logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରହୁ ନାହାନ୍ତି, ଆରୋଗ୍ୟ ଦେବୀ। ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଅଞ୍ଚଳ ବାସୀ। ଦଶମନ୍ତପୁର ତା ୧୧/୫/୨୬ ଜରୁରୀ ସମୟରେ ମିଳୁନାହିଁ ରୋଗୀ ମାନଙ୍କୁ  ଜର ବ୍ୟଥା ର  ବଟିକା ଟିଏ କି ବୃଦ୍ଧ ବୃଦ୍ଧା କୁ ନାଁ ମିଳୁଛି , ବି ପି ଔଷଧ, ଅଇଣ୍ଟି ମେଣ୍ଟ ଟିଏ ।ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମାଛ ପୁଟ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ଅଞ୍ଚଳ ବାସୀ। ସେମାନେ କହିଛନ୍ତି ଯେ, ୮ ଖଣ୍ଡ ଗାଁ ଲୋକ ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସ୍ବାସ୍ଥ୍ୟ ସେବା ପାଇବା ଲାଗି ସରକାର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି। କିନ୍ତୁ ଗତ ଦୁଇ ବର୍ଷ ହେଲା ଆରୋଗ୍ୟ ମନ୍ଦିରରେ ତାଲା ଝୁଲୁଛି। କୈାଣସି ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦେଖା ମିଳୁନାହିଁ। ଗୃହରେ ଥିବା ରୋଗୀ ସେବା ମେସିନ ଠାରୁ ଆରମ୍ଭ କରି, ଲକ୍ଷାଧିକ ଟଙ୍କାର ଔଷଧ ପତ୍ର ନଷ୍ଟ ହୋଇ ଗଲାଣି।ସେପଟେ ଆରୋଗ୍ୟ କେନ୍ଦ୍ର ଭୁତ କୋଠି ପାଲଟି ଯାଇଥିବା ନେଇ, ମହୋନ ପାତ୍ର ଖୋସଲା, ନାୟୁଡୁ ହିଆଲ, କିଶୋର ଖୋସଲା, ବାଗ ପରଜା, କୁଶ ପରଜା, ମିଟୁ ଜାନୀ,ଟୁନା ଜାନୀ ପ୍ରମୁଖ ପ୍ରକାଶ କରିଛନ୍ତି। ତୁରନ୍ତ ସ୍ବାସ୍ଥ୍ୟ କର୍ମୀ ନ ଯୋଗାଇ ଦେଲେ, ଆନ୍ଦୋଳନ କରିବେ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି। 

1 hr ago
user_HABIL DONGRI
HABIL DONGRI
ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
1 hr ago

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରହୁ ନାହାନ୍ତି, ଆରୋଗ୍ୟ ଦେବୀ। ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଅଞ୍ଚଳ ବାସୀ। ଦଶମନ୍ତପୁର ତା ୧୧/୫/୨୬ ଜରୁରୀ ସମୟରେ ମିଳୁନାହିଁ ରୋଗୀ ମାନଙ୍କୁ  ଜର ବ୍ୟଥା ର  ବଟିକା ଟିଏ କି ବୃଦ୍ଧ ବୃଦ୍ଧା କୁ ନାଁ ମିଳୁଛି , ବି ପି ଔଷଧ, ଅଇଣ୍ଟି ମେଣ୍ଟ ଟିଏ ।ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମାଛ ପୁଟ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ଅଞ୍ଚଳ ବାସୀ। ସେମାନେ କହିଛନ୍ତି ଯେ, ୮ ଖଣ୍ଡ ଗାଁ ଲୋକ ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସ୍ବାସ୍ଥ୍ୟ ସେବା ପାଇବା ଲାଗି ସରକାର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି। କିନ୍ତୁ ଗତ ଦୁଇ ବର୍ଷ ହେଲା ଆରୋଗ୍ୟ ମନ୍ଦିରରେ ତାଲା ଝୁଲୁଛି। କୈାଣସି ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦେଖା ମିଳୁନାହିଁ। ଗୃହରେ ଥିବା ରୋଗୀ ସେବା ମେସିନ ଠାରୁ ଆରମ୍ଭ କରି, ଲକ୍ଷାଧିକ ଟଙ୍କାର ଔଷଧ ପତ୍ର ନଷ୍ଟ ହୋଇ ଗଲାଣି।ସେପଟେ ଆରୋଗ୍ୟ କେନ୍ଦ୍ର ଭୁତ କୋଠି ପାଲଟି ଯାଇଥିବା ନେଇ, ମହୋନ ପାତ୍ର ଖୋସଲା, ନାୟୁଡୁ ହିଆଲ, କିଶୋର ଖୋସଲା, ବାଗ ପରଜା, କୁଶ ପରଜା, ମିଟୁ ଜାନୀ,ଟୁନା ଜାନୀ ପ୍ରମୁଖ ପ୍ରକାଶ କରିଛନ୍ତି। ତୁରନ୍ତ ସ୍ବାସ୍ଥ୍ୟ କର୍ମୀ ନ ଯୋଗାଇ ଦେଲେ, ଆନ୍ଦୋଳନ କରିବେ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି।

More news from ଓଡ଼ିଶା and nearby areas
  • ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରହୁ ନାହାନ୍ତି, ଆରୋଗ୍ୟ ଦେବୀ। ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଅଞ୍ଚଳ ବାସୀ। ଦଶମନ୍ତପୁର ତା ୧୧/୫/୨୬ ଜରୁରୀ ସମୟରେ ମିଳୁନାହିଁ ରୋଗୀ ମାନଙ୍କୁ  ଜର ବ୍ୟଥା ର  ବଟିକା ଟିଏ କି ବୃଦ୍ଧ ବୃଦ୍ଧା କୁ ନାଁ ମିଳୁଛି , ବି ପି ଔଷଧ, ଅଇଣ୍ଟି ମେଣ୍ଟ ଟିଏ ।ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମାଛ ପୁଟ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ଅଞ୍ଚଳ ବାସୀ। ସେମାନେ କହିଛନ୍ତି ଯେ, ୮ ଖଣ୍ଡ ଗାଁ ଲୋକ ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସ୍ବାସ୍ଥ୍ୟ ସେବା ପାଇବା ଲାଗି ସରକାର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି। କିନ୍ତୁ ଗତ ଦୁଇ ବର୍ଷ ହେଲା ଆରୋଗ୍ୟ ମନ୍ଦିରରେ ତାଲା ଝୁଲୁଛି। କୈାଣସି ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦେଖା ମିଳୁନାହିଁ। ଗୃହରେ ଥିବା ରୋଗୀ ସେବା ମେସିନ ଠାରୁ ଆରମ୍ଭ କରି, ଲକ୍ଷାଧିକ ଟଙ୍କାର ଔଷଧ ପତ୍ର ନଷ୍ଟ ହୋଇ ଗଲାଣି।ସେପଟେ ଆରୋଗ୍ୟ କେନ୍ଦ୍ର ଭୁତ କୋଠି ପାଲଟି ଯାଇଥିବା ନେଇ, ମହୋନ ପାତ୍ର ଖୋସଲା, ନାୟୁଡୁ ହିଆଲ, କିଶୋର ଖୋସଲା, ବାଗ ପରଜା, କୁଶ ପରଜା, ମିଟୁ ଜାନୀ,ଟୁନା ଜାନୀ ପ୍ରମୁଖ ପ୍ରକାଶ କରିଛନ୍ତି। ତୁରନ୍ତ ସ୍ବାସ୍ଥ୍ୟ କର୍ମୀ ନ ଯୋଗାଇ ଦେଲେ, ଆନ୍ଦୋଳନ କରିବେ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି।
    1
    ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରହୁ ନାହାନ୍ତି, ଆରୋଗ୍ୟ ଦେବୀ। ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଅଞ୍ଚଳ ବାସୀ।



ଦଶମନ୍ତପୁର ତା ୧୧/୫/୨୬


ଜରୁରୀ ସମୟରେ ମିଳୁନାହିଁ ରୋଗୀ ମାନଙ୍କୁ  ଜର ବ୍ୟଥା ର  ବଟିକା ଟିଏ କି ବୃଦ୍ଧ ବୃଦ୍ଧା କୁ ନାଁ ମିଳୁଛି , ବି ପି ଔଷଧ, ଅଇଣ୍ଟି ମେଣ୍ଟ ଟିଏ ।ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମାଛ ପୁଟ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ଅଞ୍ଚଳ ବାସୀ। ସେମାନେ କହିଛନ୍ତି ଯେ, ୮ ଖଣ୍ଡ ଗାଁ ଲୋକ ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସ୍ବାସ୍ଥ୍ୟ ସେବା ପାଇବା ଲାଗି ସରକାର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି। କିନ୍ତୁ ଗତ ଦୁଇ ବର୍ଷ ହେଲା ଆରୋଗ୍ୟ ମନ୍ଦିରରେ ତାଲା ଝୁଲୁଛି। କୈାଣସି ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦେଖା ମିଳୁନାହିଁ। ଗୃହରେ ଥିବା ରୋଗୀ ସେବା ମେସିନ ଠାରୁ ଆରମ୍ଭ କରି, ଲକ୍ଷାଧିକ ଟଙ୍କାର ଔଷଧ ପତ୍ର ନଷ୍ଟ ହୋଇ ଗଲାଣି।ସେପଟେ ଆରୋଗ୍ୟ କେନ୍ଦ୍ର ଭୁତ କୋଠି ପାଲଟି ଯାଇଥିବା ନେଇ, ମହୋନ ପାତ୍ର ଖୋସଲା, ନାୟୁଡୁ ହିଆଲ, କିଶୋର ଖୋସଲା, ବାଗ ପରଜା, କୁଶ ପରଜା, ମିଟୁ ଜାନୀ,ଟୁନା ଜାନୀ ପ୍ରମୁଖ ପ୍ରକାଶ କରିଛନ୍ତି। ତୁରନ୍ତ ସ୍ବାସ୍ଥ୍ୟ କର୍ମୀ ନ ଯୋଗାଇ ଦେଲେ, ଆନ୍ଦୋଳନ କରିବେ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି।
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    1 hr ago
  • କୋରାପୁଟ ଜିଲ୍ଲା ଦାମନଯୋଡିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହାର ଚନ୍ଦନ ଯାତ୍ରା ଶେଷ ହୋଇଛି। ଏହି ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀଜୀଉଙ୍କ ଚାପଖେଳ ଅନୁଷ୍ଠିତ ହୋଇଥିଲା, ଯାହା ଦେଖିବାକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଭଜନ ମଣ୍ଡଳୀ ଓ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।
    1
    କୋରାପୁଟ ଜିଲ୍ଲା ଦାମନଯୋଡିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହାର ଚନ୍ଦନ ଯାତ୍ରା ଶେଷ ହୋଇଛି। ଏହି ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀଜୀଉଙ୍କ ଚାପଖେଳ ଅନୁଷ୍ଠିତ ହୋଇଥିଲା, ଯାହା ଦେଖିବାକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଭଜନ ମଣ୍ଡଳୀ ଓ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    12 hrs ago
  • ମାଲକାନଗିରି ଜିଲ୍ଲାର ମାଥିଲି ଥାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ବାପା ଓ ୧୧ ମାସର ପୁଅଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲ କଲେଜ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
    1
    ମାଲକାନଗିରି ଜିଲ୍ଲାର ମାଥିଲି ଥାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ବାପା ଓ ୧୧ ମାସର ପୁଅଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲ କଲେଜ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
    user_Kbk Darpan
    Kbk Darpan
    କୋରାପୁଟ ଟାଉନ୍, କୋରାପୁଟ, ଓଡ଼ିଶା•
    13 hrs ago
  • good morning 🌄 guys // #mrdileshrout
    1
    good morning 🌄 guys // #mrdileshrout
    user_Mr Dilesh Rout
    Mr Dilesh Rout
    Content Creator (YouTuber) ଜୟପାଟଣା, କଳାହାଣ୍ଡି, ଓଡ଼ିଶା•
    5 hrs ago
  • ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେବା ଅଭିଯୋଗରେ ଜଣେ ଡାକ୍ତରଙ୍କ ଡିଗ୍ରୀ ବାତିଲ କରାଯାଇଛି। ଏହି ଘଟଣା ସମଗ୍ର ଦେଶରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଓ ଏଭଳି କାର୍ଯ୍ୟର ଗୁରୁତର ପରିଣାମକୁ ଦର୍ଶାଉଛି।
    1
    ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେବା ଅଭିଯୋଗରେ ଜଣେ ଡାକ୍ତରଙ୍କ ଡିଗ୍ରୀ ବାତିଲ କରାଯାଇଛି। ଏହି ଘଟଣା ସମଗ୍ର ଦେଶରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଓ ଏଭଳି କାର୍ଯ୍ୟର ଗୁରୁତର ପରିଣାମକୁ ଦର୍ଶାଉଛି।
    user_MANOJ KUMAR
    MANOJ KUMAR
    Video Creator ନବରଙ୍ଗପୁର ପି.ଏସ., ନବରଙ୍ଗପୁର, ଓଡ଼ିଶା•
    11 hrs ago
  • ଓଡ଼ିଶା ଅମଲା ସଂଘର ଜୟପୁର ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ବିରୋଧରେ ସଙ୍ଗୀନ ଆର୍ଥିକ ଅନିୟମିତତା ଅଭିଯୋଗ ଆଲୋଚନା ହୋଇଛି। ସଂଘର ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ଏଥିରେ ଖୁଲାସା କରାଯାଇଛି।
    1
    ଓଡ଼ିଶା ଅମଲା ସଂଘର ଜୟପୁର ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ବିରୋଧରେ ସଙ୍ଗୀନ ଆର୍ଥିକ ଅନିୟମିତତା ଅଭିଯୋଗ ଆଲୋଚନା ହୋଇଛି। ସଂଘର ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ଏଥିରେ ଖୁଲାସା କରାଯାଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    14 hrs ago
  • ରାୟଗଡ଼ା ଇନ୍ଦିରାନଗରରେ ଜଣେ ଯୁବକଙ୍କୁ ଗୁଳିମାଡ଼ ପରେ ଅପହରଣ କରି ହତ୍ୟା କରାଯାଇଛି। ଏହି ଭୟଙ୍କର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
    1
    ରାୟଗଡ଼ା ଇନ୍ଦିରାନଗରରେ ଜଣେ ଯୁବକଙ୍କୁ ଗୁଳିମାଡ଼ ପରେ ଅପହରଣ କରି ହତ୍ୟା କରାଯାଇଛି। ଏହି ଭୟଙ୍କର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    21 hrs ago
  • କୋରାପୁଟ ଜିଲ୍ଲାର ଶାବର ଶ୍ରୀକ୍ଷେତ୍ରରେ ୨୧ ଦିନିଆ ଚଳିତ ବର୍ଷର ଚନ୍ଦନ ଯାତ୍ରା ସମାପ୍ତ ହୋଇଛି। ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ପ୍ରତିଦିନ ସନ୍ଧ୍ୟାରେ ଚନ୍ଦନ ପୋଖରୀରେ ଠାକୁରମାନେ ଚାପ ଖେଳିଥିଲେ। ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଓ ଭକ୍ତିମୟ ହୋଇଉଠିଥିଲା।
    1
    କୋରାପୁଟ ଜିଲ୍ଲାର ଶାବର ଶ୍ରୀକ୍ଷେତ୍ରରେ ୨୧ ଦିନିଆ ଚଳିତ ବର୍ଷର ଚନ୍ଦନ ଯାତ୍ରା ସମାପ୍ତ ହୋଇଛି। ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ପ୍ରତିଦିନ ସନ୍ଧ୍ୟାରେ ଚନ୍ଦନ ପୋଖରୀରେ ଠାକୁରମାନେ ଚାପ ଖେଳିଥିଲେ। ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଓ ଭକ୍ତିମୟ ହୋଇଉଠିଥିଲା।
    user_Kbk Darpan
    Kbk Darpan
    କୋରାପୁଟ ଟାଉନ୍, କୋରାପୁଟ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.