logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଲୁପ୍ତି ହେବାକୁ ଯାଉଛି ଜୁଳୁଜୁଳୁଆ ପୋକ । ଢେ଼ଙ୍କାନାଳ ସଦର : ମେଘ ଅନ୍ଧାର ରାତିରେ ବିଭିନ୍ନ ଗାଁ ରାସ୍ତାରେ ଗଲାବେଳେ ରାସ୍ତାକଡ଼ ଗଛରେ ଜୁଳୁଜୁଳିଆ ପୋକ ଯେଉଁ ଆଲୋକ ପ୍ରଦାନ କରନ୍ତି ତାହା ରାସ୍ତାର ପାର ହେବାରେ ସହଯୋଗ କରେ। ଅମାବାସ୍ୟା ରାତିରେ ଆକାଶର ତାରାମେଳିକୁ ବଳି ଆଙ୍କଡ଼ା,ନାଗାର୍ଜୁନ,ସିମିଳି,ଆମ୍ବ,ବାଉଁଶ,ଚାକୁଣ୍ଡା ଗଛରେ ହଜାର ସଂଖ୍ୟାର ଜୁଳୁଜୁଳିଆ ପୋକର ଦପ ଦପ ଆଲୋକ ତାରାର ସୃଷ୍ଟି କରେ। ଗାଁ ମୁଣ୍ଡ ପକ୍କାପୋଲ ବାରଣ୍ଡାରେ ବସି ଘଣ୍ଟା ଘଣ୍ଟା ଏହି ଦୃଶ୍ୟ ଦେଖିଲେ ଅତି ସୁନ୍ଦର ଦେଖାଯିବ ସହ ମନ ପୂରିଉଠେ। ଏକ ସକରାତ୍ମକ ଭାବନା ଜାଗ୍ରତ ହୁଏ। ଆମ କବି,ଲେଖକମାନେ ଏହିକ୍ଷୁଦ୍ର କୀଟକୁ ନେଇ ବ୍ୟଙ୍ଗ କରି ନାନା କଥା,ଗୀତ,କବିତା ଲେଖନ୍ତି,ଏହି ଖଦ୍ୟୋତମାନେ ଆମେ କେବେବି ଆକାଶର ତାରକା ସହିତ ସମକକ୍ଷ ନୋହୁଁ। ପ୍ରକୃତି ମାଆର ଅନବଦ୍ୟ ସୃଷ୍ଟି ବୃକ୍ଷଲତାରେ ଆଲୋକ ଦେଖାଇ ତାକୁ ରଙ୍ଗୀନ୍ କରିଦେଉ। ଛୋଟବେଳେ ଏହାକୁ ଧରି କାଚବୋତଲରେ ପୂରାଇ କିଛି ସମୟ ଏହାର ଆଲୋକ ଉପଭୋଗ ପରେ ଉଡ଼ାଇଦେଉ। ଜୁଳୁଜୁଳିଆର ଦପ୍‌ଦପ୍ ଆଲୋକ ପରପିଢ଼ୀ ଆଉ ଦେଖିବେନି। ଏହାର ଦପ୍‌ଦପ୍ ଆଲୋକ ଦେଖିବାରେ ଆମେ ହୁଏତ ଶେଷ ପିଢ଼ୀ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକଟ କରିଛନ୍ତି ଜୁଳୁଜୁଳିଆ ପୋକମାନଙ୍କ ଯାଦୁକରା ଦୃଶ୍ୟ ଶୀଘ୍ର ଅତୀତର କାହାଣୀ ହୋଇପାରେ। ‘ଲାମ୍ପାଇରିଡ଼େ’ପରିବାର ଜୁଳୁଜୁଳିଆ ପୋକର ୨,୦୦୦ରୁ ଅଧିକ ପ୍ରଜାତି ରହିଛି। ସେମାନଙ୍କ କିଛି ସାଥୀ ଖୋଜିବା ପାଇଁ ନିଜର କରୁଥିବା ବେଳେ,କିଛି ଆଲୋକ ବ୍ୟବହାର କରୁ ପ୍ରତିରକ୍ଷା ଭାବରେ କିମ୍ବା ଶିକାରକୁ ଆକର୍ଷିତ କରିବା ପାଇଁ ବ୍ୟବହାର କରନ୍ତି। ଉଦାହରଣ ସରୁମାଈ ଫୋଟୁରିସ୍ ଜୁଳୁଜୁଳିଆ ଅନ୍ୟ ଜାତିର ଆଲୋକକୁ ନକଲ କରି ଅଣ୍ଡିରା କୀଟଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ଭକ୍ଷଣ କରିଥାନ୍ତି। ପ୍ରତ୍ୟେକ ଜୁଳୁଜୁଳିଆ ଲାର୍ଭ। ଆଲୋକିତ ହେଉଥିବା ବେଳେ ସବୁ ବୟସ୍କ ଆଲୋକ ଉତ୍ପନ୍ନ କରନ୍ତି ନାହିଁ। ଏକ ବର୍ଷିତ ପ୍ରତିକୂଳ ବିଶ୍ବରେ ବଞ୍ଚିବା ସମସ୍ତ ଜାତି ପାଇଁ ଆହ୍ବାନ ପାଲଟିଛି। ଏମାନଙ୍କ ବିଲୁପ୍ତି ପଛରେ ସହରାଞ୍ଚଳ ବିସ୍ତାର ଓ ଶିଳ୍ପ କୃଷି ଜନିତ ବାସସ୍ଥାନ କ୍ଷତି,ଆଲୋକ ପ୍ରଦୂଷଣ,କୀଟନାଶକ ପ୍ରୟୋଗ,ଜଳବାୟୁ ପରିବର୍ତ୍ତନ ଆଦି କାରଣଗୁଡ଼ିକ ରହିଛି। #highlight #fbreelsfypシ゚ #fb #Odisha

23 hrs ago
user_Tapasdas 6372788705
Tapasdas 6372788705
Journalist Dhenkanal Sadar, Odisha•
23 hrs ago
6e525237-88a2-43f4-bec2-e584ff6b24da

ବିଲୁପ୍ତି ହେବାକୁ ଯାଉଛି ଜୁଳୁଜୁଳୁଆ ପୋକ । ଢେ଼ଙ୍କାନାଳ ସଦର : ମେଘ ଅନ୍ଧାର ରାତିରେ ବିଭିନ୍ନ ଗାଁ ରାସ୍ତାରେ ଗଲାବେଳେ ରାସ୍ତାକଡ଼ ଗଛରେ ଜୁଳୁଜୁଳିଆ ପୋକ ଯେଉଁ ଆଲୋକ ପ୍ରଦାନ କରନ୍ତି ତାହା ରାସ୍ତାର ପାର ହେବାରେ ସହଯୋଗ କରେ। ଅମାବାସ୍ୟା ରାତିରେ ଆକାଶର ତାରାମେଳିକୁ ବଳି ଆଙ୍କଡ଼ା,ନାଗାର୍ଜୁନ,ସିମିଳି,ଆମ୍ବ,ବାଉଁଶ,ଚାକୁଣ୍ଡା ଗଛରେ ହଜାର ସଂଖ୍ୟାର ଜୁଳୁଜୁଳିଆ ପୋକର ଦପ ଦପ ଆଲୋକ ତାରାର ସୃଷ୍ଟି କରେ। ଗାଁ ମୁଣ୍ଡ ପକ୍କାପୋଲ ବାରଣ୍ଡାରେ ବସି ଘଣ୍ଟା ଘଣ୍ଟା ଏହି ଦୃଶ୍ୟ ଦେଖିଲେ ଅତି ସୁନ୍ଦର ଦେଖାଯିବ ସହ ମନ ପୂରିଉଠେ। ଏକ ସକରାତ୍ମକ ଭାବନା ଜାଗ୍ରତ ହୁଏ। ଆମ କବି,ଲେଖକମାନେ ଏହିକ୍ଷୁଦ୍ର କୀଟକୁ ନେଇ ବ୍ୟଙ୍ଗ କରି ନାନା କଥା,ଗୀତ,କବିତା ଲେଖନ୍ତି,ଏହି ଖଦ୍ୟୋତମାନେ ଆମେ କେବେବି ଆକାଶର ତାରକା ସହିତ ସମକକ୍ଷ ନୋହୁଁ। ପ୍ରକୃତି ମାଆର ଅନବଦ୍ୟ ସୃଷ୍ଟି ବୃକ୍ଷଲତାରେ ଆଲୋକ ଦେଖାଇ ତାକୁ ରଙ୍ଗୀନ୍ କରିଦେଉ। ଛୋଟବେଳେ ଏହାକୁ ଧରି କାଚବୋତଲରେ ପୂରାଇ କିଛି ସମୟ ଏହାର ଆଲୋକ ଉପଭୋଗ ପରେ ଉଡ଼ାଇଦେଉ। ଜୁଳୁଜୁଳିଆର ଦପ୍‌ଦପ୍ ଆଲୋକ

d8b53548-b50a-4751-b0fd-6ab92a113c7d

ପରପିଢ଼ୀ ଆଉ ଦେଖିବେନି। ଏହାର ଦପ୍‌ଦପ୍ ଆଲୋକ ଦେଖିବାରେ ଆମେ ହୁଏତ ଶେଷ ପିଢ଼ୀ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକଟ କରିଛନ୍ତି ଜୁଳୁଜୁଳିଆ ପୋକମାନଙ୍କ ଯାଦୁକରା ଦୃଶ୍ୟ ଶୀଘ୍ର ଅତୀତର କାହାଣୀ ହୋଇପାରେ। ‘ଲାମ୍ପାଇରିଡ଼େ’ପରିବାର ଜୁଳୁଜୁଳିଆ ପୋକର ୨,୦୦୦ରୁ ଅଧିକ ପ୍ରଜାତି ରହିଛି। ସେମାନଙ୍କ କିଛି ସାଥୀ ଖୋଜିବା ପାଇଁ ନିଜର କରୁଥିବା ବେଳେ,କିଛି ଆଲୋକ ବ୍ୟବହାର କରୁ ପ୍ରତିରକ୍ଷା ଭାବରେ କିମ୍ବା ଶିକାରକୁ ଆକର୍ଷିତ କରିବା ପାଇଁ ବ୍ୟବହାର କରନ୍ତି। ଉଦାହରଣ ସରୁମାଈ ଫୋଟୁରିସ୍ ଜୁଳୁଜୁଳିଆ ଅନ୍ୟ ଜାତିର ଆଲୋକକୁ ନକଲ କରି ଅଣ୍ଡିରା କୀଟଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ଭକ୍ଷଣ କରିଥାନ୍ତି। ପ୍ରତ୍ୟେକ ଜୁଳୁଜୁଳିଆ ଲାର୍ଭ। ଆଲୋକିତ ହେଉଥିବା ବେଳେ ସବୁ ବୟସ୍କ ଆଲୋକ ଉତ୍ପନ୍ନ କରନ୍ତି ନାହିଁ। ଏକ ବର୍ଷିତ ପ୍ରତିକୂଳ ବିଶ୍ବରେ ବଞ୍ଚିବା ସମସ୍ତ ଜାତି ପାଇଁ ଆହ୍ବାନ ପାଲଟିଛି। ଏମାନଙ୍କ ବିଲୁପ୍ତି ପଛରେ ସହରାଞ୍ଚଳ ବିସ୍ତାର ଓ ଶିଳ୍ପ କୃଷି ଜନିତ ବାସସ୍ଥାନ କ୍ଷତି,ଆଲୋକ ପ୍ରଦୂଷଣ,କୀଟନାଶକ ପ୍ରୟୋଗ,ଜଳବାୟୁ ପରିବର୍ତ୍ତନ ଆଦି କାରଣଗୁଡ଼ିକ ରହିଛି। #highlight #fbreelsfypシ゚ #fb #Odisha

More news from ଓଡ଼ିଶା and nearby areas
  • AGNEYA 2026 3rd day with Amiti mishra
    2
    AGNEYA 2026
3rd day with Amiti mishra
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    10 hrs ago
  • GET. TOGETHER, 2026 Bach2004-06 D. I. E. T, ଖୋର୍ଦ୍ଧା VENUE ମା BARUNE TEMPLE
    1
    GET. TOGETHER, 2026
Bach2004-06
D. I. E. T, ଖୋର୍ଦ୍ଧା
VENUE ମା  BARUNE TEMPLE
    user_HEMANTA KUMAR BHARADAJ
    HEMANTA KUMAR BHARADAJ
    Pharmacist Cuttack (M.Corp.) P.S, Odisha•
    15 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ବୁଳବୁଦାବନଵିହାରିଳାକିଜେ
    1
    ବୁଳବୁଦାବନଵିହାରିଳାକିଜେ
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    1 hr ago
  • ଫ୍ରେଣ୍ଡସ କ୍ଲବ ପରିସରରେ ଆୟୋଜିତ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
    1
    ଫ୍ରେଣ୍ଡସ କ୍ଲବ ପରିସରରେ ଆୟୋଜିତ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    10 hrs ago
  • ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଦେବଦୂତ ସେବା ପରିଷଦ' ପକ୍ଷରୁ ପ୍ରତାପପ୍ରସାଦ ସ୍ଥିତ ମା' ଭୈରବୀଙ୍କ ପୀଠରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ​ଏହି ଅନୁଷ୍ଠାନ ନିଜର ବିଭିନ୍ନ ସେବାମୂଳକ କାର୍ଯ୍ୟ ପାଇଁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ​ସମାଜ ସେବା ଓ ରୋଗୀ ସେବା: ଅସହାୟ ଲୋକଙ୍କ ସହାୟତା ଏବଂ ରୋଗୀଙ୍କ ସେବା କ୍ଷେତ୍ରରେ ଏହି ଅନୁଷ୍ଠାନ ସର୍ବଦା ଆଗଧାଡ଼ିରେ ରହିଥାଏ 🤝। ​ରକ୍ତଦାନ: ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରି ଜୀବନ ରକ୍ଷା କରିବା ପାଇଁ ଅନୁଷ୍ଠାନର ସଦସ୍ୟମାନେ ଚେଷ୍ଟା କରନ୍ତି 🩸। ​ଗୋ ସେବା: ବିଶେଷ କରି ଗୋମାତାଙ୍କ ସେବା ଓ ସୁରକ୍ଷା କ୍ଷେତ୍ରରେ ଏହି ପରିଷଦ ନୟାଗଡ଼ ଜିଲ୍ଲାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି 🐄।
    3
    ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଦେବଦୂତ ସେବା ପରିଷଦ' ପକ୍ଷରୁ ପ୍ରତାପପ୍ରସାଦ ସ୍ଥିତ ମା' ଭୈରବୀଙ୍କ ପୀଠରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି ।
​ଏହି ଅନୁଷ୍ଠାନ ନିଜର ବିଭିନ୍ନ ସେବାମୂଳକ କାର୍ଯ୍ୟ ପାଇଁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି:
​ସମାଜ ସେବା ଓ ରୋଗୀ ସେବା: ଅସହାୟ ଲୋକଙ୍କ ସହାୟତା ଏବଂ ରୋଗୀଙ୍କ ସେବା କ୍ଷେତ୍ରରେ ଏହି ଅନୁଷ୍ଠାନ ସର୍ବଦା ଆଗଧାଡ଼ିରେ ରହିଥାଏ 🤝।
​ରକ୍ତଦାନ: ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରି ଜୀବନ ରକ୍ଷା କରିବା ପାଇଁ ଅନୁଷ୍ଠାନର ସଦସ୍ୟମାନେ ଚେଷ୍ଟା କରନ୍ତି 🩸।
​ଗୋ ସେବା: ବିଶେଷ କରି ଗୋମାତାଙ୍କ ସେବା ଓ ସୁରକ୍ଷା କ୍ଷେତ୍ରରେ ଏହି ପରିଷଦ ନୟାଗଡ଼ ଜିଲ୍ଲାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି 🐄।
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    12 hrs ago
  • ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ଆର୍ଥିକ ସହାୟତା ପ୍ରଦାନ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବଦଗବପୂର୍ ଗ୍ରାମର ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, କ୍ରିଷ୍ଣାଙ୍କ ପିତା ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | କ୍ରିଷ୍ଣା ଜନ୍ମରୁ ଥାଲାସେମିଆ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ। ଅର୍ଥାଭାବରୁ ବାପା ତାଙ୍କର ଚିକିସ୍ଥା କରାଇବାରେ ଅସମର୍ ।| ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୁଧାକର ମହାନ୍ତି,ବିଶ୍ଵନାଥ ସ୍ଵାଇଁ, ହରେକୃଷ୍ଣ ବେହେରା ଏବଂ ସତ୍ୟବ୍ରତ ଦାସ ପ୍ରମୂଖ କ୍ରିଷ୍ଣାଙ୍କ ବାସଭବନରେ ପହଞ୍ଚି ତାଙ୍କ ବାପାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ତାଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
    1
    ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ଆର୍ଥିକ ସହାୟତା ପ୍ରଦାନ
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବଦଗବପୂର୍ ଗ୍ରାମର ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, କ୍ରିଷ୍ଣାଙ୍କ ପିତା ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | କ୍ରିଷ୍ଣା ଜନ୍ମରୁ ଥାଲାସେମିଆ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ।  ଅର୍ଥାଭାବରୁ ବାପା ତାଙ୍କର ଚିକିସ୍ଥା କରାଇବାରେ ଅସମର୍ ।| ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୁଧାକର ମହାନ୍ତି,ବିଶ୍ଵନାଥ ସ୍ଵାଇଁ, ହରେକୃଷ୍ଣ ବେହେରା ଏବଂ ସତ୍ୟବ୍ରତ ଦାସ ପ୍ରମୂଖ କ୍ରିଷ୍ଣାଙ୍କ ବାସଭବନରେ ପହଞ୍ଚି ତାଙ୍କ ବାପାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ତାଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ  ପ୍ରଶଂସା କରାଯାଇଛି |
    user_Rakesh das deba
    Rakesh das deba
    Journalist ଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶା•
    13 hrs ago
  • AGNEYA 2026, 3rd day
    2
    AGNEYA 2026,
3rd day
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.