Shuru
Apke Nagar Ki App…
ଖଣ୍ଡପଡ଼ାର ବିବାଦୀୟ SDPO ମଦନ ମୋହନ ପ୍ରଧାନଙ୍କ ନାଁ'ରେ ଫତେଗଡ଼ ଥାନାରେ ମାମଲା ରୁଜୁ ସହ ତୁରନ୍ତ ସେ ସ୍ଥାନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଲେ ନୟାଗଡ଼ ଏସପି ଏସ ସୁଶ୍ରୀ। ମଦନଙ୍କୁ ଖଣ୍ଡପଡ଼ା SDPO ପଦବୀରୁ ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ତୁରନ୍ତ ପ୍ରତ୍ୟାହାର କରାଯିବା ପାଇଁ ନିର୍ଦ୍ଦେଶ ଜାରି। ମଦନଙ୍କ ସ୍ଥାନରେ ସୁଦୀପ୍ତ କୁମାର ସାହୁ, DSP ନୟାଗଡ଼ ଜିଲ୍ଲା ମୁଖ୍ୟାଳୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଖଣ୍ଡପଡ଼ାର In-Charge SDPO ଭାବରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
SOUMYA RANJAN

More news from ଓଡ଼ିଶା and nearby areas