ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଳିତ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ମାଲକାନଗିରି,୩୧/୭/୨୬: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୀର୍ଘ ଦିନ ଧରି ନିଷ୍ଠାର ସହ ସେବା ଯୋଗାଇ ଆଜି ଅବସର ଗ୍ରହଣ କରିଥିବା ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ପାଇଁ ଏକ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ଡେପୁଟି କଲେକ୍ଟର ଏନ୍. ଜଗଜୀବନ ଚୌଧୁରୀ ଏବଂ ମାଲକାନଗିରି କଲେକ୍ଟରେଟ୍ର ସେକ୍ସନ ଅଫିସର ବାଣୀ କିଙ୍କର ପଟ୍ଟନାୟକ ଆଜି ସେବାନିବୃତ୍ତ ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସଭାରେ ବିଦାୟୀ ଓଏଏସ ଅଧିକାରୀ ଶ୍ରୀ ଚୌଧୁରୀଙ୍କ ଗୌରବମୟ କାର୍ଯ୍ୟକାଳ ସମ୍ପର୍କରେ ଆଲୋକପାତ କରି ସହଯୋଗୀ ମାନେ ପ୍ରକାଶ କରିଥିଲେ ଯେ, ୧୯୮୯ ମସିହାରୁ ଆରମ୍ଭ ହୋଇଥିବା ଶ୍ରୀ ଚୌଧୁରୀଙ୍କ ଦୀର୍ଘ ସେବାକାଳ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଚିତ୍ରକୋଣ୍ଡା, ଉମରକୋଟ ଓ ନାରାୟଣପାଟଣାର ତହସିଲଦାର ଭାବେ, ନର୍ଲାର ବିଡିଓ ଭାବେ ଏବଂ କୋରାପୁଟ ଓ ମାଲକାନଗିରି କଲେକ୍ଟରେଟ୍ରେ ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ଓ ଜନସେବା ସଦା ସ୍ମରଣୀୟ ହୋଇ ରହିବ। ସେହିପରି ଶ୍ରୀ ପଟ୍ଟନାୟକଙ୍କ ସେବାକାଳକୁ ସ୍ମରଣ କରି ସହଯୋଗୀ ମାନେ କହିଥିଲେ, ୧୯୯୬ ମସିହାରୁ ମାଲକାନଗିରି ଓ କାଲିମେଳା ତହସିଲ ଠାରୁ ଆରମ୍ଭ କରି କୋରୁକୋଣ୍ଡା ଓ ପୋଡ଼ିଆ ବ୍ଲକ ପର୍ଯ୍ୟନ୍ତ ଶ୍ରୀ ପଟ୍ଟନାୟକଙ୍କ ପ୍ରଶାସନିକ ସେବା ଓ ନିଷ୍ଠା ସର୍ବଦା ଅନୁକରଣୀୟ ହୋଇ ରହିବ। ଜଣେ ଦକ୍ଷ ସେକ୍ସନ ଅଫିସର ଭାବେ ତାଙ୍କର ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ସଦା ସର୍ବଦା କୃତଜ୍ଞ। ହୋଇ ରହିବ। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ବିଦାୟୀ ଅଧିକାରୀ ଦ୍ଵୟଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ସୁଖମୟ ଓ ନିରାମୟ ଅବସର ଜୀବନ କାମନା କରିଥିଲେ। ଶେଷରେ ସମସ୍ତ କର୍ମଚାରୀ ସେମାନଙ୍କ ଶୃଙ୍ଖଳିତ କାର୍ଯ୍ୟଶୈଳୀକୁ ମନେପକାଇ ଭାବବିହ୍ୱଳ ବିଦାୟ ଦେଇଥିଲେ।

- देशहित व जनहित के प्रति दोहरी नीति वाली इंडी गठबंधन !! *लापता या मौन !!* राहुल गांधी कहां हैं??? झारखंड के छात्र भी इसी देश के हैं! इंडी गठबंधन और राहुल गांधी के लिए क्या छात्रों का दर्द राज्य और सरकार देखकर तय होता है?? झारखंड में JPSC-JSSC व अन्य परीक्षाओं में सत्ता के संरक्षण में अधिकारियों और माफियाओं द्वारा की गई कथित संगठित धांधली को लेकर लाखों युवा सड़क पर हैं, लेकिन देश के तथाकथित, छद्म वेशधारी "युवा हितैषियों" को शायद झारखंड का रास्ता ही नहीं मिल रहा!! NEET के माध्यम से अराजकता फैलाने के प्रयास में प्रेस कॉन्फ्रेंस और सोशल मीडिया पोस्ट की बाढ़ लाने वालों की उंगलियां झारखंड आते ही क्यों थम गईं?? ::: श्रीमती अन्नपूर्णा देवी जी, केन्द्रीय मंत्री भारत सरकार संकलक:: कुमार विश्वजीत जमशेदपुर झारखंड1
- ଯୁଗିଯୁଗିଏନ ପ୍ରକଳ୍ପକୁ ବିରୋଧ: ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ ଯୁଗିଯୁଗିଏନ ପ୍ରକଳ୍ପକୁ ବିରୋଧ: ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ1
- ଖରିଆର ରୋଡ଼ ପୌର ପରିଷଦରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ @first news odisha #ନୂଆପଡ଼ା ଖରିଆର ରୋଡ଼ ପୌର ପରିଷଦରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ @first news odisha #ନୂଆପଡ଼ା1
- ग्राम व पोस्ट काईमऊ जिला हरदोई का मन मिला है कैसे निकालते होंगे इन गलियों से लोग जो कि इतनी बारिश में निकलने में हो रही परेशानी लोगों को गलियों में इंटरलॉकिंग परी है लेकिन किस काम की इंटरलॉकिंग जो किसी के काम ना आ सके पानी निकालने का कोई भी प्रबंध नहीं किसी भी प्रकार की घरों का पानी बरसात का पानी इंटरलॉकिंग पर भरा हुआ है लोगों ने सोचा धान लगाने के लिए1
- यह झंझट साल भर से चल रहा है इस झंझट को अभी तक कोई सुझाव नहीं मिला है किसने मुखिया गिरी थाना भी मिला हुआ है 112 भी मिला हुआ है1
- सावन के प्रथम दिवस कर्तव्य पथ फाउंडेशन ने किया वृक्षारोपण अभियान का शुभारंभ1
- गणेश बिहार निलकट भोलारोड मेरठ वाड 15 पीन कोड 250002माता वाली गली मे नाली निर्माण इसलिए टुट रहा है खाली पलोटो की बोडरी व भराव नही है ओर का उल्टा भाहव इसलिए हो रहा है भोलारोड से सूर्य मंदिर तक मन्दिर तक नाली ढकी हूइ है सभी ने स्लीप डाल रखे है जी कारण सफाई नहीं हो पाती कूडा कचरा व गाद जमी हुई है व नाली हम जैसे लोगो ने मसाला डालकर कही उची कही नीची कर रखी है इसलिए पानी का उल्टा भाहव हो रहा है ठेकेदार व सफाई कर्मचारीयो द्वारा अपना काम बार बार जिम्मेदारी के साथ निभा रहे है व सभासद जी हर काम को लेकर पैनी नजर रहती है हर काम वफादारी से करते व कराते हैं इसलिए सड़क व नाली निर्माण व सफाई कर्मचारीयो की कही कोई गलती नजर नहीं आ रही हैं ठेकेदार खूद के पैसे से ऐक हो काम बार बार करा रहे हैं ये कहना नगर निगम का है तो ठेकेदार का भी परिवार व खर्चे है असे तो परेशानी बढती है फिर भी जाच का विषय है की जीये मगर खाली पलोटो व नाली प स्लीप को ध्यान मे जरूर रखे जन हित मे अपने अधिकार के लिए लिख रही हूँ मेरी सब्दो मे गलती लगे तो सोरी माफी चाहूगी ठेकेदार जी का कहना है मैने तैलीय से तैलीय मिलाकर नाली बनाइ है व पानी उल्टा भाहव है तो आगे की नाली हालत देखो जब देखा तो नाली ढकी होने से आगे पानी नहीं जा रहा हमे हमे विभागीय अधिकारियों ठेकेदार सभासद व सरकार पर पूरा भरोसा है की सब काम ठीक होगे मेरे लिए सभी सम्मानित है पुलिस प्रशासन भी जय हिंद जय भारत जय श्रीराम हर हर महादेव4
- ଏରେଣ୍ଡେଇ ଠାରୁ କୁମୁଳାବାହାଳି କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ଏରେଣ୍ଡେଇ ରୁ କୁମୁଳାବାହାଳି ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ବର୍ଷା ଯୋଗୁଁ ରାସ୍ତାରେ ବଡ଼ବଡ଼ ଖାଲ ଓ ପାଣି ଜମି ରହିଥିବାରୁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିଦିନ ଏହି ରାସ୍ତାରେ ଦୁଇଚକିଆ ଓ ଚାରିଚକିଆ ଯାନବାହନ ଚଳାଚଳ କରୁଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାଆସିବା କରନ୍ତି । ଖରାପ ରାସ୍ତା ଯୋଗୁଁ ସେମାନେ ପ୍ରତିଦିନ ବିପଦପୂର୍ଣ୍ଣ ପରିସ୍ଥିତିରେ ଯାତାୟାତ କରୁଛନ୍ତି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତା ଦେଇ ସହଜରେ ଯାଇପାରୁ ନାହିଁ ଗ୍ରାମବାସୀମାନେ ପ୍ରଶାସନକୁ ତୁରନ୍ତ ରାସ୍ତାର ମରାମତି କରିବାକୁ ଦାବି କରିଛନ୍ତି ଦାବି ପୂରଣ ନହେଲେ ଆଗାମୀ ଦିନରେ ରାସ୍ତା ଅବରୋଧ କରିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ୍ ନିଉଜ ଓଡ଼ିଶା1