logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

AGNEYA 2026 3rd day with Amiti mishra

4 hrs ago
user_Dipak Kumar Nayak
Dipak Kumar Nayak
Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
4 hrs ago

AGNEYA 2026 3rd day with Amiti mishra

More news from ଓଡ଼ିଶା and nearby areas
  • Indian Railways, a step ahead.
    1
    Indian Railways, a step ahead.
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    17 hrs ago
  • ସୁଜନାରାଜନନମଙ
    1
    ସୁଜନାରାଜନନମଙ
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    19 hrs ago
  • ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ସହ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ପ୍ରତିକ୍ରିୟା
    1
    ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ସହ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ପ୍ରତିକ୍ରିୟା
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    18 hrs ago
  • ହୁରାସାହି,ମେହେନ୍ଦିନଗର ରାସ୍ତାର ହୁରାସାହି ଦେବୀପଡ଼ିଆ ନିକଟରେ ଦୁର୍ବୃତ୍ତମାନେ ଏକ ଗହଣା ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନା ଓ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ସୂଚନା..!
    1
    ହୁରାସାହି,ମେହେନ୍ଦିନଗର ରାସ୍ତାର ହୁରାସାହି ଦେବୀପଡ଼ିଆ ନିକଟରେ ଦୁର୍ବୃତ୍ତମାନେ ଏକ ଗହଣା ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନା ଓ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ସୂଚନା..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    2 hrs ago
  • ଜନ୍ମମାଟି ରେ ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ। ପୁରୀ :- ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପୁରୀ ଡାନ୍ସ ଏକାଡେମୀ ଆନୁକୁଲ୍ୟରେ କଳାକାର, ବୁଦ୍ଧିଜୀବୀ ଓ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମହାସମାରୋହରେ ତିନି ଦିନ ବ୍ୟାପୀ ଗୁରୁଜିଙ୍କ ଜନ୍ମ ଶତାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। ତା୦୮/୦୧/୨୬ ରିଖ, ଗୁରୁବାର ସନ୍ଧ୍ୟା ୭: ୦୦ଘଣ୍ଟିକା: ଏକାଡେମୀ ପରିସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଗୁରୁଜୀଙ୍କୂ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ ଏବଂ ଗୁରୁଜୀଙ୍କ ଜୀବନୀ ଉପରେ ଚର୍ଚ୍ଚା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ତା ୦୯/୦୧/୨୬ ରିଖ ଶୁକ୍ରବାର ଦିନ ପୁରୀ ସ୍ଵର୍ଗଦ୍ଵାର ସ୍ଥିତ ମହୋଦଧି ଠାରେ ଗୁରୁଜୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା ତଥା ଛାତ୍ରଛାତ୍ରୀ ଓ ଅତିଥି କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷିତ ହୋଇଥିଲା। ତା ୧୦/୦୧/୨୬ ରିଖ, ଶନିବାର ଦ୍ୱିପହର ୧:୦୦ ଘଣ୍ଟିକା ସମୟରେ ରଘୁରାପୁର ସ୍ଥିତ ଗୁରୁଜୀଙ୍କ ଜନ୍ମ ମାଟିରେ ଏକାଡେମୀର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ନୃତ୍ୟ ପରିବେଷଣ। ଅପରାହ୍ନ ୪:୦୦ ଘଣ୍ଟିକା ଶ୍ରୀ ଜୀଉଙ୍କ ଦୋଳବେଦୀ ଠାରେ ଗୁରୁଜୀଙ୍କ ତୈଳ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ ଏବଂ ଅତିଥି କଳାକାର ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟଞଳି କାର୍ଯକ୍ରମ। ସନ୍ଧ୍ୟା ୬:୦୦ ଘଣ୍ଟିକା ସିଂହଦ୍ଵାର ନିକଟରେ ସାମୁହିକ ଦୀପଦାନ ଏବଂ ପ୍ରାଥନା ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯକ୍ରମ ଅନୁଷ୍ଠାନର ସମ୍ପାଦକ ଗୁରୁ ନାରାୟଣ ପାଣ୍ଡେଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ଏଥିରେ ଗୁରୁ କୃଷ୍ଣ କୁମାର ଦାସ ଓ ସୂର୍ଯ୍ୟକାନ୍ତ ପୂଜା ପଣ୍ଡା ସହଯୋଗ କରି ଥିଲେ।
    4
    ଜନ୍ମମାଟି ରେ ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ।
ପୁରୀ :- ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ  କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ  ଅବସରରେ ପୁରୀ ଡାନ୍ସ ଏକାଡେମୀ ଆନୁକୁଲ୍ୟରେ କଳାକାର, ବୁଦ୍ଧିଜୀବୀ ଓ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମହାସମାରୋହରେ ତିନି ଦିନ ବ୍ୟାପୀ ଗୁରୁଜିଙ୍କ ଜନ୍ମ ଶତାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। 
ତା୦୮/୦୧/୨୬ ରିଖ, ଗୁରୁବାର
ସନ୍ଧ୍ୟା ୭: ୦୦ଘଣ୍ଟିକା: ଏକାଡେମୀ ପରିସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଗୁରୁଜୀଙ୍କୂ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ ଏବଂ ଗୁରୁଜୀଙ୍କ ଜୀବନୀ ଉପରେ ଚର୍ଚ୍ଚା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ତା ୦୯/୦୧/୨୬ ରିଖ ଶୁକ୍ରବାର ଦିନ ପୁରୀ ସ୍ଵର୍ଗଦ୍ଵାର ସ୍ଥିତ ମହୋଦଧି ଠାରେ ଗୁରୁଜୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା ତଥା ଛାତ୍ରଛାତ୍ରୀ ଓ ଅତିଥି କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷିତ ହୋଇଥିଲା।  ତା ୧୦/୦୧/୨୬ ରିଖ, ଶନିବାର ଦ୍ୱିପହର ୧:୦୦ ଘଣ୍ଟିକା ସମୟରେ ରଘୁରାପୁର ସ୍ଥିତ ଗୁରୁଜୀଙ୍କ ଜନ୍ମ ମାଟିରେ ଏକାଡେମୀର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ନୃତ୍ୟ ପରିବେଷଣ। ଅପରାହ୍ନ ୪:୦୦ ଘଣ୍ଟିକା ଶ୍ରୀ ଜୀଉଙ୍କ ଦୋଳବେଦୀ ଠାରେ ଗୁରୁଜୀଙ୍କ ତୈଳ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ ଏବଂ ଅତିଥି କଳାକାର ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟଞଳି କାର୍ଯକ୍ରମ। ସନ୍ଧ୍ୟା ୬:୦୦ ଘଣ୍ଟିକା 
ସିଂହଦ୍ଵାର ନିକଟରେ ସାମୁହିକ ଦୀପଦାନ ଏବଂ ପ୍ରାଥନା ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯକ୍ରମ ଅନୁଷ୍ଠାନର ସମ୍ପାଦକ ଗୁରୁ ନାରାୟଣ ପାଣ୍ଡେଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ଏଥିରେ ଗୁରୁ କୃଷ୍ଣ କୁମାର ଦାସ ଓ ସୂର୍ଯ୍ୟକାନ୍ତ ପୂଜା ପଣ୍ଡା ସହଯୋଗ କରି ଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    7 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    12 hrs ago
  • ଢେଙ୍କାନାଳ ମହୈତ୍ସବ ଉପଲକ୍ଷେ କବି ସମ୍ମିଳନୀ ୨୦୨୬
    1
    ଢେଙ୍କାନାଳ ମହୈତ୍ସବ ଉପଲକ୍ଷେ କବି ସମ୍ମିଳନୀ ୨୦୨୬
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    7 hrs ago
  • କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ,ଜହ୍ନିମୂଳ ଠାରୁ କରିମୂଳ ଯାଏଁ ଲମ୍ବିଥିବା ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ସୂଚନା..!
    1
    କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ,ଜହ୍ନିମୂଳ ଠାରୁ କରିମୂଳ ଯାଏଁ ଲମ୍ବିଥିବା ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ସୂଚନା..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    12 hrs ago
  • “ପୁରୀ ତାଳବଣିଆ ପ୍ରାଙ୍ଗଣରେ ୧୦୪ତମ ଉତ୍କଳ ଆଗମନୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମହୋତ୍ସବ ୧୧ ଜାନୁଆରୀରେ ଆଡ଼ମ୍ବରରେ ଅନୁଷ୍ଠିତ” ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଦିବ୍ୟ ଐଶିଲୀଳା ୧୯୨୩ ମସିହା ଜାନୁଆରୀ ୨ ତାରିଖରୁ ମାସାଧିକ କାଳ ପର୍ଯ୍ୟନ୍ତ ଉତ୍କଳ ଭୂଖଣ୍ଡର ପୁରୀଧାମରେ ସଙ୍ଗଠିତ ହୋଇଥିଲା। ସେହି ଐତିହାସିକ ଓ ଆଧ୍ୟାତ୍ମିକ ମହାଲୀଳାର ସ୍ମୃତିକୁ ସଜାଗ ଓ ସଜୀବ ରଖିବା ଉଦ୍ଦେଶ୍ୟରେ ଓଡ଼ିଶାର ସମଗ୍ର ଭକ୍ତଜନ ଦୀର୍ଘ ବର୍ଷ ଧରି ପ୍ରତିବର୍ଷ ଜାନୁଆରୀ ମାସରେ “ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ” ପାଳନ କରିଆସୁଛନ୍ତି। ଚଳିତ ବର୍ଷ ପରମପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ପୂତ ପ୍ରେରଣା ଓ ଶୁଭାଶୀର୍ବାଦରେ ୧୦୪ତମ ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ ଆସନ୍ତା ତା. ୧୧.୦୧.୨୦୨୬, ରବିବାର ଦିନ ପୁରୀର ତାଳବଣିଆ ପ୍ରାଙ୍ଗଣରେ ମହାଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। ଏହି ମହୋତ୍ସବ ଅବସରରେ ଦିବ୍ୟ ସତ୍ସଙ୍ଗ, ଭକ୍ତିଗୀତ, ଧର୍ମୀୟ ଆଲୋଚନା, ଗୁରୁବନ୍ଦନା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ମହାନ ଆଦର୍ଶ ଓ ଶିକ୍ଷାକୁ ସ୍ମରଣ କରାଯାଇଥିଲା। ଆୟୋଜକମାନେ ସମସ୍ତ ଭକ୍ତ, ଅନୁରାଗୀ ଓ ସାଧାରଣ ଜନସାଧାରଣଙ୍କୁ ପରିବାର ସହ ଏହି ମଙ୍ଗଳମୟ ସମାବେଶରେ ଯୋଗଦେଇ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦିବ୍ୟ ଆଶୀର୍ବାଦ ଲାଭ କରିବାକୁ ଆହ୍ୱାନ ଜଣାଇଛନ୍ତି।
    4
    “ପୁରୀ ତାଳବଣିଆ ପ୍ରାଙ୍ଗଣରେ ୧୦୪ତମ ଉତ୍କଳ ଆଗମନୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମହୋତ୍ସବ ୧୧ ଜାନୁଆରୀରେ ଆଡ଼ମ୍ବରରେ ଅନୁଷ୍ଠିତ”
ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଦିବ୍ୟ ଐଶିଲୀଳା ୧୯୨୩ ମସିହା ଜାନୁଆରୀ ୨ ତାରିଖରୁ ମାସାଧିକ କାଳ ପର୍ଯ୍ୟନ୍ତ ଉତ୍କଳ ଭୂଖଣ୍ଡର ପୁରୀଧାମରେ ସଙ୍ଗଠିତ ହୋଇଥିଲା। ସେହି ଐତିହାସିକ ଓ ଆଧ୍ୟାତ୍ମିକ ମହାଲୀଳାର ସ୍ମୃତିକୁ ସଜାଗ ଓ ସଜୀବ ରଖିବା ଉଦ୍ଦେଶ୍ୟରେ ଓଡ଼ିଶାର ସମଗ୍ର ଭକ୍ତଜନ ଦୀର୍ଘ ବର୍ଷ ଧରି ପ୍ରତିବର୍ଷ ଜାନୁଆରୀ ମାସରେ “ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ” ପାଳନ କରିଆସୁଛନ୍ତି।
ଚଳିତ ବର୍ଷ ପରମପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ପୂତ ପ୍ରେରଣା ଓ ଶୁଭାଶୀର୍ବାଦରେ ୧୦୪ତମ ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ ଆସନ୍ତା ତା. ୧୧.୦୧.୨୦୨୬, ରବିବାର ଦିନ ପୁରୀର ତାଳବଣିଆ ପ୍ରାଙ୍ଗଣରେ ମହାଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି।
ଏହି ମହୋତ୍ସବ ଅବସରରେ ଦିବ୍ୟ ସତ୍ସଙ୍ଗ, ଭକ୍ତିଗୀତ, ଧର୍ମୀୟ ଆଲୋଚନା, ଗୁରୁବନ୍ଦନା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ମହାନ ଆଦର୍ଶ ଓ ଶିକ୍ଷାକୁ ସ୍ମରଣ କରାଯାଇଥିଲା।
ଆୟୋଜକମାନେ ସମସ୍ତ ଭକ୍ତ, ଅନୁରାଗୀ ଓ ସାଧାରଣ ଜନସାଧାରଣଙ୍କୁ ପରିବାର ସହ ଏହି ମଙ୍ଗଳମୟ ସମାବେଶରେ ଯୋଗଦେଇ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦିବ୍ୟ ଆଶୀର୍ବାଦ ଲାଭ କରିବାକୁ ଆହ୍ୱାନ ଜଣାଇଛନ୍ତି।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.