Shuru
Apke Nagar Ki App…
ବଂଶ ବୃଦ୍ଧି ପାଇଁ ସାତକୋଶିଆ ଗଣ୍ଡର ଶୁଣାଖଣିଆ ବିଟରେ ୧୨ଟି ଘଡ଼ିଆଳ କୁମ୍ଭୀର ଛଡା ଯାଇଛି ବଂଶ ବୃଦ୍ଧି ପାଇଁ ସାତକୋଶିଆ ଗଣ୍ଡରେ ୧୨ ଘଡ଼ିଆଳ ଛଡ଼ାଗଲା l ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଶୁନାଖଣିଆ ବିଟରେ ବଂଶବୃଦ୍ଧି ପାଇଁ ୧୨ଟି ଘଡ଼ିଆଳକୁ ମହାନଦୀରେ ଛାଡ଼ାଯାଇଥିବା ସୂଚନା । ଏହି କୁମ୍ଭୀରମାନ ଙ୍କୁ ନନ୍ଦନକାନନରୁ ସ୍ୱତନ୍ତ୍ର ସୁରକ୍ଷାରେ ଆଣାଯାଇଥିଲେ। ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଅଧିକାରୀ ଅମରେଶ ପ୍ରଧାନଙ୍କ ଉପସ୍ଥିତିରେ ଛଡାଯାଇଥିବା ଜଣାପଡିଛି! ଏପଟେ କୁମ୍ଭୀରମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଜିପିଏସ ଓ ଟ୍ରାନ୍ସମିଟର ଲଗାଯାଇଛି। ବନ୍ୟପ୍ରାଣୀ ବିଭାଗ କହିଛି, ସୁନାଖଣିଆ ବିଟ ଦିନକୁ ଦିନ କୁମ୍ଭୀର ବଂଶବୃଦ୍ଧି ପାଇଁ ଉତ୍ତମ ସ୍ଥାନ ହେଉଛି। ଏହି ସମୟରେ ବନ୍ୟପ୍ରାଣୀ ବିଭାଗ ଓ ନନ୍ଦନକାନନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ସୂଚନା l
Baidyanath Samal Mozillakhabra

More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲା ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ମାସିକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।1
- ଜିଲ୍ଲାପାଳ ଓ ଏସପି ଶୁଣିଲେ ଅଭିଯୋଗ ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବାଗବର ପଞ୍ଚାୟତ ଅନ୍ତର୍ଗତ ପ୍ରାଥମିକ ସେବା ସମବାୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୪୮ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।1
- Post by Sonepur news khulasa1
- Post by ଯିରିମିୟ ଗନ୍ତାୟତ 🙋🙋🙋2
- Post by Ranjan hota1
- Post by Banaja SAHOO samay Live news repoter1
- ସୁବର୍ଣ୍ଣପୁର ବୁଢ଼ାରଜା ଛକ ନିକଟ ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ1
- ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ତଥା ମୂତ୍ର ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର #ଦତ୍ତେଶ୍ଵର_ହୋତା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ #ନାରାୟଣ_ନାୟକ କଣ କହୁଛନ୍ତି ଶୁଣନ୍ତୁ। ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ମା ଘର ପଶ୍ଚିମ ଓଡ଼ିଶା ଶାଖା ସୁବର୍ଣ୍ଣପୁର ଆନୁକୂଲ୍ୟରେ ଘୋଡାଘାଟ ପଡ଼ା ଠାରେ ଏକ ମେଗା ଦାତବ୍ୟ ଚିକିତ୍ସା ଶିବିର ଆୟୋଜିତ ହୋଇଛି।1
- Post by Ranjan hota1