“ପୁରୀ ତାଳବଣିଆ ପ୍ରାଙ୍ଗଣରେ ୧୦୪ତମ ଉତ୍କଳ ଆଗମନୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମହୋତ୍ସବ ୧୧ ଜାନୁଆରୀରେ ଆଡ଼ମ୍ବରରେ ଅନୁଷ୍ଠିତ” ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଦିବ୍ୟ ଐଶିଲୀଳା ୧୯୨୩ ମସିହା ଜାନୁଆରୀ ୨ ତାରିଖରୁ ମାସାଧିକ କାଳ ପର୍ଯ୍ୟନ୍ତ ଉତ୍କଳ ଭୂଖଣ୍ଡର ପୁରୀଧାମରେ ସଙ୍ଗଠିତ ହୋଇଥିଲା। ସେହି ଐତିହାସିକ ଓ ଆଧ୍ୟାତ୍ମିକ ମହାଲୀଳାର ସ୍ମୃତିକୁ ସଜାଗ ଓ ସଜୀବ ରଖିବା ଉଦ୍ଦେଶ୍ୟରେ ଓଡ଼ିଶାର ସମଗ୍ର ଭକ୍ତଜନ ଦୀର୍ଘ ବର୍ଷ ଧରି ପ୍ରତିବର୍ଷ ଜାନୁଆରୀ ମାସରେ “ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ” ପାଳନ କରିଆସୁଛନ୍ତି। ଚଳିତ ବର୍ଷ ପରମପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ପୂତ ପ୍ରେରଣା ଓ ଶୁଭାଶୀର୍ବାଦରେ ୧୦୪ତମ ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ ଆସନ୍ତା ତା. ୧୧.୦୧.୨୦୨୬, ରବିବାର ଦିନ ପୁରୀର ତାଳବଣିଆ ପ୍ରାଙ୍ଗଣରେ ମହାଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। ଏହି ମହୋତ୍ସବ ଅବସରରେ ଦିବ୍ୟ ସତ୍ସଙ୍ଗ, ଭକ୍ତିଗୀତ, ଧର୍ମୀୟ ଆଲୋଚନା, ଗୁରୁବନ୍ଦନା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ମହାନ ଆଦର୍ଶ ଓ ଶିକ୍ଷାକୁ ସ୍ମରଣ କରାଯାଇଥିଲା। ଆୟୋଜକମାନେ ସମସ୍ତ ଭକ୍ତ, ଅନୁରାଗୀ ଓ ସାଧାରଣ ଜନସାଧାରଣଙ୍କୁ ପରିବାର ସହ ଏହି ମଙ୍ଗଳମୟ ସମାବେଶରେ ଯୋଗଦେଇ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦିବ୍ୟ ଆଶୀର୍ବାଦ ଲାଭ କରିବାକୁ ଆହ୍ୱାନ ଜଣାଇଛନ୍ତି।
“ପୁରୀ ତାଳବଣିଆ ପ୍ରାଙ୍ଗଣରେ ୧୦୪ତମ ଉତ୍କଳ ଆଗମନୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମହୋତ୍ସବ ୧୧ ଜାନୁଆରୀରେ ଆଡ଼ମ୍ବରରେ ଅନୁଷ୍ଠିତ” ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଦିବ୍ୟ ଐଶିଲୀଳା ୧୯୨୩ ମସିହା ଜାନୁଆରୀ ୨ ତାରିଖରୁ ମାସାଧିକ କାଳ ପର୍ଯ୍ୟନ୍ତ ଉତ୍କଳ ଭୂଖଣ୍ଡର ପୁରୀଧାମରେ ସଙ୍ଗଠିତ
ହୋଇଥିଲା। ସେହି ଐତିହାସିକ ଓ ଆଧ୍ୟାତ୍ମିକ ମହାଲୀଳାର ସ୍ମୃତିକୁ ସଜାଗ ଓ ସଜୀବ ରଖିବା ଉଦ୍ଦେଶ୍ୟରେ ଓଡ଼ିଶାର ସମଗ୍ର ଭକ୍ତଜନ ଦୀର୍ଘ ବର୍ଷ ଧରି ପ୍ରତିବର୍ଷ ଜାନୁଆରୀ ମାସରେ “ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ” ପାଳନ କରିଆସୁଛନ୍ତି। ଚଳିତ ବର୍ଷ ପରମପୂଜ୍ୟପାଦ
ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ପୂତ ପ୍ରେରଣା ଓ ଶୁଭାଶୀର୍ବାଦରେ ୧୦୪ତମ ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ ଆସନ୍ତା ତା. ୧୧.୦୧.୨୦୨୬, ରବିବାର ଦିନ ପୁରୀର ତାଳବଣିଆ ପ୍ରାଙ୍ଗଣରେ ମହାଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। ଏହି ମହୋତ୍ସବ ଅବସରରେ ଦିବ୍ୟ ସତ୍ସଙ୍ଗ, ଭକ୍ତିଗୀତ, ଧର୍ମୀୟ ଆଲୋଚନା, ଗୁରୁବନ୍ଦନା ଓ ଆଧ୍ୟାତ୍ମିକ
କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ମହାନ ଆଦର୍ଶ ଓ ଶିକ୍ଷାକୁ ସ୍ମରଣ କରାଯାଇଥିଲା। ଆୟୋଜକମାନେ ସମସ୍ତ ଭକ୍ତ, ଅନୁରାଗୀ ଓ ସାଧାରଣ ଜନସାଧାରଣଙ୍କୁ ପରିବାର ସହ ଏହି ମଙ୍ଗଳମୟ ସମାବେଶରେ ଯୋଗଦେଇ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦିବ୍ୟ ଆଶୀର୍ବାଦ ଲାଭ କରିବାକୁ ଆହ୍ୱାନ ଜଣାଇଛନ୍ତି।
- Indian Railways, a step ahead.1
- Post by Jay kala _ jay Kalinga1
- ହୁରାସାହି,ମେହେନ୍ଦିନଗର ରାସ୍ତାର ହୁରାସାହି ଦେବୀପଡ଼ିଆ ନିକଟରେ ଦୁର୍ବୃତ୍ତମାନେ ଏକ ଗହଣା ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନା ଓ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ସୂଚନା..!1
- ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ ଙ୍କ ସଭାପତିତ୍ବ ରେ ଏକ ଗୁରୁତ୍ତ୍ବପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ,କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଉଚ୍ଛେଦ କରିବା ଏବଂ ତାକୁ ବିକୃତ କରି ଶ୍ରମିକ ଅଧିକାର ଛଡାଇ ନେବା , ଟାଟା ପାଓ୍ବାର ର ମନମାନୀ ଏବଂ ଉପଭକ୍ତା ମାନଙ୍କୁ ଶୋଷଣ କରିବା ଓ ଧାନ ସଂଗ୍ରହ ମଣ୍ଡି ଗୁଡିକରେ ରହୁଥିବା କଟନି ଛଟନି ସମସ୍ଯା କୁ ନେଇ ଆଗାମୀ ଦିନରେ କଂଗ୍ରେସ ଦଳ ବ୍ଯାପକ କାର୍ଯ୍ଯକ୍ରମ ହାତକୁ ନେବା ସହିତ ଆଗାମୀ ଦିନରେ କଂଗ୍ରେସ ଦଳ ସାଧାରଜ୍ଞ ଜନତା ଙ୍କ ଏହି ସମସ୍ଯା ଗୁଡିକୁ ନେଇ ଗାଁ ରୁ ବିଧାନସଭା ପର୍ଯ୍ଯନ୍ତ ଆନ୍ଦୋଳନ କରିବାକୁ ନିଷ୍ପତ୍ତି........1
- #ଗଞ୍ଜାମ_ପାଇଁ_ନବୀନ_CMରୁ_ବଞ୍ଚିତ: #ଲତିକା -ଗଞ୍ଜାମରେ ବିଜେଡି ସ୍ଥିତି ଦୁର୍ବଳ ହେଉଛି କହିଲେ ଲତିକା ପ୍ରଧାନ1
- AGNEYA 2026 3rd day with Amiti mishra2
- Post by Chocolate boy Kumar1
- AGNEYA 2026, 3rd day2
- ସୋମନାଥ ସ୍ୱାଭିମାନ ଦିବସ,ପାରାଦୀପ ରେ ବିଜେପି ଯୁବମୋର୍ଚା ତରଫରୁ ବୃନ୍ଦାବନ କଲୋନୀ ଶିବମନ୍ଦିର ରେ ପୂଜାର୍ଚନା ଓ ଦ୍ବୀପଦାନ...1