logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଜ୍ୟ ବିଜେଡି ମାଇନୋରୀଟି ସେଲ ର କାର୍ଯ୍ୟକାରୀ ସଭାପତି ହେଲେ କଣ୍ଟାବାଞ୍ଜି ର ଯୁବ ବିଜେଡି ନେତା ଡଃ ଅମଜଦ ଅଲ୍ଲୀ ଖାଁ

19 hrs ago
user_HULESWAR HANS YADAV
HULESWAR HANS YADAV
Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
19 hrs ago
5abebb7a-9d5f-4b9d-9493-b8cd1cb66d0a

ରାଜ୍ୟ ବିଜେଡି ମାଇନୋରୀଟି ସେଲ ର କାର୍ଯ୍ୟକାରୀ ସଭାପତି ହେଲେ କଣ୍ଟାବାଞ୍ଜି ର ଯୁବ ବିଜେଡି ନେତା ଡଃ ଅମଜଦ ଅଲ୍ଲୀ ଖାଁ

More news from ଓଡ଼ିଶା and nearby areas
  • କଣ୍ଟାବାଞ୍ଜି ରେ ଭାଇଚାରାର ବାର୍ତ୍ତା ଦେଲା ଇଦ୍-ଏ-ମିଲାଦ ଶୋଭାଯାତ୍ରା ଇସଲାମ ଧର୍ମର ପ୍ରବକ୍ତା ହଜରତ ମହମ୍ମଦଙ୍କ ଜନ୍ମଦିନ ସ୍ମରଣ ଅବସରରେ ବୁଧବାର କଣ୍ଟାବାଞ୍ଜି ସହରରେ ଇଦ୍-ଏ-ମିଲାଦ ଅର୍ଥାତ୍ ମିଲାଦୁନ ନବୀ ଉତ୍ସବ ପାଳିତ ହୋଇଛି। କଣ୍ଟାବାଞ୍ଜି ୟୁଥ୍ ମୁସଲିମ ସଂଗଠନ ପକ୍ଷରୁ ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । କଣ୍ଟାବାଞ୍ଜି ଆଶ୍ରମ ପଡ଼ାରୁ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ମୁସଲିମ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ସାମିଲ ହୋଇ ଶାନ୍ତି, ସମ୍ପ୍ରୀତି ଓ ଭାଇଚାରାର ବାର୍ତ୍ତା ଦେଇଥିଲେ। ଶୋଭାଯାତ୍ରା ସହରର ବିଭିନ୍ନ ଛକ ଦେଇ ଯାଉଥିବା ସମୟରେ ବିଭିନ୍ନ ହିନ୍ଦୁ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ। ସେମାନେ ଶୋଭାଯାତ୍ରାରେ ସାମିଲ ଲୋକଙ୍କୁ ଥଣ୍ଡା ପାଣି ଓ ମିଠା ବଣ୍ଟନ କରିଥିଲେ। ଏହି ଦୃଶ୍ୟ କଣ୍ଟାବାଞ୍ଜି ସହରର ହିନ୍ଦୁ-ମୁସଲିମ ଭାଇଚାରା ଓ ସାମ୍ପ୍ରଦାୟିକ ସମ୍ପ୍ରୀତିର ଏକ ସୁନ୍ଦର ଉଦାହରଣ ପାଲଟିଥିଲା। ଉଭୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ପରସ୍ପର ସମ୍ମାନ ଓ ସଦ୍‌ଭାବ ଏହି ଅବସରରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ଶାନ୍ତି ଓ ଭାଇଚାରାର ବାର୍ତ୍ତା ନେଇ ପାଳିତ ଏହି ଇଦ୍-ଏ-ମିଲାଦ ଉତ୍ସବ ସହରବାସୀଙ୍କ ମଧ୍ୟରେ ଏକତାର ଭାବନାକୁ ଆହୁରି ମଜବୁତ କରିଥିଲା।
    1
    କଣ୍ଟାବାଞ୍ଜି ରେ ଭାଇଚାରାର ବାର୍ତ୍ତା ଦେଲା ଇଦ୍-ଏ-ମିଲାଦ ଶୋଭାଯାତ୍ରା

ଇସଲାମ ଧର୍ମର ପ୍ରବକ୍ତା ହଜରତ ମହମ୍ମଦଙ୍କ ଜନ୍ମଦିନ ସ୍ମରଣ ଅବସରରେ ବୁଧବାର କଣ୍ଟାବାଞ୍ଜି ସହରରେ ଇଦ୍-ଏ-ମିଲାଦ ଅର୍ଥାତ୍ ମିଲାଦୁନ ନବୀ ଉତ୍ସବ ପାଳିତ ହୋଇଛି। କଣ୍ଟାବାଞ୍ଜି ୟୁଥ୍ ମୁସଲିମ ସଂଗଠନ ପକ୍ଷରୁ ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । କଣ୍ଟାବାଞ୍ଜି ଆଶ୍ରମ ପଡ଼ାରୁ  ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ମୁସଲିମ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ସାମିଲ ହୋଇ ଶାନ୍ତି, ସମ୍ପ୍ରୀତି ଓ ଭାଇଚାରାର ବାର୍ତ୍ତା ଦେଇଥିଲେ। ଶୋଭାଯାତ୍ରା ସହରର ବିଭିନ୍ନ ଛକ ଦେଇ ଯାଉଥିବା ସମୟରେ ବିଭିନ୍ନ ହିନ୍ଦୁ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ। ସେମାନେ ଶୋଭାଯାତ୍ରାରେ ସାମିଲ ଲୋକଙ୍କୁ ଥଣ୍ଡା ପାଣି ଓ ମିଠା ବଣ୍ଟନ କରିଥିଲେ। ଏହି ଦୃଶ୍ୟ କଣ୍ଟାବାଞ୍ଜି ସହରର ହିନ୍ଦୁ-ମୁସଲିମ ଭାଇଚାରା ଓ ସାମ୍ପ୍ରଦାୟିକ ସମ୍ପ୍ରୀତିର ଏକ ସୁନ୍ଦର ଉଦାହରଣ ପାଲଟିଥିଲା। ଉଭୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ପରସ୍ପର ସମ୍ମାନ ଓ ସଦ୍‌ଭାବ ଏହି ଅବସରରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ଶାନ୍ତି ଓ ଭାଇଚାରାର ବାର୍ତ୍ତା ନେଇ ପାଳିତ ଏହି ଇଦ୍-ଏ-ମିଲାଦ ଉତ୍ସବ ସହରବାସୀଙ୍କ ମଧ୍ୟରେ ଏକତାର ଭାବନାକୁ ଆହୁରି ମଜବୁତ କରିଥିଲା।
    user_କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    7 min ago
  • ମନ୍ଦିର ଭିତରୁ ବିଭିନ୍ନ ସାମଗ୍ରୀ ଚୋରୀ କରିଥିବା ଚୋର କୁ ଗିରଫ କରିନଥିବାରୁ ସିନ୍ଧେକେଲା ଥାନା ଘେରାଉ କଲା ଶତାଧିକ ଆଦିବାସୀ ସଂଘ। ମନ୍ଦିର ଭିତରୁ ବିଭିନ୍ନ ସାମଗ୍ରୀ ଚୋରୀ କରିଥିବା ଚୋର କୁ ଗିରଫ କରିନଥିବାରୁ ସିନ୍ଧେକେଲା ଥାନା ଘେରାଉ କଲା ଶତାଧିକ ଆଦିବାସୀ ସଂଘ।
    1
    ମନ୍ଦିର ଭିତରୁ ବିଭିନ୍ନ ସାମଗ୍ରୀ ଚୋରୀ କରିଥିବା ଚୋର କୁ ଗିରଫ କରିନଥିବାରୁ ସିନ୍ଧେକେଲା ଥାନା ଘେରାଉ କଲା ଶତାଧିକ ଆଦିବାସୀ ସଂଘ।
ମନ୍ଦିର ଭିତରୁ ବିଭିନ୍ନ ସାମଗ୍ରୀ ଚୋରୀ କରିଥିବା ଚୋର କୁ ଗିରଫ କରିନଥିବାରୁ ସିନ୍ଧେକେଲା ଥାନା ଘେରାଉ କଲା ଶତାଧିକ ଆଦିବାସୀ ସଂଘ।
    user_Lili Bhue
    Lili Bhue
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    1 hr ago
  • ବାରମ୍ବାର ଆବେଦନ ନିବେଦନ ସତ୍ୱେ ପ୍ରଶାସନ ତରଫରୁ ରୁ ଅଂଚଳ କୁ ଉପେକ୍ଷା ନେଇ ତୀବ୍ର ଜନ ଅସନ୍ତୋଷ। ବାରମ୍ବାର ଆବେଦନ ନିବେଦନ ସତ୍ୱେ ପ୍ରଶାସନ ତରଫରୁ ରୁ ଅଂଚଳ କୁ ଉପେକ୍ଷା ନେଇ ତୀବ୍ର ଜନ ଅସନ୍ତୋଷ। ବିପଦ ସଂକୁଳ ଅବସ୍ଥା ରେ ଏହି ପୋଲ, ହତା, ହତ ହେବା ସାଧାରଣ ଘଟଣା ପାଲଟି ଯାଇଥିବା ବେଳେ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନ ନେବା ତୀବ୍ର ଜନ ଅସନ୍ତୋଷ ବୃଦ୍ଧି। ରିପୋର୍ଟ, ବିଭୁ ପ୍ରସାଦ ଶତପଥି, ରାୟଗଡା
    4
    ବାରମ୍ବାର ଆବେଦନ ନିବେଦନ ସତ୍ୱେ ପ୍ରଶାସନ ତରଫରୁ ରୁ ଅଂଚଳ କୁ ଉପେକ୍ଷା ନେଇ ତୀବ୍ର ଜନ ଅସନ୍ତୋଷ।
ବାରମ୍ବାର ଆବେଦନ ନିବେଦନ ସତ୍ୱେ ପ୍ରଶାସନ ତରଫରୁ ରୁ ଅଂଚଳ କୁ ଉପେକ୍ଷା ନେଇ ତୀବ୍ର ଜନ ଅସନ୍ତୋଷ।
ବିପଦ ସଂକୁଳ ଅବସ୍ଥା ରେ ଏହି ପୋଲ, ହତା, ହତ ହେବା ସାଧାରଣ ଘଟଣା ପାଲଟି ଯାଇଥିବା ବେଳେ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନ ନେବା ତୀବ୍ର ଜନ ଅସନ୍ତୋଷ ବୃଦ୍ଧି।
ରିପୋର୍ଟ, ବିଭୁ ପ୍ରସାଦ ଶତପଥି, ରାୟଗଡା
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    29 min ago
  • ଆଜି ମ ରାମପୁର ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ କବି ଗଙ୍ଗା ଧର ମେହେର ଙ୍କ ଜୟନ୍ତୀ ଉଦ୍ଘାଟନ ଉତ୍ସବରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମଲୋଚନ ମିଶ୍ର, ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ ଯୋଗ ଦେଇ କବି ମେହେର ଙ୍କ ଜୟନ୍ତୀ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ସଂସଦ ର ସମ୍ପାଦକ ହେମନ୍ତ କୁମାର ସାହୁ।
    1
    ଆଜି ମ ରାମପୁର ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ କବି ଗଙ୍ଗା ଧର ମେହେର ଙ୍କ ଜୟନ୍ତୀ ଉଦ୍ଘାଟନ ଉତ୍ସବରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମଲୋଚନ ମିଶ୍ର, ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ ଯୋଗ ଦେଇ କବି ମେହେର ଙ୍କ ଜୟନ୍ତୀ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ସଂସଦ ର ସମ୍ପାଦକ ହେମନ୍ତ କୁମାର ସାହୁ।
    user_Uddhaba Panda
    Uddhaba Panda
    କଳାହାଣ୍ଡି, ଓଡ଼ିଶା•
    5 hrs ago
  • 🇹🇯🌹💋🥺😄♥️🌹
    1
    🇹🇯🌹💋🥺😄♥️🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • ବିଳାସପୁରସୋମନାଥ ମନ୍ଦିରରେ ଜଳାଭିଷେକ ଓ ଏକ ଲକ୍ଷ ବେଲପତ୍ର ଅର୍ପଣ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସପୁର ଗ୍ରାମ ସ୍ଥିତ ବାବା ସୋମନାଥ ମନ୍ଦିରରେ ଆଜି ମହାଜଳାଭିଷେକ ଓ ଏକ ଲକ୍ଷ ବେଲପତ୍ର ଅର୍ପଣ ଅନୁଷ୍ଠିତ ହୋଇ ଯାଇଛି | ଏହାକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା | ସକାଳୁ କଳସ ଯାତ୍ରା ଅନୁଷ୍ଠିତ ହେବା ପରେ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପରେ ବାବାଙ୍କ ନିକଟରେ ବେଲ ପତ୍ର ଅର୍ପଣ କରାଯାଇଥିଲା |
    4
    ବିଳାସପୁରସୋମନାଥ ମନ୍ଦିରରେ ଜଳାଭିଷେକ ଓ ଏକ ଲକ୍ଷ ବେଲପତ୍ର ଅର୍ପଣ 
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସପୁର ଗ୍ରାମ ସ୍ଥିତ ବାବା ସୋମନାଥ ମନ୍ଦିରରେ ଆଜି ମହାଜଳାଭିଷେକ ଓ ଏକ ଲକ୍ଷ ବେଲପତ୍ର ଅର୍ପଣ ଅନୁଷ୍ଠିତ ହୋଇ ଯାଇଛି | ଏହାକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା | ସକାଳୁ କଳସ ଯାତ୍ରା ଅନୁଷ୍ଠିତ ହେବା ପରେ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପରେ ବାବାଙ୍କ ନିକଟରେ ବେଲ ପତ୍ର ଅର୍ପଣ କରାଯାଇଥିଲା |
    user_Hrudananda Meher
    Hrudananda Meher
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
  • ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ MISAAL ପ୍ରକଳ୍ପର ଶୁଭାରମ୍ଭ l ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l ବୌଦ୍ଧ, ତା.୨୫/୦୮: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ। ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l
    3
    ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ  MISAAL ପ୍ରକଳ୍ପର ଶୁଭାରମ୍ଭ l 
ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l 
ବୌଦ୍ଧ, ତା.୨୫/୦୮: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ  ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ  ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ।
ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l
    user_Ashwini Kumar Nanda
    Ashwini Kumar Nanda
    Newsstand Kantamal, Boudh•
    18 hrs ago
  • ସିନ୍ଧେକେଲା ମାଁ ଦୁଆରସେନି ମନ୍ଦିର ଚୋରି ଘଟଣା: ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାରେ ଆଦିବାସି
    3
    ସିନ୍ଧେକେଲା ମାଁ ଦୁଆରସେନି ମନ୍ଦିର ଚୋରି ଘଟଣା: ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାରେ ଆଦିବାସି
    user_କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.