Shuru
Apke Nagar Ki App…
ପୋଲିସକୁ ପୋଲିସର ନିର୍ଯାତନା ଅଭିଯୋଗ। ଅନୁଗୋଳ ପୋଲିସ ବିରୁଦ୍ଧରେ ମହିଳା ହାବିଲଦାର ଆଣିଲେ ନିର୍ଯାତନା ଅଭିଯୋଗ। କେବଳ ଅଭିଯୋଗ ନୁହେଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଶୁଣନ୍ତୁ କ'ଣ ଅଭିଯୋଗ କରିଛନ୍ତି ମହିଳା ପୋଲିସ ଜଣଙ୍କ...#PoliceHarassment ପୋଲିସକୁ ପୋଲିସର ନିର୍ଯାତନା ଅଭିଯୋଗ। ଅନୁଗୋଳ ପୋଲିସ ବିରୁଦ୍ଧରେ ମହିଳା ହାବିଲଦାର ଆଣିଲେ ନିର୍ଯାତନା ଅଭିଯୋଗ। କେବଳ ଅଭିଯୋଗ ନୁହେଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଶୁଣନ୍ତୁ କ'ଣ ଅଭିଯୋଗ କରିଛନ୍ତି ମହିଳା ପୋଲିସ ଜଣଙ୍କ...#PoliceHarassment
Rajib Behera
ପୋଲିସକୁ ପୋଲିସର ନିର୍ଯାତନା ଅଭିଯୋଗ। ଅନୁଗୋଳ ପୋଲିସ ବିରୁଦ୍ଧରେ ମହିଳା ହାବିଲଦାର ଆଣିଲେ ନିର୍ଯାତନା ଅଭିଯୋଗ। କେବଳ ଅଭିଯୋଗ ନୁହେଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଶୁଣନ୍ତୁ କ'ଣ ଅଭିଯୋଗ କରିଛନ୍ତି ମହିଳା ପୋଲିସ ଜଣଙ୍କ...#PoliceHarassment ପୋଲିସକୁ ପୋଲିସର ନିର୍ଯାତନା ଅଭିଯୋଗ। ଅନୁଗୋଳ ପୋଲିସ ବିରୁଦ୍ଧରେ ମହିଳା ହାବିଲଦାର ଆଣିଲେ ନିର୍ଯାତନା ଅଭିଯୋଗ। କେବଳ ଅଭିଯୋଗ ନୁହେଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଶୁଣନ୍ତୁ କ'ଣ ଅଭିଯୋଗ କରିଛନ୍ତି ମହିଳା ପୋଲିସ ଜଣଙ୍କ...#PoliceHarassment
More news from ଓଡ଼ିଶା and nearby areas
- ପୋଲିସକୁ ପୋଲିସର ନିର୍ଯାତନା ଅଭିଯୋଗ। ଅନୁଗୋଳ ପୋଲିସ ବିରୁଦ୍ଧରେ ମହିଳା ହାବିଲଦାର ଆଣିଲେ ନିର୍ଯାତନା ଅଭିଯୋଗ। କେବଳ ଅଭିଯୋଗ ନୁହେଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଶୁଣନ୍ତୁ କ'ଣ ଅଭିଯୋଗ କରିଛନ୍ତି ମହିଳା ପୋଲିସ ଜଣଙ୍କ...#PoliceHarassment1
- ଚାଲାଣ ହେଉଥିବା ୧୫୦ ଗୋମାତା ଉଦ୍ଧାର। ବାରିପଦା - ଗୋମାତା ତସ୍କରଙ୍କୁ ଲାଗିଲା ଶକ୍ତ ଝଟକା , ପଶ୍ଚିମବଙ୍ଗ କୁ ଚାଲାଣ ହେଉଥିବା ୧୫୦ ଗୋରୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେଲା ପୋଲିସ ଓ ହିନ୍ଦୁ ସଂଗଠନ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ବାରିପଦା ସଦର ଥାନା ଅଧିନ ଝିଲିମିଲି ଗ୍ରାମ ନିକଟସ୍ଥ ଏକ ପଡ଼ିଆରେ ବିଭିନ୍ନ ସ୍ଥାନରୁ ପିକଅପ ଭେନ ରେ ଗୋରୁ ଅଣାଯାଇ ସେଠାରୁ ଟ୍ରକ ଯୋଗେ ପଶ୍ଚିମବଙ୍ଗ କୁ ଚାଲାଣ ହେବାର ଥିଲା।କିନ୍ତୁ ଠିକଣା ସମୟରେ ବାରିପଦା ସଦର ଥାନା ପୋଲିସ , ଶୁଳିଆପଦା ପୋଲିସ ଓ ହିନ୍ଦୁ ସଂଗଠନ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା।ଅନ୍ଧାରର ସୁଯୋଗ ନେଇ ଭେନ ଗୁଡି଼କ ଖସି ଯିବାରେ ସକ୍ଷମ ହୋଇଥିଲେ।ଘଟଣା ସ୍ଥଳରେ ହିନ୍ଦୁ ସଂଗଠନ ର ସଦସ୍ୟ ପ୍ରଶାନ୍ତ କୁମାର ଆଚାଯ୍ୟ ଙ୍କ ନେତୃତ୍ୱରେ ଅନେକ ଗୋରକ୍ଷକ ଗୋମତାଙ୍କ ନିମନ୍ତେ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିଥିଲେ।ବାରିପଦା ସଦର ଥାନା ଅଧିକାରୀ ସୁସ୍ମିତା ମହନ୍ତଙ୍କ କହିବା ଅନୁଯାୟୀ ଗୋରୁ ତସ୍କରି ଙ୍କୁ ସୁରକ୍ଷା ଦେଉଥିବା ସନ୍ଦେହରେ ଏକ ସ୍କରପିଓ ଗାଡି ଓ ତିନି ଜଣଙ୍କୁ ଅଟକ ରଖାଯାଇଛି ଓ ଉଦ୍ଧାର ହୋଇଥିବା ଗୋରୁଙ୍କୁ ଚାକୁଳିଆ ସ୍ଥିତ ଧ୍ୟାନ ଫାଉଣ୍ଡେସନ ନାମକ ଏକ ଗୋଶାଳା କୁ ସ୍ଥାନାନ୍ତର କରାଯିବ।1
- Post by Khabar1
- ସରି ସରି ଯାଉଚି ବିଜେଡି ଦୀପ ର ତେଲ ମୁଖିଆ ଙ୍କ ଚିନ୍ତା ନାହିଁ କି କୌଣସି ବଡ ନେତା ଙ୍କ ମୁଁହ ଖୋଲୁ ନଥିବା ଅକଳ ରେ ପକେଇବ କି ପଞ୍ଚାୟତ ନିର୍ବାଚନ ରେ।1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 28.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ବାରିପଦା, :- ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାସ୍ତବ ପରିବାର ଆନୁକୂଲ୍ୟରେ ତଥା ଆର କେ ଫାଉଣ୍ଡେସନର ସହଯୋଗରେ ବିଶିଷ୍ଟ ସମାଜସେବୀ ଅମର କୁମାର ସେଠୀ ତାଙ୍କ ୫୮ ତମ ଜନ୍ମଦିନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଶିବିରରେ ଅମର ସେଠୀଙ୍କ ସମେତ ମୋଟ ୧୨୫ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ସମ୍ମାନିତ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, କାଉନସିଲର ଅନନ୍ତ ଦାସ ଓ ଆର କେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କାଉନସିଲର ସୁକେଶିନୀ ସେଠି, ସୁନୀଲ ନାୟକ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ I ଏ ଅବସରରେ ୧ ନଂ ୱାର୍ଡର ବରିଷ୍ଠ ନାଗରିକ ସତ୍ୟନାରାୟଣ ଜି, କୈଳାଶ ବେହେରା, ଗୋକୁଳାନନ୍ଦ ଦାସ, ସଚିନ କରଙ୍କ ସମେତ ୨୫ ଜଣ ତଥା ସହରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା I ବାରୁଣୀ, ବେଲଗଡ଼ିଆ ଓ ରଘୁନାଥପୁର ଶ୍ମାଶନରେ ଶବଦାହ କରୁଥିବା ସମାଜସେବୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା I ସମାଜସେବୀ ସୋମନାଥ ସିଂହ, ଡଃ ଅସୀମ କୁମାର ଚକ୍ରବର୍ତ୍ତୀ, ଦୀପକ କୁମାର ମିଶ୍ର, ମଙ୍ଗଲ ହାଁସଦା, ରବିନାରାୟଣ ବେହେରା, କିଚକ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ I ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ ଙ୍କ ନେତୃତ୍ୱରେ ରକ୍ତ ସଂଗ୍ରହ କରାଯାଇଥିଲା I #mayurbhanj #baripada #dlh_khabar1
- Post by Jitendra raj1
- ଫେସବୁକ ଲାଇଭ ବେଳେ ଦୁର୍ଘଟଣା – ଯୁବକଙ୍କ ମୃତ୍ୟୁ, ଅନ୍ୟଜଣ ଗୁରୁତର ନୀଳଗିରି ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଗୋ ମାଫିଆଙ୍କ ଗାଡିକୁ ପିଛା କରୁଥିବା ବେଳେ ଦୁଇ ଯୁବକ ଫେସବୁକ ଲାଇଭ କରୁଥିଲେ। ଏହି ସମୟରେ ପଛରୁ ଏସ୍କର୍ଟ କରୁଥିବା ଅନ୍ୟ ଗାଡି ଜୋରଦାର ଧକ୍କା ଦେବାରୁ ଭୟଙ୍କର ଦୁର୍ଘଟଣା ଘଟିଥିଲା। 👉 ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ 👉 ଅନ୍ୟଜଣ ଗୁରୁତର ଅବସ୍ଥାରେ Cuttack କୁ ସ୍ଥାନାନ୍ତର କରାଯାଇଛନ୍ତି 📍 ଏହି ଘଟଣା Nilgiri ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି। ⚠️ ସତର୍କତା: ଚାଳନା କରୁଥିବା ବେଳେ ଫେସବୁକ ଲାଇଭ କିମ୍ବା ମୋବାଇଲ ବ୍ୟବହାର କରିବା ଅତ୍ୟନ୍ତ ବିପଦଜନକ। ଏପରି ଅସାବଧାନତା ଜୀବନକୁ ବିପଦରେ ପକାଇପାରେ। 🙏 ମୃତକଙ୍କ ଆତ୍ମାର ଶାନ୍ତି କାମନା କରୁଛୁ ଓ ଆହତଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା। ଫେସବୁକ ଲାଇଭ ବେଳେ ଦୁର୍ଘଟଣା – ଯୁବକଙ୍କ ମୃତ୍ୟୁ, ଅନ୍ୟଜଣ ଗୁରୁତର1