logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କବିସୂର୍ଯ୍ୟନଗର : ଏନଏସି ର ୱାର୍ଡ ଉନ୍ନୟନ କାର୍ଯ୍ୟ ଲାଗି ବାହାରିଥିବା ଟେଣ୍ଡେର କାର୍ଯ୍ୟାଦେଶ ବଣ୍ଟନ କୁ ନେଇ ଉପୁଜିଥିବା ବିବାଦର ବାହାରିଲା ନିଷ୍କର୍ସ,ପ୍ରତିକ୍ରିୟା ରଖିଲେ ବିଧାୟକ ଓ ବରିଷ୍ଠ କାଉସିଲର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ରେ ଦୀର୍ଘ ଚାରିଦିନ ର ଅଚଳବସ୍ଥା ପରେ ଆଜି ସହର ରେ ସ୍ୱାଭାବିକ ସ୍ଥିତି ଫେରିଥିବା ବେଳେ ଟେଣ୍ଡର କାର୍ଯ୍ୟାଦେଶ ଠିକାଦାର ଙ୍କୁ ଯଥାଶୀଘ୍ର ପ୍ରଦାନ କରାଯାଇ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି l ପ୍ରଶାସନିକ ଅଧିକାରୀ ଙ୍କ ଉପରେ ଆମର ଭରସା ବିଶ୍ୱାସ ଅଛି l ଦେଇଥିବା ପ୍ରତିଶୃତି ଯଦି ଆଗାମୀ ଦିନରେ ପୂରଣ ନହୁଏ ତେବେ ରାଜା ରାସ୍ତାକୁ ଓଲ୍ହାଇବାର ଚେତାବନୀ ଦେଇଛନ୍ତି କାଉସିଲର l ଅନ୍ୟପଟେ କିଛି କାଉସିଲର ଜାଣି ଶୁଣି ମୋନାମରେ ମିଥ୍ୟା ଅଭିଯୋଗ ଆଣୁଥିବା ସଙ୍ଗିନୀ ଅଭିଯୋଗ କରିଛନ୍ତି ବିଧାୟକ l ଦୀର୍ଘ ବର୍ଷ ଧରି ଏନଏସି ଦାୟିତ୍ୱ ରେ ରହିଥିବା କିଛି ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁଥିବା ରୁ ଏହାକୁ ବିରୋଧ କରିବାରୁ ମୋ ନାମରେ ମିଥ୍ୟା ଅପପ୍ରଚାର କରାଯାଉଥିବା କହିଛନ୍ତି କବିସୂର୍ଯ୍ୟନଗର ବିଧାୟକ l

1 hr ago
user_Pitabas dash
Pitabas dash
Asika, Ganjam•
1 hr ago

କବିସୂର୍ଯ୍ୟନଗର : ଏନଏସି ର ୱାର୍ଡ ଉନ୍ନୟନ କାର୍ଯ୍ୟ ଲାଗି ବାହାରିଥିବା ଟେଣ୍ଡେର କାର୍ଯ୍ୟାଦେଶ ବଣ୍ଟନ କୁ ନେଇ ଉପୁଜିଥିବା ବିବାଦର ବାହାରିଲା ନିଷ୍କର୍ସ,ପ୍ରତିକ୍ରିୟା ରଖିଲେ ବିଧାୟକ ଓ ବରିଷ୍ଠ କାଉସିଲର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ରେ ଦୀର୍ଘ ଚାରିଦିନ ର ଅଚଳବସ୍ଥା ପରେ ଆଜି ସହର ରେ ସ୍ୱାଭାବିକ ସ୍ଥିତି ଫେରିଥିବା ବେଳେ ଟେଣ୍ଡର କାର୍ଯ୍ୟାଦେଶ ଠିକାଦାର ଙ୍କୁ ଯଥାଶୀଘ୍ର ପ୍ରଦାନ କରାଯାଇ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି l ପ୍ରଶାସନିକ ଅଧିକାରୀ ଙ୍କ ଉପରେ ଆମର ଭରସା ବିଶ୍ୱାସ ଅଛି l ଦେଇଥିବା ପ୍ରତିଶୃତି ଯଦି ଆଗାମୀ ଦିନରେ ପୂରଣ ନହୁଏ ତେବେ ରାଜା ରାସ୍ତାକୁ ଓଲ୍ହାଇବାର ଚେତାବନୀ ଦେଇଛନ୍ତି କାଉସିଲର l ଅନ୍ୟପଟେ କିଛି କାଉସିଲର ଜାଣି ଶୁଣି ମୋନାମରେ ମିଥ୍ୟା ଅଭିଯୋଗ ଆଣୁଥିବା ସଙ୍ଗିନୀ ଅଭିଯୋଗ କରିଛନ୍ତି ବିଧାୟକ l ଦୀର୍ଘ ବର୍ଷ ଧରି ଏନଏସି ଦାୟିତ୍ୱ ରେ ରହିଥିବା କିଛି ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁଥିବା ରୁ ଏହାକୁ ବିରୋଧ କରିବାରୁ ମୋ ନାମରେ ମିଥ୍ୟା ଅପପ୍ରଚାର କରାଯାଉଥିବା କହିଛନ୍ତି କବିସୂର୍ଯ୍ୟନଗର ବିଧାୟକ l

More news from ଓଡ଼ିଶା and nearby areas
  • ଗଞ୍ଜାମ ଜିଲ୍ଲାର ଦୂର୍ବନ୍ଧ ଗାଁରେ ଚାଲିଥିବା ଐତିହାସିକ ଠାକୁରାଣୀ ଯାତ୍ରା ଆଜି ୧୪ ଦିନରେ ପହଞ୍ଚିଛି। ଏହି ଅବସରରେ ବିଭିନ୍ନ ସାହିରେ ପ୍ରସ୍ତୁତ କଳାକୁଞ୍ଜ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି। ବଡ଼ ପଟୁଆରରେ ସାରା ଗାଁ ଉତ୍ସବମୁଖର ହୋଇଉଠିଛି।
    1
    ଗଞ୍ଜାମ ଜିଲ୍ଲାର ଦୂର୍ବନ୍ଧ ଗାଁରେ ଚାଲିଥିବା ଐତିହାସିକ ଠାକୁରାଣୀ ଯାତ୍ରା ଆଜି ୧୪ ଦିନରେ ପହଞ୍ଚିଛି। ଏହି ଅବସରରେ ବିଭିନ୍ନ ସାହିରେ ପ୍ରସ୍ତୁତ କଳାକୁଞ୍ଜ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି। ବଡ଼ ପଟୁଆରରେ ସାରା ଗାଁ ଉତ୍ସବମୁଖର ହୋଇଉଠିଛି।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    13 hrs ago
  • ପୁରୀ ଟାଉନ ହଲ୍‌ରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର 'ପୁଣ୍ୟତ୍ସଵ' ଅନୁଷ୍ଠିତ। ​ ପୁରୀ ଟାଉନ ହଲ୍ ପରିସରରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ ଦୁଇ ଦିନ ବ୍ୟାପି ବାର୍ଷିକ ଉତ୍ସବ ‘ପୁଣ୍ୟତ୍ସଵ’ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ ଉପରେ ସେ ନିଜର ମନ୍ତବ୍ୟ ରଖିଥିଲେ। ​ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସରକାରୀ ଏଏନଏମ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ନୟନା ସାମଲ, ଅନୁଷ୍ଠାନର ନିର୍ଦ୍ଦେଶକ ବାବୁଲା ବେହେରା ଓ ଅଧ୍ୟକ୍ଷା କମଳା ପଣ୍ଡା ମଞ୍ଚାସିନ ଥିଲେ। ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରି ଶିକ୍ଷାନୁଷ୍ଠାନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ​ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ପୁରୀର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡଃ ବାମଦେବ ମହାନ୍ତିଙ୍କୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ​ସହ-ନିର୍ଦ୍ଦେଶିକା ମଧୁସ୍ମିତା ରଥ ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ଅଭିଜ୍ୟୋତି ପ୍ରିୟଦର୍ଶିନୀ, ସୋନାଲି ପ୍ରଧାନ, ସସ୍ମିତା ସାହୁ ଓ ରୂପାଲି ପ୍ରଧାନ କାର୍ଯ୍ୟକ୍ରମର ସମ୍ପାଦନାରେ ସହଯୋଗ କରିଥିଲେ। କୁମୁଦ ଶତପଥୀ ମଞ୍ଚ ପରିଚାଳନାର ଦାୟିତ୍ୱ ତୁଲାଇଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।(ଡ଼ଃ ମନୋଜ କୁମାର ବଳିଆରସିଂ)
    4
    ପୁରୀ ଟାଉନ ହଲ୍‌ରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର 'ପୁଣ୍ୟତ୍ସଵ' ଅନୁଷ୍ଠିତ।
​
ପୁରୀ ଟାଉନ ହଲ୍ ପରିସରରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ ଦୁଇ ଦିନ ବ୍ୟାପି ବାର୍ଷିକ ଉତ୍ସବ ‘ପୁଣ୍ୟତ୍ସଵ’ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ ଉପରେ ସେ ନିଜର ମନ୍ତବ୍ୟ ରଖିଥିଲେ।
​ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସରକାରୀ ଏଏନଏମ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ନୟନା ସାମଲ, ଅନୁଷ୍ଠାନର ନିର୍ଦ୍ଦେଶକ ବାବୁଲା ବେହେରା ଓ ଅଧ୍ୟକ୍ଷା କମଳା ପଣ୍ଡା ମଞ୍ଚାସିନ ଥିଲେ। ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରି ଶିକ୍ଷାନୁଷ୍ଠାନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।
​ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ପୁରୀର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡଃ ବାମଦେବ ମହାନ୍ତିଙ୍କୁ  ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
​ସହ-ନିର୍ଦ୍ଦେଶିକା ମଧୁସ୍ମିତା ରଥ ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ଅଭିଜ୍ୟୋତି ପ୍ରିୟଦର୍ଶିନୀ, ସୋନାଲି ପ୍ରଧାନ, ସସ୍ମିତା ସାହୁ ଓ ରୂପାଲି ପ୍ରଧାନ କାର୍ଯ୍ୟକ୍ରମର ସମ୍ପାଦନାରେ ସହଯୋଗ କରିଥିଲେ। କୁମୁଦ ଶତପଥୀ ମଞ୍ଚ ପରିଚାଳନାର ଦାୟିତ୍ୱ ତୁଲାଇଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।(ଡ଼ଃ ମନୋଜ କୁମାର ବଳିଆରସିଂ)
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • ପୁରୀର ବଡ଼ଦେଉଳରେ ମହାପ୍ରଭୁ କାଳିଆଙ୍କ ଦିବ୍ୟ ଅବସ୍ଥିତି ଏବଂ ଭକ୍ତିପୂର୍ଣ୍ଣ ମନୋଭାବ ପ୍ରକାଶ ପାଇଛି। ନୀଳାଚଳ ଧାମରେ ପତିତପାବନ ବାନା ଉଡ଼ୁଥିବା ବେଳେ ଭକ୍ତମାନେ ଜୟ ଜଗନ୍ନାଥ କହି ଆନନ୍ଦରେ ଭାବବିହ୍ୱଳ ହୋଇଛନ୍ତି।
    1
    ପୁରୀର ବଡ଼ଦେଉଳରେ ମହାପ୍ରଭୁ କାଳିଆଙ୍କ ଦିବ୍ୟ ଅବସ୍ଥିତି ଏବଂ ଭକ୍ତିପୂର୍ଣ୍ଣ ମନୋଭାବ ପ୍ରକାଶ ପାଇଛି। ନୀଳାଚଳ ଧାମରେ ପତିତପାବନ ବାନା ଉଡ଼ୁଥିବା ବେଳେ ଭକ୍ତମାନେ ଜୟ ଜଗନ୍ନାଥ କହି ଆନନ୍ଦରେ ଭାବବିହ୍ୱଳ ହୋଇଛନ୍ତି।
    user_Rajesh Samantaray
    Rajesh Samantaray
    Bank Sadar, Puri•
    6 hrs ago
  • ଆଜି ଢେଙ୍କାନାଳର ରଗଡି ସାହିରେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
    1
    ଆଜି ଢେଙ୍କାନାଳର ରଗଡି ସାହିରେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଶ୍ରୀକୃଷ୍ଣ ନଗରରେ ଏକ ବିଶାଳ ଜନସମାବେଶର ଆୟୋଜନ କରାଯାଇଥିଲା। ଏହି ଅବସରରେ ମଧୁ ମହାନ୍ତି ତାଙ୍କର ପ୍ରତିକ୍ରିୟା ରଖି ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି।
    1
    ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଶ୍ରୀକୃଷ୍ଣ ନଗରରେ ଏକ ବିଶାଳ ଜନସମାବେଶର ଆୟୋଜନ କରାଯାଇଥିଲା। ଏହି ଅବସରରେ ମଧୁ ମହାନ୍ତି ତାଙ୍କର ପ୍ରତିକ୍ରିୟା ରଖି ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି।
    user_Gopal Das Mahananda
    Gopal Das Mahananda
    Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    6 hrs ago
  • ଓଡ଼ିଶାରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଏହି ଭୟଙ୍କର ଘଟଣା ସମସ୍ତଙ୍କୁ ଚକିତ କରିବା ସହ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର୍ ଧରିଛି।
    1
    ଓଡ଼ିଶାରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଏହି ଭୟଙ୍କର ଘଟଣା ସମସ୍ତଙ୍କୁ ଚକିତ କରିବା ସହ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର୍ ଧରିଛି।
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    9 hrs ago
  • ଗଞ୍ଜାମ ଜିଲ୍ଲାର ସୁନାଥର ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଦୁଇରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଗୁରୁତର ପ୍ରସନ୍ନ ନାହାକଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    1
    ଗଞ୍ଜାମ ଜିଲ୍ଲାର ସୁନାଥର ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଦୁଇରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଗୁରୁତର ପ୍ରସନ୍ନ ନାହାକଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    user_Pitabas dash
    Pitabas dash
    Asika, Ganjam•
    22 hrs ago
  • ଏକ ଅତି ଚମତ୍କାର ନାଚର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ନାଚ ଦର୍ଶକଙ୍କ ମନ ମୋହି ନେଇଛି।
    1
    ଏକ ଅତି ଚମତ୍କାର ନାଚର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ନାଚ ଦର୍ଶକଙ୍କ ମନ ମୋହି ନେଇଛି।
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    9 hrs ago
  • କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଥାନା ପରିସରରେ ସାଇବର ସୁରକ୍ଷା ସଚେତନତା ଜୁଭେନ୍ତିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବା ବିଷୟରେ ଶିକ୍ଷା ଦେବା।
    1
    କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଥାନା ପରିସରରେ ସାଇବର ସୁରକ୍ଷା ସଚେତନତା ଜୁଭେନ୍ତିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବା ବିଷୟରେ ଶିକ୍ଷା ଦେବା।
    user_Ramesh Chandra Nayak
    Ramesh Chandra Nayak
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.