logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବର୍ଷାକୁ ନେଇ କୋରାପୁଟ ପ୍ରଶାସନ ସଜାଗ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। କୋରାପୁଟ ଜିଲ୍ଲାରେ ମଧ୍ୟ ଭାରିରୁ ଅତିଭାରି ବର୍ଷା ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜରୁରୀ ପରିସ୍ଥିତି ପାଇଁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। AVO: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଧୀରେ ଧୀରେ ଶକ୍ତିଶାଳୀ ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ଆଶଙ୍କା କରାଯାଉଛି। କୋରାପୁଟ ଜିଲ୍ଲାରେ ବର୍ଷାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି। ସେପଟେ ଭାରି ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ସ୍କୁଲଗୁଡ଼ିକୁ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଶିକ୍ଷକ ଓ କର୍ମଚାରୀମାନେ ନିଜ ନିଜ ସ୍କୁଲରେ ଉପସ୍ଥିତ ରହିବେ। ବର୍ଷାକୁ ନେଇ କୋରାପୁଟ ପ୍ରଶାସନ ସଜାଗ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। କୋରାପୁଟ ଜିଲ୍ଲାରେ ମଧ୍ୟ ଭାରିରୁ ଅତିଭାରି ବର୍ଷା ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜରୁରୀ ପରିସ୍ଥିତି ପାଇଁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଧୀରେ ଧୀରେ ଶକ୍ତିଶାଳୀ ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ଆଶଙ୍କା କରାଯାଉଛି। କୋରାପୁଟ ଜିଲ୍ଲାରେ ବର୍ଷାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି। ସେପଟେ ଭାରି ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ସ୍କୁଲଗୁଡ଼ିକୁ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଶିକ୍ଷକ ଓ କର୍ମଚାରୀମାନେ ନିଜ ନିଜ ସ୍କୁଲରେ ଉପସ୍ଥିତ ରହିବେ।

1 hr ago
user_MEGHA GUNTHA
MEGHA GUNTHA
Audio visual consultant ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
1 hr ago

ବର୍ଷାକୁ ନେଇ କୋରାପୁଟ ପ୍ରଶାସନ ସଜାଗ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। କୋରାପୁଟ ଜିଲ୍ଲାରେ ମଧ୍ୟ ଭାରିରୁ ଅତିଭାରି ବର୍ଷା ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜରୁରୀ ପରିସ୍ଥିତି ପାଇଁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। AVO: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଧୀରେ ଧୀରେ ଶକ୍ତିଶାଳୀ ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ଆଶଙ୍କା କରାଯାଉଛି। କୋରାପୁଟ ଜିଲ୍ଲାରେ ବର୍ଷାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ

3b2763c7-e750-40ee-9086-64395d2c82fe

କୁହାଯାଇଛି। ସେପଟେ ଭାରି ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ସ୍କୁଲଗୁଡ଼ିକୁ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଶିକ୍ଷକ ଓ କର୍ମଚାରୀମାନେ ନିଜ ନିଜ ସ୍କୁଲରେ ଉପସ୍ଥିତ ରହିବେ। ବର୍ଷାକୁ ନେଇ କୋରାପୁଟ ପ୍ରଶାସନ ସଜାଗ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। କୋରାପୁଟ ଜିଲ୍ଲାରେ ମଧ୍ୟ ଭାରିରୁ ଅତିଭାରି ବର୍ଷା ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜରୁରୀ ପରିସ୍ଥିତି ପାଇଁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଧୀରେ ଧୀରେ ଶକ୍ତିଶାଳୀ ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ଆଶଙ୍କା କରାଯାଉଛି। କୋରାପୁଟ ଜିଲ୍ଲାରେ ବର୍ଷାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି। ସେପଟେ ଭାରି ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ସ୍କୁଲଗୁଡ଼ିକୁ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଶିକ୍ଷକ ଓ କର୍ମଚାରୀମାନେ ନିଜ ନିଜ ସ୍କୁଲରେ ଉପସ୍ଥିତ ରହିବେ।

More news from ଓଡ଼ିଶା and nearby areas
  • ଧମାଲ କରୁଛିମାଳିପୁଟ ମେଲୋଡି ସାର ଦେଶରେ ବର୍ତମାନ କୋରାପୁଟ ର ଏହି ଚଳ ଚିତ୍ର କୁ ନେଇ କଳ୍ପନା କୋରାପୁଟ ର ସଂସ୍କୃତି ପରମ୍ପରା ବିଶ୍ୱାସ କୁ ଆଧାର କରି ନିର୍ମିତ ମାଳିପୁଟ ମେଲୋଡି ବର୍ତମାନ ଚର୍ଚ୍ଚାରେ
    1
    ଧମାଲ କରୁଛିମାଳିପୁଟ ମେଲୋଡି ସାର ଦେଶରେ ବର୍ତମାନ କୋରାପୁଟ ର ଏହି ଚଳ ଚିତ୍ର କୁ ନେଇ କଳ୍ପନା 
କୋରାପୁଟ ର ସଂସ୍କୃତି ପରମ୍ପରା ବିଶ୍ୱାସ କୁ ଆଧାର କରି ନିର୍ମିତ ମାଳିପୁଟ ମେଲୋଡି ବର୍ତମାନ ଚର୍ଚ୍ଚାରେ
    user_Gam Khabar
    Gam Khabar
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    20 hrs ago
  • ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି ରେ କଲଭଟ ଉପରେ ପାଣି ରାସ୍ତା ଯାହାଉଛି ଗଜପତି ଗଞ୍ଜାମ ସୀମାନ୍ତ ତପ୍ତପାଣ ଘାଟି ରେ ପାହାଡ଼ ରୁ ପାଣି ଆସି କଲଭାଟ ଉପରେ ଦେଇ ରାସ୍ତା ରେ ଯାଉଛି ଯାହା ଦ୍ୱାରା ଯାନବାହାନ ଯାତାୟତ ରେ ବାଧା ସୃଷ୍ଟି ହେଇଛି
    1
    ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି ରେ କଲଭଟ ଉପରେ ପାଣି ରାସ୍ତା ଯାହାଉଛି 
ଗଜପତି ଗଞ୍ଜାମ ସୀମାନ୍ତ ତପ୍ତପାଣ ଘାଟି ରେ ପାହାଡ଼ ରୁ ପାଣି ଆସି କଲଭାଟ ଉପରେ ଦେଇ ରାସ୍ତା ରେ ଯାଉଛି ଯାହା ଦ୍ୱାରା ଯାନବାହାନ ଯାତାୟତ ରେ ବାଧା ସୃଷ୍ଟି ହେଇଛି
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    4 hrs ago
  • ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର
    1
    ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର 
ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର
    user_Udanti Live Office
    Udanti Live Office
    ସିନାପାଲି, ନୂଆପଡ଼ା, ଓଡ଼ିଶା•
    10 hrs ago
  • 🇹🇯🇹🇯♥️♥️♥️♥️♥️♥️♥️
    1
    🇹🇯🇹🇯♥️♥️♥️♥️♥️♥️♥️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    10 hrs ago
  • କବିସୂର୍ଯ୍ୟନଗର : ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ,ଉତ୍କଟ ଡ୍ରେନେଜ ସମସ୍ୟା ସମାଧାନ ନେଇ ଅଭିଯୋଗ କଲେ କୋଦଳା ଏନଏସି ବାସିନ୍ଦା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ରେ ଡ୍ରେନେଜ ସମସ୍ୟା ନେଇ ଅଭିଯୋଗ କଲେ କୋଦଳା ଏନଏସି ୱାର୍ଡ ନମ୍ବର 10 ସୂର୍ଯ୍ୟନଗର ସାହି ବାସିନ୍ଦା l ଦୀର୍ଘ ମାସ ହେବ ସାହି ରାସ୍ତାରେ ନର୍ଦମା ପାଣି ଜମି ରହିବା ସହ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି l ଫଳରେ ସାହି ବାସିନ୍ଦା ବହୁ ସମସ୍ୟା ଭୋଗୁଥିବା ନେଇ ବହୁବାର କୋଦଳା ଏନଏସି ରେ ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ଆଜି ଜିଲ୍ଲା ସ୍ଥରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଅଧିକାରୀ ଙ୍କ ନିକଟରେ ଦାବି କରାଯାଇଛି l ସେହି ଭଳି ମୋଟ 186 ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ସମସ୍ତ ଲାଇନ ଡିପାର୍ଡ ମେଣ୍ଟ ର ଅଧିକାରୀ ମାନେ ଯୋଗଦେଇଥିଲେ l ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଯଥାଶୀଘ୍ର ସମାଧାନ ଲାଗି ପ୍ରୟାସ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ l
    1
    କବିସୂର୍ଯ୍ୟନଗର : ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ,ଉତ୍କଟ ଡ୍ରେନେଜ ସମସ୍ୟା ସମାଧାନ ନେଇ ଅଭିଯୋଗ କଲେ କୋଦଳା ଏନଏସି ବାସିନ୍ଦା
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ରେ ଡ୍ରେନେଜ ସମସ୍ୟା ନେଇ ଅଭିଯୋଗ କଲେ କୋଦଳା ଏନଏସି ୱାର୍ଡ ନମ୍ବର 10 ସୂର୍ଯ୍ୟନଗର ସାହି ବାସିନ୍ଦା l ଦୀର୍ଘ ମାସ ହେବ ସାହି ରାସ୍ତାରେ ନର୍ଦମା ପାଣି ଜମି ରହିବା ସହ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି l ଫଳରେ ସାହି ବାସିନ୍ଦା ବହୁ ସମସ୍ୟା ଭୋଗୁଥିବା ନେଇ ବହୁବାର କୋଦଳା ଏନଏସି ରେ ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ଆଜି ଜିଲ୍ଲା ସ୍ଥରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଅଧିକାରୀ ଙ୍କ ନିକଟରେ ଦାବି କରାଯାଇଛି l ସେହି ଭଳି ମୋଟ 186 ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ସମସ୍ତ ଲାଇନ ଡିପାର୍ଡ ମେଣ୍ଟ ର ଅଧିକାରୀ ମାନେ ଯୋଗଦେଇଥିଲେ l ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଯଥାଶୀଘ୍ର ସମାଧାନ ଲାଗି ପ୍ରୟାସ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ l
    user_Pitabas dash
    Pitabas dash
    Asika, Ganjam•
    23 hrs ago
  • ଛତ୍ରପୁର ରେ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା- ୨୦୨୬ : ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ଛତ୍ରପୁର ବିଧାୟକ ଛତ୍ରପୁରସ୍ଥିତ ଅନସ୍ଲୋ ମିନି ଷ୍ଟାଡିୟମ ପରିସରରେ ଛତ୍ରପୁର ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ପକ୍ଷରୁ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ବିଇଓ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କ୍ରୀଡ଼ାବିତ୍‌ମାନଙ୍କୁ ନିଷ୍ଠା, ଶୃଙ୍ଖଳା ଓ ନିୟମିତ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା, ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ଜାତୀୟ ଭାରଉତ୍ତୋଳନ କ୍ରୀଡ଼ାବିତ୍‌ ସୀତା କୁମାରୀ ଜେନା, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଶାରୀରିକ ଶିକ୍ଷା ଓ କ୍ରୀଡ଼ା ଅଧିକାରୀ ଭାଗୀରଥି ସ୍ୱାଇଁ ଏବଂ ଛତ୍ରପୁର ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନର ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ପ୍ରତିଯୋଗିତାରେ ଛତ୍ରପୁର ବ୍ଲକର ୧୩ଟି କ୍ଲଷ୍ଟର ଏବଂ ୪ଟି ଜୋନ୍‌ର ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗର କ୍ରୀଡ଼ାବିତ୍‌ମାନେ ଅଂଶଗ୍ରହଣ କରିଥିଲେ। ଦୌଡ଼, ଖୋ-ଖୋ, କବାଡ଼ି, ଉଚ୍ଚଡିଆଁ, ଲମ୍ବଡିଆଁ ଓ ଯୋଗ ସମେତ ବିଭିନ୍ନ କ୍ରୀଡ଼ାରେ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍‌ମାନଙ୍କୁ ଆଗାମୀ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମନୋନୀତ କରାଯିବ।
    1
    ଛତ୍ରପୁର ରେ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା- ୨୦୨୬ : ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ଛତ୍ରପୁର ବିଧାୟକ 
ଛତ୍ରପୁରସ୍ଥିତ ଅନସ୍ଲୋ ମିନି ଷ୍ଟାଡିୟମ ପରିସରରେ ଛତ୍ରପୁର ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ପକ୍ଷରୁ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ବିଇଓ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କ୍ରୀଡ଼ାବିତ୍‌ମାନଙ୍କୁ ନିଷ୍ଠା, ଶୃଙ୍ଖଳା ଓ ନିୟମିତ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା, ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ଜାତୀୟ ଭାରଉତ୍ତୋଳନ କ୍ରୀଡ଼ାବିତ୍‌ ସୀତା କୁମାରୀ ଜେନା, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଶାରୀରିକ ଶିକ୍ଷା ଓ କ୍ରୀଡ଼ା ଅଧିକାରୀ ଭାଗୀରଥି ସ୍ୱାଇଁ ଏବଂ ଛତ୍ରପୁର ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନର ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।
ପ୍ରତିଯୋଗିତାରେ ଛତ୍ରପୁର ବ୍ଲକର ୧୩ଟି କ୍ଲଷ୍ଟର ଏବଂ ୪ଟି ଜୋନ୍‌ର ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗର କ୍ରୀଡ଼ାବିତ୍‌ମାନେ ଅଂଶଗ୍ରହଣ କରିଥିଲେ। ଦୌଡ଼, ଖୋ-ଖୋ, କବାଡ଼ି, ଉଚ୍ଚଡିଆଁ, ଲମ୍ବଡିଆଁ ଓ ଯୋଗ ସମେତ ବିଭିନ୍ନ କ୍ରୀଡ଼ାରେ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍‌ମାନଙ୍କୁ ଆଗାମୀ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମନୋନୀତ କରାଯିବ।
    user_Kanhu Sahu
    Kanhu Sahu
    Photographer ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    21 hrs ago
  • ମାଲୁସାଉଁନ୍ତାରେ ବୁଧବାର ଆୟୋଜିତ ହେବ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କୋରାପୁଟ ବ୍ଲକ୍‌ର ଦିବ୍ୟାଙ୍ଗଜନଙ୍କ ପାଇଁ ଆସନ୍ତା ୨୩ ସେପ୍ଟେମ୍ବର, ବୁଧବାର ଦିନ ଆୟୋଜିତ ହେବ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬-୨୭ର ପ୍ରଥମ ପର୍ଯ୍ୟାୟ। ମାଥାଲପୁଟ ସ୍ଥିତ ମାଲୁସାଉଁନ୍ତା ହାଇସ୍କୁଲ ପରିସରରେ ହେବାକୁ ଥିବା ଏହି ଶିବିରରେ ଦିବ୍ୟାଙ୍ଗଜନଙ୍କୁ UDID କାର୍ଡ ଓ ଭିନ୍ନକ୍ଷମତା ପ୍ରମାଣପତ୍ର ଏବଂ ସହାୟକ ଉପକରଣ ପାଇଁ ମୂଲ୍ୟାଙ୍କନ କରାଯିବ। ତେଣୁ ଅଞ୍ଚଳର ସମସ୍ତ ଯୋଗ୍ୟ ଦିବ୍ୟାଙ୍ଗଜନଙ୍କୁ ବହୁ ସଂଖ୍ୟାରେ ଶିବିରରେ ଯୋଗଦେବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
    1
    ମାଲୁସାଉଁନ୍ତାରେ ବୁଧବାର ଆୟୋଜିତ ହେବ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
କୋରାପୁଟ ବ୍ଲକ୍‌ର ଦିବ୍ୟାଙ୍ଗଜନଙ୍କ ପାଇଁ ଆସନ୍ତା ୨୩ ସେପ୍ଟେମ୍ବର, ବୁଧବାର ଦିନ ଆୟୋଜିତ ହେବ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬-୨୭ର ପ୍ରଥମ ପର୍ଯ୍ୟାୟ। ମାଥାଲପୁଟ ସ୍ଥିତ ମାଲୁସାଉଁନ୍ତା ହାଇସ୍କୁଲ ପରିସରରେ ହେବାକୁ ଥିବା ଏହି ଶିବିରରେ ଦିବ୍ୟାଙ୍ଗଜନଙ୍କୁ UDID କାର୍ଡ ଓ ଭିନ୍ନକ୍ଷମତା ପ୍ରମାଣପତ୍ର ଏବଂ ସହାୟକ ଉପକରଣ ପାଇଁ ମୂଲ୍ୟାଙ୍କନ କରାଯିବ। ତେଣୁ ଅଞ୍ଚଳର ସମସ୍ତ ଯୋଗ୍ୟ ଦିବ୍ୟାଙ୍ଗଜନଙ୍କୁ ବହୁ ସଂଖ୍ୟାରେ ଶିବିରରେ ଯୋଗଦେବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    22 hrs ago
  • ପ୍ରବଳ ବର୍ଷା ପାଇଁ ମୋହନା ବ୍ଲକ ରେ ପ୍ରସ୍ତୁତି ଜାରି ରହିଛି ବିଡିଓ କଣ କହିଲେ ଶୁଣନ୍ତୁ ଗଜପତି ଜିଲ୍ଲା ମୋହନା ଅଂଚଳ ରେ ବର୍ଷା ର ପ୍ରଭାବ ଜାରି ରହିଛି ଯାହାକୁ ନେଇ ବ୍ଲକ ମେଡିକାଲ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରସ୍ତୁତି ଜାରି ରଖିଛନ୍ତି
    1
    ପ୍ରବଳ ବର୍ଷା ପାଇଁ ମୋହନା ବ୍ଲକ ରେ ପ୍ରସ୍ତୁତି ଜାରି ରହିଛି ବିଡିଓ କଣ କହିଲେ ଶୁଣନ୍ତୁ 
ଗଜପତି ଜିଲ୍ଲା ମୋହନା ଅଂଚଳ ରେ ବର୍ଷା ର ପ୍ରଭାବ ଜାରି ରହିଛି ଯାହାକୁ ନେଇ ବ୍ଲକ ମେଡିକାଲ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରସ୍ତୁତି ଜାରି ରଖିଛନ୍ତି
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    5 hrs ago
  • ଚମାଖଣ୍ଡି ପଞ୍ଚାୟତ ରେ ୪ ବର୍ଷ ରେ ବି ଅସମ୍ପୂର୍ଣ ଆର ଡ଼ି ରାସ୍ତା : ପ୍ରତିକ୍ରିୟା ରଖିଲେ ସରପଞ୍ଚ ଚମାଖଣ୍ଡି ପଞ୍ଚାୟତ ରେ ୪ ବର୍ଷ ରେ ବି ଅସମ୍ପୂର୍ଣ ଆର ଡ଼ି ରାସ୍ତା : ପ୍ରତିକ୍ରିୟା ରଖିଲେ ସରପଞ୍ଚ
    1
    ଚମାଖଣ୍ଡି ପଞ୍ଚାୟତ ରେ ୪ ବର୍ଷ ରେ ବି ଅସମ୍ପୂର୍ଣ ଆର ଡ଼ି ରାସ୍ତା : ପ୍ରତିକ୍ରିୟା ରଖିଲେ ସରପଞ୍ଚ 
ଚମାଖଣ୍ଡି ପଞ୍ଚାୟତ ରେ ୪ ବର୍ଷ ରେ ବି ଅସମ୍ପୂର୍ଣ ଆର ଡ଼ି ରାସ୍ତା : ପ୍ରତିକ୍ରିୟା ରଖିଲେ ସରପଞ୍ଚ
    user_Kanhu Sahu
    Kanhu Sahu
    Photographer ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.