Shuru
Apke Nagar Ki App…
ବୁଧବାର ଯାଏଁ ସମୟ ମାଗିଲେ ଜିଲ୍ଲାପାଳ ସୁବର୍ଣ୍ଣପୁର: ସୋନପୁର ପଲିଟେକନିକର ଛାତ୍ରୀଛାତ୍ରମାନେ ନିଜ ଆତ୍ମସମ୍ମାନ ପାଇଁ କଲେଜର ଅଧ୍ୟକ୍ଷଙ୍କ ବଦଳି ଦାବିରେ ଜିଲ୍ଲାପାଳଙ୍କୁ ଘେରାଓ କରିଥିଲେ। ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଛାତ୍ରୀଛାତ୍ରମାନଙ୍କୁ ଆଗାମୀ ବୁଧବାର ଦିନ ଯାଏଁ ସମାଧାନ ପାଇଁ ସମୟ ମାଗିଛନ୍ତି। ସୂଚନାଯୋଗ୍ୟଯେ, ପ୍ରିନ୍ସିପାଲ ପୁରୁଷ ଷ୍ଟାଫ ନେଇ ଛାତ୍ରୀଙ୍କ କଠୋରିକୁ ପ୍ରବେଶ କରିବା, ନିମ୍ନ ମାନର ପୋକରା ଖାଦ୍ୟ ପରିବେଷଣ କରିବା, ଅନାବଶ୍ୟକ ଟଙ୍କା ଅସୁଲି ପାଇଁ ଅଡ଼ିବସିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭଳି ସଙ୍ଗିନ ଅଭିଯୋଗ କରିଥିଲେ ଛାତ୍ରୀଛାତ୍ରମାନେ।
Ram Shankar Bhoi

More news from ଓଡ଼ିଶା and nearby areas
- Post by SONEPUR NEWS1
- Post by Sonepur news khulasa1
- Post by PABITRA BARIHA1
- Post by Pitambar Sahu1
- Post by BAHUJAN ADHIKAR1
- ବୌଦ୍ଧ ଜ଼ିଲ୍ଲାର ନୂତନ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ବିଦ୍ୟାପତି ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତମାସରେ ବୌଦ୍ଧରେ ରହିଥିବା ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ଝାରସୁଗୁଡ଼ା ବଦଳି ହୋଇଥିବା ବେଳେ ବୌଦ୍ଧ କୁ ବିଦ୍ୟାପତି ପଣ୍ଡା ଙ୍କ ବଦଳି ହୋଇଥିଲା ।1
- Post by Sonepur news khulasa1
- ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ନାବାଳିକା ଗଣଦୁଷ୍କର୍ମର ଶିକାର। ଦୁଇ ଗିରଫ1
- Post by BAHUJAN ADHIKAR1