Shuru
Apke Nagar Ki App…
#ହେଲ୍ପ_ଇଣ୍ଡିଆ_ଟିମ୍_୨ୟ_ଥର_ପାଇଁ_ରାଡ଼ାବାଲି_ଗାଁରେ #ଗାଁ_ଲୋକମାନେ_ବହୁତ_ଆନନ୍ଦିତ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ସୁଗଡ଼ବାଡ଼ି ପଞ୍ଚାୟତ ସ୍ଥିତ ରାଡ଼ାବାଲି ଗାଁରେ ହେଲ୍ପ ଇଣ୍ଡିଆ ଟିମ୍ ୨ୟ ଥର ପାଇଁ ଶାଢ଼ୀ,ଲୁଗା,ଶୀତବସ୍ତ୍ର,ଲାଇଟ୍,ଶୁଖିଲା ଖାଦ୍ୟ ଇତ୍ୟାଦି ବଣ୍ଟନ କରାଯାଇଚି । ଉକ୍ତ ଜିନିଷ ପାଇ ରାଡ଼ାବାଲି ଗାଁର ଲୋକମାନେ ବହୁତ ଖୁସି ବ୍ୟକ୍ତ କରିଛନ୍ତି ।
Sanjib Panigrahi

More news from Kandhamal and nearby areas
- #ଜି_ଉଦୟଗିରିରେ_ଅସହ୍ୟ_ଜାଡ଼ ସାରା ଓଡ଼ିଶା ଅସହ୍ୟ ଜାଡ଼ : ୪ ଡିଗ୍ରୀରେ ଥରିଲା କନ୍ଧମାଳ ଜି.ଉଦୟଗିରି, ୧୦ ଡିଗ୍ରୀ ତଳେ ୮ ସହରର ତାପମାତ୍ରା1
- #ଶୁଖିଲା_ପଡିଛି_ପାଣି_ଟାଙ୍କି_ଶୋଷ_ମେଣ୍ଟାଉଛି_ଚୁଆ_ପାଣି ଦିନକର କିମ୍ବା ଦୁଇଦିନର କଥା ନୁହେଁ ଦେଶ ସ୍ୱ।ଧିନ ପରଠାରୁ ଗ୍ରାମରେ ଚୁଆ ପାଣି ଭରସା।ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ ଗ୍ରାମ ପଞ୍ଜାୟତ ରାଣୀପଦର ଗ୍ରାମରେ |1
- କନ୍ଧମାଳ song1
- ବିିଦ୍ୟୁତ ସଟ୍ସର୍କିଟ୍ ରେ ଜଳିଗଲା ଘର, କନ୍ଧମାଳ https://youtu.be/RUSYP5n84NM1
- ମାତିଛନ୍ତି ମେଡିକାଲ ଦଲାଲ୍...ସରଳ ନିରୀହ ଲୋକଙ୍କୁ ଚିକିତ୍ସା ନାଁରେ ଡାକି ନେଉଛନ୍ତି ଛତିଶଗଡ଼..ମାରି ଫେରାଉଛନ୍ତି ଓଡ଼ିଶା...ଏଭଳି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ | ଦଲାଲ୍ ମାନେ ସରଳ ଆସିବାସୀଙ୍କୁ ବୁଝେଇ ସୁଝେଇ ଚିକତ୍ସା ନାଁରେ ଛତିଶଗଡ଼ ନେଇ ଆଦିବାସୀଙ୍କ ଜୀବନ ସହ ଖେଳିବା ସହିତ ମାଗଣା ଚିକିତ୍ସା ନାରେ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଲୁଟ ହେଉଛି ଲକ୍ଷ୍ୟଲକ୍ଷ୍ୟ ଟଙ୍କା I ଚିକିତ୍ସା ପାଇଁ ଛତିଶଗଡ଼ ଯାଇଥିବା ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁହେବା ପରେ ଫିଟିଲା ଗୁମର I1
- #କନ୍ଧମାଳ ଡେଙ୍ଗାସୀ ଏବଂ ରାଢ଼l ବାଲିରେ ଦେୟମୁକ୍ତ ବଳକା ବସ୍ତ୍ର ସାମଗ୍ରୀ ପ୍ରଦାନ ଅବସରେ କୁଇ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ଖୁସିରେ ପାଛୋଟି ନେବାର ଦୃଶ୍ୟ l 3km. ପାଦଚଲା କଠିନ ରାସ୍ତା ସେମାନଙ୍କ ସହଯୋଗ ପାଇଁ ସମ୍ଭବ ହୋଇ ପାରିଥିଲା, ଏହାଥିଲା ଆମପାଇଁ ଏକ ନିଆରା ଅନୁଭୂତି, ସତରେ ଆଜ୍ଞା ଏତେ ସୁନ୍ଦର ମଣିଷ ସେମାନେ କିନ୍ତୁ ବହୁତ ଦୁଃଖରେ ବସବାସ କରୁଛନ୍ତି l ପ୍ରଣାମ କନ୍ଧମାଳ1
- କନ୍ଧମାଳ ପ୍ରଶାସନ ର ନିଦ ଭାଙ୍ଗିଲା ।। Kalinga24 News __________________________________1
- Thandi badhgai…1