Shuru
Apke Nagar Ki App…
ପ୍ରମେୟ ଖବର କାଗଜରେ ପ୍ରକାଶିତ ।ଯେ କୌଣସି ଖବର ପାଇଁ ଯୋଗାଯୋଗ କରନ୍ତୁ ।
Samanta Sekhar Nayak
ପ୍ରମେୟ ଖବର କାଗଜରେ ପ୍ରକାଶିତ ।ଯେ କୌଣସି ଖବର ପାଇଁ ଯୋଗାଯୋଗ କରନ୍ତୁ ।
More news from ଓଡ଼ିଶା and nearby areas
- ଗଞ୍ଜାମ ଜିଲ୍ଲା ମନ୍ତ୍ରୀଙ୍କ ମାତା ମାଳତୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ବୁଗୁଡା, ୦୪/୪/୨୬ : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମାତା ସ୍ବର୍ଗତ ମାଳତୀ ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଏପ୍ରିଲ ୦୪ ତାରିଖ ଦିନ ମନ୍ତ୍ରୀଙ୍କ ପୈତୃକ ଗ୍ରାମ ବୁଗୁଡା ବ୍ଲକର ଘୋଳପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ପିତା ସ୍ବର୍ଗତ ଅନନ୍ତ ମଲ୍ଲିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀ ଅନନ୍ତ ଫାଉଣ୍ଡେସନ ଗଠନ କରି ସର୍ବସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଶ୍ରୀ ଅନନ୍ତ ଫାଉଣ୍ଡେସନ ମାଧ୍ୟମରେ ପୋଲସରା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ କରିବା ପାଇଁ ଏକ ମୋବାଇଲ ଆପ "ପ୍ରତିକାର" / "the solution" ସହ ମାଗଣା ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ରମ ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଉତ୍ସର୍ଗୀକୃତ କରିଥିଲେ। ଏହି ଫାଉଣ୍ଡେସନର ଅଧ୍ୟକ୍ଷ ଭାବେ ବିକାଶ କୁମାର ମଲ୍ଲିକ, ଉପାଧ୍ୟକ୍ଷା ଭାବେ ସସ୍ମିତା ମଲ୍ଲିକ, ସମ୍ପାଦକ ଭାବେ ସୌଭାଗ୍ୟ ରଞ୍ଜନ ଜେନା, ସହ ସମ୍ପାଦକ ଭାବେ ତ୍ରିଲୋଚନ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ସୁନୀଲ କୁମାର ମଲ୍ଲିକ ପ୍ରମୁଖ କର୍ମକର୍ତ୍ତା ରହି କାର୍ଯ୍ୟ ପରିଚାଳନା କରିବେ। ଏହି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପରିବହନ ଓ ଖଣି ବିଭାଗର ମାନ୍ୟବାର ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଛତ୍ରପୁରର ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, କବିସୂର୍ଯ୍ୟ ନଗରର ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ, ପୋଲସରା ପୌରପାଳିକା ଅଧ୍ୟକ୍ଷା ସଂଗୀତା ବେହେରା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୋଲସରା ଏନଏସିର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ଆସିକାର ଭଗବାନ ସାହୁ, ବିଜେପି ନେତା ପ୍ରଭାକର ପଣ୍ଡା, ବୁଗୁଡା ବ୍ଲକ ବିଜେଡି ସଭାପତି ଖଦାଳ ଖଟେଇ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗଦେଇଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1

- ବୌଦ୍ଧ ସହର ମଧ୍ୟରେ ଆଜି ଭଗବାନ ଶ୍ରୀ ଶିବଙ୍କ ଅଷ୍ଟସମ୍ଭୁଙ୍କ ମିଳନ ଦେଖିବାକୁ ମିଳିଥିବା ବେଳେ ଭକ୍ତଙ୍କ ପ୍ରବଳ ସମାଗମ ଦେଖାଦେଇଥିଲା ।1
- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ପିଲାଙ୍କ ନାମ ଲେଖା ପାଇଁ "ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ" ଏବଂ "ଶିକ୍ଷା ସଚେତନତା ରଥ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଭାସ୍କର ଲେଙ୍କା, ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ତହସିଲଦାର ବଳଦେବ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ହରଭଙ୍ଗା ହାଡିବନ୍ଧୁ ବେହେରା,ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ସି ଡି ପି ଓ ଦୀପ୍ତି ମୟୀ ପାତ୍ର ସ୍ଥାନୀୟ ସରପଞ୍ଚ ସୁଜାତା କର୍ଣ୍ଣ, ଧଳପୁର ର ସମିତି ସଭ୍ୟା ସନ୍ଧ୍ୟାରାଣୀ ନାୟକ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୋୖଲସ୍ତି ଭୋକ୍ତା ମଂଚାସୀନ ରହିଥିଲେ l ପ୍ରଥମେ ମଂଚାସୀନ ଅତିଥି ଗଣ ବିଦ୍ୟାଦାତା ଗଣେଶ ଓ ବିଦ୍ୟାଦାତ୍ରୀ ସରସ୍ବତୀ ପ୍ରଦୀପ ପ୍ରଜ୍ବଳନ କରି ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସ୍ୱାଗତ ସଂଗୀତ ଗାନ ପରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ଅତିଥି ଗଣ ପ୍ରବେଶ ଉତ୍ସବ ଓ ଖଡ଼ି ଖୁଆଁ ଉତ୍ସବ ଉପରେ ନିଜ ନିଜ ମତ ରଖିଥିଲେ l ୨୦୨୬-୨୭ ଶିକ୍ଷା ବର୍ଷ ଆରମ୍ଭ କୁ ନେଇ ବିଦ୍ୟାଳୟ ସ୍ତରରେ ଅଙ୍ଗନୱାଡି ରୁ ଆସୁଥିବା ଏବଂ ଶିଶୁବାଟିକା ରେ ନାମ ଲେଖେଇବାକୁ ଯୋଗ୍ୟ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ରେ ନାମ ଲେଖେଇବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵାକ୍ଷରିତ ଥିବା ନିମନ୍ତ୍ରଣ ପତ୍ରକୁ ପୂର୍ବରୁ ଛାତ୍ର ଅଭିଭାବକ ମାତାପିତା ଙ୍କୁ ବଣ୍ଟନ କରାଯାଇଥିଲା । ଏବଂ ଆଜି ଏପ୍ରିଲ ୪ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ରେ ଜିଲ୍ଲା ସ୍ତରୀୟ ୪ ହଜାର ୬ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ନାମ ଲେଖାଇବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି l ମଞ୍ଚ ରେ ଅତିଥି ଗଣ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ ରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ପୁସ୍ତକ କୀଟ ଓ ୱା ସି ଡି ଏ ବାଉଶୁନି ର ପୋଗ୍ରାମ କୋଡିନେଟର ଶୁଭଲକ୍ଷ୍ମୀ ବାରିକ ଙ୍କ ପକ୍ଷରୁ ମଧ୍ୟ କୀଟ ପ୍ରଦାନ ପୂର୍ବକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପୁରୋହିତ ର ମନ୍ତ୍ର ପାଠ ରେ ଛାତ୍ର ଛାତ୍ରୀ ଙ୍କୁ ସ୍ଵ ହସ୍ତରେ ଖଡ଼ି ଛୁଆଁଇଁ ଥିଲେ l ଏହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧଳପୁର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ହୋଇଥିଲା ବେଳେ ବିଦ୍ୟାଳୟ ଏକ ମନ୍ଦିର ସଦୃଶ ଥିବାରୁ ବିଦ୍ୟାଳୟ ପରିସରରେ ଥିବା ଲୁମ୍ବିନୀ ଉଦ୍ୟାନ, ବ୍ୟାସ ଦେବ କୁଟୀର,ଯୋମେଟ୍ରିକଲ ଉଦ୍ୟାନ କୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଶୁଭ ଉଦଘାଟନ କରିଥିବା ସହିତ ଉତ୍ସବ ରେ ଶିଶୁ ଙ୍କ ସହଜ ପାଠ ପଢା ପାଇଁ ଗପ ରାଇଜ, ରଙ୍ଗ ଦୁନିଆ, ଖେଳ ମାଧ୍ୟମ ରେ ଶିକ୍ଷ। ପାଇଁ ତିନି ଗୋଟି ଶିକ୍ଷଣ କୋଣ ଷ୍ଟଲ କୁ ପରିଦର୍ଶନ କରିଥିଲେ l ପରେ ତିନ ବ୍ଲକ ପାଇଁ ତିନୋଟି ଶିକ୍ଷା ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ କୁ ତିନି ଗୋଟି ସଚେତନତା ରଥ କୁ ଅତିଥି ଗଣ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ମଞ୍ଚ କାର୍ଯ୍ୟକ୍ରମ କୁ ନବ କିଶୋର ଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଜିଲ୍ଲା ସ୍ତରୀୟକାର୍ଯ୍ୟକ୍ରମ ରେ ପିପଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛତରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ରାମଗଡ ଉଚ୍ଚ ପ୍ରାଥମିକ ରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ସଚେତନତା ଭିତିକ ନୃତ୍ୟ ଅତି ଚିତାକର୍ଷକ ଥିବା ବେଳେ ସାଂକୃତିକ କାର୍ଯ୍ୟକ୍ରମ ମନୋରଞ୍ଜନ କରିଥିଲା l କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ, ଅଭିଭାବକ,ତଥା ବହୁସଂଖ୍ୟକ ମହିଳା ଅଭିଵାବିକା ,ସି ଆର ସି ସି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ.। ଶିକ୍ଷକ ମାନଙ୍କ ଦ୍ୱାରା ଖଡିଛୁଆଁ କାର୍ଯ୍ୟକ୍ରମ ଉପରେ ଦାସକାଠିଆ ପରିବେଷଣ କରାଯାଇଥିଲା ।1
- ଡମପଡା ବ୍ଲକ ଜାଭିଅର ସ୍କୁଲ ରେ ପୂର୍ବତନ ଦାୟିତ୍ୱରେ ଥିବା ତୃପ୍ତିମୟୀ ଜେମା ଙ୍କ କେଳେଙ୍କାରୀ #spnewstvliveodia1
- 🤭🙂🙄🥺🥺🙄🙄🙄🙄🙄1
- ସୁବର୍ଣ୍ଣପୁର ଜ଼ିଲ୍ଲା ଆମ ଆଦମୀ ପାର୍ଟି. ପ୍ରେସ ମିଟ ସୁବର୍ଣ୍ଣପୁର ଜ଼ିଲ୍ଲା ର ବୀରମହାରାଜପୁର pwd ib ରେ ଏକ ସାମ୍ବାଦିକ ସମ୍ବିଳନୀ କରାଯିବ, ବୀରମହାରାଜପୁର ଅଂଚଳରୁ ତଥା ମହାନଦୀ ଦୁର୍ଦୁରା ଘାଟ, କେଉଟିପାଲି ଘାଟ, ହରିହର ଯୋର ବାଗବର, କୃଷ୍ଣପାଲି ଏଭଳି ବେଆଇନ ଭାବରେ ବାଲି ମାଫିଆ ମାନେ, ଜ଼ିଲ୍ଲାପ୍ରଶାସନ ତଥା sp, mining officer, iic ସୁବଳୟା ବାଲି ମାଫିଆ ଙ୍କ ସହିତ ମଧୁଚନ୍ଦ୍ରିକା ଭାବ ରଖିଥିବାରୁ ବୀରମହାରାଜପୁର, ସୁବଳୟା ଅଂଚଳରୁ ବାଲି ଚୋରା ଚାଲାଣ ହେଉଥିବାରୁ ମହାନଦୀ ରୁ ପାଣି ଶୁଖିଯିବା ସହିତ ଅଞ୍ଚଳ ରେ ଥିବା ଅନେକ କୂପ ନଳକୂପ ରୁ ପାଣି ସୁଖୀ ଯାଉଛି ଏବଂ ରାଜସ୍ବ ହାନି ମଧ୍ୟ ହେଉଛି l ତେଣୁ କରି ପ୍ରତିବାଦ କରିବା ସହିତ ନିରବଦ୍ରଷ୍ଟା ସାଜିଥିବା ଅଧିକାରୀ ଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲା ରୁ ବଦଳି କରିବା ସକାଶେ ଆସନ୍ତା ତା -6/4/2026 ସୋମବାର ସକାଳ 6ଟା ସମୟରୁ ଦିନ 2 ଟା ପର୍ଯ୍ୟନ୍ତ ବୀରମହାରାଜପୁର ର ସମସ୍ତ ସରକାରୀ ବେସରକାରୀ କାର୍ୟ୍ଯlଳୟ, ଶିକ୍ଷ୍lନୁଷ୍ଠାନ, ଦୈନିକ ଦୁକାନବଜ଼ାର, ଦୁଇ ଚକିଆ ଚାରି ଚକିଆ ଜାନ ବାହାନ, ଜରୁରୀ କାଳୀନ ସେବା ଯୋଗାଉଥିବା ଓ ଜରୁରୀ ପରିସ୍ଥିତି କୁ ଛାଡି,ବାକି ସମସ୍ତ ବନ୍ଦ ରହିବା କୁ ନିବେଦନ କରା ଯାଉଛି l କାରଣ ଯଦି ଆମେ ବେଳ ଥାଉ ଥାଉ ସଜାଗ ନ ହେବା ଆଗାମୀ ଦିନରେ ପାଣି, ଓ ବାଲି ର ଶଙ୍କଟ ହେବ ସେତେ ବେଳକୁ ନେଡିଗୋଡ କୋହଣୀକୁ ବୋହି ଯାଇଥିବ l ତେଣୁ ଅଂଚଳର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ବ୍ୟବସାୟୀ ଏହି ବନ୍ଦ ଡାକରା କୁ ସମ୍ପୂର୍ଣ ଭାବରେ ସହଯୋଗ କରି ସଫଳ କରିବା ଓ ଓଡିଶା ସରକାର ଙ୍କୁ ବାର୍ତ୍ତା ଦେବା ଯେ ମହାନଦୀ କୁ ସୁରକ୍ଷା କଲେ ଆମରି ରକ୍ଷା ହେବ ବୋଲି ଜଣାଇ ଦେବା l ବିନୀତ ଆମ ଆଦମୀ ପାର୍ଟି ସୁବର୍ଣ୍ଣପୁର ଜ଼ିଲ୍ଲା ସଭାପତି ଓ କମିଟି l1