବାର ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହି ଖବର ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମସିଣାପାଲି ଗ୍ରାମର ଧର୍ମପରାୟଣ ମହିଳା ବିନୋଦିନୀ ରଥଙ୍କ ପରଲୋକ ହୋଇଛି। ତାଙ୍କ ଶେଷକୃତ୍ୟରେ ପରିବାର ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହି ଖବର ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    12 hrs ago
  • ସୁବର୍ଣ୍ଣପୁର ଜିଲ୍ଲାରେ କରାମାଡ଼ରେ ଫସଲ ହରାଇଥିବା ଚାଷୀମାନେ ଖୁବ ଶୀଘ୍ର କ୍ଷତିପୂରଣ ପାଇବେ। ଏଥିପାଇଁ ଆକଳନ ସରିଛି ଏବଂ ଟଙ୍କା ମଧ୍ୟ ମିଳିସାରିଛି।
    1
    ସୁବର୍ଣ୍ଣପୁର ଜିଲ୍ଲାରେ କରାମାଡ଼ରେ ଫସଲ ହରାଇଥିବା ଚାଷୀମାନେ ଖୁବ ଶୀଘ୍ର କ୍ଷତିପୂରଣ ପାଇବେ। ଏଥିପାଇଁ ଆକଳନ ସରିଛି ଏବଂ ଟଙ୍କା ମଧ୍ୟ ମିଳିସାରିଛି।
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକଠାରେ ପୋଲିସ ଏକ ସ୍କୁଟି ଡିକିରୁ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକଠାରେ ପୋଲିସ ଏକ ସ୍କୁଟି ଡିକିରୁ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter Sonapur, Sonepur•
    23 hrs ago
  • ଭୁବନେଶ୍ୱରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟରେ ଜଗନ୍ନାଥ ସଂସ୍କୃତି ପ୍ରସାର ପାଇଁ ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ କଥାମୃତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ମହାପ୍ରଭୁଙ୍କ ପ୍ରତି ସ୍ୱର୍ଗତ ମହାନ୍ତିଙ୍କ ଅନନ୍ୟ ଭକ୍ତିକୁ ଶ୍ରଦ୍ଧାଞ୍ଜଳି ଅଟେ।
    1
    ଭୁବନେଶ୍ୱରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟରେ ଜଗନ୍ନାଥ ସଂସ୍କୃତି ପ୍ରସାର ପାଇଁ ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ କଥାମୃତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ମହାପ୍ରଭୁଙ୍କ ପ୍ରତି ସ୍ୱର୍ଗତ ମହାନ୍ତିଙ୍କ ଅନନ୍ୟ ଭକ୍ତିକୁ ଶ୍ରଦ୍ଧାଞ୍ଜଳି ଅଟେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.