Shuru
Apke Nagar Ki App…
ଦେଖନ୍ତୁ 🙏🙏🙏
Baleswar Naik
ଦେଖନ୍ତୁ 🙏🙏🙏
More news from Kalahandi and nearby areas
- ଦେଖନ୍ତୁ 🙏🙏🙏1
- good morning 🌄 guys // #mrdileshrout1
- ରାୟଗଡ଼ା ଇନ୍ଦିରାନଗରରେ ଜଣେ ଯୁବକଙ୍କୁ ଗୁଳିମାଡ଼ ପରେ ଅପହରଣ କରି ହତ୍ୟା କରାଯାଇଛି। ଏହି ଭୟଙ୍କର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ଓଡ଼ିଶାରେ ମାନବିକତା ମୃତ! ନିର୍ମମ ହତ୍ୟା ଦେଖି ଲୋମ ଟାଙ୍କୁରିଲା। ଓଡ଼ିଶାରେ ମାନବିକତା ମୃତ! ନିର୍ମମ ହତ୍ୟା ଦେଖି ଲୋମ ଟାଙ୍କୁରିଲା। ହତ୍ୟାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ ଯୋର ଧରୁଛି ।1
- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ପରିସର ଠାରେ ସାଇବର ସୁରକ୍ଷା ସଚେତନତା ଜୁଭେନ୍ତିକା କାର୍ଯ୍ୟକ୍ରମ ଅନୁଷ୍ଠିତ I1
- କଳାହାଣ୍ଡି ଜିଲ୍ଲାର ସାର ବ୍ୟବସାୟୀମାନେ ଆର୍ଥିକ ସଙ୍କଟରେ ଥିବାରୁ ବିକ୍ରି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ସରକାରୀ ନିୟମ, କମ୍ ଲାଭାଂଶ ଓ ବାଧ୍ୟତାମୂଳକ ଟ୍ୟାଗିଂ ସେମାନଙ୍କ ମୁଖ୍ୟ ସମସ୍ୟା। ଏହି ସମସ୍ୟାର ସମାଧାନ ନହେଲେ ଓଡ଼ିଶାରେ ଚାଷୀମାନେ ପ୍ରଭାବିତ ହେବେ।1
- ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରହୁ ନାହାନ୍ତି, ଆରୋଗ୍ୟ ଦେବୀ। ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଅଞ୍ଚଳ ବାସୀ। ଦଶମନ୍ତପୁର ତା ୧୧/୫/୨୬ ଜରୁରୀ ସମୟରେ ମିଳୁନାହିଁ ରୋଗୀ ମାନଙ୍କୁ ଜର ବ୍ୟଥା ର ବଟିକା ଟିଏ କି ବୃଦ୍ଧ ବୃଦ୍ଧା କୁ ନାଁ ମିଳୁଛି , ବି ପି ଔଷଧ, ଅଇଣ୍ଟି ମେଣ୍ଟ ଟିଏ ।ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମାଛ ପୁଟ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ଅଞ୍ଚଳ ବାସୀ। ସେମାନେ କହିଛନ୍ତି ଯେ, ୮ ଖଣ୍ଡ ଗାଁ ଲୋକ ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସ୍ବାସ୍ଥ୍ୟ ସେବା ପାଇବା ଲାଗି ସରକାର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି। କିନ୍ତୁ ଗତ ଦୁଇ ବର୍ଷ ହେଲା ଆରୋଗ୍ୟ ମନ୍ଦିରରେ ତାଲା ଝୁଲୁଛି। କୈାଣସି ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦେଖା ମିଳୁନାହିଁ। ଗୃହରେ ଥିବା ରୋଗୀ ସେବା ମେସିନ ଠାରୁ ଆରମ୍ଭ କରି, ଲକ୍ଷାଧିକ ଟଙ୍କାର ଔଷଧ ପତ୍ର ନଷ୍ଟ ହୋଇ ଗଲାଣି।ସେପଟେ ଆରୋଗ୍ୟ କେନ୍ଦ୍ର ଭୁତ କୋଠି ପାଲଟି ଯାଇଥିବା ନେଇ, ମହୋନ ପାତ୍ର ଖୋସଲା, ନାୟୁଡୁ ହିଆଲ, କିଶୋର ଖୋସଲା, ବାଗ ପରଜା, କୁଶ ପରଜା, ମିଟୁ ଜାନୀ,ଟୁନା ଜାନୀ ପ୍ରମୁଖ ପ୍ରକାଶ କରିଛନ୍ତି। ତୁରନ୍ତ ସ୍ବାସ୍ଥ୍ୟ କର୍ମୀ ନ ଯୋଗାଇ ଦେଲେ, ଆନ୍ଦୋଳନ କରିବେ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି।1
- ଦେଖନ୍ତୁ 🙏🙏🙏1