Shuru
Apke Nagar Ki App…
ଧରା ପଡ଼ିଗଲା ବାଇକ ଚୋର ଧରା ପଡ଼ିଗଲା ବାଇକ ଚୋର ।
AK14TV
ଧରା ପଡ଼ିଗଲା ବାଇକ ଚୋର ଧରା ପଡ଼ିଗଲା ବାଇକ ଚୋର ।
More news from ଓଡ଼ିଶା and nearby areas
- ଧରା ପଡ଼ିଗଲା ବାଇକ ଚୋର ।1
- ପୂଣ୍ୟ ଶୁକ୍ରବାର ଓ ପୁନରୁତ୍ଥାନ ରବିବାର ଅବସରରେ ଆୟୋଜିତ ହୋଇଛି ମେଗା ରକ୍ତଦାନ ଶିବିର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ଆୟୋଜିତ ହୋଇଛି ରକ୍ତ ଦାନ ଶିବିର। ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପକ୍ଷରୁ ଆୟୋଜିତ ଏହି ଶିବିରରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାନ୍ତନୁ ପାଢ଼ୀ ଓ ସାରା ଚକ୍ଷୁ ଚିକିତ୍ସାଳୟ ର ନିର୍ଦ୍ଦେଶକ ତଥା ଚକ୍ଷୁ ବିଶେଷଜ୍ଞ ଡ: ପ୍ରଦୀପ କୁମାର ସ୍ବାଇଁ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଶିବିରର ମୂଳ ଉଦ୍ଦେଶ୍ୟ ମାନବ ଜାତିର ସ୍ବାର୍ଥ ପାଇଁ ଯୀଶୁ ଖ୍ରୀଷ୍ଟ ଯେପରି ନିଜର ଶେଷ ରକ୍ତ ବିନ୍ଦୁକୁ ଦାନ କରିଦେଇଛନ୍ତି ତାହାର ଅନୁକରଣ କରି ରକ୍ତଦାନ ଦ୍ବାରା ରକ୍ତ ଅଭାବ କାରଣରୁ ଅନେକଙ୍କ ଜୀବନ ରକ୍ଷା ପାଇପାରିବ ଏହାହିଁ ଏହାର ମୂଳ ଉଦ୍ଦେଶ୍ୟ। ତେବେ ଏହି ଶିବିରରେ ୫୦ ୟୁନିଟିରୁ ଅଧିକ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି। ରକ୍ତ ଦାନ ମହାପୁଣ୍ୟ ଉକ୍ତିର ସଫଳତା ହେଉଚି ଏହି ଶିବିରର ମୂଳ ଲକ୍ଷ୍ୟ। ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକୁ ପରିଚାଳନା କରିଥିଲେ । ଏଥିରେ ପାରଳାଖେମୁଣ୍ଡି କ୍ୟାଥୋଲିକ ମୁଖ୍ୟ ଯାଜକ ଶ୍ରୀ ଅଜିତ କୁମାର ନାୟକ , ସମାଜ ସେବୀ ଶ୍ରୀ ଲାଜାର ଲିମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।1
- Post by Ansubhai Pandey1
- ବିଭିନ୍ନ ସ୍ଥାନରେ ବିଧାୟକଙ୍କ ଦ୍ୱାରା ଭୂମି ପୂଜା କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପଦର ବାଲି ଠାରେ ଶନିବାର ଦିନ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷୋହଳ ଖଣ୍ଡ ଗୋପାଳ ସମାଜର ନୂତନ କଲ୍ୟାଣ ମଣ୍ଡପ , ଗାଁରେ ମୁଖ୍ୟ ରାସ୍ତା ନିମନ୍ତେ ଭୁମିପୂଜନ କରିଛନ୍ତି ।1
- ଭୂତ ପାଇଁ ଲାଟିନ ଗୃହ ନିର୍ମାଣ ହୋଇଛି ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଭୂତ ପାଇଁ ଲାଟିନ ଗୃହ ନିର୍ମାଣ ହୋଇଛି #Latin #Government #Update #latest #viral #news #odisha1
- ଗଞ୍ଜାମ ଜିଲ୍ଲା ଚିକିଟିବାସୀଙ୍କ ଭତ୍ତା ଅଧିକାର ହନନ କରୁଛନ୍ତି ବିଜେଡି ଏନ୍ଏସି ଅଧ୍ୟକ୍ଷା ଓ କାଉଁସିଲର ଚିକିଟିବାସୀଙ୍କ ଅଧିକାର ପାଇଁ ମୁଁ ନିରନ୍ତର ସଂଘର୍ଷ କରି ଆସୁଛି ଏବଂ ଜଣେ ବିଧାୟକ ଭାବେ ମୋର ଯାହା କର୍ତ୍ତବ୍ୟ, ତାହା ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରୁଛି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ଉଦ୍ବେଗର ବିଷୟ ଯେ, ବିଜେଡି ଏନ୍ଏସି ଅଧ୍ୟକ୍ଷା ଓ କାଉନ୍ସିଲର୍ କେବଳ ରାଜନୈତିକ ଦ୍ୱେଷ ପୋଷଣ କରି ଚିକିଟିବାସୀଙ୍କ ଭତ୍ତା ଅଟକାଇ ରଖୁଛନ୍ତି ଏବଂ ଏହା ମାଧ୍ୟମରେ ଡବଲ ଇଞ୍ଜିନ ସରକାରଙ୍କୁ ବଦନାମ କରିବାର ଅପଚେଷ୍ଟା ଚଳାଇଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ପାରଳାଖେମୁଣ୍ଡି-ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ ଆରମ୍ଭ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁଂକର ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦର ଅଧକ୍ଷ ଗାବରା ତିରୁପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍. ଗିରିଧର,ଓ୍ୱାର୍ଡ କାଉନସିଲର ବାଳକ୍ରୁଷ୍ଣ ପାତ୍ର ଓ ବିଭୂତି ଭୂଷଣ ବେହେରା, ସାଂସଦ ପ୍ରତିନିଧି ଦାରାପୁ ଚିଟ୍ଟି ଏବଂ ଡାଇଟ୍ ର ଅଧ୍ୟକ୍ଷ ଡାକ୍ତର ମୁର୍ମୁ ମଂଚାସୀନ ଥିଲେ। ବକ୍ତାମାନେ ଶିକ୍ଷାନୀତି ୨୦୨୦ ର ବିଶେଷତ୍ୱ କୁ ଆଧାର କରି ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖା ଗୁରୁତ୍ବ ଦେବା ସହ ସମସ୍ତ ୫ ରୁ ୧୮ ବର୍ଷ ବାଳକ ବାଳିକା ମାନଂକୁ ଶିକ୍ଷାର ମୁଖ୍ୟ ସ୍ରୋତରେ ନେବାପାଇଁ ଆହ୍ବାନ କରିଥିଲେ। ଏହି ଅବସରରେ ଶିଶୁମାନଙ୍କୁ ଅତିଥି ମାନେ ଅକ୍ଷର ଲେଖିବା ଶିଖାଇଥିଲେ। ଏହାକୁ ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ପ୍ରଧାନ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ୩ଟି ପ୍ରଚାର ଓ ପ୍ରସାର ଗାଡିକୁ ମୁଖ୍ୟ ଅତିଥି ସବୁଜ ପତାକା ଦେଖାଇଥିଲେ। ଏହା ଗୋଷାଣି, କାଶୀନଗର ଓ ଗୁମ୍ମା ବ୍ଲକ ଯାଇ ସଚେତନ କରାଇବ। ସମସ୍ତ ୭ଟି ବ୍ଲକରେ ଆଜି ଏହି ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।1