ଏରେଣ୍ଡେଇ ଠାରୁ କୁମୁଳାବାହାଳି କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ଏରେଣ୍ଡେଇ ରୁ କୁମୁଳାବାହାଳି ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ବର୍ଷା ଯୋଗୁଁ ରାସ୍ତାରେ ବଡ଼ବଡ଼ ଖାଲ ଓ ପାଣି ଜମି ରହିଥିବାରୁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିଦିନ ଏହି ରାସ୍ତାରେ ଦୁଇଚକିଆ ଓ ଚାରିଚକିଆ ଯାନବାହନ ଚଳାଚଳ କରୁଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାଆସିବା କରନ୍ତି । ଖରାପ ରାସ୍ତା ଯୋଗୁଁ ସେମାନେ ପ୍ରତିଦିନ ବିପଦପୂର୍ଣ୍ଣ ପରିସ୍ଥିତିରେ ଯାତାୟାତ କରୁଛନ୍ତି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତା ଦେଇ ସହଜରେ ଯାଇପାରୁ ନାହିଁ ଗ୍ରାମବାସୀମାନେ ପ୍ରଶାସନକୁ ତୁରନ୍ତ ରାସ୍ତାର ମରାମତି କରିବାକୁ ଦାବି କରିଛନ୍ତି ଦାବି ପୂରଣ ନହେଲେ ଆଗାମୀ ଦିନରେ ରାସ୍ତା ଅବରୋଧ କରିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ୍ ନିଉଜ ଓଡ଼ିଶା

- देशहित व जनहित के प्रति दोहरी नीति वाली इंडी गठबंधन !! *लापता या मौन !!* राहुल गांधी कहां हैं??? झारखंड के छात्र भी इसी देश के हैं! इंडी गठबंधन और राहुल गांधी के लिए क्या छात्रों का दर्द राज्य और सरकार देखकर तय होता है?? झारखंड में JPSC-JSSC व अन्य परीक्षाओं में सत्ता के संरक्षण में अधिकारियों और माफियाओं द्वारा की गई कथित संगठित धांधली को लेकर लाखों युवा सड़क पर हैं, लेकिन देश के तथाकथित, छद्म वेशधारी "युवा हितैषियों" को शायद झारखंड का रास्ता ही नहीं मिल रहा!! NEET के माध्यम से अराजकता फैलाने के प्रयास में प्रेस कॉन्फ्रेंस और सोशल मीडिया पोस्ट की बाढ़ लाने वालों की उंगलियां झारखंड आते ही क्यों थम गईं?? ::: श्रीमती अन्नपूर्णा देवी जी, केन्द्रीय मंत्री भारत सरकार संकलक:: कुमार विश्वजीत जमशेदपुर झारखंड1
- ଯୁଗିଯୁଗିଏନ ପ୍ରକଳ୍ପକୁ ବିରୋଧ: ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ ଯୁଗିଯୁଗିଏନ ପ୍ରକଳ୍ପକୁ ବିରୋଧ: ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ1
- ଖରିଆର ରୋଡ଼ ପୌର ପରିଷଦରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ @first news odisha #ନୂଆପଡ଼ା ଖରିଆର ରୋଡ଼ ପୌର ପରିଷଦରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ @first news odisha #ନୂଆପଡ଼ା1
- ग्राम व पोस्ट काईमऊ जिला हरदोई का मन मिला है कैसे निकालते होंगे इन गलियों से लोग जो कि इतनी बारिश में निकलने में हो रही परेशानी लोगों को गलियों में इंटरलॉकिंग परी है लेकिन किस काम की इंटरलॉकिंग जो किसी के काम ना आ सके पानी निकालने का कोई भी प्रबंध नहीं किसी भी प्रकार की घरों का पानी बरसात का पानी इंटरलॉकिंग पर भरा हुआ है लोगों ने सोचा धान लगाने के लिए1
- यह झंझट साल भर से चल रहा है इस झंझट को अभी तक कोई सुझाव नहीं मिला है किसने मुखिया गिरी थाना भी मिला हुआ है 112 भी मिला हुआ है1
- सावन के प्रथम दिवस कर्तव्य पथ फाउंडेशन ने किया वृक्षारोपण अभियान का शुभारंभ1
- ଏରେଣ୍ଡେଇ ଠାରୁ କୁମୁଳାବାହାଳି କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ଏରେଣ୍ଡେଇ ରୁ କୁମୁଳାବାହାଳି ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ବର୍ଷା ଯୋଗୁଁ ରାସ୍ତାରେ ବଡ଼ବଡ଼ ଖାଲ ଓ ପାଣି ଜମି ରହିଥିବାରୁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିଦିନ ଏହି ରାସ୍ତାରେ ଦୁଇଚକିଆ ଓ ଚାରିଚକିଆ ଯାନବାହନ ଚଳାଚଳ କରୁଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାଆସିବା କରନ୍ତି । ଖରାପ ରାସ୍ତା ଯୋଗୁଁ ସେମାନେ ପ୍ରତିଦିନ ବିପଦପୂର୍ଣ୍ଣ ପରିସ୍ଥିତିରେ ଯାତାୟାତ କରୁଛନ୍ତି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତା ଦେଇ ସହଜରେ ଯାଇପାରୁ ନାହିଁ ଗ୍ରାମବାସୀମାନେ ପ୍ରଶାସନକୁ ତୁରନ୍ତ ରାସ୍ତାର ମରାମତି କରିବାକୁ ଦାବି କରିଛନ୍ତି ଦାବି ପୂରଣ ନହେଲେ ଆଗାମୀ ଦିନରେ ରାସ୍ତା ଅବରୋଧ କରିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ୍ ନିଉଜ ଓଡ଼ିଶା1
- ।सुकमा जगदलपुर कुकाना एन एच 30 मार्ग में हुआ बडा सडक दुर्घटना पिकप वाहन और मोटरसाइकिल बीच हुई टक्कर। एक की हालत कफी गंभीर बताई जा रही हे। सुकमा जगदलपुर कुकाना एन एच 30 मार्ग में हुआ बडा सडक दुर्घटना पिकप वाहन और मोटरसाइकिल बीच हुई टक्कर। एक की हालत कफी गंभीर बताई जा रही हे। सुकमा जिले के कूकानार थाना क्षेत्र अंतर्गत कुंदन पाल चोक एन एच 30 में हुआ बडा सडक दुर्घटना पिकप वाहन और मोटरसाइकिल बीच हुई टक्कर मोके जंगम पाल के दो ग्रामीणों में से एक की हालत गंभीर है, कुकानार पुलिस मोके से पहुंच कर घायल ग्रामीणों को उप स्वास्थ्य केंद्र पहुंचाया एवं खबर लिखते तक उपचार जारी रहा।वहीं सडक दुर्घटना कर फरार पिकप वाहन को तोंगपाल थाना पुलिस ने पकर लिया है।4