Shuru
Apke Nagar Ki App…
ଶ୍ରୀକୃଷ୍ଣ ନଗର ଠାରେ ଓଡ଼ିଶା ଜନତା କଂଗ୍ରେସ ର ବିଶାଳ ଜନସମାବେଶ। ପ୍ରତିକ୍ରିୟା ରଖିଲେ ମଧୁ ମହାନ୍ତି।
Gopal Das Mahananda
ଶ୍ରୀକୃଷ୍ଣ ନଗର ଠାରେ ଓଡ଼ିଶା ଜନତା କଂଗ୍ରେସ ର ବିଶାଳ ଜନସମାବେଶ। ପ୍ରତିକ୍ରିୟା ରଖିଲେ ମଧୁ ମହାନ୍ତି।
More news from ଓଡ଼ିଶା and nearby areas
- ଶ୍ରୀକୃଷ୍ଣ ନଗର ଠାରେ ଓଡ଼ିଶା ଜନତା କଂଗ୍ରେସ ର ବିଶାଳ ଜନସମାବେଶ। ପ୍ରତିକ୍ରିୟା ରଖିଲେ ମଧୁ ମହାନ୍ତି।1
- ଓଡ଼ିଶାରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଏହି ଭୟଙ୍କର ଘଟଣା ସମସ୍ତଙ୍କୁ ଚକିତ କରିବା ସହ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର୍ ଧରିଛି।1
- କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଥାନା ପରିସରରେ ସାଇବର ସୁରକ୍ଷା ସଚେତନତା ଜୁଭେନ୍ତିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବା ବିଷୟରେ ଶିକ୍ଷା ଦେବା।1
- ବାଲିଅନ୍ତା ଘଟଣା ର ଗିରଫ ଭୟରେ ପୁରୁଷ ମାନେ ଗାଁ ଛାଡ଼ି ଫେରାର ହୋଇଛନ୍ତି ପୋଲିସ ଭିଡ଼ିଓ ଆଧାର ରେ ସମସ୍ତ ଙ୍କୁ ଗିରଫ କରିବାରେ ଲାଗିପଡିଛନ୍ତି। ଏଣୁ ଗାଁ ରେ ପୁରୁଷ ଶୂନ୍ୟ ହୋଇଛନ୍ତି। ଗିରଫ ଭୟ ରେ ପୁରୁଷ ମାନେ ଫେରାର ଥିବା ଦେଖିବା କୁ ମିଳିଛି।1
- ମୋବାଇଲ ଟାୱାର ଉପରେ ଚଢି ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ। ଏଭଳି ଘଟଣା ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସହରରେ ଦେଖିବାକୁ ମିଳିଛି। ମଦ୍ୟପ ଅବସ୍ଥାରେ ଜଣେ ଯୁବକ ମୋବାଇଲ ଟାୱାର ଉପରକୁ ଚଢି ଆତ୍ମହତ୍ୟା ଧମକ ଦେବାରୁ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୁଲିସ ଓ ଅଗ୍ନିଶମ ବାହିନୀର ଉଦ୍ୟମରେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।ଉଦ୍ଧାର ପରେ ତ୍ରିଲୋଚନ କାଶୀଙ୍କୁ କଲ୍ୟାଣସିଂହପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଘଟଣାଟିକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମୋବାଇଲ ଟାୱାର ଉପରେ ଚଢି ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ। ଏଭଳି ଘଟଣା ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସହରରେ ଦେଖିବାକୁ ମିଳିଛି। ମଦ୍ୟପ ଅବସ୍ଥାରେ ଜଣେ ଯୁବକ ମୋବାଇଲ ଟାୱାର ଉପରକୁ ଚଢି ଆତ୍ମହତ୍ୟା ଧମକ ଦେବାରୁ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୁଲିସ ଓ ଅଗ୍ନିଶମ ବାହିନୀର ଉଦ୍ୟମରେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।ଉଦ୍ଧାର ପରେ ତ୍ରିଲୋଚନ କାଶୀଙ୍କୁ କଲ୍ୟାଣସିଂହପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଘଟଣାଟିକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।1
- ଦେଖନ୍ତୁ 🙏🙏🙏1
- 💋💋💋💋💋💋💋💋💋💋1
- ଏକ ଅତି ଚମତ୍କାର ନାଚର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ନାଚ ଦର୍ଶକଙ୍କ ମନ ମୋହି ନେଇଛି।1