logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ,ଜହ୍ନିମୂଳ ଠାରୁ କରିମୂଳ ଯାଏଁ ଲମ୍ବିଥିବା ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ସୂଚନା..!

8 hrs ago
user_Sarbeswar malik
Sarbeswar malik
Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
8 hrs ago

କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ,ଜହ୍ନିମୂଳ ଠାରୁ କରିମୂଳ ଯାଏଁ ଲମ୍ବିଥିବା ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ସୂଚନା..!

More news from ଓଡ଼ିଶା and nearby areas
  • ରାଜନଗର ବ୍ଲକରେ ୮ ଦିନର ତାଲାର କ୍ଷତି ଭରଣା କରିବ କିଏ ? ,ଏନେଇ ପ୍ରତିକ୍ରିୟା ରଖିଲେ ବନମାଳୀ ମହାରଣା...।
    1
    ରାଜନଗର ବ୍ଲକରେ ୮ ଦିନର ତାଲାର କ୍ଷତି ଭରଣା କରିବ କିଏ ? ,ଏନେଇ ପ୍ରତିକ୍ରିୟା ରଖିଲେ ବନମାଳୀ ମହାରଣା...।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    22 hrs ago
  • ଫିଲ୍ମ ହଲରେ ଦର୍ଶକ ଙ୍କ ଆକ୍ସନ, ଆରମ୍ଭ ହେଲା ଖଣ୍ଡଯୁଦ୍ଧ, ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ, ବୋତଲ ଭାଙ୍ଗି ଆକ୍ରମଣ କରିବାକୁ ଉଦ୍ୟମ, ଯାହା ପାରାଦୀପ ରେ ଚର୍ଚ୍ଚା ର ବିଷୟ ପାଲଟିଛି l ହଲରେ ପଡିଥିଲା ପ୍ରଭାସଙ୍କ ସୁପରହିଟ ତେଲୁଗୁ ଫିଲ୍ମ ରାଜସର,ଲାଗିଥିଲା ଦର୍ଶକଙ୍କ ଭିଡ, ହଠାତ ଲୋକ ଫିଲ୍ମରେ ପ୍ରଭାସ ଙ୍କ ଜବରଦସ୍ତ ଆକ୍ସନ ଦେଖିବା ପୂର୍ବରୁ ଦର୍ଶକ ଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଜବରଦସ୍ତ ଆକ୍ସନ l ପାରାଦୀପ କମଳା ସିନେମା ହଲ ରେ ପ୍ରଭାସ ଙ୍କ ଫିଲ୍ମ ଦେଖିବାକୁ ଆସିଥିବା ଦୁଇଗୋଷ୍ଠୀ ଙ୍କ ମଧ୍ୟରେ ଲାଗିଯାଇଥିଲା କଳି l ହଠାତ ଆରମ୍ଭ ହୋଇଗଲା ଦର୍ଶକ ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, କେହି କାହାକୁ ଛାଡିଲେ ନାହିଁ, ଏପରିକି ବୋତଲ ଭାଙ୍ଗି ଆକ୍ରମଣ କରିବାକୁ ମଧ୍ୟ ପଛାଇଲେ ନାହିଁ l କମଳା ସିନେମା ହଲରେ କଣ ହିରୋ ଙ୍କ ଆକ୍ସନ ଦେଖିବେ ଦର୍ଶକ ଙ୍କ ଆକ୍ସନର ଭରପୁର ମନୋରଞ୍ଜନ ନେଲେ ହଳକୁ ଫିଲ୍ମ ଦେଖିବାକୁ ଆସିଥିବା ଦର୍ଶକ l ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥିବା ବେଳେ ଘଟଣା ଆଦର୍ଶ ଥାନା ପୋଲିସ ପାଖରେ ପହଞ୍ଚିଥିଲା l ପୋଲିସ ପହଞ୍ଚିବା ପରେ ଦର୍ଶକ ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଆକ୍ସନ ଦୃଶ୍ୟ ରେ ପୂର୍ଣ୍ଣଛେଦ ପଡିଥିଲା l
    1
    ଫିଲ୍ମ ହଲରେ ଦର୍ଶକ ଙ୍କ ଆକ୍ସନ, ଆରମ୍ଭ ହେଲା ଖଣ୍ଡଯୁଦ୍ଧ, ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ, ବୋତଲ ଭାଙ୍ଗି ଆକ୍ରମଣ କରିବାକୁ ଉଦ୍ୟମ, ଯାହା ପାରାଦୀପ ରେ ଚର୍ଚ୍ଚା ର ବିଷୟ ପାଲଟିଛି l ହଲରେ ପଡିଥିଲା ପ୍ରଭାସଙ୍କ ସୁପରହିଟ ତେଲୁଗୁ ଫିଲ୍ମ ରାଜସର,ଲାଗିଥିଲା ଦର୍ଶକଙ୍କ ଭିଡ, ହଠାତ ଲୋକ ଫିଲ୍ମରେ ପ୍ରଭାସ ଙ୍କ ଜବରଦସ୍ତ ଆକ୍ସନ ଦେଖିବା ପୂର୍ବରୁ ଦର୍ଶକ ଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଜବରଦସ୍ତ ଆକ୍ସନ l ପାରାଦୀପ କମଳା ସିନେମା ହଲ ରେ ପ୍ରଭାସ ଙ୍କ ଫିଲ୍ମ ଦେଖିବାକୁ ଆସିଥିବା ଦୁଇଗୋଷ୍ଠୀ ଙ୍କ ମଧ୍ୟରେ ଲାଗିଯାଇଥିଲା କଳି l ହଠାତ ଆରମ୍ଭ ହୋଇଗଲା ଦର୍ଶକ ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, କେହି କାହାକୁ ଛାଡିଲେ ନାହିଁ, ଏପରିକି ବୋତଲ ଭାଙ୍ଗି ଆକ୍ରମଣ କରିବାକୁ ମଧ୍ୟ ପଛାଇଲେ ନାହିଁ l କମଳା ସିନେମା ହଲରେ କଣ ହିରୋ ଙ୍କ ଆକ୍ସନ ଦେଖିବେ ଦର୍ଶକ ଙ୍କ ଆକ୍ସନର ଭରପୁର ମନୋରଞ୍ଜନ ନେଲେ ହଳକୁ ଫିଲ୍ମ ଦେଖିବାକୁ ଆସିଥିବା ଦର୍ଶକ l ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥିବା ବେଳେ ଘଟଣା  ଆଦର୍ଶ ଥାନା ପୋଲିସ ପାଖରେ ପହଞ୍ଚିଥିଲା l ପୋଲିସ ପହଞ୍ଚିବା ପରେ ଦର୍ଶକ ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଆକ୍ସନ ଦୃଶ୍ୟ ରେ ପୂର୍ଣ୍ଣଛେଦ ପଡିଥିଲା l
    user_Biraja prasad tripathy Tripathy
    Biraja prasad tripathy Tripathy
    Journalist ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    3 hrs ago
  • AGNEYA 2026 3rd day with Amiti mishra
    2
    AGNEYA 2026
3rd day with Amiti mishra
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    44 min ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
  • Post by Rajendra Dash
    1
    Post by Rajendra Dash
    user_Rajendra Dash
    Rajendra Dash
    ଆନନ୍ଦପୁର, କେନ୍ଦୁଝର, ଓଡ଼ିଶା•
    22 hrs ago
  • ଜନ୍ମମାଟି ରେ ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ। ପୁରୀ :- ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପୁରୀ ଡାନ୍ସ ଏକାଡେମୀ ଆନୁକୁଲ୍ୟରେ କଳାକାର, ବୁଦ୍ଧିଜୀବୀ ଓ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମହାସମାରୋହରେ ତିନି ଦିନ ବ୍ୟାପୀ ଗୁରୁଜିଙ୍କ ଜନ୍ମ ଶତାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। ତା୦୮/୦୧/୨୬ ରିଖ, ଗୁରୁବାର ସନ୍ଧ୍ୟା ୭: ୦୦ଘଣ୍ଟିକା: ଏକାଡେମୀ ପରିସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଗୁରୁଜୀଙ୍କୂ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ ଏବଂ ଗୁରୁଜୀଙ୍କ ଜୀବନୀ ଉପରେ ଚର୍ଚ୍ଚା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ତା ୦୯/୦୧/୨୬ ରିଖ ଶୁକ୍ରବାର ଦିନ ପୁରୀ ସ୍ଵର୍ଗଦ୍ଵାର ସ୍ଥିତ ମହୋଦଧି ଠାରେ ଗୁରୁଜୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା ତଥା ଛାତ୍ରଛାତ୍ରୀ ଓ ଅତିଥି କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷିତ ହୋଇଥିଲା। ତା ୧୦/୦୧/୨୬ ରିଖ, ଶନିବାର ଦ୍ୱିପହର ୧:୦୦ ଘଣ୍ଟିକା ସମୟରେ ରଘୁରାପୁର ସ୍ଥିତ ଗୁରୁଜୀଙ୍କ ଜନ୍ମ ମାଟିରେ ଏକାଡେମୀର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ନୃତ୍ୟ ପରିବେଷଣ। ଅପରାହ୍ନ ୪:୦୦ ଘଣ୍ଟିକା ଶ୍ରୀ ଜୀଉଙ୍କ ଦୋଳବେଦୀ ଠାରେ ଗୁରୁଜୀଙ୍କ ତୈଳ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ ଏବଂ ଅତିଥି କଳାକାର ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟଞଳି କାର୍ଯକ୍ରମ। ସନ୍ଧ୍ୟା ୬:୦୦ ଘଣ୍ଟିକା ସିଂହଦ୍ଵାର ନିକଟରେ ସାମୁହିକ ଦୀପଦାନ ଏବଂ ପ୍ରାଥନା ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯକ୍ରମ ଅନୁଷ୍ଠାନର ସମ୍ପାଦକ ଗୁରୁ ନାରାୟଣ ପାଣ୍ଡେଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ଏଥିରେ ଗୁରୁ କୃଷ୍ଣ କୁମାର ଦାସ ଓ ସୂର୍ଯ୍ୟକାନ୍ତ ପୂଜା ପଣ୍ଡା ସହଯୋଗ କରି ଥିଲେ।
    4
    ଜନ୍ମମାଟି ରେ ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ।
ପୁରୀ :- ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ  କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ  ଅବସରରେ ପୁରୀ ଡାନ୍ସ ଏକାଡେମୀ ଆନୁକୁଲ୍ୟରେ କଳାକାର, ବୁଦ୍ଧିଜୀବୀ ଓ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମହାସମାରୋହରେ ତିନି ଦିନ ବ୍ୟାପୀ ଗୁରୁଜିଙ୍କ ଜନ୍ମ ଶତାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। 
ତା୦୮/୦୧/୨୬ ରିଖ, ଗୁରୁବାର
ସନ୍ଧ୍ୟା ୭: ୦୦ଘଣ୍ଟିକା: ଏକାଡେମୀ ପରିସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଗୁରୁଜୀଙ୍କୂ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ ଏବଂ ଗୁରୁଜୀଙ୍କ ଜୀବନୀ ଉପରେ ଚର୍ଚ୍ଚା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ତା ୦୯/୦୧/୨୬ ରିଖ ଶୁକ୍ରବାର ଦିନ ପୁରୀ ସ୍ଵର୍ଗଦ୍ଵାର ସ୍ଥିତ ମହୋଦଧି ଠାରେ ଗୁରୁଜୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା ତଥା ଛାତ୍ରଛାତ୍ରୀ ଓ ଅତିଥି କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷିତ ହୋଇଥିଲା।  ତା ୧୦/୦୧/୨୬ ରିଖ, ଶନିବାର ଦ୍ୱିପହର ୧:୦୦ ଘଣ୍ଟିକା ସମୟରେ ରଘୁରାପୁର ସ୍ଥିତ ଗୁରୁଜୀଙ୍କ ଜନ୍ମ ମାଟିରେ ଏକାଡେମୀର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ନୃତ୍ୟ ପରିବେଷଣ। ଅପରାହ୍ନ ୪:୦୦ ଘଣ୍ଟିକା ଶ୍ରୀ ଜୀଉଙ୍କ ଦୋଳବେଦୀ ଠାରେ ଗୁରୁଜୀଙ୍କ ତୈଳ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ ଏବଂ ଅତିଥି କଳାକାର ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟଞଳି କାର୍ଯକ୍ରମ। ସନ୍ଧ୍ୟା ୬:୦୦ ଘଣ୍ଟିକା 
ସିଂହଦ୍ଵାର ନିକଟରେ ସାମୁହିକ ଦୀପଦାନ ଏବଂ ପ୍ରାଥନା ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯକ୍ରମ ଅନୁଷ୍ଠାନର ସମ୍ପାଦକ ଗୁରୁ ନାରାୟଣ ପାଣ୍ଡେଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ଏଥିରେ ଗୁରୁ କୃଷ୍ଣ କୁମାର ଦାସ ଓ ସୂର୍ଯ୍ୟକାନ୍ତ ପୂଜା ପଣ୍ଡା ସହଯୋଗ କରି ଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • କେନ୍ଦ୍ରାପଡା ଜିଲ୍ଲା ଜମଧର ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଜିଲ୍ଲାସ୍ତରୀୟ ଧାନମଣ୍ଡି ଉଦଘାଟିତ, ଯୋଗଦେଇ ପତିକ୍ରିୟା ରଖିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର
    1
    କେନ୍ଦ୍ରାପଡା ଜିଲ୍ଲା ଜମଧର ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଜିଲ୍ଲାସ୍ତରୀୟ ଧାନମଣ୍ଡି ଉଦଘାଟିତ, ଯୋଗଦେଇ ପତିକ୍ରିୟା ରଖିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    23 hrs ago
  • ହୋଟେଲ ବ୍ୟବସାୟୀ ଙ୍କୁ ସଂଘବଦ୍ଧ ଆକ୍ରମଣ,ଗୁରୁତର ଆହତ ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ନ୍ୟାୟପାଇଁ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର l ସୂଚନା ଅନୁଯାୟୀ ପାରାଦୀପ ରଙ୍ଗିଆଗଡ଼ ପୁରୁଣା ରେଳ ଷ୍ଟେସନ ନିକଟରେ ରହିଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ କମ୍ପାନୀ ଫାଟକ ସମ୍ମୁଖରେ ବସନ୍ତ କୁମାର ମହାନ୍ତି ଦୀର୍ଘ ୩୦ ବର୍ଷ ହେବ ଏକ ଝୁମ୍ପୁଡ଼ି ଘରେ ହୋଟେଲ ବ୍ୟବସାୟ କରି ଆସୁଥିଲେ ତେବେ ଗତ ଜାନୁୟାରୀ ୨ ତାରିଖ ସନ୍ଧ୍ୟାରେ ବାଲିଝରା ଅଞ୍ଚଳର ଅନ୍ୟ ଜଣେ ହୋଟେଲ ବ୍ୟବସାୟୀ ମିହିର ରଞ୍ଜନ ସାହୁ ଓରଫ ବାପି କଣା ତାର ସହଯୋଗୀ ଶ୍ରୀକାନ୍ତ ସାହୁ ଓରଫ ନିଲୁଆ ଏବଂ ଅନ୍ୟ ଦୁଇ ତିନି ଜଣ ମିଶି ହୋଟେଲ ଆଗରେ ବସନ୍ତ ଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ ତେବେ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିବା ବେଳେ ରକ୍ତ ଜୁଡୁବୁଡୁ ମୁର୍ମୂଷୁ ଅବସ୍ଥାରେ ତାଙ୍କୁ ପ୍ରଥମେ ଅଠରବାଙ୍କି ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥୁଲା ଏବେ ସେ କୋମା ଅବସ୍ଥାରେ ଥିବା ନେଇ ପରିବାର ପକ୍ଷରୁ କହିବା ସହିତ ବସନ୍ତ ଙ୍କ ପତ୍ନୀ ପୁଷ୍ପଲତା ମହାନ୍ତି ଏବଂ ପରିବାର ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଆକ୍ରମଣକାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଗିରଫ କରିବାକୁ ନିବେଦନ କରିଛନ୍ତି ପରିବାର ସଦସ୍ୟ l
    1
    ହୋଟେଲ ବ୍ୟବସାୟୀ ଙ୍କୁ ସଂଘବଦ୍ଧ ଆକ୍ରମଣ,ଗୁରୁତର ଆହତ ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ନ୍ୟାୟପାଇଁ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର l ସୂଚନା ଅନୁଯାୟୀ ପାରାଦୀପ ରଙ୍ଗିଆଗଡ଼ ପୁରୁଣା ରେଳ ଷ୍ଟେସନ ନିକଟରେ ରହିଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ କମ୍ପାନୀ ଫାଟକ ସମ୍ମୁଖରେ ବସନ୍ତ କୁମାର ମହାନ୍ତି ଦୀର୍ଘ ୩୦ ବର୍ଷ ହେବ ଏକ ଝୁମ୍ପୁଡ଼ି ଘରେ ହୋଟେଲ ବ୍ୟବସାୟ କରି ଆସୁଥିଲେ ତେବେ ଗତ ଜାନୁୟାରୀ ୨ ତାରିଖ ସନ୍ଧ୍ୟାରେ ବାଲିଝରା ଅଞ୍ଚଳର ଅନ୍ୟ ଜଣେ ହୋଟେଲ ବ୍ୟବସାୟୀ ମିହିର ରଞ୍ଜନ ସାହୁ ଓରଫ ବାପି କଣା ତାର ସହଯୋଗୀ ଶ୍ରୀକାନ୍ତ ସାହୁ ଓରଫ ନିଲୁଆ ଏବଂ ଅନ୍ୟ ଦୁଇ ତିନି ଜଣ ମିଶି ହୋଟେଲ ଆଗରେ ବସନ୍ତ ଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ ତେବେ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିବା ବେଳେ ରକ୍ତ ଜୁଡୁବୁଡୁ ମୁର୍ମୂଷୁ ଅବସ୍ଥାରେ ତାଙ୍କୁ  ପ୍ରଥମେ ଅଠରବାଙ୍କି ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥୁଲା ଏବେ ସେ କୋମା ଅବସ୍ଥାରେ ଥିବା ନେଇ ପରିବାର ପକ୍ଷରୁ କହିବା ସହିତ ବସନ୍ତ ଙ୍କ ପତ୍ନୀ ପୁଷ୍ପଲତା ମହାନ୍ତି ଏବଂ ପରିବାର ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଆକ୍ରମଣକାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଗିରଫ କରିବାକୁ ନିବେଦନ କରିଛନ୍ତି ପରିବାର ସଦସ୍ୟ l
    user_Biraja prasad tripathy Tripathy
    Biraja prasad tripathy Tripathy
    Journalist ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    3 hrs ago
  • AGNEYA 2026, 3rd day
    2
    AGNEYA 2026,
3rd day
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.