ଗଞ୍ଜାମ ଜିଲ୍ଲା ମନ୍ତ୍ରୀଙ୍କ ମାତା ମାଳତୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ବୁଗୁଡା, ୦୪/୪/୨୬ : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମାତା ସ୍ବର୍ଗତ ମାଳତୀ ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଏପ୍ରିଲ ୦୪ ତାରିଖ ଦିନ ମନ୍ତ୍ରୀଙ୍କ ପୈତୃକ ଗ୍ରାମ ବୁଗୁଡା ବ୍ଲକର ଘୋଳପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ପିତା ସ୍ବର୍ଗତ ଅନନ୍ତ ମଲ୍ଲିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀ ଅନନ୍ତ ଫାଉଣ୍ଡେସନ ଗଠନ କରି ସର୍ବସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଶ୍ରୀ ଅନନ୍ତ ଫାଉଣ୍ଡେସନ ମାଧ୍ୟମରେ ପୋଲସରା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ କରିବା ପାଇଁ ଏକ ମୋବାଇଲ ଆପ "ପ୍ରତିକାର" / "the solution" ସହ ମାଗଣା ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ରମ ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଉତ୍ସର୍ଗୀକୃତ କରିଥିଲେ। ଏହି ଫାଉଣ୍ଡେସନର ଅଧ୍ୟକ୍ଷ ଭାବେ ବିକାଶ କୁମାର ମଲ୍ଲିକ, ଉପାଧ୍ୟକ୍ଷା ଭାବେ ସସ୍ମିତା ମଲ୍ଲିକ, ସମ୍ପାଦକ ଭାବେ ସୌଭାଗ୍ୟ ରଞ୍ଜନ ଜେନା, ସହ ସମ୍ପାଦକ ଭାବେ ତ୍ରିଲୋଚନ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ସୁନୀଲ କୁମାର ମଲ୍ଲିକ ପ୍ରମୁଖ କର୍ମକର୍ତ୍ତା ରହି କାର୍ଯ୍ୟ ପରିଚାଳନା କରିବେ। ଏହି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପରିବହନ ଓ ଖଣି ବିଭାଗର ମାନ୍ୟବାର ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଛତ୍ରପୁରର ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, କବିସୂର୍ଯ୍ୟ ନଗରର ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ, ପୋଲସରା ପୌରପାଳିକା ଅଧ୍ୟକ୍ଷା ସଂଗୀତା ବେହେରା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୋଲସରା ଏନଏସିର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ଆସିକାର ଭଗବାନ ସାହୁ, ବିଜେପି ନେତା ପ୍ରଭାକର ପଣ୍ଡା, ବୁଗୁଡା ବ୍ଲକ ବିଜେଡି ସଭାପତି ଖଦାଳ ଖଟେଇ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗଦେଇଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ

- ଗଞ୍ଜାମ ଜିଲ୍ଲା ଚିକିଟିବାସୀଙ୍କ ଭତ୍ତା ଅଧିକାର ହନନ କରୁଛନ୍ତି ବିଜେଡି ଏନ୍ଏସି ଅଧ୍ୟକ୍ଷା ଓ କାଉଁସିଲର ଚିକିଟିବାସୀଙ୍କ ଅଧିକାର ପାଇଁ ମୁଁ ନିରନ୍ତର ସଂଘର୍ଷ କରି ଆସୁଛି ଏବଂ ଜଣେ ବିଧାୟକ ଭାବେ ମୋର ଯାହା କର୍ତ୍ତବ୍ୟ, ତାହା ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରୁଛି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ଉଦ୍ବେଗର ବିଷୟ ଯେ, ବିଜେଡି ଏନ୍ଏସି ଅଧ୍ୟକ୍ଷା ଓ କାଉନ୍ସିଲର୍ କେବଳ ରାଜନୈତିକ ଦ୍ୱେଷ ପୋଷଣ କରି ଚିକିଟିବାସୀଙ୍କ ଭତ୍ତା ଅଟକାଇ ରଖୁଛନ୍ତି ଏବଂ ଏହା ମାଧ୍ୟମରେ ଡବଲ ଇଞ୍ଜିନ ସରକାରଙ୍କୁ ବଦନାମ କରିବାର ଅପଚେଷ୍ଟା ଚଳାଇଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ1

- ବିଧାୟକଙ୍କ ଦ୍ୱାରା “ଖଡ଼ିଛୁଆଁ ପ୍ରବେଶ ଉତ୍ସବ” ର ଶୁଭାରମ୍ଭ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟରେ ଆଜି ଖୁସି ଓ ଉତ୍ସାହ ସହିତ “ଖଡ଼ିଛୁଆଁ ପ୍ରବେଶ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି ।1
- ଓଡିଶା ରାଜ୍ୟ ର ସମସ୍ତ ଜନସାଧାରଣ ଙ୍କୁ ଙ୍ଖୁସି ରେ ବଞ୍ଚିବା କୁ ଦେବା ପାଇଁ ପ୍ରଭୁ ଙ୍କୁ ବିନୀତ ଅନୁରୋଧ କରୁଅଛି1
- ପୂଣ୍ୟ ଶୁକ୍ରବାର ଓ ପୁନରୁତ୍ଥାନ ରବିବାର ଅବସରରେ ଆୟୋଜିତ ହୋଇଛି ମେଗା ରକ୍ତଦାନ ଶିବିର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ଆୟୋଜିତ ହୋଇଛି ରକ୍ତ ଦାନ ଶିବିର। ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପକ୍ଷରୁ ଆୟୋଜିତ ଏହି ଶିବିରରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାନ୍ତନୁ ପାଢ଼ୀ ଓ ସାରା ଚକ୍ଷୁ ଚିକିତ୍ସାଳୟ ର ନିର୍ଦ୍ଦେଶକ ତଥା ଚକ୍ଷୁ ବିଶେଷଜ୍ଞ ଡ: ପ୍ରଦୀପ କୁମାର ସ୍ବାଇଁ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଶିବିରର ମୂଳ ଉଦ୍ଦେଶ୍ୟ ମାନବ ଜାତିର ସ୍ବାର୍ଥ ପାଇଁ ଯୀଶୁ ଖ୍ରୀଷ୍ଟ ଯେପରି ନିଜର ଶେଷ ରକ୍ତ ବିନ୍ଦୁକୁ ଦାନ କରିଦେଇଛନ୍ତି ତାହାର ଅନୁକରଣ କରି ରକ୍ତଦାନ ଦ୍ବାରା ରକ୍ତ ଅଭାବ କାରଣରୁ ଅନେକଙ୍କ ଜୀବନ ରକ୍ଷା ପାଇପାରିବ ଏହାହିଁ ଏହାର ମୂଳ ଉଦ୍ଦେଶ୍ୟ। ତେବେ ଏହି ଶିବିରରେ ୫୦ ୟୁନିଟିରୁ ଅଧିକ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି। ରକ୍ତ ଦାନ ମହାପୁଣ୍ୟ ଉକ୍ତିର ସଫଳତା ହେଉଚି ଏହି ଶିବିରର ମୂଳ ଲକ୍ଷ୍ୟ। ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକୁ ପରିଚାଳନା କରିଥିଲେ । ଏଥିରେ ପାରଳାଖେମୁଣ୍ଡି କ୍ୟାଥୋଲିକ ମୁଖ୍ୟ ଯାଜକ ଶ୍ରୀ ଅଜିତ କୁମାର ନାୟକ , ସମାଜ ସେବୀ ଶ୍ରୀ ଲାଜାର ଲିମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।1
- ଧରା ପଡ଼ିଗଲା ବାଇକ ଚୋର ।1